Latest Posts

ବିଜେପିର ଲୋକସଭା କ୍ଷେତ୍ର କୋର୍ କମିଟି ବୈଠକ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ଲୋକସଭା କ୍ଷେତ୍ର କୋର୍ କମିଟି ବୈଠକ ବ୍ରହ୍ମପୁର,ଗୋପାଳପୁର, ଛତ୍ରପୁର,ଦିଗପହଣ୍ଡି,ଚିକିଟି,ମହୋନା, ପାରଳାଖେମୁଣ୍ଡି ବିଧାନସଭାର ସଂଯୋଜକ ଏବଂ ପ୍ରଭାରୀ ମାନଙ୍କୁ ନେଇ ବ୍ରହ୍ମପୁର ଲୋକସଭା କ୍ଷେତ୍ର କୋର୍

ବିଜେପିର ୩୬ଗୋଟି ଜିଲ୍ଳା ସଭାପତି ଘୋଷଣା : ସୁବାଷ ସାହୁ ଗଞ୍ଜାମ ଜିଲ୍ଳା ସଭାପତି ନିଯୁକ୍ତ

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନିଜର ସମସ୍ତ ୩୬ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି । ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ନେବା ପରେ

ମାନବିକତା ଦେଖାଇଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିସି ଗ୍ରାମର ନାରାୟଣ ସାହୁଙ୍କ କଟକ ଏସ ସି ବି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବାପରେ ପରିବାର ଲୋକ ମୃତକ ନାରାୟଣଙ୍କ

‘ଉତ୍କଳ ପ୍ରସଙ୍ଗ’ ପୂର୍ବତନ ସମ୍ପାଦକ ସତୀଶ ପାତ୍ରଙ୍କ ଦ୍ୱାଦଶାହ ଉପଲକ୍ଷେ “ସ୍ମୃତି ଚାରଣ ଶୋଭା”

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା,ସୁପ୍ରସିଦ୍ଧ ଲେଖକ, ଏକାଧାରରେ ସୁବକ୍ତା,ଭଜନ ଗାୟକ, ସାହିତ୍ୟିକ ସ୍ୱର୍ଗତ ସତୀଶ ପାତ୍ରଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ “ସ୍ମୃତି ଚାରଣ ଶୋଭା” ସ୍ଥାନୀୟ

ଦକ୍ଷିଣ ଓଡ଼ିଶା ମହାବିଦ୍ୟାଳୟ ଅଧ୍ୟକ୍ଷ ସମ୍ମିଳନୀ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡ଼ିଶା) ନିଖିଳ ଓଡ଼ିଶା ୬୬୨ବର୍ଗ (+୨ଓ+୩) ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଏକ ଦିନିକିଆ ଦକ୍ଷିଣ ଓଡ଼ିଶା ଅଧ୍ୟକ୍ଷ ସମ୍ମିଳନୀ ରାଜ୍ୟ ସଭାପତି

ମହିଳା ସାମ୍ବାଦିକାଙ୍କୁ ଦୁଃବ୍ୟବହାର ଓ ମାଡ଼ ମାରିବା ଘଟଣାକୁ ନିନ୍ଦା କରି ଆର୍.ଡି.ସି ଙ୍କ କାର୍ଯ୍ୟାଳୟ ସମୁଖରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ବିକ୍ଷୋଭ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ରାଜଧାନୀ ଭୁବନେଶ୍ୱରରେ ମହିଳା ସାମ୍ବାଦିକାଙ୍କୁ ଓଡ଼ିଆ ସିନେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ଦୁଃବ୍ୟବହାର ଓ ମାଡ଼ ମାରିବା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ଦକ୍ଷିଣାଞ୍ଚଳ

ତ୍ରୟୋମାସିକ ଶିଶୁ ପତ୍ରିକା “ଆମ ଶିଶୁ ମାନସ” ର ଉନ୍ମୋଚନ ସାମାରୋହ

ଛତ୍ରପୁର(ସମୃଦ୍ଧଓଡିଶା)ତ୍ରୟୋମାସିକ ଶିଶୁ ପତ୍ରିକା “ଆମ ଶିଶୁ ମାନସ” ର ଷଷ୍ଠତମ ଉନ୍ମୋଚନୀ ଉତ୍ସବ ବର୍ଣ୍ଣାଢ଼୍ୟ ସାମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁରସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ

ବ୍ରହ୍ମପୁର ଡାକମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା ସଭା

ବ୍ରହ୍ମପୁର(ସମୃଦ୍ଧଓଡିଶା)ଶୁକ୍ରବାର ଦିନ ବ୍ରହ୍ମପୁର ଡାକ-ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଡାକ-ମଣ୍ଡଳ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଜାତୀୟ ସଞ୍ଚୟ ଯୋଜନା ଅଧୀନରେ ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ

ଅଷ୍ଟମ ଶିଶୁ ପ୍ରତିଭା ସମ୍ମାନ

ଭୁବନେଶ୍ୱର(ସମୃଦ୍ଧଓଡିଶା)ସତ୍ୟନଗର ଲେଡିଜ୍ ଫୋରମ୍ ପକ୍ଷରୁ ଅଷ୍ଟମ ଶିଶୁ ପ୍ରତିଭା ସମ୍ମାନ ପ୍ରତିଯୋଗିତା ଭାରତ ସ୍କାଉଟ୍ ଓ ଗାଇଡ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଭୁବନେଶ୍ୱର ବିଭିନ୍ନ ବିଦ୍ୟାଳୟର

କ୍ଷତିପୂରଣ ବାବଦରେ ୧ ଲକ୍ଷ ଟଙ୍କା ସହ ୧୬ % ହାରରେ ୧୪ବର୍ଷର ସୁଧ ଦେବାକୁ ଆସିକା ଜୀବନ ବୀମା ନିଗମକୁ ଜିଲ୍ଳା ଖାଉଟି କୋର୍ଟଙ୍କ ନିର୍ଦେଶ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଏକ ଲକ୍ଷ ଟଙ୍କା କ୍ଷତିପୂରଣ ସହ ୧୬% ହାରରେ ୧୪ବର୍ଷର ସୁଧ ଦେବାକୁ ଆସିକା ଜୀବନ ବୀମା ନିଗମକୁ ଜିଲ୍ଳା ଖାଉଟି କୋର୍ଟଙ୍କ ନିର୍ଦେଶ ହୋଇଛି I ପୋଲସରା

ଆଭାସି ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଲକ୍ ପକ୍ଷରୁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଆମ ଓଡ଼ିଶା ନବୀନ

କପୋରେଟ ହାଉସ ଦ୍ୱାରା ଗୌରଚନ୍ଦ୍ର ମହାପାତ୍ର ସମ୍ବର୍ଦ୍ଧିତ

ଭୁବନେଶ୍ୱର (ସମୃଦ୍ଧ ଓଡିଶା) : ମିଡ଼ିଆ ସଂଯୋଜକ ଭାବେ ଦୀର୍ଘ 37ବର୍ଷ ଧରି ଭୁବନେଶ୍ୱର ସହ ବିଭିନ୍ନ ଜିଲ୍ଲା ଓ ବ୍ଲକ ସାମ୍ବାଦିକଙ୍କ ମଧ୍ୟରେ ଯୋଗାସୂତ୍ର ରକ୍ଷାକରି ସରକାରୀ ଏବଂ

ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କଲା ପୋଲିସ …

ହାଇଦ୍ରାବାଦ(ସମୃଦ୍ଧଓଡିଶା) ଧରାପଡିଲା ଦେଶର ସବୁଠୁ ଧନୀ ଓ ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି । ଏହି ମାମଲାରେ ତେଲେଙ୍ଗାନାରୁ ଜଣେ ୧୯ ବର୍ଷୀୟ ଯୁବକକୁ

ନିମାପଡ଼ାରେ ନୂତନ ଏସ.ଡି.ପି.ଓ ପ୍ରଭାତ କୁମାର ମଲ୍ଲିକ

କଟକ(ସମୃଦ୍ଧ ଓଡିଶା)ରାଜ୍ୟରେ ରାଜ୍ୟ ପୋଲିସ ମହାନିର୍ଦେଶକ ୧୮ଜଣ ପୋଲିସ ଅଫିସରଙ୍କୁ ପଦୋନ୍ନତି ଦେଇ ବିଭିନ୍ନ ସ୍ଥାନରେ ଅବସ୍ଥାପିତ କରିଛନ୍ତି l ସେଥି ମଧ୍ୟରୁ କେନ୍ଦ୍ରାପଡା ଏସଡିପିଓ ପ୍ରଭାତ କୁମାର ମଲ୍ଲିକଙ୍କୁ

‘ସମାଜ’ର ପୂର୍ବତନ ସମ୍ପାଦକ ଶରତ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର, ୨ା୧୧: ‘ସମାଜ’ର ପୂର୍ବତନ ସମ୍ପାଦକ ଶରତ ମିଶ୍ରଙ୍କ ଗୁରୁବାର ସନ୍ଧ୍ୟାରେ ଏମ୍‌ସରେ ପରଲୋକ ହୋଇଯାଇଛି। ତାଙ୍କୁ ୮୭ବର୍ଷ ହୋଇଥିଲା। ତାଙ୍କ ମର ଶରୀର ବରମୁଣ୍ଡା ହାଉସିଂବୋର୍ଡ ବାସଭବନକୁ ଅଣାଯିବା

ସମାଜସେବୀ ସଞ୍ଜୟ ନାଏକଙ୍କ ବିଶାଳ ରାଲି

ଢେଙ୍କାନାଳ (ସମୃଦ୍ଧଓଡିଶା) ହିନ୍ଦୋଳ (ବାବନ୍ଧ) ଅଞ୍ଚଳର ଜଣାଶୁଣା ସମାଜସେବୀ ସଞ୍ଜୟ କୁମାର ନାଏକଙ୍କ ଦ୍ୱାରା ଆଜି ସ୍ଥାନୀୟ କୁକୁଟା ଛକ ଠାରୁ ହିନ୍ଦୋଳ ବ୍ଲକ ପର୍ଯ୍ୟନ୍ତ ଏକ ବିରାଟ ବାଇକ

ଭଗବତୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ମା ଭଗବତୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ରୋଟାରୀ କ୍ଲବ ଭୁବନେଶ୍ବର ମେଟ୍ରୋର ମିଳିତ ଆନୁକୂଲ୍ୟରେ ଏକ ଚକ୍ଷୁ ଚିକିତ୍ସା କେନ୍ଦ୍ର ଭୁବନେଶ୍ବର ଉପଖଣ୍ଡ ଅଳସୀ ଶାସନ୍ ପଞ୍ଚାୟତ

ଛତ୍ରପୁର ଓକିଲ ସଂଘ କମ୍ୟୁନିଟି ହଲ୍ ଭିତ୍ତିପ୍ରସ୍ତର ସ୍ଥାପନ

ଛତ୍ରପୁର(ସମୃଦ୍ଧଓଡିଶା) ଛତ୍ରପୁରର ବହୁ ପ୍ରତିଷ୍ଠିତ ପୁରୁଣା ବାର- ଆସୋସିଏସନ ସ୍ଥାନରେ ଓକିଲ ସଂଘର କମ୍ୟୁନିଟି ହଲ୍ ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ଫାଇଭ-ଟି ଯୋଜନାରେ ୪ଲକ୍ଷ ଟଙ୍କା ମଞ୍ଜୁର ହୋଇଛି

ହିଞ୍ଜିଳିରୁ ପୁଣି ବିଦେଶ ଗସ୍ତ : ୪ର୍ଥ ପର୍ଯ୍ୟାୟରେ ମିଶନ ଶକ୍ତି ମା’ମାନେ ଯାଉଛନ୍ତି ଦୁବାଇ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ହିଂଜିଲିକାଟୁ ବ୍ଲକ, ପୌରପରିସଦ ଓ ସେରଗଡ ବ୍ଲକର୍ ୨ଜଣ ଜନପ୍ରତିନିଧି , ୩୩ ଜଣ ମିଶନ ଶକ୍ତି ମହିଳା ଓ ଜଣେ ନୋଡାଲ

ଛତ୍ରପୁର ଶାନ୍ତି ନଗର ପୂଜାମଣ୍ଡପ ମନ୍ତ୍ରଧ୍ୱନିରେ ପ୍ରକମ୍ଫି

ହିଞ୍ଜିଳିକାଟୁ (ସମୃଦ୍ଧଓଡିଶା)ଛତ୍ରପୁର ପୁଲିସ୍ ଲାଇନ୍ ନିକଟସ୍ଥ ଶାନ୍ତି ନଗରର ପୂଜାମଣ୍ଡପରେ ଚିତାକର୍ଷକ ମୃଣ୍ମୟୀ ଗଜଲକ୍ଷ୍ମୀ ମେଢ଼ରେ ପୂଜା ପାଉଛନ୍ତି । ଦୈନିକ ପ୍ରଭାତରୁ ମଧ୍ୟାହ୍ନ ଏବଂ ଅପରାହ୍ଣରୁ ରାତ୍ରୀ ୧୧ଘଣ୍ଟା

ଇନ୍ଦିରା ଗାନ୍ଧୀଙ୍କ ବଳିଦାନ : ଭାରତ ପାଇଁ ସ୍ମରଣୀୟ ଦିବସ

ଛତ୍ରପୁର:(ଗଞ୍ଜାମ ଜିଲ୍ଲା ପ୍ରତିନିଧି)ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ ପାଳନ କରାଯାଇଥିଲା। ଛତ୍ରପୁର ଉପର ବସଷ୍ଟାଣ୍ଡ ଠାରେ ଇନ୍ଦିରା ଗାନ୍ଧୀଙ୍କ

ଆଜିଠୁ ପ୍ରସିଦ୍ଧ ମା’ମହାଲକ୍ଷ୍ମୀଙ୍କ ପୂଜା : ରାଜ୍ୟ ଉତ୍ସବ ମୁଖର

ଭୁବନେଶ୍ୱର(ସମୃଦ୍ଧଓଡିଶା) ଧରା ପୃଷ୍ଠରୁ ଜଗତଜନନୀ ମା’ଦୁର୍ଗା ମେଲାଣି ନେବା ପରଠୁ ଆଜିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ମା’ ମହାଲକ୍ଷ୍ମୀ ଗଜଲକ୍ଷ୍ମୀ ଧନଲକ୍ଷ୍ମୀ ପୂଜା। ରାଜ୍ୟର କୋଣ ଅନୁକୋଣରେ ମା’ଙ୍କ ପୂଜାବେଶ୍‌

ଅମୃତ କଳସ ଧରି ବିଜେପିର ଦିଲ୍ଲୀ ଚଲୋ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଅମୃତ କଳସ ଧରି ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ବିଜେପି କାର୍ଯ୍ୟକର୍ତ୍ତା। ୩୧୪ ବ୍ଲକରୁ ୩୧୪ ଅମୃତ କଳସ ଧରି ବିଜେପିର ୬୩୦ କାର୍ଯ୍ୟକର୍ତ୍ତା ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ବିଜେପି ରାଜ୍ୟ

ଓଡ଼ିଶାରେ ମୋଟ୍ ଭୋଟର ୩କୋଟି୨୬ଲକ୍ଷ : ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି

ଭୁବନେଶ୍ୱର(ସମୃଦ୍ଧଓଡିଶା)ରାଜ୍ୟରେ ଭୋଟରଙ୍କ ସଂଖ୍ୟା ବଢ଼ିଛି । ମହିଳା ଭୋଟରଙ୍କ ଅନୁପାତ ବଢ଼ିଛି । ମୋଟ୍ ଭୋଟର ସଂଖ୍ୟା ୩କୋଟି ୨୬ଲକ୍ଷ ୫୫ହଜାର ୨୧୩ରେ ପହଂଚିଛି । ଯାହାକି ୦.୯୪ ପ୍ରତିଶତ

ବିଶ୍ୱକପ ସେମି ଫାଇନାଲ ଦୌଡ଼ରୁ ପାକିସ୍ତାନ ଆଉଟ : ଦକ୍ଷିଣ ଆଫ୍ରିକା ବିଜୟ

ଆଜି ପାକିସ୍ତାନକୁ ହରାଇ ଦକ୍ଷିଣ ଆଫ୍ରିକା ନୂଆ ଇତିହାସ ମଧ୍ୟ ସୃଷ୍ଟି କରିଛି। ଉଭୟ ଟି-୨୦ ଓ ଦିନିକିଆ ବିଶ୍ୱକପରେ ଦୁଇ ଦଳ ୬ ଥର ମୁହାଁମୁହିଁ ହୋଇଥିଲେ। ସବୁଥର

କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: ଆଜି ପାକ ତ୍ୟାଗ ଅପରାହ୍ନ ୪ ପୂର୍ବରୁ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଆଜି ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଚନ୍ଦ୍ରଗ୍ରହଣ ହେଉଥିବାରୁ ଉତ୍ସବ ଫିକା ପଡିଯିବ । ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ କୁମାରୀ କନ୍ୟାମାନଙ୍କର ପର୍ବ ରୂପେ ବିବେଚନା କରାଯାଏ । କୁମାରୀମାନେ

ପୂର୍ବତନ ବିଜେପି ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ନେତୃତ୍ୱରେ ‘ମୋ ଦେଶ ମୋ ମାଟି’ କାର୍ଯ୍ୟକ୍ରମ

ବ୍ରହ୍ମପୁର(ସମୃଦ୍ଧଓଡିଶା) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ନୂଆଦିଲ୍ଲୀ ଠାରେ ସହିଦଙ୍କ ସ୍ମୃତିରେ ହେବାକୁ ଥିବା ଅମୃତ ବାଟିକା ନିମନ୍ତେ ସାରା ଦେଶରେ ମୋ’ ମାଟି ମୋ’ ଦେଶ’ ନାମରେ

ଚାକିରୀ ଗଲା : ରାଜ୍ୟର ଜ୍ୱାଇଁ ପାଣ୍ଡିଆନବାବୁ ଏବେ ୨ୟ କ୍ଷମତା କେନ୍ଦ୍ର

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଆଇ ଏ ଏସ ଅଫିସର ଭି କେ ପାଣ୍ଡିଆନଙ୍କ ଚାକିରୀ ଆଉ ନାହିଁ । ସେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ଆଉ ନାହାନ୍ତି । ବର୍ତ୍ତମାନ ସେ ଖୁଲମ

ବିଜେପି କର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ବ୍ରହ୍ମପୁର ଏସପି ଅଫିସ ସମୁଖରେ ଧାରଣା

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଗୋଳନ୍ଥରା ଥାନା ସମ୍ମୁଖରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରିଥିବା ଆସାମୀ ମାନଙ୍କୁ ପୋଲିସ ଛାଡ଼ିଦେବା ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଶିବ ଶଙ୍କର ନାୟକଙ୍କ ନେତୃତ୍ବରେ

ବ୍ରହ୍ମପୁର ପୋଲିସ ଏସ.ପି.ଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ ବିଜେପି ଯୁବମୋର୍ଚ୍ଚା

ବ୍ରହ୍ମପୁର(ସମୃଦ୍ଧଓଡିଶା)ଗୋଳନ୍ଥରା ଥାନା ସମ୍ମୁଖରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରିଥିବା ଆସାମୀ ମାନଙ୍କୁ ପୋଲିସ ଛାଡ଼ିଦେବା ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଶିବ ଶଙ୍କର ନାୟକଙ୍କ ନେତୃତ୍ବରେ ଶତାଧିକ