ନାଟ୍ୟକାର ପ୍ରସାଙ୍ଗୀ ସମ୍ମାନୀତ

ବିଶାଖାପାଟଣା: ପ୍ରାସାଙ୍ଗୀ ମିଡିଆ ପିପୁଲର ମୁଖ୍ୟ ତଥା ଏଠାର ଜଣାଶୁଣା ଅଭିନେତା ଓ ସିନେନିର୍ଦେଶ ଶ୍ରୀନିବାସ ପ୍ରସାଙ୍ଗୀ ସମ୍ମାନୀତ ହୋଇଛନ୍ତି । ନାସନାଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନୀତ କରାଯାଇଛି ।