Category: Religious

ରକ୍ତରଞ୍ଜିତ ହେଲା ଭବାନୀପାଟଣା ସହର : ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ମାଁ ମାଣିକେଶ୍ୱରୀ ଝୁମି ଝୁମି ମନ୍ଦିରକୁ କଲେ ପ୍ରବେଶ

ଭବାନୀପାଟଣା(ସମୃଦ୍ଧଓଡିଶା)କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ତଥା ବିରଳ ଛତର ବିଜୟ ଯାତ୍ରା ୨୨ ତାରିଖ ରବିବାର ଦିନ ଶାନ୍ତି ଶୃଙ୍ଖଳା ଓ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମ୍ପନ୍ନ

ରିକାପଲ୍ଲୀ କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ସରଗରମ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଛତ୍ରପୁର ସହରର ଅନ୍ୟତମ ଶକ୍ତିପୀଠ ରିକାପଲ୍ଲୀ ଅଞ୍ଚଳର ଗ୍ରାମଦେବୀ କଳ୍ପବାସିନୀ ପୀଠ ଅଧିଷ୍ଠାତ୍ରୀ ଦେବୀ ଆଦ୍ୟାଶକ୍ତି ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠରେ ଦଶମହାବିଦ୍ୟା ପୂଜା, ଚଣ୍ଡୀପାଠ ସହ ଷୋଡଶ

ମାଁ କାତ୍ୟାୟନୀ…

ଆଜି ନବରାତ୍ରିର ୬ଷ୍ଠ ଦିନ। ଆଜିର ଦିନଟି ମା’ କାତ୍ଯାୟନୀଙ୍କୁ ସମର୍ପିତ। ଯର୍ଜୁବେଦରେ ପ୍ରଥମ ଥର କାତ୍ଯାୟନୀଙ୍କ ନାମ ଉଲ୍ଲେଖ ରହିଛି। ନବରାତ୍ରିର ପ୍ରତ୍ଯେକ ଦିନରେ ମା’ ଅଲଗା ଅଲଗା

ନିର୍ମାଣ ହେବ ମା’ ମହାକାଳୀଙ୍କ ୯ ଫୁଟ ଉଚ୍ଚ କଳା ମୁଗୁନି ପଥରର ପ୍ରତିମା : ମହାନ ସଙ୍ଘ ସଭାପତି

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଐତିହ୍ୟ ,ସଂସ୍କୃତି ସମ୍ପନ୍ନ ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ସହର ନିକଟରେ ମହାମୟୀ ମା ମହାକାଳୀଙ୍କ ଏକ ବିଶାଳ ମନ୍ଦିର ନିର୍ମାଣ କରାଯିବା ସହ ୯ ଫୁଟ ଉଚ୍ଚ

ଶ୍ଵାନ ଅବତାର

ଆମ ସନାତନ ହିନ୍ଦୁ ଶାସ୍ତ୍ର ପୁରାଣାନୁସାରେ ଭଗବାନ ଶ୍ରୀ ବିଷ୍ଣୁ ଦଶ ଅବତାର ନେଇ ଥିଲେ ଧରାପୃଷ୍ଠରେ ଧର୍ମ ସଂସ୍ଥାପନ ନିମନ୍ତେ, ଏଥିମଧ୍ୟରେ ମୀନ, କଛପ, ବରାହ ଆଦି ଅନେକ

ଆନ୍ତଃରାଷ୍ଟ୍ରୀୟ ମୁଖ୍ୟାଳୟର ରାଜଯୋଗୀ ଭ୍ରାତା ଡ଼ା. ନରେଶ ଅଗ୍ରୱାଲଙ୍କ ଯୋଗଦାନ

ଛତ୍ରପୁର(ସମୃଦ୍ଧଓଡିଶା)ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନକୁ ଆନ୍ତଃରାଷ୍ଟ୍ରୀୟ ମାଉଣ୍ଟ ଆବୁ ରାଜସ୍ଥାନରୁ ବରିଷ୍ଠ ରାଜଯୋଗୀ ଭ୍ରାତା ଡାକ୍ତର ନରେଶ ଅଗ୍ରୱାଲଙ୍କ ଯୋଗଦାନ ହୋଇଥିଲା ।

ମା’ତାରାତାରିଣୀଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ : ଋଷିକୁଲ୍ୟା ନଦୀରୁ ୧୦୮ମାଠିଆ ଜଳ ଅଭିଷେକ

ଶାରଦୀୟ ପୂଜା ଉପାସନା ମହୋତ୍ସବରେ ଧରଣୀ ହରିତ ବର୍ଣ୍ଣରେ ସୁଶୋଭିତ ହୋଇ ଉଠୁଛି।ଖଣ୍ଡ ଖଣ୍ଡିଆ ମେଘମାଳା ଆକାଶ ବୁକୁରେ ଭାଷି ଉଠୁଛି ଓ ଅପସରା ବର୍ଷା ମଝିରେ ମଝିରେ ହୋଇ

ମା କନକ ଦୁର୍ଗା ଙ୍କ ଷୋଡ଼ଷ ଉପଚାର ପୂଜା ଆରମ୍ଭ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ହିଞ୍ଜିଳିକାଟୁ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା କନକ ଦୁର୍ଗାଙ୍କ ଶକ୍ତିପୀଠରେ ଷୋଡ଼ଷ ଉପଚାର ପୂଜା ଆଜି ୬ତାରିଖ ଠାରୁ ଆରମ୍ଭ ହୋଇଯାଇଛି l ଏହି ପୂଜା ମୂଳାଷ୍ଟମୀ ଠାରୁ

କେବେ ଓ କେମିତି ହୁଏ ପିତୃପକ୍ଷ ବା ଅପରପକ୍ଷ ଶ୍ରାଦ୍ଧ

ଆଶ୍ଵିନ ମାସ ଆରମ୍ଭ ହେଉ ହେଉ ଆମ ସାମାଜିକ ପାରିବାରିକ ପର୍ବପର୍ବାଣୀ ଆମ ଦୈନନ୍ଦିନ ଜୀବନରେ ଅବତରଣ କରି ଆସେ। ପିତୃପୁରୁଷଙ୍କୁ ଶ୍ରଦ୍ଧା ର ସହ ମନେ ପକେଇ ଓ

ପୁର୍ବଖଣ୍ଡ ତାଲୁକା ହିଞ୍ଜିଳିକାଟୁ ବିଶ୍ୱକର୍ମା ମନ୍ଦିରକୁ ନେଇ ବେନାମୀ କମିଟିର ଲୋଲୁପଦୃଷ୍ଟିକୁ ଚେତାବନୀ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ସାଠିଏ ବର୍ଷ ପୂର୍ବେ ନିର୍ମିତ ବିଶ୍ୱକର୍ମା ସମାଜ ପୂର୍ବଖଣ୍ଡ ତାଲୁକାର ଏକ ମାତ୍ର ବିଶ୍ୱକର୍ମା ମନ୍ଦିର ବାରାହୀ ପାହାଡ ପାଦଦେଶରେ ଏହି ମନ୍ଦିର ଗତ ତା ୪/୧୧/୨୦୧୮ରିଖରେ ଗଣତାନ୍ତ୍ରିକ

ଛତ୍ରପୁରର ଅଗ୍ରଣୀ ଵାଲାଜୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବିଶ୍ୱକର୍ମା ପୂଜା ପାଳନ

ଛତ୍ରପୁର(ସମୃଦ୍ଧ ଓଡିଶା) ଛତ୍ରପୁରର ବହୁପ୍ରତିଷ୍ଠିତ ବିନୋଦବିହାର କ୍ଲବ ପରିସରରେ ଅବସ୍ଥାପିତ ଵାଲାଜୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବର୍ଣ୍ଣାଢ଼୍ୟ ସମାରୋହରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା

ଛତ୍ରପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବିଶ୍ୱକର୍ମା ପୂଜା ପାଳନ

ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବର୍ଣ୍ଣାଢ଼୍ୟ ସମାରୋହରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ଅଧ୍ୟକ୍ଷଙ୍କ ନେତ୍ତୃତ୍ୱରେ ବିଶ୍ୱକର୍ମା ପୂଜାର ଆୟୋଜନ ହୋଇଥିଲା । ପୂଜା

ହିଞ୍ଜିଳିକାଟୁରେ ପୂର୍ବଖଣ୍ଡ ତାଲୁକା ବିଶ୍ୱକର୍ମା ସମାଜର ବିଶ୍ୱକର୍ମା ପୂଜା ଉତ୍ସବ ପାଳିତ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ପୂର୍ବଖଣ୍ଡ ତାଲୁକା ବିଶ୍ୱକର୍ମା ସମାଜ ଦ୍ୱାରା ମହାଆଡମ୍ବର ସହକାରେ ଦେବଶିଳ୍ପୀ ବିଶ୍ୱକର୍ମା ବାରହୀ ପାହାଡ଼ ନିକଟସ୍ଥ ବିଶ୍ୱକର୍ମା ମଦିରରେ ପୂଜା ଉତ୍ସବ ପାଳିତ ହୋଇଯାଇଛି । ଏହି ପୂଜା

ମନ ମୋହୁଚି ଆମ୍ବପୁଆ ଶ୍ରୀ ସାରସ୍ୱତ ଆଶ୍ରମ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ରଙ୍ଗେଇଲୁଣ୍ଡା ବ୍ଲକ୍ ଗଞ୍ଜୁ ଗ୍ରାମ ର ରାଧା କୃଷ୍ଣ ମଠ ର ଶ୍ରୀମଦ୍ ତ୍ରିଦଣ୍ଡୀ ସ୍ବାମୀ ଭକ୍ତି କୁଙ୍କମ ମହାରାଜ ବ୍ରହ୍ମପୁର ନିକଟସ୍ଥ ରଂଗେଇଲୁଣ୍ଡା ବ୍ଲକ୍ ଆମ୍ବପୂଆ ଠାରେ

ପାଟିରେ ସୁନାଚାମଚ ଧରିଥିବା ଝିଅ-ଜୈନ ସନ୍ୟାସିନୀ

୨୦୨୩ ଜାନୁଆରୀ ୧୮,ବୁଧବାର ସୁରଟରେ ଏକ ବିରାଟ ଶୋଭାଯାତ୍ରାରେ ହାତୀ, ଓଟ,ଘୋଡ଼ା ପ୍ରଭୃତି ଅତି ସୁନ୍ଦର ଭାବେ ସଜ୍ଜିତ ହୋଇ ଚାଲୁଥିଲେ,ପ୍ରାୟ ୩୫ହଜାର ଲୋକ ଅଂଶଗ୍ରହଣ କରିଥିବା ଏଇ ଶୋଭାଯାତ୍ରା

ସ୍ୱାମୀ ବିବେକାନନ୍ଦ ଆଧ୍ୟାତ୍ମିକତା ନବଜାଗରଣର ସ୍ରଷ୍ଟ। ଥିଲେ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଆଜିକି ୧୩୦ ବର୍ଷ ପୂର୍ବେ ଆମେରିକା ଚିକାଗୋ ବିଶ୍ଵ ଧର୍ମ ମହାସଭା ରେ ଭାଷଣ ଦେଇ ସ୍ବାମୀ ବିବେକାନନ୍ଦ ୩୦ ବର୍ଷ ବୟସରେ ନବଜାଗରଣ ସୃଷ୍ଟି କରିଥିଲେ l

ଶ୍ରୀ ଜଗନ୍ନାଥଙ୍କ ଉତ୍ପତ୍ତି

କଟକ୨୮-୮(ସମୃଦ୍ଧଓଡିଶା)ସବୁ ଧର୍ମ ମତବାଦ ସମ୍ପ୍ରଦାୟ ଶ୍ରୀ ଜଗନ୍ନାଥଙ୍କ ଠାରେ ସମ୍ ନିତ । ଶ୍ରୀଜଗନ୍ନାଥ ଙ୍କ ଉତ୍ପତ୍ତି ପୁରାଣ, ସାହିତ୍ୟ ,ମାଦଳାପାଞ୍ଜି ରୁ ଉଦ୍ଧାର କରି ପୂର୍ବତନ ଅଧ୍ୟକ୍ଷ ତଥା

ଓଡ଼ିଶାରେ ଧର୍ମଧାର ଜନତାଙ୍କୁ ବହୁ ଭାବେ ପ୍ରଭାବିତ କରି ଆସିଛି

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଜୈନ, ବୁଦ୍ଧ, ନାଥ ଧର୍ମ, ଶିବ, ଶାକ୍ତ, ବୈଷ୍ଣବ, ପଞ୍ଚସଖା,ମହିମା ଧର୍ମ,ଜଗନ୍ନାଥ ଧର୍ମ କ୍ରମେ ଓଡ଼ିଶାରେ ପ୍ରଚାରିତ ପ୍ରସାରିତ ହୋଇ ମାନବ ସମାଜ କୁ ପ୍ରଭାବିତ କରିଛି l

ମା’ ନିଜ ବାଙ୍କେଶ୍ଵରୀ ଓ ମା’ ମହୁରୀ କାଳୁଆ ପୀଠର ଆହୁରି ଉନ୍ନତି ହେବ

ଦିଗପହଣ୍ଡି(ସମୃଦ୍ଧ ଓଡିଶା)ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ଦିଗପହଣ୍ଡି ବ୍ଲକର ମା’ ନିଜ ବାଙ୍କେଶ୍ଵରୀ ଓ କୁକୁଡାଖଣ୍ଡି ଜକର ମା’ ମହୁରୀ କାଳୁଆ ପୀଠ ଅନ୍ୟତମ I

కేదార్‌ బదరీలలో వేద పారాయణ చేయాలని పీఠాధిపతుల సూచన

విశాఖపట్నం (సంపన్నమైన ఒడిశా)విశాఖ శ్రీ శారదా పీఠాధిపతులు స్వరూపానందేంద్ర, స్వాత్మానందేంద్ర స్వాములను కేదార్‌నాధ్‌, బదరీనాధ్‌ ఆలయ కమిటీ అధ్యక్షులు అజేంద్ర అజయ్‌ కలిసారు. సోమవారం రిషికేష్‌లోని విశాఖ శ్రీ శారదాపీఠం

ବ୍ରହ୍ମପୁର ଠାକୁରାଣୀ ମନ୍ଦିର ସୌନ୍ଧର୍ଯ୍ୟକରଣ ପାଇଁ ୧୮କୋଟି ୯୧ ଲକ୍ଷ୍ୟଟଙ୍କା ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ମନ୍ଦିରର ସୌନ୍ଧର୍ଯ୍ୟକରଣ ପାଇଁ ୧୮କୋଟି ୯୧ ଲକ୍ଷ୍ୟଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି I ବ୍ରହ୍ମପୁର ସହରର ପ୍ରସିଦ୍ଧ ମା

ରତ୍ନଭଣ୍ଡାର ଖୋଲିବା ନେଇ ୪ ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ(ସମୃଦ୍ଧଓଡିଶା) ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଜବାବ ରଖିବା ପାଇଁ ପ୍ରତିପକ୍ଷର ୪ ଜଣଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ। ସେମାନେ ହେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ମୁଖ୍ୟ ପ୍ରଶାସକ, ଏଏସ୍ଆଇ

ପ୍ରଭୁଙ୍କର ଗୁପ୍ତରହଣୀସ୍ଥଳୀ : କାଙ୍କଣ ଶିଖରୀ

ମୁଁ ଏବେ ଯୋଉ କଥା କହିବାକୁ ଯାଉଛି ସେଥିରେ କୋୖଣସି ଓଡିଆ ଦ୍ଵିମତ ହେବେ ବୋଲି ମୁଁ ଭାବୁନାହିଁ।ପ୍ରତ୍ୟେକ ଓଡିଆଙ୍କର କୁଳଦେବତା,ଇଷ୍ଟଦେବତା ଜ୍ଞାତି କୁଟୁମ୍ବ ବନ୍ଧୁବାନ୍ଧବ,ପିତାମାତା,ଭାଇ,ଏକାନ୍ତ ନିଜର,ଚିର ନମସ୍ୟ ହେଲେ

ଭାରତ ବର୍ଷ ବୈକୁଣ୍ଠର ପ୍ରାଙ୍ଗଣ ଥିଙ୍କର୍ଶ୍ କ୍ଲବର ୭୫ତମ ଆଲୋଚନା ଚକ୍ର

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଭାରତ ବର୍ଷ ଆଧ୍ୟାତ୍ମିକଗଗନରେ ଉଜ୍ବଳ ଜ୍ୟlତିଷ୍କ ଥିଲେ ଯୋଗଜନ୍ମା ପୁରୁଷ ସଦଗୁରୁ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ l ତାଙ୍କର ପରିବାର ରେ ନାମ ଥିଲା ନଳିନୀକାନ୍ତ ଭଟ୍ଟାଚାର୍ଯ୍ୟ

  ଅଧରପଣା ରହସ୍ୟ

ଇଏ ମଧ୍ୟ ନୀଳାଚଳିଆଙ୍କର ଏକ ମାନବୀୟ ଲୀଳା ।ଆମ ଓଡ଼ିଆ ଘର ଚାଲି ଚଳଣୀ ଅନୁଯାୟୀ କିଏ କୁଆଡୁ ଆମ ଘରକୁ କୁଣିଆ/ଅତିଥି ଆସିଲେ ଆମେ ପ୍ରଥମେ ତାଙ୍କ ଗୋଡ଼

ଆଜି ରଥାରୁଢ଼ ଠାକୁରଙ୍କ ଅଧରପଣା ନୀତି : ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼

ପୁରୀ(ସମୃଦ୍ଧ ଓଡିଶା) ଆଜି ରଥାରୁଢ଼ ଠାକୁରଙ୍କ ପାଖରେ ଲାଗିହେବ ଅଧରପଣା ନୀତି । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଏହି ନୀତି ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ପ୍ରତି

ଆସିଗଲା ‘ବୋଲ ବୋମ୍‌ ହର ହର ବମ’

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସିଗଲା ଦେବ ଦେବ ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ ମାସ । ପାଣି ଭାର ନେବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ଶିବ ଭକ୍ତ କାଉଁଡ଼ିଆମାନେ

ଇସ୍କୋନର ବାହୁଡ଼ା ଯାତ୍ରାରେ ଥଣ୍ଡା ପାନୀୟ ଓ ମିଷ୍ଟାନ ବଣ୍ଟନ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ପବିତ୍ର ବାହୁଡା଼ ଯାତ୍ରାରେ ଏକତା ଟ୍ରଷ୍ଟ ଓ ବିଜେପି ପ୍ରଶିକ୍ଷଣ ସେଲର ମିଳିତ ସହଯୋଗରେ ଶ୍ରଦ୍ଧାଳୁଙ୍କୁ ଆପ୍ୟାୟିତ କରିବା ନିମନ୍ତେ,ଏକ ହଜାରରୁ ଉର୍ଦ୍ଧ ଜଗନ୍ନାଥ ଭକ୍ତଙ୍କ ସମେତ କର୍ତ୍ତବ୍ୟ

ନବମୀ ସନ୍ଧ୍ୟା ଦର୍ଶନ

ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନେ ଯେଉଁ ସ୍ଥାନରେ ଏକ ସପ୍ତାହ ବ୍ୟାପୀ ଅବସ୍ଥାନ କରନ୍ତି, ତାହାକୁ ଆଡ଼ପ ମଣ୍ଡପ କୁହାଯାଏ । କିନ୍ତୁ ପୁରାଣମାନଙ୍କରେ ଏହି ମଣ୍ଡପକୁ