ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପ୍ରେମ ଓ ତାର ସହଯୋଗୀ ଅନୁଷ୍ଠାନ ହେଳ୍ପ ବ୍ରହ୍ମପୁର ବୃଥ ତରଫରୁ ଏକ ଚଳାନ୍ତି ଏକ୍ସରେ ମେସିନ୍ ଏବଂ ଟାଟା ଆମ୍ବୁଲାନ୍ସ ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପ୍ରେମ ଓ ତାର ସହଯୋଗୀ ଅନୁଷ୍ଠାନ ହେଳ୍ପ ବ୍ରହ୍ମପୁର ବୃଥ ତରଫରୁ ଏକ ଚଳାନ୍ତି ଏକ୍ସରେ ମେସିନ୍ ଏବଂ ଟାଟା ଆମ୍ବୁଲାନ୍ସକୁ ଯଥାକ୍ରମେ ସିଟି ହସ୍ପିଟାଲ ଏବଂ ରେଡକ୍ରସ ସୋସାଇଟି ବ୍ରହ୍ମପୁରକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରେମର ସଭାପତି ଡ଼. ଜାକବ ଥୁଡିଲେ ଓ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ଉପ ଜିଲ୍ଲାପାଳ, ସିଡିଏମଓ, ଦମନ ଅଙ୍କ ସହ ସିଦ୍ଧାନ୍ତ ମହାନ୍ତି, ଅନୁରାଗ ପଣ୍ଡା, ବାଳକୃଷ୍ଣ ସାହୁ, ଧୂନ ଚୌଧୁରୀ, ଶ୍ରୀନିବାସ ରାଓ, ସୁଧୀର ଦିଗ୍ଲ ଆ ଉପସ୍ଥିତ ଥିବା ପ୍ରେମର ରତନ ମିଶ୍ର ପ୍ରକାଶ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା