Breaking News

Day: 14 May 2022

ନୁଆଁ ବୋତଲରେ ପୁରୁଣା ମଦ : ପୀତବାସ ପଣ୍ଡା…

May 14, 2022

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ଆର୍ଥିକ ବର୍ଷ ପାଇଁ ବ୍ରହ୍ମପୁର ମହାନଗର ନିଗମ ପ୍ରାୟ ୪ ସହ ୬୨କୋଟି ଟଙ୍କାର ଏକ ବଜେଟ ଅନୁମୋଦନ କରିଛି, ଯାହାର କି ବାସ୍ତବତା ସହ କୌଣସି ସମ୍ପର୍କ ନାହିଁ l ବଜେଟରେ ମହାନଗର ନିଗମର ବିଭିନ୍ନ ସୂତ୍ରରୁ ପ୍ରାୟ ମାତ୍ର ୩୩କୋଟି ଆଦାୟ ଥିବା ବେଳେ କେବଳ ଦରମା ଓ ଅଫିସ ଖର୍ଚ୍ଚ ପ୍ରାୟ ୯୧କୋଟି କରାଯିବାକୁ ଧାର୍ଯ୍ୟ କରାଯାଇଛି l ଦୀର୍ଘ ଦିନଧରୀ କ୍ଷମତାରେ ଥିବା ବିଜୁ ଜନତା […]

Read More

ସଚେତନ, ଅସଚେତନ ଓ ଅବଚେତନ ଜ୍ଞାନ…

May 14, 2022

ସାଧାରଣରେ ଚର୍ଚ୍ଚିତ ଜ୍ଞାନର ପରିଭାଷା ଓ ବାସ୍ତବ ଜ୍ଞାନର ବ୍ୟାପକତା ମଧ୍ୟରେ ଅନ୍ତର ବୁଝିବା ଏକ ଅସାଧାରଣ ବ୍ୟାପାର ! ସାଧାରଣ ଲୋକେ ଜ୍ଞାନକୁ ଏତେ ସଂକୁଚିତ କରି ବୋଧ କରିଥା’ନ୍ତି, ସତେ ଯେପରି ତାହା ଏକ ଦୁର୍ମୁଲ୍ୟ ପଦାର୍ଥ ! ହେଲେ ଜ୍ଞାନର ରୁପରଖ ଓ ବାସ୍ତବତାର ପରିସୀମା କେତେ…?!! ଚେତନା ବିହୀନ ମସ୍ତିଷ୍କ ଯୁକ୍ତ ଜୀବକୁ ପଶୁ ବୋଲି କୁହାଯାଇ ଥାଏ । ଚେତନା ଜ୍ଞାନ ହେତୁ ମଣିଷର ସ୍ଥାନ ଏକ ଭିନ୍ନ ସ୍ତରରେ […]

Read More

ମା’ତାରାତାରିଣୀଙ୍କ ମନ୍ଦିର ପୁନଃ-ପ୍ରତିଷ୍ଠା ମହୋତ୍ସବରେ ଯୋଗଦେବେ ନବୀନ…

May 14, 2022

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହର ନିକଟରେ ଅବସ୍ଥାପିତ ମା’ ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ମନ୍ଦିର, ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଚଳିତ ମାସ ୧୫ ତାରିଖ ଠାରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଅନୁଷ୍ଠିତ ହେଉଅଛି । ପ୍ରତିଷ୍ଠା ଉତ୍ସବ, ଧର୍ମାନୁଷ୍ଠାନ, ଯଜ୍ଞାନୁଷ୍ଠାନର ଚତୃର୍ଥ ଦିବସରେ ଅର୍ଥାତ ୧୮ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଉଛନ୍ତି ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ […]

Read More