ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଶ୍ରୀ ରାମ ମନ୍ଦିର ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ଏହି ପରିପେକ୍ଷିରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଭୃଗୁବକ୍ସି ପାତ୍ର ଟୁଇଟ କରି ନିଜ ଖୁସି ବ୍ୟକ୍ତ କରିଛନ୍ତି । ସେ ନିଜ ଟୁଇଟରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଏହି ଭୂମି ପୂଜନ ଏକ ଐତିହାସିକ ବୋଲି କହିଛନ୍ତି । ଏହାସହ ଶ୍ରୀ ରାମ ମନ୍ଦିର ପାଇଁ ବଳିଦାନ ଦେଇଥିବା […]
Read More“ସେବା ହିଁ ପରମ ଧର୍ମ, ସେବା ହିଁ ଈଶ୍ୱର” । ସେବା ହିଁ ଆମର ପରମ ଧର୍ମ । ସ୍ୱୟଂ ଭଗବାନ୍ କୃଷ୍ଣ ଗୋପାଳ ଭାବରେ ଅବତାର ନେଇ ଗୋ-ମହିମାକୁ ପ୍ରଚାର କରିଛନ୍ତି । ଭାରତୀୟ ଧର୍ମ ଶାସ୍ତ୍ରରେ ଗୋ-ମହିମା ଓ ଉପାସନାର ବର୍ଣ୍ଣନା ଅନେକ । ଆମର ମୂଳ ମହା ମନ୍ତ୍ର ହେଲା ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ l ହରେ ରାମ ହରେ ରାମ ରାମ ରାମ ହରେ […]
Read Moreଢେଙ୍କାନାଳ (ସମୃଦ୍ଧ ଓଡିଶା) ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଠାରୁ ଦୁରେଇ ରହିବାପାଇଁ କେନ୍ଦ୍ର ସରକାର ଲକ ଡାଉନ ଘୋଷଣା କରିବା ପରେ ସମସ୍ତ ଦୋକାନ ବଜ଼ାର ବନ୍ଦ ରହିବା ସହିତ ସମସ୍ତ ମଠ ମନ୍ଦିର ଆଧ୍ୟାତ୍ମିକ ସ୍ଥଳ ବି ବନ୍ଦ ରହିଛି । ଯାହା ଫଳରେ ଭକ୍ତମାନେ କପିଳାସରେ ଥିବା ଚନ୍ଦ୍ରଶେଖର ମହାଦେବଙ୍କ ଦର୍ଶନରୁ ମଧ୍ୟ ବଞ୍ଚିତ ହୋଇଛନ୍ତି । ସେଠାକୁ ଯାଉଥିବା ଭକ୍ତମାନଙ୍କ ଠାରୁ ମାଙ୍କଡ ମାନେ ଖାଇବାକୁ ପାଉଥିଲେ । ମନ୍ଦିର ବନ୍ଦ […]
Read Moreସେଦିନ ଥିଲା ଅକ୍ଷୟ ତୃତୀୟା ଆଉ ଆଜି ବି ଥିଲା ସେହି ଅକ୍ଷୟ ତୃତୀୟା । ୧୮୬୬ ନ’ଅଙ୍କ ଦୁର୍ଭିକ୍ଷ । #John_Beams ଙ୍କ History Of Odisha ପୁସ୍ତକ ର ବର୍ଣନା ଅନୁସାରେ ଓଡିଶା ଜନସଂଖ୍ୟା ର ୫୦ ପ୍ରତିଶତ ଜନତାଙ୍କୁ ଏକା ଖାଇଥିଲା ଏଇ ଗୋଟିଏ ମଡ଼କ। ଓଡିଶା ର ଗାଁ ଗଣ୍ଡାରେ ଭୋକିଲା କଙ୍କାଳ ମାନଙ୍କ ପଟୁଆର।ଚାରି ଆଡ଼େ” ଅନ୍ନ ଦେହୀ “ଅନ୍ନ ଦେହୀ” ର ଡାକରା। ନଈ ରେ ପାଣି ନାହିଁ।କ୍ଷେତ […]
Read Moreପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ସମୃଦ୍ଧ ଓଡ଼ିଶାର ପାରଳାଖେମୁଣ୍ଡି ପ୍ରତିନିଧି ସାମ୍ବାଦିକ କୃଷ୍ଣ କୁମାର ବେହେରାଙ୍କ ମାଆ ଧନମନ୍ତି ବେହେରା (୯୪)କିଛିଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱର AIMS ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ଗତ ୫ଦିନ ତଳେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା । ଆଜି ଦିନ 3ଟା ସମୟରେ ହଟାତ ଅସୁସ୍ଥ ହୋଇ ଶ୍ୱାସକ୍ରିୟା ବନ୍ଦ ହୋଇଯିବାରୁ ତାଙ୍କର ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।ସେ ଜଣେ ଧର୍ମପରାୟଣ ମହିଳା ଥିଲେ […]
Read Moreଢେଙ୍କାନାଳ (ସମୃଦ୍ଧ ଓଡିଶା) ପିଙ୍ଗୁଆ ଗ୍ରାମରେ ବହୁ ଯାକଯକରେ ଦୋଳ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏଥିରେ ପ୍ରତି ସାହିର ବିମାନ ସାମିଲି ହୋଇଥିଲେ । କୀର୍ତ୍ତନ ମଣ୍ଡଳୀଙ୍କ ଦୁରା ଖୋଲ ଏବଂ କଂସାର ତାଳେ ତାଳେ ପୁରା କମ୍ପି ଉଠୁଥିଲା ପିଙ୍ଗୁଆ ଗ୍ରାମ । କୀର୍ତ୍ତନ ମଣ୍ଡଳୀ ଭିତରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଥିଲା ଚଗଲା ମୋହନ ଜୀଉ, ପିଙ୍ଗୁଆ ମଝି ସାହି । ଏହି ଅବସରରେ ଚାଟ୍, ଗୁପ ଚୁପ୍, ଦହି ବରା ଭଳି ବିଭିନ୍ନ […]
Read Moreବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ମହାନଗରର ନୀଳକଣ୍ଠେଶ୍ବର ମନ୍ଦିର ନିକଟରେ ଥିବା ଝାମୀ ମନ୍ଦିରରେ ମହାସମାରୋହରେ ଝାମୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭକ୍ତିପୂର୍ଣ୍ଣ ଓ ଧାର୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ଏହି ଯାତ୍ରାରେ ସକାଳୁ ସକାଳୁ ଭକ୍ତଙ୍କ ଲମ୍ବା ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ଏହି ଯାତ୍ରା କାହିଁ କେଉଁ କାଳରୁ ଅନୁଷ୍ଠିତ ହୋଇ ଆସୁଛି । ଫାଲଗୁନ ମାସ ଅଷ୍ଟମି କିମ୍ବା ନବମୀ ତିଥୀ ରେ ପଜିଂକା ଅନୁଯାୟୀ ସ୍ଥିର କରାଯାଇ ଏହି ଝାମୀ […]
Read Moreଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରର ନନ୍ଦିକାଠାରେ ନନ୍ଦିକେଶ୍ୱର ମନ୍ଦିର ସମ୍ମୁଖରେ କଳାକାର ସଂଘ ବାଲେଶ୍ୱର ପକ୍ଷରୁ ବରିଷ୍ଠ କଳାକାର କାର୍ତ୍ତିକଚନ୍ଦ୍ର ଗିରିଙ୍କ ବିୟୋଗରେ ଏକ ଶୋକ ସଭା ସଂଗଠନର ସାସ୍କୃତିକ ସଂପାଦକ ରାଧାକୃଷ୍ଣ ଗିରିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସେହି ଗାଁର ସ୍ୱର୍ଗତ ଶ୍ରୀପତି ଗିରିଙ୍କ ମଧ୍ୟମ ପୁତ୍ର କାର୍ତ୍ତକ ଚନ୍ଦ୍ର ଗିରି ବିଭିନ୍ନ ଯାତ୍ରାପାର୍ଟିରେ ନିକ୍ଷୁଣଭାବେ ଅଭିନୟ କରି ଯେଉଁ ଲୋକପ୍ରିୟତା ଅର୍ଜନ କରିଥିଲେ ସେ ସଂପର୍କରେ ବକ୍ତାମାନେ ମତପ୍ରକାଶ କରିଥିଲେ । […]
Read Moreଜଳେଶ୍ୱର(ସମୃଦ୍ଧ ଓଡିଶା)ପ୍ରତିବର୍ଷ ପରି ଚଳିତବର୍ଷ ଦିନକୃଷ୍ଣ ସ୍ମୃତିପରିଷଦର ୪୧ତମ ସାରସ୍ୱତ ବସନ୍ତ ସମାରୋହ ଆସନ୍ତା ୨୯ ତାରିଖ ପୂର୍ବାହ୍ନ ୯.୩୦ମି. ସମୟରେ ନୂଆବଜାରସ୍ଥିତ ଭଂଜଶ୍ରୀ ବିହାର ପରିସରରେ ଅନୁଷ୍ଠିତ ହେବ । ପରିଷଦର ସଭାପତି ଡ. ରମାକାନ୍ତ ଭଂଜଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏକ ବୈଠକରେ ସଂପାଦକ ବିପିନ ବିହାରୀ ବିଶ୍ୱାଳ ଯୋଗ ଦେଇ ଏହି ଅବସରରେ ଓଡିଶା ତଥା ପଶ୍ଚିମବଂଗର ବହୁ ପ୍ରତିଷ୍ଠିତ କବି ଓ ଲେଖକ ଯୋଗ ଦେବେ ବୋଲି ପ୍ରକାଶ କରିଥିଲେ । ପଶ୍ଚିମବଂଗରୁ […]
Read Moreଭୁବେନେଶ୍ୱର (ସମୃଦ୍ଧ ଓଡିଶା) ଚିର ବନ୍ଦନୀୟ,ସ୍ମରଣୀୟ ଆଦର୍ଶ ମହାନ୍ ସାରସ୍ଵତ ସାଧକ, ସ୍ଵାଧୀନତା ସଂଗ୍ରାମୀ ତଥା ବହୁମୁଖି ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ମହାତ୍ମା କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ୬୭ ତମ ଶ୍ରାଦ୍ଧ ଦିବସ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୁଲ୍ୟରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥଳରେ ସଫାଇ କାର୍ଯ୍ୟକ୍ରମ ସହ ଶ୍ରଦ୍ଧାସୁମନାର୍ପଣ ଓ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଶ୍ରଦ୍ଧାବଚନାର୍ପଣରେ କହିଥିଲେ ଯେ ପ୍ରତ୍ୟେକ ଓଡ଼ିଆ ଭାଷା ଭାଷୀଙ୍କ ପ୍ରାତଃ ସ୍ମରଣୀୟ […]
Read Moreଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଋଷିବୋଧ ଉତ୍ସବ ଯୁବ ଆର୍ଯ୍ୟ ସମାଜ ଓଡିଶା ପକ୍ଷରୁ ଭୁବନେଶ୍ୱର ସାଲିଆ ସାହି ସ୍ଥିତ ଶ୍ରୀକୃଷ୍ଣ ନଗର ଠାରେ ଅନୁଷ୍ଠାନର ସଭାପତି ପ୍ରବୀର ଆର୍ଯ୍ୟଙ୍କ ପୌରହିତ୍ୟରେ ମହା ସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଆର୍ଯ୍ୟ ସମାଜ ଓଡିଶାର ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଲେ ଯେ ଭାରତବର୍ଷରେ ଆମ ଧର୍ମଗ୍ରନ୍ଥ ବେଦକୁ ସରଳ ଭାବେ ସାଧାରଣ […]
Read Moreଭୁବନେଶ୍ୱର (ସମୃଦ୍ଧ ଓଡିଶା) ପଟିଆ ଶିରିଡି ସାଇ ମନ୍ଦିରର ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚାରି ଦିନ ବ୍ୟାପି ଅନୁଷ୍ଠିତ ଏହି ଧାର୍ମିକ ଉତ୍ସବରେ ବୁଧବାର ଦିନ କଳସଯାତ୍ରା ଅନୁଷ୍ଠିତ ହୋଇ ଗୁରୁବାର ସୂର୍ଯ୍ୟପୂଜା, ଜଜ୍ଞାରମ୍ଭ ଏବଂ ଶନିବାର ଦିନ ପୂର୍ଣ୍ଣହୁତି ହୋଇଥିଲା । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀମାନେ ଯୋଗଦେଇ ସାଇ ଭଜନ ପରିବେଷଣ କରିଥିଲେ । ଅଶ୍ରୁମୋଚନ […]
Read Moreପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇଛି ମହେନ୍ଦ୍ରଗିରି । ଓଡ଼ିଶା ଆନ୍ଦ୍ର ସୀମାନ୍ତରେ ଥିବା ମହେନ୍ଦ୍ରଗିରି ପର୍ବତକୁ ପ୍ରତି ବର୍ଷ ଶିବରାତ୍ରି ଉପଲକ୍ଷେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ସମସ୍ତ ଶୈବପୀଠରେ ଶିବରାତ୍ରିରେ ଜାଗର ପାଳନ ହୋଇଥିବା ବେଳେ ଏଠାରେ କିନ୍ତୁ ଶିବରାତ୍ରି ପୂର୍ବ ଦିନ ଜାଗର ପାଳନ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଶିବରାତ୍ର ଦିନକ ପୂର୍ବରୁ ଅର୍ଥାତ୍ ଗୁରୁବାର ଠାରୁ ହିଁ ଏଠାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି ।ସୂଚନା […]
Read Moreଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ବିଶ୍ୱରେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଶ୍ରଦ୍ଧାଳୁମାନେ ଶ୍ରୀମାନଙ୍କର ୧୪୩ତମ ଜନ୍ମ ଦିବସ ପାଳନ କରୁଥିବା ବେଳେ ଜଳେଶ୍ୱରର ଗାନ୍ଧିସେବାଶ୍ରମ ପରିସରରେ ଅଧିଷ୍ଠିତ ଶ୍ରୀ ଅରବିନ୍ଦ ରେଲିକ୍ସ ସେଣ୍ଟର ପକ୍ଷରୁ ପାଳିତ ହୋଇଛି । କଲେଜ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ଦେ ଭାରତର ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରିବା ସହ ଆଜି ମାଙ୍କର ଦର୍ଶନ ଦିବସ ପଣ୍ଡିଚେରୀରେ ହେଉଥିବାରୁ ସେ ସଂପର୍କରେ ବର୍ଣ୍ଣନା କରିଥିଲେ । ଶ୍ରଦ୍ଧାଳୁ ଧିରେନ୍ଦ୍ର କୁମାର ପ୍ରଧାନ ପୌରହିତ୍ୱରେ […]
Read Moreଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ମହାଶିବରାତ୍ରୀରେ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ସମସ୍ତ ଶୈବପୀଠ । ବଡ ବଡ ସହର ମାନଙ୍କରେ ଥିବା ଶୈବପୀଠମାନଙ୍କରେ ନାହିଁ ନ ଥିବା ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ମହାଶିବରାତ୍ରୀ ପାଇଁ ଏକାମ୍ର କ୍ଷେତ୍ର ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇ ପଡ଼ିଛି। ଆଜି ଭୋର ୩ଟାରୁ ଲିଙ୍ଗରାଜଙ୍କ ଦ୍ୱାର ଫିଟି ଥିଲା। ଏହାପରେ ମହାଦେବଙ୍କ ବିଭିନ୍ନ ନୀତିକାନ୍ତି ଜାରି ରହିଛି। ୧୫ ଲକ୍ଷ ଟଙ୍କା ବ୍ୟୟରେ ଲିଙ୍ଗରାଜ ମନ୍ଦିର […]
Read Moreକୃଷ୍ଣଙ୍କ ପ୍ରତି ଗୋପୀ ମାନଙ୍କ ପ୍ରେମ ଏକ ଶାରୀରିକ ବାସନା ନ ଥିଲା । ଏହା ଥିଲା ପରମ ପ୍ରେମ । କାରଣ ସେମାନଙ୍କ ପାଇଁ କୃଷ୍ଣ ଥିଲେ ଚଳନ୍ତି ଭଗବାନ । ସେ ଥିଲେ ପରମ ଭଗବାନଙ୍କ ଚଳନ୍ତି ପ୍ରତିଛବି । ସେମାନଙ୍କ ଭକ୍ତି ଥଲା ଗଭୀର । ସେମାନେ କୃଷ୍ଣ ଚିନ୍ତା କଲାବେଳେ ନିଜର ସାଂସାରିକ କର୍ମ ଭୂଲି ଯାଉ ଥିଲେ । ସେମାନେ କୃଷ୍ଣ ପ୍ରେମରେ ମଜ୍ଜି ଯାଇଥିଲେ । ବାଲ୍ୟ କାଳରୁ […]
Read Moreସାନଖେମୁମୁଣ୍ଡି(ସମୃଦ୍ଧ ଓଡିଶା)ସାନଖେମୁମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି ଗ୍ରାମ ପଂଚାୟତ ଅଧୀନସ୍ଥ ତାଳପୁର ଗ୍ରାମରେ ଆଜି ମହାଡମ୍ବରରେ ଶ୍ରୀ ଶ୍ରୀ ଶ୍ରୀ ସପନେଶ୍ୱର ମହାଦେବଙ୍କ ପ୍ରତିଷ୍ଠା ଉତ୍ସବ ଅବସରରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଆଖ ପାଖ ଅଞ୍ଚଳରେ ତଥା ଗୋକର୍ଣମେରି, ପେଣ୍ଡୁରାଖାଳି ଓ ତାଳପୁର ଆଦି ଗ୍ରାମ୍ ପରିଭ୍ରମଣ କରିବା କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ଘଣ୍ଟ, ମୁର୍ଦୁଙ୍ଗ , ତୁରୀ,ଶଙ୍ଖ ଓ ମହିଳାମାନଙ୍କ ହୁଳହୁଳି ଧ୍ୱନିରେରେ ମହେଦେବଙ୍କ ନଗର ପରିକ୍ରମା ପ୍ରକମ୍ପିତ ହୋଇ ଉଠୁଥିଲା । […]
Read Moreସେ ଦିନ ଥିଲା ଗୁରୁବାର । ବାବାଙ୍କର ପରବ ଦିନ । ଆମେ ଦୁହେଁ ମୁଁ ଓ ମୋ ସହଧର୍ମିଣୀ ବାହାରିଲୁ ସାଇବାବାଙ୍କ ଦର୍ଶନ ପାଇଁ । କେବେ କେମିତି ମନେ ହେଲେ ମୁଁ ଏକଲା ଯାଇଥାଏ ସାଇବାବାଙ୍କ ଦର୍ଶନ ପାଇଁ । ଏହା ପୁଣି ମୋର ବଡ଼ ଭାଇ ପ୍ରମୋଦ ପଣ୍ଡାଙ୍କ ଯୋଗୁଁ । ବ୍ରହ୍ମପୁର ସହରର ଖୁବ ଜଣାଶୁଣା ନାଁ ଟି ପ୍ରମୋଦ କୁମାର ପଣ୍ଡା । ସେ ମା’ତାରାତାରିଣୀ ମନ୍ଦିର ଉନ୍ନୟନ କମିଟିର […]
Read Moreବ୍ରହ୍ମପୁର (ସମୃଦ୍ଧ ଓଡିଶା) ସମୃଦ୍ଧ ଓଡ଼ିଶାର ପ୍ରଭାବ । ନିଦ ହଜାଇ ଦେଲା ସମୃଦ୍ଧ ଓଡିଶା । ମୁଖ୍ୟମନ୍ତ୍ରୀଙ୍କ ଏକମାତ୍ର ବିଶ୍ୱସ୍ତ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫ ଟି ସଚିବ ଭି କେ ପାଣ୍ଡିଆନ ଆଜି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ତାରା ତାରିଣୀଙ୍କ ମନ୍ଦିରରେ ସକାଳୁ ସକାଳୁ ହାଜର ହେଲେ । ମା’ଙ୍କ ଆଶୀର୍ବାଦ ନେଇ ସେ ଏବେ ଖୋଳ ତାଡ଼ କରୁଛନ୍ତି ଶିକ୍ଷ୍ୟା ବ୍ୟବସ୍ଥା,ପର୍ଯ୍ୟଟନ ସ୍ଥଳୀ,ମନ୍ଦିର ମାଳିନୀ ଗଞ୍ଜାମ ଜିଲ୍ଲାର ଐତିହକୁ । ଏହା […]
Read Moreବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଭୋର ୪ଟା ସମୟରେ ରାୟଗଡା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୭ଜଣଙ୍କ ମୃତ୍ୟୁ ଓ ୪୦ଜଣ ଆହତ ହୋଇଥିବା ଖବର ପାଇ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ତପ୍ତପାଣି ଘାଟିରେ ବାରମ୍ବାର ଦୂର୍ଘଟଣା ଘଟୁଥିବା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଦୁର୍ଘଟଣାରେ ମୃତ ପରିବାରମାନଙ୍କୁ ସମବେଦନା ଜଣାଇଛନ୍ତି ଓ ଏଥିସହ ଆହତ ବ୍ୟକ୍ତିମାନଙ୍କ ତୁରନ୍ତ ଆରୋଗ୍ୟ କାମନା […]
Read Moreଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିକଟ ସତସଙ୍ଗ ବିହାର ପରମ ପେରମୟ ଶ୍ରୀ ଶ୍ରୀ ଠାକୁର ଅନୁକୁଳଚନ୍ଦ୍ରଙ୍କର ମନ୍ଦିର ପ୍ରତିଷ୍ଠାର ନବମ ବାର୍ଷିକ ସ୍ମୃତି ମହୋତ୍ସବ ହେବାକୁ ଥିବା ବେଳେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଫାରସୟା ରେଡି । ଏଥିରେ ଆଗାମୀ ୨୨-୧୨-୨୦୧୯ ରବିବାର ଦିନ ଶ୍ରୀ ଶ୍ରୀ ଠାକୁର ଅନୁକୁଳଚନ୍ଦ୍ରଙ୍କର ମନ୍ଦିର ପ୍ରତିଷ୍ଠାର ନବମ ବାର୍ଷିକ ଉତ୍ସବ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ନିଷ୍ପତି ନିଆଯାଇଛି […]
Read Moreଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ଆଜି କାର୍ତ୍ତିକ ମାସର ଶେଷ ସୋମବାର ଯୋଗୁଁ ଲିଙ୍ଗରାଜ ମନ୍ଦିର ସହିତ ସମସ୍ତ ଶୈବପୀଠ ଭକ୍ତମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଏହାସହ ଆଜି ପବିତ୍ର ପଞ୍ଚକ ବ୍ରତର ଚତୁର୍ଥ ଦିନ। ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ସକାଳୁ ସକାଳୁ ବଡ଼ି ଭୋରରୁ ଶିବ ମନ୍ଦିରଗୁଡ଼ିକର ଦ୍ୱାର ଫିଟା ହୋଇଛି। ତେବେ ଆଜି ଶେଷ ସୋମବାର ହୋଇଥିବାରୁ ଉଭୟ ଶ୍ରୀଲିଙ୍ଗରାଜଙ୍କ ପୀଠ ସହ ଧବଳେଶ୍ୱର ଏବଂ ପୁରୀରେ ଭକ୍ତଙ୍କ ଦର୍ଶନ […]
Read Moreବ୍ରହ୍ମପୁର (ସମୃଦ୍ଧ ଓଡିଶା) ହିନ୍ଦୁ ପରମ୍ପରାରେ ଭାଇଚାରା ସହ ସାମାଜିକ ସଂପର୍କକୁ ସୁଦୃଢ ରଖିବାରେ ଅନେକ ପରମ୍ପରା ଓ ସଂସ୍କାରିତ ସଂସ୍କୃତି ରହି ଆସୁଛି । ହିନ୍ଦୁ ପରମ୍ପରା ସଂସ୍କୃତି ସହ ଓଡିଶାର ପରମ୍ପରାର ସମ୍ମିଶ୍ରଣର ଅନୁଭୁତି ଏକ ନିଆରା । ୧୨ ମାସରେ ତେରଯାତ ପାଳନ କରିବାରେ ଓଡିଶାର ସାମାଜିକ ଚାଲିଚଳନରେ କେଉଁ ଯୁଗରୁ ଚାଲି ଆସିଛି । ଗ୍ରାମେ ଗ୍ରାମେ ସାରା ଓଡିଶାରେ ମାଁଙ୍କ ପର୍ବକୁ ବିଭିନ୍ନ ପୂଜାପାର୍ବଣ ମାଧ୍ୟମରେ ପାଳନ କରାଯାଏ । […]
Read Moreଦିଗପହଣ୍ଡି (ସମୃଦ୍ଧ ଓଡିଶା)ଗଞ୍ଜାମ ଜିଳ୍ଲା ଦିଗପହଣ୍ଡି ବ୍ଲକ୍ ପଦ୍ମନାଭପୁର ପଞ୍ଚାୟତର ପଦ୍ମନାଭପୁର ସାନ ଡେରାସାହିରେ ଲକ୍ଷ୍ମୀ ପୁଜା ପାଈଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ଗଣେଶ ମନ୍ଦିର ନିକଟସ୍ଥ ପୋଖରୀ ପିଠାରେ ପୂଜା ପାଠ କରି କଳସ ଯାତ୍ରା ଆରମ୍ଭ କରି ଥିଲେ । ପ୍ରାୟ ୫୦୦ ମିଟର ରାସ୍ତା ଅତିକ୍ରମ କରି ସାନ ଡେରା ସାହିରେ ପହଞ୍ଚି ଥିଲେ । ସଂକୀର୍ତ୍ତନ , ଶଙ୍ଖ , […]
Read Moreବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋଷାଣୀନୂଆଗାଁ କାଳୁଆ ଯାତ୍ରାରେ ସ୍ୱୟଂ ସେବକଙ୍କ ସେବା ୭ବର୍ଷରେ ପହଞ୍ଚିଲା । ରାଷ୍ଟ୍ରୀୟ ସ୍ୱୟଂ ସେବକଙ୍କ ପକ୍ଷରୁ ପ୍ରତ୍ୟେକ ବର୍ଷ କାଳୁଆ ଯାତ୍ରାରେ ସେବା କାର୍ଯ୍ୟ କରାଯାଉଛି । ପ୍ରତ୍ୟେକ ବର୍ଷ ପୋଲେରି ଅମାବାସ୍ୟା ଠାରୁ କୁମାର ପୂର୍ଣ୍ଣୀମା ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ମାଁ କାଳୁଆ ମନ୍ଦିରରୁ ବାହାରି ବଡସାହି ଯାତ୍ରାମଣ୍ଡପରେ ପୂଜା ପାଆନ୍ତି । ବ୍ରହ୍ମପୁର ସହରରେ ଅନୁଷ୍ଠିତ ହେଉଥିବା ୪ଟି ପ୍ରଧାନ ଯାତ୍ରା ମଧ୍ୟରୁ ପ୍ରସିଦ୍ଧ ମାଁ କାଳୁଆଙ୍କ […]
Read Moreବ୍ରହ୍ମପୁର(ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରର ପ୍ରସିଦ୍ଧ ମାଁ କାଳୁଆଙ୍କ ଯାତ୍ରା ଗୋସାଣିନୂଆଁଗାଁ ଠାରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶୁକ୍ଲ ପ୍ରତିପଦା ଠାରୁ କୁମାର ପୂର୍ଣିମା ଯାଏଁ ଅନୁଷ୍ଠିତ ହୋଇଯାଇଛି ॥ ବହୁ ଦୁରଦୁରାନ୍ତରୁ ଭକ୍ତଙ୍କ ସମାଗମ ହୋଇଥାଏ ମାଁଙ୍କ ଅପାର କରୁଣା ପ୍ରାପ୍ତ ସକାଶେ ଆଜି ଭାରତୀୟ ଜନତା ପାର୍ଟିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ତଥା ରାଜ୍ୟ ସାଧାରଣ ସଂପାଦକ ଶ୍ରୀଯୁକ୍ତ ଭୃଗୁ ବକ୍ସିପାତ୍ରଙ୍କ ସହିତ ତାଙ୍କର ଶତାଧିକ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ […]
Read Moreପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ଆଜି ପାରଳାଖେମୁଣ୍ଡି ସହରର ବିଭିନ୍ନ ସାହିରେ ଜଗତ ଜନନୀ ମା’ ଦୁର୍ଗତି ନାସିନୀ, ମା’ ଦୁର୍ଗାଙ୍କ ବିସର୍ଜନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଘଣ୍ଟ ଶଙ୍ଖନାଦ ପାରମ୍ପରିକ ବାଜା ଏବଂ ପଟୁଆରରେ ସହର ପରିକ୍ରମା କରାଯାଇ ମାଆଙ୍କୁ ବିସର୍ଜନ କରା ଯାଇ ଥିଲା । ଭକ୍ତ ମାନେ ମା’ଙ୍କ ବିସର୍ଜନରେ ବେଶ ମର୍ମାହତ ଥିଲେ । ସେଥିପାଇଁ ଦୁଃଖରେ ଭାଙ୍ଗିପଡୁଥିବା ଦେଖିବାକୁ ମିଳିଥିଲା କାରଣ ୫ ଦିନ ଧରି ମା’ଙ୍କ ପୂଜା ଅର୍ଚନାରେ ନିକଟରେ ରହି […]
Read Moreଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଅସତ୍ୟ ଉପରେ ସତ୍ୟ ଓ ଅନ୍ୟାୟ ଉପରେ ନ୍ୟାୟର ବିଜୟ ହେଉଛି ‘ବିଜୟା ଦଶମୀ’। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସହର ଓ ଗାଁ ଗହଳରେ ଆଜି ବିଜୟା ଦଶମୀ ବେଶ ଆଡମ୍ବର ସହକାରେ ପାଳନ କରାଯାଉଛି । ରାଜଧାନୀରେ ଆଜି ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡି କରାଯାଉଛି । ଝାରପଡ଼ା ପୂଜା ମଣ୍ଡପ ପକ୍ଷରୁ ରାବଣପୋଡ଼ି ସମ୍ପନ୍ନ ହୋଇଛି । ଏଥିରେ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ […]
Read Moreପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ଆଜି ବିଜୟା ଦଶମୀ ବିଭିନ୍ନ ଶକ୍ତିପୀଠ ଠାରୁ ଆରମ୍ଭ କରି ପୂଜା ମଣ୍ଡପରେ ମାଁଙ୍କ ପୂଜାର୍ଚ୍ଚନା ଚାଲିଛି। ଚାରିଆଡେ ପାର୍ବଣର ମାହୋଲ। ବିଭିନ୍ନ ଶକ୍ତିପୀଠରେ ସେମାନଙ୍କ ପରମ୍ପରା ଅନୁସାରେ ମା’ଙ୍କ ଆରାଧନା କରାଯାଇଥାଏ। ସେହିଭଳି ଏକ ଶକ୍ତି ପୀଠ ହେଉଛି ପାରଳାଖେମୁଣ୍ଡିର ଦଣ୍ଡମା। ଏହି ପୀଠ ବର୍ଷକୁ ମାତ୍ର ୧୬ ଦିନ ପାଇଁ ଖୋଲେ ହୋଇଥାଏ। ମା’ଙ୍କ ନିକଟରେ ପୂଜାର୍ଚ୍ଚନା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ କରୁଥିବାରୁ ଏହି ସମୟରେ ଲୋକଙ୍କ ଗହଳି […]
Read Moreଦିଗପହଣ୍ଡିି,(ସମୃଦ୍ଧ ଓଡିଶା )ପ୍ରତିବର୍ଷ ପରି ଚଲିତ ବର୍ଷ ମଧ୍ୟ ଦିଗପହଣ୍ଡି ସହରରେ ଖୁବ୍ ଧୁମ୍ଧାମ୍ରେ ପାଳିତ ହେବାକୁ ଯାଉଛି ଶ୍ରୀ ଗଣେଶ ମହୋତ୍ସବ । ଆସନ୍ତା ସେପ୍ଟେମ୍ବର ୨ ଅର୍ଥାତ୍ ଭାଦ୍ରବ ଶୁଳ୍କ ଚତୁର୍ଥୀ ତିଥିରେ ସହରରେ ଅଗ୍ରପୂଜ୍ୟ ବିନାୟକଙ୍କ ମହୋତ୍ସବ ପାଳିତ ହେବ । ଏଥିପାଇଁ ନିକଟସ୍ଥ ରତ୍ନେଶ୍ୱରୀ ପୀଠ ପରିସରରେ ବଜାର ସାହି ଗଣେଶ ପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨ରେ ଗଙ୍ଗାଆବାହନ ପୂଜାରମ୍ଭ କରାଯିବା ପରେ […]
Read More