ଆମ ଆଦମୀ ପାର୍ଟର ରାଜ୍ୟ ଯୁବ ଉପସଭାପତିଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ପାର୍ଥି ଭାବେ ପ୍ରଭାତ କଲେ ନାମାଙ୍କନ ପତ୍ର ଦାଖଲ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆମ ଆଦମୀ ପାର୍ଟ ଗଞ୍ଜାମ(ଛତ୍ରପୁର)ରୁ ରାଜ୍ୟ ଯୁବ ଉପସଭାପତି ମୋନଜ କୁମାର ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ପ୍ରଭାତ କୁମାର ନାହାକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାସହ ଆଜି ଆମ ଆଦମୀ ପାର୍ଟ ଗଞ୍ଜାମ(ଛତ୍ରପୁର)ରୁ ରାଜ୍ୟ ଯୁବ ଉପସଭାପତି ମୋନଜ କୁମାର ମିଶ୍ର ଏବଂ ଗଞ୍ଜାମ ସମ୍ପାଦକ ଆଦିତ୍ୟ ନାରାୟଣ ରଥଙ୍କ ନେତୃତ୍ୱ କ୍ରମେ ୭ ନଂ,୧୧ ନଂ,୧୯ ନଂ,୨୦ ନଂ, ୩୯ ନଂ, ୪୦ନଂ, ୬୮ ନଂ, ୬୯ନଂ ଆଦି ୮ଟି ଜୋନର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି I