Author: ସମୃଦ୍ଧ ଓଡିଶା

ବ୍ରହ୍ମାକୁମାରୀ ଛତ୍ରପୁର ଶାଖାକେନ୍ଦ୍ରର ୨୮ତମ ପ୍ରତିଷ୍ଠା ଉତ୍ସବ ପାଳିତ

ଛତ୍ରପୁର(ସମୃଦ୍ଧଓଡିଶା) ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖାକେନ୍ଦ୍ରର ୨୮ତମ ପ୍ରତିଷ୍ଠା ଉତ୍ସବ କଳ୍ପ ବାସିନୀ ନଗର ସ୍ଥିତ ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି ।

ଗଞ୍ଜାମ ଜ଼ିଲ୍ଲାରେ ନିର୍ବାଚନ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଓ ସଜାଗ ରହିଛି : ଏସ.ପି.

ଛତ୍ରପୁର(ସମୃଦ୍ଧଓଡିଶା) ଗଞ୍ଜାମ ଜ଼ିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟରେ ୨୦ ତାରିଖ ସୋମବାର ହେବାକୁ ଥିବା ସଧାରଣ ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତ ଅଛି ବୋଲି ଗଣମାଧ୍ୟମକୁ ଗଞ୍ଜାମ ଏସପି ଜଗମୋହନ

ଶେଷ ହେଲା ୨ୟ ପର୍ଯ୍ୟାୟ ପ୍ରଚାର, ୨୦ରେ ମତଦାନ, ୩୦୫ ପ୍ରାର୍ଥୀଙ୍କ ସମେତ ନବୀନଙ୍କ ଦୁଇଟି ସ୍ଥାନର ମଧ୍ୟ ଭାଗ୍ୟ ପରୀକ୍ଷା ହେବ

ଭୁବନେଶ୍ୱର (ସମୃଦ୍ଧଓଡିଶା) ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ମଣ୍ଡଳୀ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର,

ପୋଲିସ ବିଜେଡିର ହାତ ବାରିସୀ ସାଜିଛି ବୋଲି ବିଜେପିର ହାଙ୍ଗାମା !

ଭୁବନେଶ୍ୱର(ସମୃଦ୍ଧଓଡିଶା)ରାଜ୍ୟରେ ପୋଲିସ ସରକାରୀ ଦଳ ବିଜେଡିର ହାତବାରିସୀ ହୋଇ କାମ କରୁଛି ବୋଲି ବିଜେପିର ତୀବ୍ର ଅଭିଯୋଗ । କିଛି ନିର୍ଦ୍ଦିଷ୍ଟ ପୁଲିସ ଅଧିକାରୀ ଖୋଲାଖୋଲି ଭାବେ ବିଜେଡିକୁ ସହଯୋଗ

ଖଲ୍ଲିକୋଟ ହିଂସାକାଣ୍ଡ ଘଟଣାରେ ସିଇଓଙ୍କ ଉଦବେଗ : ୪ ପୋଲିସ କର୍ମଚାରୀ ବଦଳି, ଜଣେ ମୃତ୍ୟୁ,୧୪୪ ଧାରା ଜାରି

ଭୁବନେଶ୍ୱର(ସମୃଦ୍ଧଓଡିଶା)ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ଏସବୁ ଭିତରେ ଗଂଜାମରେ ନିର୍ବାଚନୀ ହିଂସା ହୋଇଥିବା ଖବର ସାମ୍ନାକୁ ଆସିଛି। ଗଂଜାମ

ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିଛି, କୁଆଡ଼େ ଗଲା ସେ ରତ୍ନଭଣ୍ଡାର ଚାବି ? : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା  

ଭୁବନେଶ୍ୱର(ସମୃଦ୍ଧଓଡିଶା)ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜଧାନୀ ଭୁବନେଶ୍ୱରରେ ବିଶାଳ ରୋଡ୍‌ ଶୋ’ କରିବା ପରେ ବରଗଡ଼ ଅଭିମୁଖେ ଯାଇଥିଲେ। ଅପରାହ୍ନରେ ନଡ୍ଡାଙ୍କ ହେଲିକପ୍ଟର ପଦ୍ମପୁର ନିର୍ବାଚନମଣ୍ଡଳୀର ଆର୍‌ବି ହାଇସ୍କୁଲ ପଡ଼ିଆରେ

ବିଜେଡି ଆସିଲେ ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ – ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର(ସମୃଦ୍ଧଓଡିଶା)ବିଜେଡି ଆଉ ବିଜୁ ଜନତା ଦଳ ହୋଇ ରହି ନାହିଁ। ତାହା ଏବେ ପାଣ୍ଡୁ ଜନତା ଦଳରେ ପରିଣତ ହୋଇଯାଇଛି । ତେଣୁ ଆପଣ ଯଦି ବିଜେଡିକୁ ଭୋଟ ଦେଉଛନ୍ତି

୧ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ

ବୌଦ୍ଧ(ସମୃଦ୍ଧଓଡିଶା)ବୌଦ୍ଧ ଜିଲ୍ଲାରେ ବହୁଳ ପରିମାଣରେ ଗଞ୍ଜାଇ କାରବାର ହେଉଥିବା ଅଭିଯୋଗ ହେଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ଏବେ ତତ୍ପର ହୋଇ ଉଠିଛି। ଗଞ୍ଜାଇ ମାଫିଆ ମାନେ ପ୍ରସ୍ତୁତ

ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ?

ବ୍ରହ୍ମପୁର(ସମୃଦ୍ଧଓଡିଶା) ମତଦାନ ଦିବସରେ ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉତ୍ତେଜନା ଥିଲା । ଶୃଙ୍ଖଳା ବ୍ୟବସ୍ଥାକୁ ସୁଧାରିବାରେ ଦିଗରେ ପୋଲିସ ପ୍ରଶାସନର ନିରପେକ୍ଷତା ଅବଲମ୍ବନ କରିବା କଥା

ଆଜି ଗୋଟିଏ ପର୍ଯ୍ୟାୟରେ ଆନ୍ଧ୍ରର ସମସ୍ତ ୨୫ଟି ଲୋକସଭା ଓ ୧୭୫ଟି ବିଧାନସଭା ପାଇଁ ଭୋଟ ସରିଲା, ଜୁନ ୪ରେ ଫଳାଫଳ

ବିଜୟୱାଡା(ସମୃଦ୍ଧଓଡିଶା)ଆନ୍ଧ୍ରପ୍ରଦେଶରେ ଶେଷ ହୋଇଛି ଭୋଟ। ଇଭିଏମରେ ସିଲ୍‌ ହୋଇଛି ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ। ଆଜି ଗୋଟିଏ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୨୫ଟି ଲୋକସଭା ଓ ୧୭୫ଟି ବିଧାନସଭା ପାଇଁ ନିଜର

ବିଜେପି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ

ବ୍ରହ୍ମପୁର(ସମୃଦ୍ଧଓଡିଶା) ୮/୦୫ : ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ବ୍ରହ୍ମପୁର, ଆସ୍କା ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ରକୁ ନେଇ ଗଠିତ ବ୍ରହ୍ମପୁର ଜୋନ୍ ମିଡ଼ିଆ ସେଣ୍ଟର୍

ଭୋଟ ଦେଉଛି ଓଡ଼ିଶା : ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର(ସମୃଦ୍ଧଓଡିଶା) ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ର ଚତୁର୍ଥ ପର୍ଯ୍ଯାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପୋଲିସ ଏସ.ପି ଅଫିସ ସମ୍ମୁଖରେ ଧାରଣା : ଏସ.ପିଙ୍କୁ ଦେଲେ ଦାବୀ ପତ୍ର

ବ୍ରହ୍ମପୁର(ସମୃଦ୍ଧଓଡିଶା)ବ୍ରହ୍ମପୁର ଠାରେ ଗତ ୩ ତାରିଖରେ ଘଟିଥିବା ଲୋମ ହର୍ଷଣକାରୀ ଗଣ ଦୁଷ୍କର୍ମ ଘଟଣାକୁ ନେଇ ପୀଡିତା ଏବଂ ତାଙ୍କ ପରିବାର ବର୍ଗଙ୍କୁ ନ୍ୟାୟ ଦାବୀରେ ଆଜି ଭାରତୀୟ ଜନତା

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ‘ନିର୍ବାଚନର ପର୍ବ’ ‘ଦେଶର ଗର୍ବ’ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, କ୍ଷେତ୍ର କାର୍ଯ୍ୟାଳୟ ବ୍ରହ୍ମପୁର ତଥା ଜାତୀୟ ସେବା ଯୋଜନା ବ୍ୟୁରୋ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ

ଆଜି ତେଲୁଗୁ ଅଭିନେତା ସୁମନ ପ୍ରଚାର କରୁଥିବା ବେଳେ ଆସନ୍ତାକାଲି ଓଡ଼ିଆ ଫିଲ୍ମର ସୁପର ଷ୍ଟାର ବାବୁସାନ କରିବେ ପ୍ରଚାର

ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା) ମେ’ ୧୩ ତାରିଖ ପାଖେଇ ଆସୁଛି ଯାହାକୁ ନେଇ ପ୍ରଚାର ମଧ୍ୟ ଦ୍ରୁତଗତି ଧରିଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ପ୍ରଚାରରେ ଆଗଧାଡିରେ ଥିବା ବିଜୁ ଜନତାଦଳ

ଆସନ୍ତା ୧୦ ତାରିଖରୁ ରାଜ୍ୟରେ ବିଜେପି ଶାସନ ଆରମ୍ଭ ହେବ : ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର(ସମୃଦ୍ଧଓଡିଶା) ବ୍ରହ୍ମପୁରରେ ବିଜେପିର ସାଧାରଣ ସଭାରେ ପ୍ରଧାନ ମନ୍ତ୍ରୀ ମୋଦୀ ଦୃଢୋକ୍ତି ଦେବା ପରେ ପରେ ଆସନ୍ତା ୧୦ ତାରିଖରୁ ରାଜ୍ୟରେ ବିଜେପି ଶାସନ ଆରମ୍ଭ ହେବ ବୋଲି କେନ୍ଦ୍ରାପଡା

ଡକ୍ଟର ଏ.ପି.ଜେ ଅବଦୁଲ କଲାମ ଜନ କଲ୍ୟାଣ ଚାରିଟେବଲ ଟ୍ରଷ୍ଟ ଦ୍ଵାରା ଥଣ୍ଡା ପାନୀୟ ଚଲ୍ହା ବଣ୍ଟନ

ଖଲ୍ଲିକୋଟ(ସମୃଦ୍ଧଓଡିଶା)ଡକ୍ଟର ଏପିଜେ ଅବଦୁଲ କଲାମ ଜନ କଲ୍ୟାଣ ଟ୍ରଷ୍ଟ ତରଫରୁ ଖଲ୍ଲିକୋଟ କରଣ ସାହି ଠାରେ ବାଟୋଇଙ୍କୁ ଚଲ୍ହା ବଣ୍ଟନ କରାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ

ମଲ୍ଲୀକାପୁର ପଞ୍ଚାୟତରୁ ଦୁର୍ନୀତି ଲୋପ କରିବା ପାଇଁ ରାମ ହିଁ ଏକମାତ୍ର ବିକଳ୍ପ କହିଲେ ଗୌତମ ରାୟ

ଦଶରଥପୁର(ସମୃଦ୍ଧଓଡିଶା)ମଲ୍ଲୀକାପୁର ପଞ୍ଚାୟତରୁ ଦୁର୍ନୀତି ଲୋପ କରିବା ପାଇଁ ରାମ ହିଁ ଏକମାତ୍ର ବିକଳ୍ପ କହିଲେ ଗୌତମ ରାୟ | ଯାଜପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ଧିରେ ଧିରେ ଶକ୍ତି ବୃଦ୍ଧି

ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ମାତୃ ବିୟୋଗ

ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ମା’ ଶକୁନ୍ତଳା ଜେନାଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା । ରାଜ୍ୟ

ମୋଦି ନାରାରେ କମ୍ପିଲା କନିଷି : ଜୁନ୍ ୧୦ରେ ବିଜେପି ସରକାରର ଶପଥ ଗ୍ରହଣ ପାଇଁ ମୋଦିଙ୍କ ନିମନ୍ତ୍ରଣ

କନିଷି(ସମୃଦ୍ଧଓଡିଶା)ନିର୍ବାଚନୀ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ଆଜି ବ୍ରହ୍ମପୁର ଗସ୍ତ କରିଥିଲେ । ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିବା ସହିତ ବିଜେଡି ସରକାରଙ୍କୁ ଶାଣିତ ଟାର୍ଗେଟ କରିଛନ୍ତି ମୋଦି ।

ପାରଳାଖେମୁଣ୍ଡି ୩ ନମ୍ବର ୱାର୍ଡରେ ଘରେ ଘରେ ପ୍ରଚାର କଲେ ବିଜେଡି ପ୍ରାର୍ଥୀ ରୁପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ପାରଳାଖେମୁଣ୍ଡି ବିଧାୟକ ପ୍ରାର୍ଥୀ ଇଂ. ରୂପେଶ ପାଣିଗ୍ରାହୀଙ୍କ ସହିତ ବିଜେଡି ପ୍ରେମୀ, ବିଜେଡି କର୍ମୀମାନେ ପାରଳାଖେମୁଣ୍ଡି ସ୍ଥିତ ୱାର୍ଡ ନଂ. ୩, ୯ରେ ଘର କୁ ଘର ବୁଲି

ଆସିକା ବିଜ୍ଞାନ ମହାବିଦ୍ୟାଳୟ ହିନ୍ଦୀ ଏବଂ ରସାୟନ ବିଭାଗର ସଫଳତା

ଆସିକା(ସମୃଦ୍ଧଓଡିଶା)ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସ୍ତରରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଜନୈକ ଅନର୍ସ ଛାତ୍ର ଶ୍ରୀ ଗଣେଶ ସ୍ବାଇଁ ୧୨୯୪ ମାର୍କ ରଖି ସ୍ନାତକ ହିନ୍ଦୀ ଭାଷା ସାହିତ୍ୟରେ ଏବଂ ଜନୈକ ଅନର୍ସ

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ରାତ୍ରିଯାପନ କରିବେ ରାଜ ଭବନରେ

ଭୁବନେଶ୍ୱର(ସମୃଦ୍ଧଓଡିଶା)ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାତିରେ ସେ ରାଜ ଭବନରେ ବିଶ୍ରାମ ନେବେ। ଆସନ୍ତାକାଲି ସକାଳେ ସେ ରାଜ୍ୟ ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା

ଆଜି ‘ସଂକଳ୍ପ ପତ୍ର’ ଉନ୍ମୋଚନ କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା

ଭୁବନେଶ୍ୱର(ସମୃଦ୍ଧଓଡିଶା) ‘ଗତ ୧୦ ବର୍ଷରେ ରାଜନୀତିର ସଂସ୍କୃତି ବଦଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଜନୀତିର ସଂସ୍କୃତି ବ୍ୟାପକ ପରିବର୍ତନ ହୋଇଛି । ନିର୍ବାଚନୀ ଇସ୍ତାହାରର ଗରିମା, ମହତ୍ୱ ମଧ୍ୟ

ବିଧାୟକଙ୍କ ନିର୍ଦ୍ଦେଶ କର୍ମୀ ମାନିବେ ତ ?

ନିମାପଡ଼ା(ସମୃଦ୍ଧଓଡିଶା)ସାଧାରଣ ନିର୍ବାଚନ ପାଇଁ ନିମାପଡ଼ା ରାଜନିତି ସରଗରମ।ବିଶେଷ କରି ତିନି ପ୍ରମୁଖ ଦଳର ପ୍ରାର୍ଥୀମାନଙ୍କ ନାମ ଘୋଷଣା ସରିଥିଲେ ମଧ୍ୟ ବିଜୁ ଜନତା ଦଳରେ ହଟଚମଟ ଜାରି ରହିଛି।ଏଠାରେ ବିଜୁ

୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ : ବରୀ ପାଇଁ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର(ସମୃଦ୍ଧଓଡିଶା)ରାଜ୍ୟର ୫ଟି ବିଧାନସଭା ଆସନରେ ନିଜର ପ୍ରାର୍ଥୀଙ୍କୁ ବଦଳାଇଛି କଂଗ୍ରେସ। ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଛନ୍ତି ପ୍ରାର୍ଥୀ । ଗତକାଲି ଦଳରେ ଯୋଗ ଦେଇଥିବା ପୂର୍ବତନ

ଉତ୍କଳ ଓ ଏଆଇଜି ହସ୍ପିଟାଲ ମିଳିତ ଭାବେ କ୍ୟାଡେଭେରିକ୍ ଲିଭର ଟ୍ରାନ୍ସପ୍ଲାଣ୍ଟ ସଫଳ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଭୁନେଶ୍ବର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ସୁପର ମଲ୍ଟି ସ୍ପେସିଆଲ ଉତ୍କଳ ହସ୍ପିଟାଲ ଏବଂ ହାଇଦ୍ରାବାଦ ସ୍ଥିତ ଏଆଇଜି ହସ୍ପିଟାଲ ର ମିଳିତ ସହଯୋଗରେ ଓଡିଶାରେ ପ୍ରଥମ ଥର

ଭୁଶୁଡି ଗଲା ନିମାପଡାରେ ବିଜେଡି ଗଡ଼ : ସମସ୍ତ ଜନପ୍ରତିନିଧିଙ୍କ ଇସ୍ତଫା

ନିମାପଡା(ସମୃଦ୍ଧଓଡିଶା)ନିର୍ବାଚନ ଯେତିକି ପାଖେଇ ଆସୁଛି ନିମାପଡାରେ ରାଜନୈତିକ ମାହୋଲ ସେତିକି ଗରମ ହେବାରେ ଲାଗିଛି।ଓଡିଶା ରାଜନୀତିରେ ନିମାପଡା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଗଡ଼ ଭାବେ ବେଶ୍ ପରିଚିତ।କାରଣ

ଦେଶ ସେବା କରିବାର ଅବସର ପାଇଛି ଭାରତୀୟ ଜନତା ପାର୍ଟି

ବ୍ରହ୍ମପୁର(ସମୃଦ୍ଧଓଡିଶା)ଠିକ୍ ଦଶକ ପୂର୍ବରୁ ଜନସାଧାରଣଙ୍କ ଆଶୀର୍ବାଦ ପାଇ ଦେଶ ସେବା କରିବାର ଅବସର ପାଇଛି ଭାରତୀୟ ଜନତା ପାର୍ଟି । ଗତ ଦଶ ବର୍ଷରେ ଜନସାଧାରଣଙ୍କ ଆଶୀର୍ବାଦରୁ ଶକ୍ତି ନେଇ