Category: National

ସୋନିଆ ଗାନ୍ଧି ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ(ସମୃଦ୍ଧଓଡିଶା)ସୋନିଆ ଗାନ୍ଧି ଡାକ୍ତରଖାନାରେ ଭର୍ତ୍ତି। ତାଙ୍କୁ ଦିଲ୍ଲୀର ଶ୍ରୀ ଗଙ୍ଗା ରାମ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଜ୍ୱର ଆସିବା ପରେ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଛି। ସେ ଡାକ୍ତରମାନଙ୍କ ନିରୀକ୍ଷଣରେ

ଚନ୍ଦ୍ରୟାନ-୩ ଲ୍ୟାଣ୍ଡର ସଫଳ ଅବତରଣ: ଏକତା ଟ୍ରଷ୍ଟର ମିଷ୍ଟାନ୍ନ ବଣ୍ଟନ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଉତ୍କଳ ଏରୋ ସ୍ପେସ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଓ ଏକତା ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଇସ୍ରୋର ଚନ୍ଦ୍ରୟାନ – ୩ ସଫଳତା ସହ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ ଓ

ନର୍ସିଂ ଛାତ୍ରୀଙ୍କ ଆତ୍ମ ହତ୍ୟା ନା ହତ୍ୟା ନେଇ ଚାଞ୍ଚଲ୍ୟ

କଲିକତା(ସମୃଦ୍ଧ ଓଡିଶା)ପଶ୍ଚିମବଙ୍ଗର କୋଲକାତାରେ ଥିବା ସେଠ ସୁଖଲାଲ କରନାନି ମେମୋରିଆଲ ହସ୍ପିଟାଲରୁ ଜଣେ ନର୍ସିଂ ଛାତ୍ରୀଙ୍କ ମୃତଦେହଙ୍କ ମୃତ ଦେହ ମିଳିବାରୁ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

୧୬ରେ ଓଡ଼ିଶା ଆସିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୧୬ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ସେ ଭୁବନେଶ୍ୱରରେ ହେବାକୁ ଥିବା ୩ଦିନିଆ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ

ଆଦିବାସୀ ହିଁ ଭାରତର ପୁରାତନ ଆଉ ପ୍ରଥମ ମାନବ : ରାହୁଲ ଗାନ୍ଧୀ

ବେଙ୍ଗାଲୁରୁ(ସମୃଦ୍ଧ ଓଡିଶା)ଆଦିବାସୀଙ୍କୁ ସୀମିତ ଏବଂ ବର୍ଗିକୃତ କରାଯିବା ଉଚିତ ନୁହେଁ। ସେମାନଙ୍କୁ ଜଙ୍ଗଲ ଜମିରୁ ବି ବଞ୍ଚିତ କରିବା ଅନୁଚିତ୍, ବରଂ ସମଗ୍ର ଗ୍ରହ ସେମାନଙ୍କ ପାଇଁ ଖୋଲା କରିଦିଆଯିବା

ପୋଲିସର ଗଞ୍ଜେଇ ବେପାର ଯୋଗୁଁ ଲୋକେ ପିଟିଲେ

ଫୁଲବାଣୀ(ସମୃଦ୍ଧ ଓଡିଶା)ପୋଲିସ ଓ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା ଯୋଗୁ କନ୍ଧମାଳ ଜିଲ୍ଲାରେ ଫିରିଙ୍ଗିଆ ଥାନା ପୋଡ଼ି ଘଟଣା ହୋଇଛି ବୋଲି ବିଜେପି ଅଭିଯୋଗ କରିଛି । ଏହାସହିତ

ପୁଣି ବିଜେପି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ବୈଜୟନ୍ତ ପଣ୍ଡା

ନୁଆଦିଲ୍ଲୀ(ସମୃଦ୍ଧଓଡିଶା)ପୁଣି ବିଜେପି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ବୈଜୟନ୍ତ ପଣ୍ଡା । ଦିନଥିଲା ବୈଜୟନ୍ତ ବାବୁ ଓଡିଶାକୁ ଚଳାଉଥିଲେ I କେନ୍ଦ୍ରାପଡ଼ାର ସାଂସଦ ଥିଲେ ମଧ୍ୟ ସାରା

ମଣିପୁର ସ୍ଥିତି ପରଖିବାକୁ ଆଜି I.N.D.I.A ଟିମର ୨୦ଜଣ ସାଂସଦ ଇମ୍ଫାଲ ଗସ୍ତ

ନୂଆଦିଲ୍ଲୀ(ସମୃଦ୍ଧଓଡିଶା) ମଣିପୁଣ ହିଂସା, ସଂସଦରେ ତାତି, ନିର୍ବାଚନୀ ପ୍ରଚାର ମାହୋଲ ମଧ୍ୟରେ ମଣିପୁର ଗସ୍ତ କରିବେ ବିରୋଧୀ ମିଳିତ ମଞ୍ଚର ୨୦ଜଣ ସାଂସଦ। ଇଣ୍ଡିଆନ୍ ନ୍ୟାସନାଲ୍ ଇନକ୍ଲୁସିଭ୍ ଆଲାଏନ୍ସ(INDIA)ର ଏହି ୨୦ଜଣ

ମହାକାଶର ତାରକାପୁଞ୍ଜ : ‘ଅହଲ୍ୟା,ଦ୍ରୌପଦୀ,ସୀତା,ତାରା,ମନ୍ଦୋଦରୀ ତଥା ପଞ୍ଚକନ୍ୟା ସ୍ମରେ ନିତ୍ୟମ୍ ସର୍ଵପାତକ ନାଶନମ୍ ‘

ଆମ ଦେଶ ଭାରତରେ ଅତି ପୁରାକାଳରୁ ନାରୀମାନଙ୍କୁ ଅତି ଉଚ୍ଚ ଆସନ/ମାନ୍ୟତା ଦିଆଯାଇ ଆସିଛି । ବହୁ ପୁରାଣରେ ଦେବୀଙ୍କର ତିନିରୂପ, ଯଥା, ମହାକାଳୀ, ମହାଦୁର୍ଗା , ମହା ସରସ୍ବତୀ

ଭୁବନେଶ୍ୱରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ରାଜଭବନରେ ରାତ୍ରିଯାପନ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନା ସ୍ୱତନ୍ତ୍ର ବିମାନ ଯୋଗେ ଆସି ପହଞ୍ଚିଲେ ।  ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ।ବାୟୁସେନାର ସ୍ୱତନ୍ତ୍ର

ପୋଖରୀ ଭିତରକୁ ବସ୍‌ ଓଲଟି ପଡିବାରୁ ପାଣିରେ ଚାପି ହୋଇ ୧୭ ମୃତ ଓ ୩୫ ଆହତ

କଲିକତା(ସମୃଦ୍ଧ ଓଡିଶା)ପୋଖରୀ ଭିତରକୁ ଏକ ଯାତ୍ରୀବାହୀ ଘରୋଇ ବସ୍‌ ଓଲଟି ପଡିବାରୁ ପାଣିରେ ଚାପି ହୋଇ ୧୭ଜଣ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ

ଦେଖନି, ଶୁଣନି, କି ପାଟି ଖୋଲନି : ଖୋଲିଲେ ପଶିବ କିଳା

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଓଡ଼ିଶାରେ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଉଦବେଗ ପ୍ରକାଶ କରି କଡ଼ା ମନ୍ତବ୍ୟ ଦେଇଛନ୍ତି । ମୂଖ୍ୟମନ୍ତ୍ରୀ ଏବେ ଗୃହବନ୍ଦୀରେ ରହିଛନ୍ତି I

ଦିଲ୍ଲୀ ବନ୍ୟା ପ୍ରାକୃତିକ ନୁହେଁ, ବିଜେପି ପ୍ରାୟୋଜିତ ବିପର୍ଯ୍ୟୟ: ଆପ୍‌

ନୁଆଁଦିଲ୍ଲୀ(ସମୃଦ୍ଧଓଡିଶା) ଦିଲ୍ଲୀ ବନ୍ୟା ପ୍ରାକୃତିକ ନୁହେଁ, ବିଜେପି ପ୍ରାୟୋଜିତ ବିପର୍ଯ୍ୟୟ ବୋଲି ଆମ ଆଦମୀ ପାର୍ଟି (ଆପ୍‌) କହିଛି I ଯମୁନା ନଦୀର ଉଛୁଳା ଜଳରେ ଉବୁଟୁବୁ ଜାତୀୟ ରାଜଧାନୀ

୬ ଜଣକୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ

ଆଜି ସକାଳେ ୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ନେପାଳର ମାଉଣ୍ଟ ଏଭରେଷ୍ଟ ନିକଟ ଲାମଜୁରାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ସକାଳ ପ୍ରାୟ ୧୦ଟା ୧୫ମିନିଟରେ ହେଲିକପ୍ଟର

କିଛି ଗଞ୍ଜାଇ ମୂଷା ଖାଇଦେବାରୁ ୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଚେନ୍ନାଇ(ସମୃଦ୍ଧଓଡିଶା) ମୂଷା ପ୍ରମାଣ ନଷ୍ଟ କରି ଦେବାରୁ ଗଞ୍ଜେଇ ରଖିବା ଅଭିଯୋଗରେ ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଚେନ୍ନାଇରେ ଘଟିଛି ଏହି ଘଟଣା।କୋର୍ଟଙ୍କ

ପ୍ରତ୍ୟେକ ମାନବ ମୋର ଭଗବାନ କହି ଆଦିବାସୀ ଯୁବକର ପାଦ ସେବା କଲେ ମୂଖ୍ୟମନ୍ତ୍ରୀ

ଭୋପାଳ(ସମୃଦ୍ଧ ଓଡିଶା)ମଧ୍ୟପ୍ରଦେଶରେ ସିଦ୍ଧି ଇଲାକାରେ ଏକ ଲଜ୍ଜାଜନକ ଚିତ୍ର ପ୍ରକାଶ ପାଇଛି। ଚିତ୍ରଟି ଅଧିକ ଲଜ୍ଜାଜନକ କାରଣ ଭାରତୀୟ ଜନତା ପାର୍ଟି (ବିଜେପି)ଙ୍କ ଶାସନରେ ବିଜେପି ନେତା ଏହି ଲଜ୍ଜାଜନକ

୧୫ ଟଙ୍କାରେ ଏଣିକି ମିଳିବ ପେଟ୍ରୋଲ !

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)୧୫ ଟଙ୍କାରେ ପେଟ୍ରୋଲ ମିଳିପାରିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନି ଗଡ଼କରୀ କହିଛନ୍ତି ସାରା ଭାରତ ବର୍ଷରେ ପ୍ରତ୍ୟେକ ଜିନିଷର ମହଙ୍ଗା ଦର ସମସ୍ତଙ୍କୁ ମୋଦୀ

ଆନ୍ଧ୍ରର ରାଜ୍ୟ ବିଜେପି ସଭାନେତ୍ରୀ ହେଲେ ଡ଼ି. ପୁରୁନ୍ଦେଶ୍ଵରୀ : ତେଲେଙ୍ଗାନା,ଝାଡ଼ଖଣ୍ଡ,ପଞ୍ଜାବରେ ବି ନୁଆଁ

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା)ଆଜି ଆନ୍ଧ୍ରା ପ୍ରଦେଶର ବିଜେପି ଦଳର ସଭାନେତ୍ରୀ ରୂପେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବରିଷ୍ଟ ନେତ୍ରୀ ଡ଼ି. ପୁରୁନ୍ଦେଶ୍ଵରୀଙ୍କୁ ନିଯୁକ୍ତି ମିଳିଥିବା ସେ ଓଡ଼ିଶା ପ୍ରଭାରୀ ଦାଇତ୍ୱ

ଯେନକେନ ପ୍ରକାରେଣ ଓଡ଼ିଶାରେ ବିଜେପି ସରକାର ଗଢ଼ିବ ! ୬ରେ ଗୌହାଟୀରେ ବୈଠକ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଓଡ଼ିଶାରେ ବିଜେପି ସରକାର କେମିତି ହେବ ସେ ନେଇ ବିଜେପି ବରିଷ୍ଠ ନେତା ମାନଙ୍କ ମଧ୍ୟରେ ଘୋର ଚିନ୍ତା ଘାରିଛି। ବିଜେଡିକୁ ମୂଳପୋଛ କରି ସର୍ବାଧିକ ଲୋକସଭା ସିଟ

ବିଜେପି ସଭାସ୍ଥଳ ରଣକ୍ଷେତ୍ର : ଗୁଳିଆବାଜରେ ଛିନଛତ୍ର ଜନତା

ପାଟନା(ସମୃଦ୍ଧଓଡିଶା)ବିଜେପି ସଭାସ୍ଥଳ ରଣକ୍ଷେତ୍ରରେ ପରିଣତ ହୋଇଥିବା ବେଳେ ଗୁଳିଆବାଜରେ ସଭାସ୍ଥଳରୁ ଛିନଛତ୍ର ହୋଇଛନ୍ତି ଜନତା I ବିହାରର ମାଧେପୁରା ଜିଲ୍ଲା ମୁରଲୀଗଞ୍ଜ ଠାରେ ଚାଲିଥିବା ବିଜେପିର କାର୍ଯ୍ୟକ୍ରମରେ ହଠାତ୍‌ ଗୁଳିମାଡ଼

ଗରିବଙ୍କୁ ଘର ଯୋଗାଣ ଦୁର୍ନୀତିର ତଦନ୍ତ ହେବ : ଜେ.ପି.ନଡ୍ଡା

ଭବାନୀପାଟଣା(ସମୃଦ୍ଧଓଡିଶା)ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ମିଳୁ ନାହିଁ। ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନେ ଘର ପାଉନାହାନ୍ତି। ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ କହିବି, ଏହାର ତଦନ୍ତ କରାଯିବ। ତଦନ୍ତ କରାଯାଇ ଯିଏ

ସୁପ୍ରିମକୋର୍ଟଙ୍କ ରାୟ ପରେ ହୋମଗାର୍ଡଙ୍କ ପାରିଶ୍ରମିକ ବୃଦ୍ଧି

ନୁଆଦିଲ୍ଲୀ(ସମୃଦ୍ଧ ଓଡିଶା)ସୁପ୍ରିମକୋର୍ଟଙ୍କ ରାୟ ପରେ ହୋମଗାର୍ଡଙ୍କ ପାରିଶ୍ରମିକ ବୃଦ୍ଧି କଲେ ସରକାର I ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ରାଜ୍ୟ ସରକାର ହୋମଗାର୍ଡମାନଙ୍କର ଦୈନିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି । ଏପ୍ରିଲ

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଘରେ ଚୋର ପଶି କ’ଣ କଲା ?

ମୁମ୍ବାଇ(ସମୃଦ୍ଧଓଡିଶା) ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଘରେ ଚୋର ପଶି କଳାକନା ବୁଲେଇଦେଲା I ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଘରେ ଚୋରମାନେ ଶିଳ୍ପାଙ୍କ ମୁମ୍ବାଇର ଜୁହୁ ସ୍ଥିତ ଘରୁ କିଛି ମୂଲ୍ୟମାନ

ଖାଉଟି ଅଦାଲତଙ୍କ ନିର୍ଦେଶ : ଫେସ ବୁକ ୪୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବ

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ବିନା କାରଣରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଲକ୍‌ କରିବା ଯୋଗୁଁ ସୋଶିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌କୁ ଏବେ ମହଙ୍ଗା ପଡ଼ିଛି। ଏଭଳି ପ୍ରତ୍ୟେକ ବର୍ଷ କୌଣସି ନା କୌଣସି

ମହିଳା ଆଇପିଏସ ଅଫିସରଙ୍କୁ ଯୌନ କେଳେଙ୍କାରୀ ମାମଲା: ପୂର୍ବତନ ପୋଲିସ ଡିଜିଙ୍କୁ ୩ ବର୍ଷ ଜେଲ୍‌

ଚେନ୍ନାଇ(ସମୃଦ୍ଧ ଓଡିଶା)ତାମିଲନାଡ଼ୁର ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ ରାଜେଶ ଦାସଙ୍କୁ ଵେଲୁପୁରମର ଏକ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ତା’ସହିତ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ

ସ୍ମୃତିରଂଜନ ଲେଙ୍କାଙ୍କୁ ଅଖିଳ ଭାରତୀୟ ଯୁବ କଂଗ୍ରେସ ଦାୟିତ୍ୱ

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା)ଅଖିଳ ଭାରତ ଯୁବ କଂଗ୍ରେସ (AIYC)ର ରାଷ୍ଟ୍ରୀୟ ସାଧାରଣ ସଂପାଦକ ରୂପେ ନିଯୁକ୍ତ ହେଲେ ଡା ସ୍ମୃ୍ତିରଂଜନ ଲେଙ୍କା I ସେ ଏବେ ଆସାମ ଓ ମେଘାଳୟ

ଭୂମିକମ୍ପରେ ଦୋହଲିଲା ଗୁଜରାଟ : ସେପଟେ ବାତ୍ୟାର କରାଳ ରୂପରେ ଅସ୍ତବ୍ୟସ୍ତ ଜନତା

ସୁରତ(ସମୃଦ୍ଧ ଓଡିଶା) ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଆସନ୍ତାକାଲି ସନ୍ଧ୍ୟାରେ ଗୁଜରାଟର କଚ୍ଛରେ ଲ୍ୟାଣ୍ଡଫଲ କରିବ। ଏହାପୂର୍ବରୁ ଗୁଜରାଟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନ