Breaking News

Photos

ଭୁବନେଶ୍ୱର-ନୟାଗଡ ଟାଉନ ସେବା ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ :ରେଳ ପରିବହନ ଓ ଯାତ୍ରୀ ଯିବା ଆସିବା ହେଲା ସୁଗମ….

October 16, 2019

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଭୁବନେଶ୍ୱର-ନୟାଗଡ ଟାଉନ ସେବା ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କରାଯାଇଛି । ରେଳ ଯାତ୍ରୀଙ୍କ ଯାତାୟାତ ପାଇଁ ଭୁବନେଶ୍ୱର ଠାରୁ ନୟାଗଡ଼ ଯିବା ଆସିବା ସୁଗମ ହୋଇଛି । ଓଡିଶାର ସର୍ବାଙ୍ଗୀନ ବିକାଶ ପାଇଁ ମୋଦିଙ୍କ ସ୍ୱତନ୍ତ୍ର ଆଭିମୁଖ୍ୟ ରହିଥିବା ବେଳେ ଲୋକଙ୍କ ଯାତାୟାତର ସୁବିଧା ପାଇଁ ଏଠାର ରେଳ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଇ ଆସୁଛନ୍ତି । ପୂର୍ବରୁ ୧ ହଜାର କୋଟି ବଜେଟ୍ ପାଇଁ ଦାବୀ କରିବାକୁ ପଡୁଥିଲା, ଏବେ ମୋଦି ବାର୍ଷିକ […]

Read More

ନାଟ୍ୟକାର ପ୍ରସାଙ୍ଗୀ ସମ୍ମାନୀତ

September 10, 2018

ବିଶାଖାପାଟଣା: ପ୍ରାସାଙ୍ଗୀ ମିଡିଆ ପିପୁଲର ମୁଖ୍ୟ ତଥା ଏଠାର ଜଣାଶୁଣା ଅଭିନେତା ଓ ସିନେନିର୍ଦେଶ ଶ୍ରୀନିବାସ ପ୍ରସାଙ୍ଗୀ ସମ୍ମାନୀତ ହୋଇଛନ୍ତି । ନାସନାଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନୀତ କରାଯାଇଛି ।

Read More

ଓଡ଼ିଆ ପୁଅ ପାଇଁ ଓଡିଶା ଗର୍ଵବୀତ

September 2, 2018

ଅଭିନେତା ରବିତେଜା ସାନମାନିତା ବିଶାଖାପାଟଣା-ଓଡ଼ିଆପୁଅ ଆନ୍ଧ୍ରପ୍ରଦେଶ ରେ ଅଭିନୟ କ୍ଷେତ୍ରରେ ବହୁତ ସୁନାମ ଅର୍ଜନ କରିଛନ୍ତି । ତେଲୁଗୁ ଭାଷା ରେ ପାଖାପାଖି 35ଗୋଟି ସିନେମା କରିଥିବାବେଳେ ଅଧିକାଂଶ ତେଲୁଗୁ ସିରିଆଲ ରେ ଅଭିନୟ କରିଛନ୍ତି । ସେ ନିଜେ ମଧ୍ୟ ନିଜନୀର୍ଧେସନ ରେ ଅନେକ ସିରିଆଲ ଓ ସିନେମା କରିଛନ୍ତି । ଆନ୍ଧ୍ରାରାଜ୍ୟ ରେ ରବିତେଜା ବେସ ଜଣେ ଜଣାଶୁଣା ଲୋକପ୍ରିୟ କଳାକାର ତଥା ଅଭିନେତା ହିସାବରେ ପରିଚିତ । ତାଙ୍କ ଘର ପାରଳାଖେମୁଣ୍ଡି ହୋଇଥିଲେ ମଧ୍ୟ […]

Read More

41 ୱର୍ଡ ବିଜେପି ସଂଖ୍ୟାଲାଘୁ କମିଟି ନିର୍ବାଚିତ ହୋଇଛି

September 2, 2018

ବିଶାଖାପାଟଣା ଗତକାଲି କାଂଚିରପାଲମ 41 ୱର୍ଡ ର ସଂଖ୍ୟା ଲଘୁ ମୋର୍ଚା ର ବିଜେପି ସିଟି କମିଟି ଗଠିତ ହୋଇଛି ସଭାପତି ଭାବେ ଓ ଆଲବର୍ଟ, ଉପସଭାପତି ଭାବେ ଟି. ପ୍ରଦୀପ ଓ ସି.ଏଚ.ରାଜୁ ପ୍ରମୁଖ ନିର୍ବାଚିତ ହୋଇ ନିର୍ବାଚନ ସମାରୋହ ପାଳନ କରୁଛନ୍ତି

Read More

YSR କଂଗ୍ରେସ ସମାବେଶରେ ମୁଖ୍ୟଙ୍କ ଯୋଗଦାନ…

September 2, 2018

ଦେଖନ୍ତୁ ଫୋଟୋରେ ଫୋଟୋରେ

Read More

ଆଇନଜୀବୀଙ୍କୁ ପୋଲିସର ମାଡ଼ ଘଟଣାରେ ୩ ପୋଲିସ କର୍ମଚାରୀ ନିଳମ୍ବିତ…

August 30, 2018

କଟକ (ସମୃଦ୍ଧ ଓଡିଶା) ଆଇନଜୀବୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଆଜି ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।  ପୋଲିସ ଜଣେ ହାବିଲଦାର ଓ ୨ ଜଣ କନଷ୍ଟେବଳଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଏହି ୩ ଜଣଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିଥିବା ନେଇ ଅଭିଯୋଗ ଆସିଥିବାରୁ ସମସ୍ତଙ୍କୁ ନିଳମ୍ବିତ କରାଯାଇଛି।କଟକ ନୂଆବଜାର ଛକରେ ଏକ ଦୁର୍ଘଟଣାକୁ କେନ୍ଦ୍ରକରି ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୋଲିସ ମାଡ଼ ମାରିବା ଘଟଣାକୁ ନେଇ ଆନ୍ଦୋଳନ ତୀବ୍ର […]

Read More