Breaking News

Top News

ଏପଟେ ମୌସୁମୀ କେରଳ ଛୁଇଁଲା : ସେପଟେ ବାତ୍ୟା ଯୋଗୁଁ ୧୪୫କିମି ବେଗରେ ପବନ ବହୁଛି ସମୁଦ୍ରରେ …

June 8, 2023

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଚଳିତ ବର୍ଷ ଆରବ ସାଗରରେ ସୃଷ୍ଟି ହୋଇଥିବା ପ୍ରଥମ ବାତ୍ୟା ‘ବିପର୍ଯ୍ୟୟ’ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ‘ବିପର୍ଯ୍ୟୟ’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସିଛି। ‘ବିପର୍ଯ୍ୟୟ’ ଏବେ ଗୋଆ ଠାରୁ ୮୬୦ କିମି ଦୂର ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି। ଏହା ୧୩ ତାରିଖ ବେଳକୁ ପାକିସ୍ତାନର […]

Read More

ସୋରଡା ବ୍ଲକରେ ଚିନାବାଦାମ ବିହନ ବାଟବଣା

June 8, 2023

ସୋରଡା(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ରେ ଚିନାବାଦାମ ବିହନ କୁ ନେଇ ଏକ ବଡ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏପରିକି ପ୍ରତି ଚାଷୀ ଙ୍କ ନାମ ରେ ୧୩୮ କେଜି ବିହନ ବାଟବଣା କରାଯାଇଥିବା ଅଭିଯୋଗ ହୋଇଛି। ସୋରଡା ବ୍ଲକ ଅନ୍ତର୍ଗତ ଗୋପାଳପୁରଶାସନ ପଞ୍ଚାଯତ ର ଲାଉଖାଲଗରମ ବାସୀ ଙ୍କ ଅଭିଯୋଗ ହେଲା ୨୦୨୩ ମସିହା ରବି ଋତୁ ସକାଶେ ଚିନାବାଦାମ ବିହନ ଗୋଟିଏ ଚାଷୀ ପ୍ରତି ୧୨ କିଲୋଗ୍ରାମ ଲେଖାଏଁ ୧୫ […]

Read More

ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲା ରାଜଧାନୀ ଏକ୍ସପ୍ରେସ୍‌ !

June 8, 2023

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ନୂଆଦିଲ୍ଲୀ – ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌। ଟ୍ରେନ୍‌ଟି ଦ୍ରୁତ ଗତିରେ ଟ୍ରାକ୍‌ରେ ଛୁଟି ଆସୁ ଥିବା ବେଳେ ଏକ ଟ୍ରାକ୍ଟର ରେଲୱେ ଗେଟ୍‌ ଭାଙ୍ଗି ଟ୍ରାକ୍‌ରେ ପିଟି ହୋଇ ଯାଇ ଥିଲା। ଏପରି ଏକ ଅଘଟଣ ଗତକାଲି ସନ୍ଧ୍ୟାରେ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ଘଟିଛି। ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ରାଜଧାନୀ ଏକ୍ସପ୍ରେସ୍‌ ବୋକାରୋର ଭୋଜୁଡିହ ଷ୍ଟେଶନ ଅତିକ୍ରମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍‌ […]

Read More

ବାହାନଗା ଟ୍ରେନ ଦୁର୍ଘଟଣାରେ ବିହାରର ୮୮ ଜଣ ନିଖୋଜ

June 7, 2023

ବାଲେଶ୍ୱର(ସମୃଦ୍ଧ ଓଡିଶା) ବାହାନଗାରେ ଟ୍ରେନ ଦୁର୍ଘଟଣାରେ ବିହାର ରାଜ୍ୟର ୮୮ ଜଣ ଯାତ୍ରୀଙ୍କ ପତ୍ତା ମିଳୁନାହିଁ ବୋଲି ସେଠାକାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶାହନୱାଜ ଆଲମ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଏହି ଦୁର୍ଘଟଣାରେ ବିହାରର ୪୩ ଜଣଙ୍କ ମୃତ୍ୟୁ ଘଟିଛି। ୪୪ ଜଣ ଆହତ ହୋଇଛନ୍ତି। କିନ୍ତୁ ଆଉ ୮୮ ଜଣଙ୍କ ବିଷୟରେ କିଛି ଜଣାପଡ଼ିନି। ସେମାନେ ନିଖୋଜ ଅଛନ୍ତି।ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଟକ ବଡ଼ ଡାକ୍ତରଖାନା ଆସି ଏହି ଦୁର୍ଘଟଣାରେ ଆହତ […]

Read More

ପୁଣି ରେଳ ବଗି ତଳେ ଚାପି ହୋଇ ୬ ମୃତ ୧ ଆହତ

June 7, 2023

ଯାଜପୁର(ସମୃଦ୍ଧ ଓଡିଶା)ପୁଣି ଆଉ ଏକ ରେଳ ଦୁର୍ଘଟଣା ସାମ୍ମନାକୁ ଆସିଛି।ଜୋର ବର୍ଷା ଆସିଲା ସେଥିରୁ ରକ୍ଷା ପାଇବାକୁ ଯାଇ ୭ଜଣ ଶ୍ରମିକ ମାଲବାହୀ ଟ୍ରେନ୍‌ ୱାଗନ ତଳେ ପଶି ଯାଇଥିଲେ। ହେଲେ ଜୋର ପବନରେ ୱାଗନଗୁଡ଼ିକ ଗଡ଼ି ଯିବାରୁ ଏହା ତଳେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ଜଣ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ନ ୪ଟା ବେଳେ ଯାଜପୁର ରୋଡ ଷ୍ଟେସନରେ ଏହି ଅଘଟଣ ଘଟିଛି। ସୂଚନା ମୁତାବକ, ୱାଗନଗୁଡ଼ିକ ଦୀର୍ଘ […]

Read More

ଆଇନଜୀବୀ ଅମରେଶ ପ୍ରସାଦ ମିଶ୍ରଙ୍କ ସ୍ମୃତିରେ ସ୍ମରଣୀକା “ପ୍ରତିଭୂ” ଓ ଡାକ ଟିକଟ ଉନ୍ମୋଚନ

June 6, 2023

ଛତ୍ରପୁର(ସମୃଦ୍ଧ ଓଡିଶା)ବରିଷ୍ଠ ଅଧିବକ୍ତା ଶ୍ରୀ ଅମରେଶ ପ୍ରସାଦ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ଅବସରରେ ସ୍ମରଣୀକା “ପ୍ରତିଭୂ” ଏବଂ ମୋ-ଡାକ ଟିକଟ ଉନ୍ମୋଚନ ହୋଇଛି । ଏହି ଆନୁଷ୍ଠାନିକ ସ୍ମୃତି ସାମାରୋହରେ ମାନ୍ୟବର ରାଜ୍ୟ ଇସ୍ପାତ,ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟଅତିଥୀ ଭାବେ ଯୋଗଦେଇ ଏହି ଆନୁଷ୍ଠାନିକ ଉନ୍ମୋଚନ କାର୍ଯ୍ୟକ୍ରମରେ ପତ୍ରିକା ଓ ତାଙ୍କ ଡାକ-ଟିକଟ ଉନ୍ମୋଚନ କରି ଅମରେଶ ବାବୁଙ୍କ ପିଲାବେଳର ବନ୍ଧୁ, ତାଙ୍କ ଆଦର୍ଶତା ଉପରେ ପ୍ରତିପାଦନ କରି ତାଙ୍କ […]

Read More

ଗ୍ରେଡ଼ ପେ ବୃଦ୍ଧି ନ କଲେ ଆନ୍ଦୋଳନ ତୀବ୍ର ହେବ !

June 6, 2023

ଫୁଲବାଣୀ(ସମୃଦ୍ଧ ଓଡିଶା)ଦୀର୍ଘ ଦିନ ଧରି ରାଜ୍ୟରେ କାର୍ଯ୍ୟରତ ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ଭିତିରେ ଗ୍ରେଡ଼ ପେ ୪,୨୦୦ କୁ ବାରମ୍ବାର ଦାବିକରି ଆସୁଥିଲେ ସୁଦ୍ଧା ସେମାନଙ୍କ ଦାବୀ ପୂରଣ ନ ହେବାରୁ କିମ୍ବା ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବାରୁ ଏହାର ପ୍ରତିବାଦରେ ଓଡିଶା ଆମଲା ମଞ୍ଚର ସଭାପତି ଜ୍ଞାନ ରଞ୍ଜନ ଦାସଙ୍କ ନିର୍ଦେଶ କ୍ରମେ କନ୍ଧମାଳ ଜ଼ିଲ୍ଲା ମିଳିତ ଆମଲା ମଞ୍ଚର ଅଧ୍ୟକ୍ଷଙ୍କ ନେତୃତ୍ୱରେ କନ୍ଧମାଳ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନତଥା […]

Read More

ଗଙ୍ଗାଧର ଦୃଷ୍ଟିଶକ୍ତି ପାଇଲେ: ଆନନ୍ଦରେ ଭୋଜି ଦେଲେ ନୀଳାଞ୍ଚଳ…

June 6, 2023

ସୋରଡା(ସମୃଦ୍ଧ ଓଡିଶା)ଅସ୍ତ୍ରୋପଚାର ହୋଇ ସୁସ୍ଥ ହୋଇ ଫେରିଛନ୍ତି ଗଙ୍ଗାଧର । ନୀଳାଞ୍ଚଳ ତାଙ୍କୁ ଏଠାରେ ରବିବାର ଚକ୍ଷୁ ଶିବିରରେ ପରୀକ୍ଷା କରାଇ ହିଂଜିଳିକାଟୁ ଶଙ୍କର ଚକ୍ଷୁ ଡାକ୍ତରଖାନାକୁ ନେଇ ମଙ୍ଗଳବାର ଆଜି ସକାଳୁ ଏଠାରେ ଆସି ଘରେ ପହଞ୍ଚିଛନ୍ତି । ବର୍ତ୍ତମାନ ସେ ଠିକ ରୂପେ ଦେଖି ପାରୁଛନ୍ତି ବୋଲି ନୀଳାଞ୍ଚଳ କହିଛନ୍ତି । ପୁଣି ଦ୍ରୁଷ୍ଟି ଶକ୍ତି ଫେରି ପାଇ ଗଙ୍ଗାଧର ଖୁବ ଆନନ୍ଦିତ ଥିବା ଦେଖାଯାଇଛି .। ସୂଚନା ଯୋଗ୍ୟ ଯେ ସ୍ଥାନୀୟ ଗୋଲା […]

Read More

ବ୍ରହ୍ମପୁରରେ ଟ୍ରେନରେ ନିଆଁ !

June 6, 2023

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ବ୍ରହ୍ମପୁରରେ ଟ୍ରେନରେ ନିଆଁlଚାରିଆଡେ ହଇ ଚଇ ସୃଷ୍ଟି ହୋଇଛି l ବାହାନଗା ରେଳ ଦୁର୍ଘଟଣା ପରେ ଏବେ ଯାତ୍ରୀମାନେ ଟିକିଏ ବି କଣ ହେଲେ ଭୟଭୀତ ହୋଇଯାଉଥିବା ଦେଖିବାକୁ ମିଳୁଛି l ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ଲୋକଙ୍କ ମନରୁ ଲିଭି ନ ଥିଲା ବେଳେ ଆଜି ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ନିଆଁ ଲାଗି ଯାଇଛି। ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇ ବାହାରକୁ ଓହ୍ଲାଇ ପଡ଼ିଥିଲେ। ଏଥିରେ କାହାର କିଛି କ୍ଷତି ହୋଇ […]

Read More

ବାହନଗା ରେଳ ଦୁଘଟଣା : ସିବିଆଇ କରୁଛି ଛାନଭିନ

June 6, 2023

ବାଲେଶ୍ୱର(ସମୃଦ୍ଧ ଓଡିଶା)ଗତ ଶୁକ୍ରବାର ୨ ଜୁନ ଦିନ ସନ୍ଧ୍ୟା ୭ ଟା ସମୟରେ ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୦୮ ଲୋକ ଆହତ ହୋଇଥିଲେ। ୧୦୦୯ରୁ ଅଧିକ ଆହତ ଡିସ୍‌ଚାର୍ଜ ହୋଇସାରିଥିବା ବେଳେ ଅନ୍ୟମାନେ ବିଭିନ୍ନ ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହାସହ ଚିହ୍ନଟ ପରେ ସମ୍ପର୍କୀୟମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି। ତେବେ ଏହି ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟି ସେ ନେଇ ସନ୍ଦେହ ଉପୁଜିବାରୁ ନିଜେ ରେଳ ମନ୍ତ୍ରୀ […]

Read More

ହିଞ୍ଜିଳିକାଟୁ ବିଡ଼ିଓଙ୍କ ଅଧ୍ୟକ୍ଷତାରେ ‘ମୋ ଘର’ ଯୋଜନା ବୈଠକ : ପୂର୍ବତନ ପୋୖରାଉପାଧ୍ୟକ୍ଷ ପ୍ରକାଶ ସ୍ୱାଇଁଙ୍କ ପ୍ରତିକ୍ରିୟା

June 5, 2023

ହିଞ୍ଜିଳିକାଟୁ (ସମୃଦ୍ଧଓଡିଶା)ରାଜ୍ୟରେ ଥିବା ଗରିବ ଓ ନିମ୍ନ ମଧ୍ୟବିତ ଲୋକଙ୍କ କୋଠା ଘର ସ୍ୱପ୍ନକୁ ସାକାର କରିବା ପାଇଁ ଓଡିଶା ସରକାର ‘ମୋ ଘର’ ନାମକ ଏକ ଯୋଜନା ଆରମ୍ଭ କରିଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ସୁବ୍ରତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ‘ମୋ ଘର’ ଯୋଜନାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକରେ କୈାଣସି ପଚାଂୟତରେ କଚ୍ଚା ଘର ରହିବ ନାହିଁ, କୈାଣସି କାରଣ ବସତଃ […]

Read More

ଜଗଦଳପୁରରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ

June 5, 2023

ବ୍ରହ୍ମପୁର(ସମୃଦ୍ଧଓଡିଶା)ବ୍ରହ୍ମପୁର ସହର ତଳି ଅଞ୍ଚଳ ଜଗଦଳପୁର ଗ୍ରାମର ଶିବ ମନ୍ଦିର ପରିସରରେ ସ୍ଥିତ କଲ୍ୟାଣମଣ୍ଡପ ଠାରେ ଜଗଦଳପୁର ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ତଥା ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସହଯୋଗ ଓ ଲାଇଫ କ୍ୟୁର ପଥୋଲାବ ସମର୍ଥନରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଉକ୍ତ ରକ୍ତ ଦାନ ଶିବିରକୁ ସ୍ଥାନୀୟ ସରପଞ୍ଚ କାନ୍ତି କୁମାରୀ ଦେବୀ, କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଓ […]

Read More

ବିଶ୍ୱ ପରିବେଶ ଦିବସ: ତାରାତାରିଣୀ ପୀଠରେ ବନୀକରଣ କାର୍ଯ୍ୟକ୍ରମ …

June 5, 2023

ବ୍ରହ୍ମପୁର(ସମୃଦ୍ଧଓଡିଶା)ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟର ଶକ୍ତିପୀଠ ପ୍ରସିଦ୍ଧ ମାଁ ତାରାତାରିଣୀ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି ବନୀକରଣ କାର୍ଯ୍ୟକ୍ରମ । ଓଡ଼ିଶା କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ସୁବାସ ମହାରଣାଙ୍କ ଉଦ୍ୟମରେ ରାଜ୍ୟର ଶକ୍ତିପୀଠ ତାରାତାରିଣୀ ମନ୍ଦିର ଚତୁଃପାର୍ଶ୍ୱକୁ ବନୀକରଣ ମାଧ୍ୟମରେ ଆହୁରୀ ଆକର୍ଷଣୀୟ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାଶ । ଯାହାକି ଏଭଳି ପ୍ରୟାଶରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ତଥା ବ୍ରହ୍ମପୁର ର ପୂର୍ବତନ ବିଧାୟକ ଡାକ୍ତର ରମେଶ […]

Read More

ରୋଡ଼ ଏକିସିଡେଣ୍ଟରେ ୩ ମୃତ : ୨ ଜଣ ଦମ୍ପତି ଛତ୍ରପୁରର

June 5, 2023

ପୁରୀ(ସମୃଦ୍ଧଓଡିଶା)ଆଜି ଏବେ ଏବେ ବସ୍‌-ବାଇକ୍‌ ଧକ୍କାରେ ସ୍ବାମୀ, ସ୍ତ୍ରୀ ସହ ୩ ମୃତ । ମଙ୍ଗଳାହାଟ ବାଇପାସ୍‌ର ଓଁକାରେଶ୍ବର ମନ୍ଦିର ପାଖରେ ଘଟିଲା ଦୁର୍ଘଟଣା। ନିର୍ବନ୍ଧ ଭୋଜି ଖାଇ ବାଇକ୍‌ରେ ଫେରୁଥିବା ବେଳେ ଧକ୍କା ଦେଲା ବସ୍ । ଘଟଣାରୁ ପ୍ରକାଶ ଯେ ପୁରୀ ଓମ୍‌କାରେଶ୍ୱର ଛକ ନିକଟରେ ଏକ ସ୍କୁଟିକୁ ବସ୍‌ଟିଏ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଏକ ଦମ୍ପତି ରହିଛନ୍ତି। ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ସତ୍ୟନାରାୟଣ […]

Read More

ଆରୁଖଭେଲି ଠାରେ କଂଗ୍ରେସଦଳର ଆଦିବାସୀ ସମ୍ମିଳନୀ- అరకు వేలి నియోజకవర్గం

June 5, 2023

ଆରୁଖଭେଲି(ସମୃଦ୍ଧଓଡିଶା)ଆରୁଖଭେଲି ବିଧାନସଭାମଣ୍ଡଳସ୍ତରୀୟ ଆନ୍ଧ୍ରପ୍ରଦେଶ କଂଗ୍ରେସ ଦଳ ପକ୍ଷରୁ ଏପି କଂଗ୍ରେସଦଳର ଆଦିବାସୀ ଅଧ୍ୟକ୍ଷ ଶ୍ରୀମତୀ ପାଚିପେଣ୍ଟା ଶାନ୍ତ କୁମାରୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । YCRP ଜଗନରେଡି ସରକାର ଆଦିବାସୀ ଅଧିକାର ଆଇନ କାର୍ଯ୍ୟକାରୀ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଏକ ପ୍ରଚାର ପତ୍ର ପ୍ରକାଶ କରି ବଣ୍ଟନ କରାଯାଇଛି। କଂଗ୍ରେସ ପାର୍ଟିର ଆରାଖୁ ଭେଲି ବିଧାନସଭା ନିର୍ବାଚନମଣ୍ଡଳୀ ସଭାନେତ୍ରୀ ଶ୍ରୀମତୀ ପାଚି ପେଣ୍ଟା ଶାନ୍ତକୁମାରୀଙ୍କ ନିର୍ଦ୍ଦେଶନାରେ କଂଗ୍ରେସ ସରକାର […]

Read More

ରେଲୱେର ଦାୟିତ୍ୱହୀନତା ପାଇଁ ଏତେ ବଡ଼ ଦୁର୍ଘଟଣା : ଥାନାରେ FIR

June 5, 2023

ବାଲେଶ୍ୱର(ସମୃଦ୍ଧ ଓଡିଶା) ବାହାନଗା ରେଳ ଦୁର୍ଘଟଣା ନେଇ ଏବେ ଥାନାରେ FIR ହୋଇଛି । ବାଲେଶ୍ୱର ଜିଆର୍‌ପି ଥାନାରେ ହୋଇଥିବା ଏହି FIR ପରେ ମାମଲା ରୁଜୁ ହୋଇଛି। ବାଲେଶ୍ୱର ଜିଆର୍‌ପି ଥାନାର ଏସ୍‌ଆଇ ପପୁ ନାୟକଙ୍କ ପକ୍ଷରୁ FIR ଦାଖଲ ହୋଇଛି। ରେଲୱେର ଦାୟିତ୍ୱହୀନତା ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଗଲା ବୋଲି FIR ରେ ଉଲ୍ଲେଖ କରାଯାଇଥିବା ଜଣାପଡିଛି । ଆଇପିସି ଧାରା ଦଫା ୩୩୭, ୩୩୮, ୩୦୪-କ, ୩୪, ରେଲୱେ ଆକ୍ଟ ୧୫୩, ୧୫୪ […]

Read More

ରେଳ ଦୁର୍ଘଟଣାରେ ମୃତ ପରିବାରର ଜଣକୁ ସରକାରୀ ଚାକିରୀ : ମମତା

June 5, 2023

ଭୁବନେଶ୍ୱର(ସମୃଦ୍ଧଓଡିଶା)ବାହନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପଶ୍ଚିମ ବଙ୍ଗ ପରିବାରର ଜଣକୁ ସରକାରୀ ଚାକିରୀ ଦିଆଯିବ ବୋଲି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି । ସେ ଆସନ୍ତା କାଲି ତାଙ୍କ ରାଜ୍ୟର ଆହତ ଯାତ୍ରୀ ମାନଙ୍କୁ ଦେଖିବାକୁ ଆସିବେ ବୋଲି ଜଣାପଡିଛି। ଭୁବନେଶ୍ୱର ଓ କଟକରେ ଚିକିତ୍ସା ହେଉଥିବା ଆହତ ମାନଙ୍କୁ ଭେଟିବେ।କଲିକତାରେ ଆଜି ଆହତ ମାନଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି । 

Read More

ବିଶାଖାପାଟଣା ପୌର ପରିଷଦ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ:నగర మేయర్ గొలగాని హరి వెంకట కుమారి

June 5, 2023

ବିଶାଖାପାଟନମ୍ (ସମୃଦ୍ଧଓଡିଶା) ବିଶାଖାପାଟଣା ଜିଭିଏମସି ସିଟି ମେୟର ଗୋଲାଗାନି ହରି ଭେଙ୍କଟା କୁମାରୀ ପରିବେଶ ଦିବସ ଅବସରରେ କିଛି ଗଛ ଲଗାଇବା ସହିତ ପରିବେଶର ସୁରକ୍ଷା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। ଆଜି ସୋମବାର ବିଶ୍ୱ ପରିବେଶ ଦିବସ ପାଳନ କରିବା ପାଇଁ ଚିନ୍ନା ୱାଲଟର ସ୍ଥିତ ସରକାରୀ ଡାକ୍ତରଖାନା ପରିସରରେ ଏକ ଚାରାପୋତିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଏହି ଅବସରରେ ସେ କହିଛନ୍ତି ଯେ ବିଶ୍ୱରେ ପ୍ରଦୂଷଣ ଅତ୍ୟଧିକ ବୃଦ୍ଧି ପାଉଛି ଏବଂ […]

Read More

బాలాసోర్ మృతులకు చిన్నారుల నివాళులు : ବାହନଗା ରେଳ ଦୁର୍ଘଟଣାରେ ମୃତ ଶିଶୁଙ୍କୁ ଶ୍ରଦ୍ଧାଞ୍ଜଳି

June 5, 2023

ବିଶାଖାପାଟଣା(ସମୃଦ୍ଧ ଓଡିଶା)ବାଲେଶ୍ୱର ଜିଲ୍ଳା ବାହନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ମନେ ପକାଇ ଆଜି ସୋମବାର ବିଶାଖା ଜିଲ୍ଲା କେନ୍ଦ୍ରୀୟ ଲାଇବ୍ରେରୀରେ ପିଲାମାନେ ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରି ସ୍ମରଣ କରି ଥିଲେ। ସେଣ୍ଟ ଆନ୍ଥୋନି ହାଇସ୍କୁଲର ପ୍ରଧାନ ଶିକ୍ଷକ ଆପଲାନାଇଡୁ ଉପସ୍ଥିତ ଥିଲେ ଏବଂ ଏହି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଥିବା ସ୍ପଷ୍ଟ କରିଥିଲେ। ଶିକ୍ଷକ ଡି ସଞ୍ଜୀବ କୁମାର କହିଛନ୍ତି ଯେ ପରିବେଶର ସୁରକ୍ଷା ସମସ୍ତଙ୍କ ଦାୟିତ୍। […]

Read More

ଓଡ଼ିଶାରେ ଆଜି ଆଉ ଏକ ରେଳ ଦୁର୍ଘଟଣା

June 5, 2023

ସମ୍ବଲପୁର(ସମୃଦ୍ଧଓଡିଶା)ଓଡ଼ିଶାରେ ଆଜି ଆଉ ଏକ ରେଳ ଦୁର୍ଘଟଣା ଘଟିଥିବାର ଖବର ଆସିଛି। ବରଗଡ଼ ଜିଲ୍ଲାରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି । ମେଣ୍ଢାପାଲି ଷ୍ଟେସନ ନିକଟରେ ୫ଟି ବଗି ଲାଇନଚ୍ୟୁତ୍‌ ହୋଇଥିବା ଖବର ମିଳିଛି । ଡୁଙ୍ଗୁରି ଚୂନପଥର ଖଣିରୁ ବରଗଡ଼ ଆସୁ ଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଚୂନପଥର ଖଣିରୁ ସିମେଣ୍ଟ କାରଖାନା ଯାଉଥିଲା ମାଲବାହୀ ଟ୍ରେନ। ଦୁର୍ଘଟଣାରେ କେହି ଆହତ ହୋଇ ନ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ […]

Read More

ଯୁଦ୍ଧ କାଳୀନ ଭିତ୍ତିରେ ଟ୍ରାକ୍ ମରାମତି: ୬୦ଘଣ୍ଟାପରେ ଗଡ଼ିଲା ଟ୍ରେନ

June 5, 2023

ବାହନଗା(ସମୃଦ୍ଧ ଓଡିଶା) ଗତ ୬୦ଘଣ୍ଟା ଧରି ଅହରହ ନନଷ୍ଟପ୍ ପୁନରୁଦ୍ଧାର କାର୍ଯ୍ୟ ପରେ ଶେଷରେ ଦୁର୍ଘଟଣା ସ୍ଥଳ ବାହାନଗାରେ ଗଡ଼ିଲା ଟ୍ରେନ୍। ଉଭୟ ଅପ୍ ଓ ଡାଉନ୍ ଲାଇନରେ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ଉଭୟ ଟ୍ରାକରେ ମାଲବାହୀ ଟ୍ରେନ ଚଳାଚଳ କରିଛି। ଆଜି ସକାଳେ ପାସେଞ୍ଜର ଟ୍ରେନ୍‌ ସହ ଏକ୍ସପ୍ରେସ ମଧ୍ୟ ଗଡ଼ିଥିବା ସୂଚନା ମିଳିଛି ।କିନ୍ତୁ ଦୁର୍ଘଟଣାସ୍ଥଳରେ ଟ୍ରେନର ଗତିକୁ ନିୟନ୍ତ୍ରଣ କରାଯାଉଛି।ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ ମରାମତି ସାରିଥିବାରୁ ରେଳବାହୀ କର୍ମଚାରୀ ଓ […]

Read More

ସିବିଆଇକୁ ଦିଆଯିବ ବାହନଗା ରେଳ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ- ରେଳ ମନ୍ତ୍ରୀ

June 4, 2023

ଭୁବନେଶ୍ୱର(ସମୃଦ୍ଧଓଡିଶା)ସିବିଆଇକୁ ଦିଆଯିବ ବାହନଗା ରେଳ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ବୋଲି ବର୍ତ୍ତମାନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେଣି। କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଦାୟୀ ତଦନ୍ତ ହେବ। ସିବିଆଇ ତଦନ୍ତ ସୁପାରିସ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ତେଣୁ ଏହି ଦୁର୍ଘଟଣା ପଛରେ ଆହୁରି ଅନେକ କିଛି ରହିଥିବା ଅନୁମାନ କରାଯାଉଛି ।

Read More

କେମିତି ଘଟିଲା ଦୁର୍ଘଟଣା : ବଖାଣିଲେ ରେଳ ବୋର୍ଡ ସଦସ୍ୟ

June 4, 2023

ବାଲେଶ୍ୱର(ସମୃଦ୍ଧଓଡିଶା)ବହନଗା ଭୟାନକ ଟ୍ରେନ ଟ୍ରାଜେଡି କେମିତି ଘଟିଲା ଦୁର୍ଘଟଣା ସମସ୍ତେ ଜାଣିବା ପାଇଁ ଚାହିଁ ବସିଥିବା ବେଳେ ଆଜି ଏହି ଭୟାନକ ରେଳ ଦୁର୍ଘଟଣାକୁ ନେଇ ରେଲୱେ ବୋର୍ଡ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରା ଯାଇ ଥିଲା। ଏଭଳି ଭୟାନକ ରେଳ ଦୁର୍ଘଟଣା କେବେ ହୋଇ ନ ଥିଲା ତେଣୁ ପୃଥିବୀ ସାରା ଚାହିଁ ବସିଛନ୍ତି ଏହା ଘଟିଲା କେମିତି ?ଏଥିପାଇଁ ଦାୟୀ କିଏ ? ଏହା ମନୁଷ୍ୟକୃତ କି ? ଏଭଳି […]

Read More

ପୁରୀରେ ଜଣେ ରାଜସ୍ଥାନୀ ଭକ୍ତଙ୍କ ମୃତ୍ୟୁ

June 4, 2023

ପୁରୀ(ସମୃଦ୍ଧଓଡିଶା)ଆଜି ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣମା । କେବଳ ଓଡିଶା କାହିଁକି ଦେଶ ବିଦେଶରୁ ଭକ୍ତଙ୍କ ଭିଡ଼ ହୋଇଛି ପୁରୀ ଶ୍ରୀକ୍ଷେତ୍ରରେ। ଭକ୍ତଙ୍କ ଭିଡ଼ ଲାଗିରହିଛି । ଏହି ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜସ୍ଥାନରୁ ପରିବାର ସହ ପୁରୀକୁ ଆସିଥିଲେ ଜଣେ ଭକ୍ତ । ସ୍ନାନମଣ୍ଡପ ନିକଟରେ ଦର୍ଶନ ବେଳେ ସେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲ ନିଆ ଯାଇଥିଲା। ସେଠାରେ ଏହି ଭକ୍ତଙ୍କୁ ମେଡିକାଲରେ ମୃତ ଘୋଷଣା […]

Read More

ବାହାନଗା ଟ୍ରେନ ଦୁର୍ଘଟଣାର କାରଣ ଖୋଜିଲେ ସରକାର : କାର୍ଯ୍ୟାନୁଷ୍ଠାନ କେବେ ?

June 4, 2023

ବାଲେଶ୍ୱର(ସମୃଦ୍ଧଓଡିଶା) ବାହାନଗା ଟ୍ରେନ ଦୁର୍ଘଟଣାର କାରଣ ଖୋଜି ବାହାର କଲେ ସରକାର। ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି ବୋଲି ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଗଣମାଧ୍ୟମକୁ କହିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ ଫେଲ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଆଉ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।ଏହି ଦୁର୍ଘଟଣାର ତଦନ୍ତ ଶେଷ ହୋଇଯାଇଛି। ରେଳ ସେଫ୍ଟି କମିଶନର ଖୁବ୍‌ଶୀଘ୍ର ତଦନ୍ତ ରିପୋର୍ଟ ଦାଖଲ କରିବେ। ତାଙ୍କ […]

Read More

ଦୁର୍ଘଟଣା ଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ମୃତ୍ୟୁ, ଆଉ ଜଣେ ଆଇସିୟୁରେ..

June 4, 2023

ଭୂଅନେଶ୍ୱର(ସମୃଦ୍ଧଓଡିଶା)ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଟ୍ରାଜେଡି ଦୁର୍ଘଟଣା ଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ମୃତ୍ୟୁ ବରଣ କରିଥିବା ବେଳେ ସହକାରୀ ଲୋକ ପାଇଲଟ ଗୁରୁତର ଆହତ ହୋଇ ଆଇସିୟୁରେ ଥିବା ଜଣା ପଡିଛି ।ଦେଶର ଏହି  ବଡ଼ ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଯାଇଥିବା ବେଳେ କରମଣ୍ଡଳ ଏକ୍ସପ୍ରେସର ଆସିଷ୍ଟାଣ୍ଟ ଲୋକ ପାଇଲଟ ବି.ସି ମହାନ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ଆଇସିୟୁରେ ରଖାଯାଇଛି।ଏହି ଦୁର୍ଘଟଣାରେ କ୍ଷତିଗ୍ରସ୍ତ […]

Read More

ବାହନଗା ଟ୍ରେନ ଦୁର୍ଘଟଣାରେ ୨୮୮ ଯାତ୍ରୀ ମୃତ, ୩୮୨ଜଣ ଚିକିତ୍ସାଧୀନ : ମୂଖ୍ୟ ଶାସନ ସଚିବ

June 3, 2023

ଭୁବନେଶ୍ୱର(ସମୃଦ୍ଧଓଡିଶା)ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଭୟାବହ ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ୩୮୨ଜଣ ଚିକିତ୍ସାଧୀନ ଅଛନ୍ତି । ଶେଷ ବଗିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଓ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହାସହିତ ଶବ ଚିହ୍ନଟ ପାଇଁ ଆବଶ୍ୟକ ପଡ଼ିଲେ ରାଜ୍ୟ ଫୋରେନ୍ସିକ ଲ୍ୟାବ୍ ଦ୍ୱାରା ଡିଏନଏ ପରୀକ୍ଷା କରାଯିବ ବୋଲି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା […]

Read More

ବାହାନଗା ଟ୍ରେନ ଦୁର୍ଘଟଣା: ସହାୟତାର ହାତ ବଢ଼ାଇଲେ ବୈଜୟନ୍ତ- ନିଜ ହେଲିକପ୍ଟର ଅଫର୍ କଲେ ଅଫିସରଙ୍କୁ ..

June 3, 2023

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବାହାନଗା ଟ୍ରେନ ଦୁର୍ଘଟଣା ପାଇଁ ସହାୟତାର ହାତ ବଢ଼ାଇଲେ ବୈଜୟନ୍ତ ପଣ୍ଡା କହିଲେ ମୋ ନିଜ ହେଲିକପ୍ଟର ଆବଶ୍ୟକ ନେଇପାରନ୍ତି ସରକାର ଅଫିସର। ବାହାନଗା ନିକଟରେ ଘଟିଥିବା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ୍ୱ କରିବାକୁ ନିଜ ହେଲିକପ୍ଟର ଅଫର କରିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଏଭଳି ଦୁଃଖଦ ସମୟରେ ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ୍ୱ କରିବାକୁ ନିଜର ହେଲିକପ୍ଟର ଯୋଗାଇ ଦେବା ସହ ସମସ୍ତ ଆବଶ୍ୟକ ସାହାଯ୍ୟ ଯୋଗାଇ ଦେବାକୁ ମୁଖ୍ୟ […]

Read More

ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ, ଗୁରୁତରଙ୍କୁ ୨ ଲକ୍ଷ : ମୂଖ୍ୟମନ୍ତ୍ରୀ ନିଜେ ସ୍ଥିତି ସମୀକ୍ଷା କରୁଛନ୍ତି

June 2, 2023

ବାଲେଶ୍ୱର(ସମୃଦ୍ଧଓଡିଶା)ଆଜି ସନ୍ଧ୍ୟା ପ୍ରାୟ ୭ଟା ରେବାହାନଗା ନିକଟରେ ଦୁଇ ଏକ୍ସପ୍ରେସ୍ ଭିତରେ ଭୟଙ୍କର ଦୁର୍ଘଟଣା ଘଟିଛି । ଅଲଗା ଟ୍ରାକରେ ଯାଉଥିଲେ ମଧ୍ୟ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ପରସ୍ପର ଭିତରେ ଧକ୍କା ହୋଇଥିବା ସୂଚନା ମିଳିଛି। ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ। ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା। ଫଳରେ ୧୭ଟି ବଗି ଲାଇନଚ୍ୟୁତ ହୋଇଛି । ବାଲେଶ୍ୱରର ବାହାନଗା ଷ୍ଟେସନ ନିକଟରେ ଭୟାବହ ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ୩୦୦ରୁ […]

Read More

ଏନ.ଟି ରାମରାଓ ଙ୍କ ଶ୍ରାଦ୍ଧ ବାର୍ଷିକୀରେ ଟି ଡି ପି ପକ୍ଷରୁ ଅର୍ଣ୍ଣ ଦାନ ଓ ଚାଉଳ ବଣ୍ଟନ : రోజు అన్న క్యాంటీన్ …

June 2, 2023

ବିଶାଖାପାଟଣା(ସମୃଦ୍ଧଓଡିଶା) ଆଜି ଆନ୍ଧ୍ର ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ଅଭିନେତା ସ୍ୱର୍ଗତ ନନ୍ଦାମୁରୀ ତାରକାରାମା ରାଓଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ, ତେଲୁଗୁ ଦେଶମ ପାର୍ଟିର ରାଷ୍ଟ୍ରୀୟ ସଭାପତି ଶ୍ରୀ ନାରା ଚନ୍ଦ୍ରବାବୁ ନାଇଡୁଙ୍କ ଆହ୍ୱାନରେ ଗରିବ ଲୋକଙ୍କ ଭୋକ ମେଣ୍ଟାଇବା ପାଇଁ ବାପାଟଲା ବିଧାନସଭା ନିର୍ବାଚନ ମଣ୍ଡଳୀ ତେଲୁଗୁ ଦେଶମପକ୍ଷରୁ ଆନ୍ନା କ୍ୟାଣ୍ଟିନ ପ୍ରତିଷ୍ଠା କରାଯାଇଥିଲା। ପାର୍ଟି ଅଫିସ୍ ତେଲୁଗୁ ଦେଶମ୍ ପାର୍ଟିର ଦାୟିତ୍ୱରେ ଥିବା ଶ୍ରୀ ଭେଜେଶାନା ନରେନ୍ଦ୍ର ଭର୍ମାଙ୍କ ତତ୍ୱାବଧାନରେ ଆଜି ତାଙ୍କ ଦିନରେ ପ୍ରାୟ […]

Read More