‘ଓଡ଼ିଶାରେ ନେତୃତ୍ୱ ପରିବର୍ତ୍ତନ ଆବଶ୍ୟକ’

ବ୍ରହ୍ମପୁର (ସମୃଦ୍ଧ ଓଡିଶା )ଓଡ଼ିଶାରେ ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ରହିଛି। ମୋର ଅନୁରୋଧ, ମୁଖ୍ୟମନ୍ତ୍ରୀ ତାଙ୍କରି ଦଳ ଭିତରୁ ଜଣେ ଉଚ୍ଚ ଶିକ୍ଷିତା ମହିଳାଙ୍କ ହାତରେ ଓଡ଼ିଶାର ଶାସନ ଭାର ଦିଅନ୍ତୁ।’ କାହିଁକି ଏଭଳି କହିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ?