Breaking News

Political News

ଜିଲ୍ଲା ସଭାପତି କଲେ ନବ ଯୋଗଦାନ କରିଥିବା କର୍ମିଙ୍କୁ ସମ୍ବର୍ଦ୍ଧିତ…

January 21, 2022

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଭାବା ନଗର ସ୍ଥିତ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ବିଜେଡିରେ ଯୋଗଦାନ କରିଥିବା ଛତ୍ରପୁର ନିର୍ବଚନ ମଣ୍ଡଳୀର ବରିଷ୍ଟ ନେତାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସୂଚନା ଅନୁଯାୟୀ ଗତ ୧୧ ତାରିଖରେ ଛତ୍ରପୁର ବିଧାୟକ ସୁବାଷ ବେହେରାଙ୍କ ନେତୃତ୍ୱରେ ଭୂବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ସାଂଗଠନିକ ସମ୍ପାଦକ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା […]

Read More

ବିଧାୟକଙ୍କ ନେତୃତ୍ଵରେ ଛତ୍ରପୁର ବ୍ଲକର ସମସ୍ତ ଜିଲ୍ଲା ପରିଷଦ ପାର୍ଥିଙ୍କ ନାମାଙ୍କନ ପତ୍ର ଦାଖଲ…

January 21, 2022

ଛତ୍ରପୁର (ସମୃଦ୍ଧ ଓଡିଶା)ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଦୁଇଗୋଟି ବ୍ଲକର ପାଞ୍ଚଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ ହୋଇଛି l ଛତ୍ରପୁର ନିର୍ବାଚନ ମଣ୍ଡଳୀର ଆଜି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ଵରେ ଛତ୍ରପୁର ବ୍ଲକର ସମସ୍ତ ଜିଲ୍ଲା ପରିଷଦ ପାର୍ଥି ନାମଙ୍କନ ପତ୍ର ଦାଖଲ କରିଛନ୍ତି l ସେମାନେ ହେଲେ ଜୋନ ୧୪ର ଶ୍ରୀମତି ସସ୍ମିତା ସ୍ୱାଇଁ, ଜୋନ ୧୫ର ସନାତନ […]

Read More

ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ କଲେ ନାମାଙ୍କନ ପତ୍ର ଦାଖଲ…

January 21, 2022

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଆଜି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ଵରେ ସମସ୍ତେ ଦାଖଲ କରିଛନ୍ତି । ଆଜି ୫ଟି ଜୋନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସେମାନେ ହେଲେ ଜୋନ୧୪ରୁ ଶ୍ରୀମତୀ ପ୍ରଭାସିନୀ ନାୟକ, ସ୍ୱାମୀ- ସନ୍ତୋଷ ମହାପାତ୍ର, ଜୋନ୧୫ରୁ ସୁମନ୍ତ ଦାସ, ପିତା- ଶବର ଦାସ, ଜୋନ୧୯ରୁ ଶ୍ରୀମତୀ ସନ୍ତୋସୀ ନାହାକ, ସ୍ୱାମୀ- ସମ୍ପଦ ନାହାକ, ଜୋନ୨୦ରୁ […]

Read More

ଭାରତୀୟ ଜନତା ପାର୍ଟି ପକ୍ଷରୁ ବେଗୁନିଆପଡ଼ା ବ୍ଲକର ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀପତ୍ର ଦାଖଲ…

January 20, 2022

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ୪୪,୪୫,୪୬ ନମ୍ବର ଜୋନ୍ ପାଇଁ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରାର୍ଥୀପତ୍ର ଦାଖଲ ହୋଇଯାଇଛି । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ରଞ୍ଜନ କୁମାର ପଲେଇଙ୍କ ଉପସ୍ଥିତିରେ ୪୪ ନମ୍ବର ଜୋନ୍ ପାଇଁ ଶ୍ରୀମତୀ ପ୍ରିୟା ବିଶୋୟୀ, ୪୫ ନମ୍ବର ଜୋନ୍ ପାଇଁ ଯୁବନେତା ପ୍ରଦୀପ କୁମାର ଘୋଷ, ୪୬ ନମ୍ବର ଜୋନ୍ ପାଇଁ ଏହି ଅଞ୍ଚଳର ଜଣାଶୁଣା […]

Read More

କୋଟସାହି ଗ୍ରାମ ପଞ୍ଚାୟତରେ ବିଜେଡି ଦଳ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ସହ ୧୨ଟି ୱାର୍ଡ଼ ସଭ୍ୟ/ସଭ୍ୟା ମନୋନୟନ ପତ୍ର କଲେ ଦାଖଲ…

January 20, 2022

ଜଳେଶ୍ଵର (ସମୃଦ୍ଧ ଓଡିଶା) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ର ଆଜି ହେଉଛି ମନୋନୟନ ପତ୍ର ଦାଖଲର ଦ୍ବିତୀୟ ଦିନ । ତଦନୁଯାୟୀ ଆଜି ଜଳେଶ୍ଵର ବ୍ଲକ ବିଭିନ୍ନ ଗ୍ରାମ ପଞ୍ଚାୟତ ରେ ବିଭିନ୍ନ ରାଜନୈତିକ ଦଳ ଚଳଚଞ୍ଚଳ ହେବା ଦେଖା ଦେଇଥିବା ନଜରକୁ ଆସିଛି । କୋଟସାହି ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ୧୨ ଜଣ ୱାର୍ଡ଼ ସଭ୍ୟ ସଭ୍ୟା ସହ ସରପଞ୍ଚ ପ୍ରାର୍ଥୀନୀ ମଞ୍ଜୁବାଳା ପ୍ରଧାନ ଏକ ସଙ୍ଗେ ମନୋନୟନ […]

Read More

ବିଜେଡିରେ ଯୋଗଦେଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ…

January 18, 2022

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ରାୟଗଡ ବ୍ଳକ ଗଣ୍ଡାହାତୀ ପଞ୍ଚାୟତର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡି ନବୀନ ବାବୁଙ୍କ ନୀତି, ଆଦର୍ଶକୁ ଭଲ ପାଇ ବିଜେଡି ଦଳରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ପଦାଧିକାରୀ, ତଥା ବିଜୁ ମହିଳା ଜନତା ଦଳ ସଭାପତି ପୁର୍ନବାସୀ ନାୟକ, ଜିଲ୍ଲା ମହିଳା ଉପସଭାପତି ସଂଯୁକ୍ତା ବେହେରା, ବରିଷ୍ଠ ବିଜେଡ଼ି ନେତା ବସନ୍ତ ଦାସ ଯୁବ ଜିଲ୍ଲା ସଭାପତି ଏସ ଲିଙ୍ଗରାଜ, […]

Read More

ପଞ୍ଚାୟତ ନିର୍ବାଚନ ପାଇଁ ଖୋଜା ଚାଲିଛି ଗୋପାଳପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ…

January 14, 2022

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୈତିକ ଉଷ୍ମତା ବଢିବା ସହ ଧୀରେ ଧୀରେ ବଦଳିବାରେ ଲାଗିଛି ରାଜନୈତିକ ଚିତ୍ର ପଟ l ଏକଦା ଗଞ୍ଜାମ ଜିଲ୍ଲାରେ ଦବଦବା ରଖିଥିବା ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ଏହି ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ ତିନ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ବିଜେଡି ଦଳକୁ ସୁଦୃଢ ଓ ସଂଗଠନକୁ ମଜବୁତ […]

Read More

ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ…

January 12, 2022

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ବିଗୁଲ୍ ବାଜିଛି । ଅନ୍ୟପକ୍ଷରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରସ ଦଳର ବହୁ ପଦାଧିକାରୀ ଓ କର୍ମୀମାନେ ବିଜେଡି ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବହୁ ସରପଞ୍ଚ, ୱାର୍ଡ ମେମ୍ବର, ବ୍ଲକ ସଭାପତି ଓ ଜିଲ୍ଲା ପରିଷଦ ପ୍ରାର୍ଥୀ […]

Read More

ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ…

January 11, 2022

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ପଞ୍ଚାୟତ ନିର୍ବାଚନ ନିମନ୍ତେ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ପ୍ରତେକ ପଞ୍ଚାୟତ ଏବଂ ୱାର୍ଡ ସ୍ତରରେ ବିଭିନ୍ନ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ସେହିଭଳି ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବଡ ପଙ୍କଳବାଡ଼ି ବଡସାହି ଠାରେ ବଡ ପଙ୍କଳବାଡ଼ି ଗ୍ରାମ ପଞ୍ଚାୟତ ସ୍ତରୀୟ ବିଜୁ ଜନତା ଦଳର ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା […]

Read More

ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…

January 6, 2022

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ମହିଳା ଜନତା ଦଳ ପକ୍ଷରୁ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ସଂଶକ୍ତିକରଣ କରିବା ସହ ସେମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ମାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ଗୁଡିକ କିପରି ଅଧିକରୁ […]

Read More

ବିଜେଡି ମହିଳା ସମାବେଶ ଅନୁଷ୍ଠିତ…

January 6, 2022

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ରାମନଗର ସ୍ଥିତ ହାଇଟେକ୍ ଗୃହ ଠାରେ ଜିଲ୍ଲାର ତିନିଗୋଟି ବ୍ଲକ ଓ ପାରଳାଖେମୁଣ୍ଡି ପୌରପରିଷଦର ମହିଳାମାନଙ୍କୁ ନେଇ ଆଗାମୀ ନିର୍ବାଚନ ସକାଶେ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହାଇଟେକ୍ ଅଧ୍ୟକ୍ଷ ବା ବରିଷ୍ଠ ବିଜେଡି ନେତା ଡ. ତିରୁପତି ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ମହିଳାମାନଙ୍କୁ ମହିଳା ନେତ୍ରୀ ସଂଯୁକ୍ତା ବେହେରା […]

Read More

ନାମ୍ପୋଠାରେ ବିଜେଡିର ମିଶ୍ରଣ ପର୍ବ…

January 2, 2022

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ନାମ୍ପୋଠାରେ ବିଜେଡିର କର୍ମୀସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ଦଳର ବ୍ଳକ ଉପସଭାପତି ଯାମିନିକାନ୍ତ ଦତ୍ତଙ୍କ ଅଧ୍ୟକ୍ଷତାରେ ବିଧାୟକ ଅଶ୍ୱିନୀ ପାତ୍ର ଯୋଗ ଦେଇ ବିଜେଡିର ବିଳଳ୍ପ ନାହିଁ ଓ ବିଭିନ୍ନ ଯୋଜନା ସଂପର୍କରେ କହିଥିଲେ । ଅନ୍ୟଦଳରୁ ସୁଶିଲ ପରିଡାଙ୍କୁ ନେତୃତ୍ୱରେ ହରିଶ ମହାନ୍ତି, ରବିନ୍ଦ୍ର ଦାସ, ଯାମିନିକାନ୍ତ ନାୟକ ଓ ସେକ୍ ତଇରୁଦ୍ଦିନଙ୍କ ନେତୃତ୍ୱରେ ବହୁ ଅନ୍ୟଦଳର କର୍ମୀ ବିଜେଡିରେ ଯୋଗ ଦେଇଥିଲେ […]

Read More

ବିଜେଡି ଦଳର ପ୍ରତିଷ୍ଠା ଦିବସ ପାଳିତ…

December 26, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ଆଜି ଅପରାହ୍ନରେ ମୂରଲୀ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଓ ପୌରପାଳିକା ଦୁଇ ସ୍ଥାନରୁ ଆସିଥିବା କର୍ମୀମାନଙ୍କୁ ବିଧାୟକ ଅଶ୍ୱିନୀ ପାତ୍ର ଯୋଗଦେଇ ବିଜେଡି ୨୫ବର୍ଷର ଯୁବକ, ବିଜୁ ବାବୁଙ୍କ ନାମରେ ନାମିତ ଏହି ଦଳ ମହିଳା ମାନଙ୍କୁ ଶଶକ୍ତି କରଣ ଯୋଜନା ଓ ବିଭିନ୍ନ ଲୋକହିତକର କାର୍ଯ୍ୟଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି […]

Read More

ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ…

December 26, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ଵରେ ବ୍ରହ୍ମପୁର ମହାନଗରରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଗଞ୍ଜାମ ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ଆଗ ଧାଡ଼ିର ସବୁ ନେତୃତ୍ୱ ଦେଶି ବେହେରା ସାହି ସ୍ଥିତ ବିଜୁ ପ୍ରତିମୂର୍ତ୍ତିରେ ମାଲ୍ଲ୍ୟାର୍ପଣ କରି ଆସିକା ରୋଡ ସ୍ଥିତ ବିଜୁ ପ୍ରତିମୂର୍ତ୍ତି ନିକଟରେ […]

Read More

ବୁଗୁଡାରେ ବିଜେଡିର ପ୍ରତିଷ୍ଠା ଉତ୍ସବରେ ମିଶ୍ରଣ ପର୍ବ ଅନୁଷ୍ଠିତ…

December 26, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବୁଗୁଡା ବସଷ୍ଟାଣ୍ଡ ନିକଟରେ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତ ବେତାରସିଙ୍ଗି ଗ୍ରାମର ବରିଷ୍ଠ ବିଜେଡି କର୍ମୀ ଧନୁର୍ଦ୍ଧର ବେହେରା ଓ ତୁଳସୀ ବେହେରାଙ୍କ ନେତୃତ୍ୱରେ ୧୫୦ରୁ ଉର୍ଦ୍ଧ୍ବ ବିଜେପି ପରିବାର ଓ ସଙ୍କୁରୁ ପଞ୍ଚାୟତ […]

Read More

ସୋରଡ଼ାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ…

December 26, 2021

ସୋରଡ଼ା (ସମୃଦ୍ଧ ଓଡିଶା) ଆଜି ସୋରଡା ଠାରେ ବିଜୁ ଜନତା ଦଳ ତରଫରୁ ୨୫ତମ ଦଳୀୟ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅଵସରରେ ବହୁ ସଂଖ୍ୟାରେ ବିଜେଡି  କର୍ମୀ, ଶୁଭେଚ୍ଛୁ, ଲୋକ ପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ/ସଭ୍ୟାମାନେ ଯୋଗ ଦେଇଥିଲେ । ଏହି ଅବସରରେ ସାରୁଆ ସାହିସ୍ଥିତ କାର୍ଯ୍ୟାଳୟରେ ପ୍ରବାଦ ପୁରୁଷଙ୍କ ଫଟୋରେ ପୁଷ୍ପାଞ୍ଜଳି ଦେଇଥିଲେ ଓ ପରେ ଗଣିଛକ ସ୍ଥିତ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି […]

Read More

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ…

December 26, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବାଲିପଡା ଠାରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଗାମୀ ତ୍ରୀସ୍ତରୀୟ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବା ସହ ସମସ୍ତ ଓ୍ବାର୍ଡ, ପଞ୍ଚାୟତର ସମିତିସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଦେବା ନିମନ୍ତେ ସ୍ଥିର କରାଯାଇଛି । ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କୃଷକ ମୋର୍ଚ୍ଚା ସଭାପତି ମହନ୍ତ […]

Read More

୧୦ନଂ ଜିଲା ପରିଷଦ ଜୋନରେ କଂଗ୍ରେସର ସାଂଗଠନିକ ବୈଠକ…

December 21, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ବର୍ତ୍ତନା ଡେହେରାପଦା ଠାରେ ୧୦ନଂ ଜିଲାପରିଷଦ ଜୋନ୍‌ର କଂଗ୍ରେସ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । କଂଗ୍ରେସକୁ ତୃଣମୂଳ ସ୍ତରରେ ସୁଦୃଢ ଓ ଶୃଙ୍ଖଳିତ କରିବା ଲକ୍ଷ୍ୟରେ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାଯାଇଛି । ଆଜିର ବୈଠକକୁ ବ୍ଳକ କଂଗ୍ରେସ ସଭାପତି ରାଜୀବ ପରିଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଯୋଗ ଦେଇ କର୍ମୀମାନେ ଏକମନ ଓ […]

Read More

ଜଳେଶ୍ୱର ନିର୍ବାଚନ ମଣ୍ଡଳିର ୧୦ନଂ ଜୋନରେ ବିଜେପିର ସାଂଗଠନିକ ବୈଠକ…

December 18, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳିର ୧୦ନଂ ଜୋନ୍ ନାମ୍ପୋଠାରେ ବିଜେପିର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପ୍ରତାପ ସେନାପତି ଅଧ୍ୟକ୍ଷତା କରିଥିଲେ । ବିଧାୟକ ପ୍ରାର୍ଥୀ ଜୟନାରାୟଣ ମହାନ୍ତି, ନାମ୍ପୋ ପ୍ରମୁଖ ଜଗନ୍ନାଥ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ବାଣିଦାସ ମହାପାତ୍ର, ପ୍ରଣବ ପଣ୍ଡା, ସିଦ୍ଧାର୍ଥ ପାଳ, ଅଭିଜିତ୍ ପ୍ରଧାନ, ଦିବ୍ୟକାମ ମହାନ୍ତି ତ୍ରୁଣମୂଳ ସ୍ତରକୁ ଦଳକୁ ସୁଦୃଢ କରିବାଲାଗି ସମସ୍ତେ ମିଳିତଭାବେ କାର୍ଯ୍ୟ କରିବା ଉଚିତ୍ ବୋଲି କହିଥିଲେ […]

Read More

ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ…

December 17, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ଗୋପଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ  ଏସ. ଧର୍ମରାଜ ରେଡ୍ଡୀ ବିଧିବଦ୍ଧ ଭାବେ ତାଙ୍କ ଶତାଧିକ ସମର୍ଥକଙ୍କ ସମେତ ବିଜେଡିରେ ସାମିଲ ହୋଇଛନ୍ତି । ସେ ୨୦୧୯ରେ ଗୋପଳପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ତାଙ୍କ ଶତାଧିକ କର୍ମୀଙ୍କ ସହ ବିଜେଡିରେ ସାମିଲ ହୋଇଥିବା […]

Read More

କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ…

December 14, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତ ବର୍ଷ ଏକ ଗଣତାନ୍ତ୍ରିକ ରାଷ୍ଟ୍ର । ଏହି ରାଷ୍ଟ୍ରରେ ଆନ୍ଦୋଳନ କରିବା ବା ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନା କରିବା ସାଧାରଣ ନାଗରିକର ଅଧିକାର । ଠିକ୍ ସେହିପରି ଓଡ଼ିଶା ରାଜ୍ୟର ଏକ ସମ୍ବେଦନଶୀଳ ପ୍ରସଙ୍ଗ ଭଉଣୀ ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଦାବିରେ ଉପଯୁକ୍ତ ତଥ୍ୟ ପ୍ରମାଣ ଉପସ୍ଥାପନ ସହ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିଆସୁଛନ୍ତି । ହେଲେ ଗତ […]

Read More

ମମିତା ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରିଛି ବିଜେପି…

December 10, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଜେପିର ଯୁବମୋର୍ଚ୍ଚା ପକ୍ଷରୁ ମମିତା ମେହେରା ହତ୍ୟା ଘଟଣାରେ ସଂପୃକ୍ତି ରାଜ୍ୟ ଆଇନ୍‌ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ରାଜଶ୍ରୀ ମହାନ୍ତି, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ମନମୋହନ ଆଚାର୍ଯ୍ୟ, ସ୍ୱଚ୍ଛଭାରତ ସଂଯୋଜକ କମଳଲୋଚନ ପାଳ, ତନ୍ମୟ କୁମାର ଚାନ୍ଦ, ନଗର ଯୁବମୋର୍ଚ୍ଚା ସଭାପତି ରବିନ୍ଦ୍ର ପାତ୍ର, ସାଧାରଣ ସଂପାଦକ ରାଜୀବ ଘୋଷ, ଜିତେନ୍ଦ୍ର ନାଗ, ସଂଜୟ […]

Read More

ବିଧାନସଭା ଘେରାଉ ପାଇଁ ପ୍ରସ୍ତୁତ ଛାତ୍ର କଂଗ୍ରେସ : ବିକାଶ ପଶୁପାଳକ…

December 8, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ହତ୍ୟାକାରୀ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜଙ୍କ ନେତୃତ୍ବରେ ଆସନ୍ତା ୧୦-୧୨-୨୦୨୧ ରିଖ ଦିନ ୧୧ ଘଣ୍ଟା ସମୟରେ ବିଧାନସଭା ଘେରାଉ କରାଯିବ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମିତା ମେହେରଙ୍କ ଅସଲ ହତ୍ୟାକାରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି […]

Read More

ଜଳେଶ୍ଵର ବିଧାୟକଙ୍କ ବାସଭବନ ଆଗରେ ଧାନ ବସ୍ତା ରଖି ଗଣ ଧାରଣା ଓ ପ୍ରତିବାଦ କଲା ଜଳେଶ୍ଵର ବିଜେପି…

December 3, 2021

ଜଳେଶ୍ଵର (ସମୃଦ୍ଧ ଓଡିଶା) ବିଜେପି ଜଳେଶ୍ୱର ତରଫରୁ କୃଷକଙ୍କ ସ୍ୱାର୍ଥ ପାଇଁ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ଖୁଆର୍ଡସ୍ଥିତ ବାସଭବନ ସମ୍ମୁଖରେ ଧାନ ବସ୍ତା ସହ ଏକ ପ୍ରତିବାଦ ସଭା ଓ ଗଣଧାରଣା ଅନୁଷ୍ଠିତ ହୋଇ ଯାଇଛି । ଖରିଫ ଧାନର ୯୦ ପ୍ରତିଶତ ଅମଳ ପରେ ମଧ୍ୟ ରାଜ୍ୟସରକାର ମଣ୍ଡି ଖୋଲି ନାହାନ୍ତି । କେନ୍ଦ୍ରସରକାର ଧାନର ମୂଲ୍ୟ ୧୯୬୦ ଟଙ୍କା କରିଥିଲା ବେଳେ ମଣ୍ଡି ନ ଖୋଲିବାରୁ ଚାଷୀ ବାଧ୍ୟ ହୋଇ ୧୦୦୦ ଟଙ୍କାରୁ […]

Read More

ରାସ୍ତାରେ ଧାନ ରଖି ବିକ୍ଷୋଭ କଲେ ବିଜେପି କର୍ମୀ…

December 3, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତବର୍ଷ ପ୍ରତିକୂଳ ପାଗ ଓ ଚକଡା ପୋକ ଚାଷୀଙ୍କୁ ହନ୍ତସନ୍ତ କରିଛି । ୯୦ ପ୍ରତିଶତ ଚାଷ ଅମଳ ହୋଇଥିବାରୁ ଏବେ ଚାଷୀ ଅଭାବି ବିକ୍ରୀର ସମ୍ମୁଖୀନ ହେଉଛନ୍ତି । ସରକାରୀ ଧାନ ମଣ୍ଡୀ ଖୋଲି ନ ଥିବାରୁ ପଶ୍ଚିମବଂଗର ଦଲାଲ ମାନେ ୧୨୦୦ ଟଙ୍କାରେ ଧାନ କିଣି ଚାଷୀ ମାନଙ୍କୁ ଲୁଟୁଛନ୍ତି । ଏହାର ପ୍ରତିବାଦରେ ଗତ ୨୮ ତାରିଖରେ ବାଲେଶ୍ୱର ଜିଲାର ଜଳେଶ୍ୱର ବିଜେପି ପକ୍ଷରୁ ଏକ ସମ୍ବାଦଦାତା ସମ୍ମିଳନୀ […]

Read More

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଛାତ୍ର କଂଗ୍ରେସର ନୂତନ କର୍ମକର୍ତ୍ତା ଚୟନ…

December 3, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଏନ.ଏସ.ୟୁ. ଆଇ ରାଜ୍ୟ ସଭାପତି ୟାସିର ନୱାଜ ଓ ଓଡିଶା ଇନଚାର୍ଜ ଅନୁଲେଖା ବୋଷ ଏବଂ ଗଞ୍ଜାମ ଜିଲ୍ଲା ଇନଚାର୍ଜ ସାଗର ପଟ୍ଟନାୟକଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ଦଳକୁ ତୃଣମୂଳ ସ୍ତରରୁ ସଦୃଢ଼ କରିବା ସହ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଛାତ୍ର କଂଗ୍ରେସର ନୂତନ କର୍ମକର୍ତା ଚୟନ କରାଯାଇଛି । ଏହି ଅବସରରେ ନୂତନ […]

Read More

ଭାରତୀୟ ଜନତା ପାର୍ଟୀ ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ଗଞ୍ଜାମ ଗସ୍ତ…

December 3, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଭାରତୀୟ ଜନତା ପାର୍ଟୀର ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଗଞ୍ଜାମ ଗସ୍ତରେ ଆସିଛନ୍ତି । ଏହି ପରିପେକ୍ଷୀରେ ଭଉଣୀ ମମିତା ମେହେର ଘଟଣାକୁ ନେଇ ଆସନ୍ତା ୯ ଡିସେମ୍ବର ୨୦୨୧ ତାରିଖ ଓଡ଼ିଶା ବିଧାନସଭା ଘେରାଉ କାର୍ଯ୍ୟକ୍ରମକୁ ନେଇ ଗଞ୍ଜାମ ଜିଲ୍ଲା ଅଫିସ ଠାରେ ୪ଟି ଜିଲ୍ଲାର ସଭାପତି, ରାଜ୍ୟ ପଦାଧିକାରୀ, ଜିଲ୍ଲା କାର୍ଯ୍ୟକର୍ତ୍ତା ଓ ଗଞ୍ଜାମ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । […]

Read More

ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ…

November 28, 2021

ବ୍ରହ୍ମପୁର/ରଙ୍ଗେଇଲୁଣ୍ଡା (ସମୃଦ୍ଧ ଓଡିଶା) ରବିବାର ଦିନ ରଙ୍ଗେଇଲୁଣ୍ଡା ବ୍ଲକ ମନ୍ତ୍ରୀଡି ଠାରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ସୁଶାସନରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା ମନ୍ତ୍ରିଡି ସରପଞ୍ଚ ପ୍ରଶାନ୍ତଦାସ କହିଛନ୍ତି ଯେ, ପୁଣି ଆଗକୁ ଅଞ୍ଚଳରେ ବହୁ ଉନ୍ନତି ଆଣିବା ପାଇଁ ପ୍ରୟାସ ଜାରି ରଖିବା ଲୋକଙ୍କ ସହିତ ରହିବା ଏବଂ ଦଳରେ ରହି ଲୋକଙ୍କ ସେବା କରିବି । ଏଥିରେ ମୁଖ୍ୟ ଅତିଥି […]

Read More

ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ…

November 28, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲୋପରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରେ ବିଧାୟକ ଅଶ୍ୱିନୀ ପାତ୍ର କାର୍ଡ ବଣ୍ଟନ କାର୍ଯ୍ୟ ଆରମ୍ଭ କରିଛନ୍ତି । ବରଡିହା, ଖୁଣ୍ଟା, ଚମାରଗାଁ, ମଧୁରାନାଥ, ଚାଫଲା, ଲକ୍ଷ୍ମଣନାଥ, କାଦେରାୟାଁ, ରଘୁନାଥପୁର, କୋଟସାହି ଓ ମ୍ୟୁନିସିପାଲଟିର ୯ନଂ ୱାର୍ଡ ମଙ୍ଗଳାତଳା ପ୍ରଭୃତି ସ୍ଥାନ ମାନଙ୍କରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସବିତା ରାଣୀ ଦଳେଇ, […]

Read More

ବିଜେପିର ସାଂଗଠନିକ ବୈଠକ…

November 28, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଲାଗି ବିଜେପିର ସାଂଗଠନିକ ବୈଠକ ସିଦ୍ଧାର୍ଥ ଶଙ୍କର ପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଖୁସି ପ୍ଲାଜାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ବିଜେପି ନେତା ଯୋଗ ଦେଇ ବିଭିନ୍ନ ପଞ୍ଚାୟତରୁ ଆସିଥିବା କର୍ମୀମାନଙ୍କୁ ନିର୍ବାଚନ ପରିପ୍ରେକ୍ଷୀରେ ଗୁରୁ ମନ୍ତ୍ର ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନୋଜ ସାସମଲ, ଦିବ୍ୟକାନ୍ତ ମହାନ୍ତି, ଅଶୋକ ପରିଡା, ବାଣିଦାସ ମହାପାତ୍ର, ନବକୃଷ୍ଣ ଦାସ, ଜ୍ୟେତିର୍ମୟ ନନ୍ଦ, ଅଭିଜିତ୍ ପ୍ରଧାନ, […]

Read More

Please Visit to http://www.specialopinion.in

Got it!
X