ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଏମ ଡ଼ି ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି

ଭୁବନେଶ୍ୱର (ସମୃଦ୍ଧଓଡିଶା) ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନର  ପରିଚାଳନା ନିର୍ଦେଶକ ଶ୍ରୀ ରୁପବନ୍ତ ସିଂ  ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନର  ପରିଚାଳନା ନିର୍ଦେଶକ ଶ୍ରୀ ରୁପବନ୍ତ ସିଂ ଙ୍କ ସମେତ ତାଙ୍କର ଅନ୍ୟାନ୍ୟ ପଦାଧିକାରୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ମିଶି ସାକ୍ଷାତ ଆଲୋଚନା କରିଛନ୍ତି । ଗୁଜରାଟ ର ଖଣି କମ୍ପାନୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ମିଶିଥିବାରୁ ଓଡ଼ିଶାରେ ବ୍ୟବସାୟ କରିବା ପାଇଁ ପ୍ରସ୍ତାବ ରଖିଥିବେ ବୋଲି ଆଲୋଚନା ହେଉଛି  ।

ରିପୋର୍ଟ : ରଜତ ମହାପାତ୍ର   

Leave a Reply

Your email address will not be published. Required fields are marked *