Breaking News

Health

ଓଡିଶା ମୋ ପରିବାର ପକ୍ଷରୁ ଛତ୍ରପୁରରେ ରକ୍ତଦାନ ଶିବିର ଅନୁଷ୍ଠିତ…

January 17, 2022

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ରକ୍ତ ଭଣ୍ଡାରର ବହୁ କର୍ମଚାରୀ ଏଥିରେ […]

Read More

ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ…

January 16, 2022

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋପାଳପୁର ନୂତନ ବସଷ୍ଟାଣ୍ଡ ନିକଟରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡିଶା ମୋ ପରିବାରର ଅଧକ୍ଷ ଅରୂପ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ରାଜ୍ୟର ରକ୍ତ ଭଣ୍ଡାର ଗୁଡିକରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଓଡିଶା ମୋ ପରିବାର ସଦା ସର୍ବଦା ନିଜର ପ୍ରଚେଷ୍ଟା ଜାରି ରଖିଛି, ଯାହାର ଫଳ ସ୍ୱରୂପ […]

Read More

ଆଗା ସାହି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର…

January 11, 2022

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ଆଗା ସାହି ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର ରଙ୍ଗୁଣି ବନ୍ଧ ସାହି ଉଛ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ବିଭିନ୍ନ କାରଣରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିପାରୁନଥିବା ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ବିଭିନ୍ନ ରୋଗର ପରୀକ୍ଷା କରିବା ସହିତ ଚିକିତ୍ସା ଓ ଔଷଧ ବଣ୍ଟନ ସହିତ ଉଛ ରକ୍ତଚାପ, ମଧୁମେହ ଓ କର୍କଟ ଆଦି ରୋଗ ଚିହ୍ନଟ […]

Read More

ଆରମ୍ଭ ହେଲା ବୁଷ୍ଟର ଡୋଜ ଟିକାକରଣ…

January 10, 2022

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜିଠାରୁ ସାରା ରାଜ୍ୟରେ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକମାନଙ୍କୁ ଟିକାକରଣ କରାଯିବା ପାଇଁ ନିର୍ଦ୍ଦେଶ ରହିଛି । ମୁଖ୍ୟତଃ ଯେଉଁମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ଟିକା ପ୍ରଦାନ କରାଯିବ । ପର୍ଯ୍ୟାୟ କ୍ରମେ ସମସ୍ତ ବର୍ଗର ବ୍ୟକ୍ତି ବିଶେଷ ମାନଙ୍କୁ ଏହି ଟିକା ପ୍ରଦାନ କରାଯିବ । ଯେଉଁ […]

Read More

ମାଗଣା ଚକ୍ଷୁ ପରୀକ୍ଷା ଓ ଅସ୍ତ୍ରୋପଚାର ବ୍ୟବସ୍ଥା ଶିବିର…

January 6, 2022

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ବ୍ଳକ ଅନ୍ତର୍ଗତ ରାଇବଣିଆ ଥାନାର କାଳିକସ୍ଥିତ କଲ୍ୟାଣ ମଣ୍ଡପରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଅସ୍ତ୍ରୋପଚାର ବ୍ୟବସ୍ଥା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇବଣିଆ ଅଂଚଳରେ ଥିବା ୧୦୦ରୁ ଅଧିକ ଚକ୍ଷୁରୋଗୀଙ୍କ ପରୀକ୍ଷା କରାଯାଇ ୨୭ଜଣଙ୍କୁ ବାଲେଶ୍ୱରର ରୋଟାରୀ କ୍ଲବର ଚକ୍ଷୁଚିକିତ୍ସା ଶିବରକୁ ପଠାଇ ଦିଆଯାଇଛି । ସେଠାରେ ସେମାନଙ୍କର ସଲ୍ୟ ଚିକିତ୍ସା ହେବା ସମ୍ପର୍କରେ କୁହାଯାଇଛି । ଜଳେଶ୍ୱର ରୋଟାରୀ କ୍ଲବ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ […]

Read More

ନାମ୍ପୋରେ ସ୍ଥାୟୀ ଡାକ୍ତର ନିଯୁକ୍ତିରେ ଅନଶନ ୩ୟ ଦିନରେ : ଡେପୁଟେସନରେ ଡାକ୍ତର ନିଯୁକ୍ତ…

January 6, 2022

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ନାମ୍ପୋ ଏକ ପ୍ରମୁଖ ସ୍ଥାନ ହୋଇଥିଲେ ମଧ୍ୟ ଏବଂ ନିକଟସ୍ଥ ୬ଟି ପଂଚାୟତ ନାମ୍ପୋ ଗୋଷ୍ଠୀସ୍ୱାସ୍ଥ୍‌୍ୟକେନ୍ଦ୍ର ଉପରେ ନିର୍ଭର କରୁଥିଲେ ମଧ୍ୟ ଦୀର୍ଘ ୧୫ବର୍ଷ ଧରି ସେଠାରେ ସ୍ଥାୟୀ ଡାକ୍ତର ନ ଥିବାରୁ ୩ଦିନ ଧରି ଆମରଣ ଅନଶନ ଚାଲିଛି । ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପକ୍ଷରୁ ପ୍ରତିନିଧି ପଠାଯାଇ ସପ୍ତାହକୁ ୨ଦିନ ଡେପୁଟେସନରେ ଡାକ୍ତର ଯୋଗାଇବା ଓ ମାସକପରେ ସ୍ଥାୟୀ ଡାକ୍ତର ନିଯୁକ୍ତି ସମ୍ପର୍କରେ ଅନସନଧାରୀଙ୍କୁ କୁହାଯାଇଥିଲେ […]

Read More

ନାମ୍ପୋ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବିରେ ଅହରାତ୍ର ଆମରଣ ଅନଶନ ୨ୟ ଦିନରେ : ୨ବୃଦ୍ଧ ଅସୁସ୍ଥ…

January 5, 2022

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଉପାନ୍ତ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଳକର ଥିବା ୧୦ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରୁ ଅଧିକାଂଶରେ ଡାକ୍ତର ନାହାନ୍ତି । ଖୁଆଡ, ଓଲମରା, ନାମ୍ପୋ, ଛମୌଜ, ଜମାଳପୁରରେ, ଲକ୍ଷ୍ମଣନାଥ, ଶିଖରପୁର ଓ ଜଳେଶ୍ୱର ପୁରୁଣା ଡାକ୍ତରଖାନାରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଛି । ନାମ୍ପୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବହୁ ବର୍ଷରୁ ସ୍ଥାୟୀ ଡାକ୍ତର ନଥିବାରୁ ଗ୍ରାମବାସୀମାନେ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ । ପୂର୍ବ ସୂଚନା ଅନୁଯାୟୀ ଗତକାଲି […]

Read More

୩୪୧ ଜଣ ୧୫ରୁ ୧୮ ବର୍ଷ ବର୍ଗର ପିଲା ନେଲେ କୋଭାକ୍ସିନ ପ୍ରଥମ ଡୋଜ ଟିକା…

January 3, 2022

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜିଠୁ ସାରା ଦେଶରେ ୧୫ରୁ ୧୮ ବର୍ଷ ପିଲାମାନଙ୍କ ଟିକାକରଣ ଆରମ୍ଭ ହୋଇଛି । ଗଞ୍ଜାମ ଜିଲା ଛତ୍ରପୁର ଏନଏସି ଓ ବ୍ଲକରେ ଦୁଇଟି ସ୍ଥାନ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ଓ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରମ୍ଭ ହୋଇଥିବା ବେଳେ ଅନଲାଇନ ଓ ଅଫଲାଇନରେ ଏହି ଟିକା ପ୍ରଦାନ କରାଯାଇଛି । ଏହି ଦୁଇଟି କେନ୍ଦ୍ରରେ ଦୈନିକ ୨ଶହ ଜଣକୁ ଏହି ଟିକା ଦେବାର ବ୍ୟବସ୍ଥା କରାଯାଇଛି । ଆଜି […]

Read More

ନୂଆ ବର୍ଷର ଭେଟି : ଜିକେ ଭଟ୍ଟର ହସ୍ପିଟାଲରେ ବନ୍ଦ ହେଲେ ହେଲ୍ପ ଡେସ୍କ…

January 2, 2022

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୧୪ବର୍ଷ ଧରି ଜଳେଶ୍ୱରସ୍ଥିତ ଜିକେଭଟ୍ଟର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟକରି ଆସୁଥିବା ହେଲ୍ପ ଡେସ୍କ ନୂଆବର୍ଷ ଅବସରରେ ବନ୍ଦ ହୋଇ ଯାଇଛି । ୨୦୦୭ ମସିହାରେ ସର୍ଭିସ୍ ପ୍ରଭାଇଡର ନାମକ ଏକ ସଂସ୍ଥା ୪ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ହେଲ୍ପଡେସ୍କ କାର୍ଯ୍ୟ ଆରମ୍ଭ କରିଥିଲା । ଏହି ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ଉତ୍ତର ବାଲେଶ୍ୱରର ରେଫେରାଲ ୟୁନିଟ୍ ହୋଇଥିବାରୁ ଓଡିଶା ଓ ପଶ୍ଚିମବଂଗର ବିଭିନ୍ନ ଗ୍ରାମାଂଚଳ ଡାକ୍ତରଖାନାରୁ ଏଠାକୁ ଚିକିତ୍ସାଲାଗି ଆସୁଥାନ୍ତି । ୨୪ ଘଣ୍ଟିଆ […]

Read More

ଔଷଧ ଖାଇବାକୁ ମନେ ପକାଇଦେବ ନୂଆ ଆପ ‘ନିମାଇ’…

January 2, 2022

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଔଷଧ ଖାଇବା ପାଇଁ ମନେପକାଇ ଦେବ ଆପ l ଏନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଆପ ‘ନିମାଇ’ l ଯେକୌଣସି ରୋଗ ହେଉନା କାହିଁକି ସଠିକ ସମୟରେ ଔଷଧ ଖାଇବାକୁ ସହାୟତା କରିବ ଏହି ଆପ l ଏହାକୁ ପ୍ରସ୍ତୁତ କରିଛନ୍ତି ଆଇଆଇଟି ଖଡ଼ଗପୁରର କମ୍ପ୍ୟୁଟର ବିଜ୍ଞାନ ତଥା ଏମ. ଟେକ ବିକ୍ରମ ରାୟ l ଏ କ୍ଷେତ୍ରରେ ତାଙ୍କୁ ବୈଷୟିକ ସହାୟତା କରିଛନ୍ତି କିଡ଼ସ ଚିକିତ୍ସାଳୟ ତଥା କାନୁନଗୋ ଡାଇବେଟିସ କେନ୍ଦ୍ରର […]

Read More

ନାମ୍ପୋ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ : ୩ ତାରିଖ ସୁଦ୍ଧା ସ୍ଥାୟୀ ଡାକ୍ତର ନିଯୁକ୍ତି ନ ହେଲେ ୪ରେ ଆମରଣ ଅନଶନ…

December 31, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଡାକ୍ତର ନ ଥିବାରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଛି । ନାମ୍ପୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଡାକ୍ତର ନ ଥିବାରୁ ଅଂଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘ ମହିଳା ସଂଗଠନ ସେ ସମ୍ପର୍କରେ ବାରମ୍ବାର ବିଭାଗୀୟ ଉଚ୍ଚପଦସ୍ଥ କର୍ମକତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି । ଗତ ଡିସେମ୍ବର ୪ରେ ନାମ୍ପୋ ଅଂଚଳର ବହୁ ବ୍ୟକ୍ତି ବାଲେଶ୍ୱର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଡାକ୍ତର […]

Read More

ସ୍ମାର୍ଟ ଭେଣ୍ଡିଙ୍ଗ ଯୋନ ଉଦଘାଟିତ…

December 27, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସହର ଭିଆଇପି ସିଭିଲ ରୋଡସ୍ଥ ଆଇ ଲଭ ୟୁ, ପାର୍କ ପଏଣ୍ଟ ନିକଟରେ ମିଶନ ଶକ୍ତି ସୌଜନ୍ୟରେ ସ୍ମାର୍ଟ ଭେଣ୍ଡିଙ୍ଗ ଯୋନ ଉଦଘାଟିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ମିଶନ ଶକ୍ତି ବିଭାଗର […]

Read More

୨ ଟି ରକ୍ତଦାନ ଶିବର : ୮୩ ୟୁନିଟ୍ ସଂଗୃହିତ…

December 22, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ରକ୍ତର ଆବଶ୍ୟକତାକୁ ଲକ୍ଷ୍ୟକରି ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି । ଆଜି ବୁଧବାର ଓଲମରା ଗ୍ରାମପଞ୍ଚାୟତଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୋଟ ୫୨ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିବା ବେଳେ ବିଧାୟକ ଅଶ୍ୱିନୀ ପାତ୍ର ଉଦ୍‌ଘାଟନ କରିଥିଲେ । ଅନୁରୂପ ଭାବେ ବିଧାୟକଙ୍କ ଦ୍ୱାରା ଗୋପାଳପୁର ଗୋଷ୍ଠୀ କେନ୍ଦ୍ର ଓ ପିଇଓ କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ […]

Read More

ଛତ୍ରପୁର ରୋଟାରୀ କ୍ଳବ ପକ୍ଷରୁ ପଶୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ…

December 21, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ରୋଟାରୀ କ୍ଳବ ପକ୍ଷରୁ ଛତ୍ରପୁର ବ୍ଳକର ବିପୁଳିଙ୍ଗି ପଞ୍ଚାୟତର କରାତଳି ଗ୍ରାମରେ ଏକ ୨ ଦିନିଆ ପଶୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସଭାପତି ନିରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଖଣ୍ଡ ପଶୁ ଚିକିତ୍ସାଧିକାରୀ ଡା. ଦେବାନନ୍ଦ ପାତ୍ର, ଅବସରପ୍ରାପ୍ତ ପଶୁଧନ ନିର୍ଦ୍ଦେଶକ ଡା. ପ୍ରମୋଦ ପଟନାୟକଙ୍କ ସମେତ ସମସ୍ତ କର୍ମଚାରୀ ସାମିଲ ହୋଇ ୫ ଶହରୁ ଅଧିକ ଗୋମହିଷାଦି ପଶୁଧନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା […]

Read More

ରୋଗୀ ମୃତ୍ୟୁ ମାମଲାରେ ସିଲ ଥିବା ମା’ କ୍ଲିନିକ୍‌କୁ ଯାଞ୍ଚ କଲେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ…

December 21, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବଡବଜାର ଠାରେ ଥିବା ମା କ୍ଲିନିକ୍‌ରେ ଜଣେ ପ୍ରସୂତୀର ମୃତ୍ୟୁ ଘଟଣାରେ ଅଭିଯୋଗ ହେବାପରେ ପ୍ରଶାସନ ପକ୍ଷରୁ ଗତ ମେ ମାସରେ ସିଲ କରାଯାଇଥିଲା । ଆଜି ମଂଗଳାବାର ଜିଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡିପିଏଚ୍‌ଓ ଡା. ମୃତ୍ୟୁଞ୍ଜୟ ମିଶ୍ରଙ୍କ ସହିତ ଏକ ପ୍ରତିନିଧି ଦଳ ଏଠାକୁ ଆସି ବିଭିନ୍ନ ଦିଗରୁ ଯାଞ୍ଚ କରି ଫେରି ଯାଇଛନ୍ତି । ଅତିରିକ୍ତ ତହସିଲଦାର ହେମନ୍ତ ନାୟକଙ୍କ ଉପସ୍ଥିତିରେ ଜଳେଶ୍ୱର […]

Read More

ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଲାଗି ବିଜେଡି ମହିଳା ମୋର୍ଚ୍ଚା ସଚେତନତା କାର୍ଯ୍ୟକ୍ରମ…

December 20, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଞ୍ଚଳରେ ସ୍ୱାସ୍ଥ୍ୟ ସ୍ମାଟକାଡ ଶୀଘ୍ର ଓ ସୂଚାରୁରୂପେ ବଣ୍ଟନ ଲାଗି ବିଜେଡି ପକ୍ଷରୁ ମହିଳାମୋର୍ଚ୍ଚାମାନଙ୍କୁ ଏକ ସଚେତନତା କାର୍ଯ୍ୟକ୍ରମ ଭଞ୍ଜଭବନରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବିଧାୟକ ଅଶ୍ୱିନୀ ପାତ୍ର, ଜିଲା ମହିଳା ସଭାପତି ବିନ୍ଦୁବାଳା ନନ୍ଦୀ, ବ୍ଲକ ମହିଳା ସଭାପତି ସଂଚିତା ସେନାପତି, ନଗର ମହିଳା ସଭାପତି ଗୀତାଞ୍ଜଳି ସାମନ୍ତ, ବ୍ଲକ ସଭାପତି ଭୂପତି ମିର୍ଦ୍ଧା, ବ୍ଳକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ପ୍ରମୁଖ ଉପସ୍ଥିତ […]

Read More

ବାଲେଶ୍ୱର ଜିଲାର ସର୍ବବୃହତ ମେଗା ରକ୍ତଦାନ ଶିବିର :୪୦୨ ୟୁନିଟ୍ ସଂଗୃହୀତ…

December 19, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ସର୍ବବୃହତ ମେଗା ରକ୍ତଦାନ ଶିବିର ଆଜି ଜଳେଶ୍ୱର ପୌରାଞ୍ଚଳର ଝାଡେଶ୍ୱରପୁର ବୁଖାରୀବାବା ଅର୍ଡର ସପ୍ଳାୟ ସଂଗଠନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ମୁଖ୍ୟ ସେକ୍ ସାଜନ୍‌ଙ୍କ ଆବାହକତ୍ୱରେ ଏପରି ରକ୍ତଦାନ ପାଇଁ ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ଅଂଚଳରୁ ବହୁ ସ୍ୱେଚ୍ଛାସେବି ଆସି ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ରକ୍ତଦାନ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଡ. ସ୍ୱରାଜ ମିଶ୍ର ମିଳିତ […]

Read More

ଛତ୍ରପୁରରେ ନୂତନ ଫିଟନେସ ଜିମ ଉଦଘାଟିତ…

December 14, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ସ୍ଥିତ ପଟ୍ଟନାୟକ କଲୋନୀ ଠାରେ ନୂତନ ଭାବେ ଏକ ଫିଟନେସ ଜିମ ଉଦଘାଟିତ ହୋଇଯାଇଛି । ସୂଚନା ଯେ, ସୁନ୍ଦର ସ୍ୱାସ୍ଥ୍ୟ ସହ ବଡି ଫିଟନେସ ରହିବା ନିମନ୍ତେ ଯୁବପିଢୀମାନେ ବ୍ୟାୟାମ ସହ ଜିମ୍ ଉପରେ ନିର୍ଭର କରିଥାନ୍ତି । ଏହାସହ ଶରୀର କିପରି ସୁସ୍ଥ ଓ ସୌନ୍ଦର୍ଯ୍ୟ ଦିଶିବ ସେଥି ସକାଶେ ବିଭିନ୍ନ ରକମର ବ୍ୟାୟାମ ମଧ୍ୟ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି […]

Read More

ଆରମ୍ଭ ହେଲା କଣମଣା ପଞ୍ଚାୟତରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ…

December 13, 2021

ଛତ୍ରପୁର (ସମୃଦ୍ଧ ଓଡିଶା) କଣମଣା ପଞ୍ଚାୟତରୁ ଛତ୍ରପୁର ବ୍ଲକ ସ୍ତରୀୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ ବିତରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । କଣମଣା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସରପଞ୍ଚ ଏସ୍‌. ଚକ୍ରପାଣି ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମାର୍ଟ କାର୍ଡ ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ହିତାଧିକାରୀ ମାନଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରିଥିଲେ । ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଉପକାରିତା ସଂପର୍କରେ […]

Read More

ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଆରମ୍ଭ…

December 13, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗଞ୍ଜାମ ଜିଲ୍ଲା ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ମୁଖ୍ୟମନ୍ତ୍ରୀ ବିଶ୍ୱବନ୍ଦନୀୟା ମା’ ତାରାତାରିଣୀ ପୀଠ ସ୍ଥଳରୁ ଶୁଭାରମ୍ଭ କରିବା ପରେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ମାସ ୧୩ ତାରିଖରୁ ୧୮ ତାରିଖ ମଧ୍ୟରେ ଆନୁଷ୍ଠାନିକ ସମାରୋହରେ ପ୍ରମୁଖ ସ୍ଥାନରେ ଆଞ୍ଚଳିକ ବିଧାୟକମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ସୋମବାର ପୂର୍ବାହ୍ନରେ ଛତ୍ରପୁର ବିଧାୟକ […]

Read More

ଜଳେଶ୍ୱର ଜନଔଷଧି କେନ୍ଦ୍ରକୁ ପରିଦର୍ଶନ କଲେ ସାଂସଦ…

December 11, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ରୋଗୀଙ୍କୁ କମ୍‌ମୂଲ୍ୟରେ ଔଷଧ ଯୋଗାଇବା ଲାଗି (ଜେନେରିକ୍‌) କେନ୍ଦ୍ର ସରକାର ଜନଔଷଧି ଯୋଜନାର ପ୍ରଚଳନ କରିଛନ୍ତି । ପ୍ରତିବ୍ଲକରେ ଏପରି ଏକ ଔଷଧ ଦୋକାନ ରହିବାକୁ ବ୍ୟବସ୍ଥା ଥିବା ବେଳେ ଜଳେଶ୍ୱର ମ୍ୟୁନିସିପାଲଟିର ଡାକ୍ତରଖାନା ଠାରୁ ସ୍ୱଳ୍ପ ଦୂରରେ ହୋଟେଲ ଇନ୍ ପରିସରରେ ଖୋଲା ଯାଇଛି ଜନଔଷଧି କେନ୍ଦ୍ର । ଆଜି ବାଲେଶ୍ୱର ସାଂସଦ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସେଠାକୁ ପରିଦର୍ଶନ କରିଥିଲେ । ତାଙ୍କ ସହିତ ପୂର୍ବତନ ପୌରପାଳ […]

Read More

ଏଟିଏମ୍‌ରୁ ଟଙ୍କା କାଢିବାକୁ ଯାଇ କଲେଜ ଅଧ୍ୟକ୍ଷଙ୍କ ଭାଙ୍ଗିଲା ଗୋଡ…

December 11, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ଶାଳିକୋଠାସ୍ଥିତ ବାଗିଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ସାହୁଙ୍କୁ ବାମ ଗୋଡ ଭାଂଗି ଦୁଇଗଡ ହୋଇ ଯାଇଛି । ଘଟଣାରୁ ପ୍ରକାଶ ଆରୁହା ଓ ଶାଳିକୋଠା ମଧ୍ୟବର୍ତ୍ତୀସ୍ଥାନରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଏଟିଏମ୍ ନିକଟରେ ଥିବା ଗଡାଣିରାସ୍ତା (ରାମ୍ପ) ଓ ପାହାଚ ଠିକ୍‌ଭାବେ ନିର୍ମାଣ ହୋଇନଥିବାରୁ ଟଙ୍କା ଧରି ଓହ୍ଲାଇଲାବେଳେ ଗୋଡ ଖସି ବହୁ ବ୍ୟକ୍ତି ପଡି ଆହତ ହେଉଛନ୍ତି । ଡ. ସାହୁ ସେହି ଏଟିଏମ୍‌ରୁ […]

Read More

ବାଲେଶ୍ୱର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ବୈଠକ : ଜଳେଶ୍ୱରକୁ ସବ୍ ଡିଭିଜନାଲ ଡାକ୍ତରଖାନା ମାନ୍ୟତା ଦାବି…

December 11, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏପରିକି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତରପଦବୀ ପୂରଣ ହେଉନଥିବାରୁ ସ୍ୱାସ୍ଥ୍ୟସେବା ଏକପ୍ରକାର ବିପର୍ଯ୍ୟସ୍ତ ହୋଇଛି । ଅତିଶୀଘ୍ର ଫକୀରମୋହନ ମେଡିକାଲ କଲେଜରେ ସ୍ନାୟୁ ଓ ହୃଦ୍‌ରୋଗ ବିଭାଗର ଡାକ୍ତର ନିଯୁକ୍ତି ତଥା ଜଳେଶ୍ୱରକୁ ସବ୍‌ଡିଭିଜନାଲ ଡାକ୍ତରଖାନାର ମାନ୍ୟତା ଦେବାକୁ ଦାବି ହୋଇଛି । ଆଜି ଜଳେଶ୍ୱରସ୍ଥିତ ଦିଗମ୍ବରି ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଆୟୋଜିତ ବାଲେଶ୍ୱର ସରକାରୀ କଲେଜର କ୍ରିୟାନୁଷ୍ଠାନ […]

Read More

ଜିକେ ଭଟ୍ଟର ହସ୍ପିଟାଲରେ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ରୋଗୀ ଓ କର୍ମଚାରୀ…

December 10, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଦିନ ୨ଟାରେ ଜିକେ ଭଟ୍ଟର ହସ୍ପିଟାଲରେ ହଠାତ୍ ଅଗ୍ନିକାଣ୍ଡ ଘଟିବାରୁ ରୋଗୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । କାରଣ ଜଣାପଡିନଥିଲେ ମଧ୍ୟ ରକ୍ତ ସଂରକ୍ଷଣ ୟୁନିଟ୍ ପୋଡି ଯାଇଥିବା ସହ କାର୍ଯ୍ୟକ୍ଷମ ନେଇ ଆଶା ମଉଳିଥିବାର କୁହାଯାଇଛି । ଜଳେଶ୍ୱରସ୍ଥିତ ଜିକେଭଟ୍ଟର ଡାକ୍ତରଖାନା ଏକ ରେଫେରାଲ ୟୁନିଟ୍ । ୬୦ନଂ ଜାତୀୟ ରାଜପଥ ଓ ୫୭ନଂ ରାଜ୍ୟ ରାଜପଥର ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ଜରୁରୀ ଚିକିତ୍ସା ଓ ପ୍ରସୂତୀମାନଙ୍କର ଆବାଶ୍ୟକ […]

Read More

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ…

December 4, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଓ ଏକୋସ୍ ଚକ୍ଷୁ ଚିକିସ୍ଥାଳୟ ପକ୍ଷରୁ ଗତକାଲି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବ୍ଲକ କଲୋନୀ ଠାରୁ ବସଷ୍ଟାଣ୍ଡ, ମାଛ ବଜାର, ଠାକୁରାଣୀ ମନ୍ଦିର ଛକ ଏବଂ ଅନସ୍ଲୋ ହାଇ ସ୍କୁଲ ଦେଇ ମହାସଂଘର ଗୋଟିଏ ରାଲି ବିଭିନ୍ନ ପ୍ରକାରର ଭିନ୍ନକ୍ଷମ ସଚେତନତା ସ୍ଲୋଗାନ ଦେଇ ଜିଲ୍ଲା ସଂସ୍କୃତି ଭବନ ଠାରେ ପହଞ୍ଚିଥିଲା । ଏହି ରାଲିକୁ […]

Read More

ସୁରେନ୍ଦ୍ର ନାଥ ଉଚ୍ଚ ବୈଷୟିକ ଶିକ୍ଷାନୁଷ୍ଠାନରେ ଏଡସ୍ ଦିବସ ପାଳିତ…

December 1, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଏଡସ୍ ଦିବସ ଅବସରରେ ସୁରେନ୍ଦ୍ର ନାଥ ଉଚ୍ଚ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜ ଅଧ୍ୟକ୍ଷ ସରୋଜ ସେନାପତି ଅଧ୍ୟକ୍ଷତା କରି ସଚେତନତା ଦ୍ୱାରା ଏପରି ଏକ ମାରାତ୍ମକ ରୋଗରୁ ନିଜେ ଓ ସମାଜକୁ ରକ୍ଷା କରାଯାଇ ପାରିବ ବୋଲି କହିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ବିମଳ ପଟ୍ଟନାୟକ ଓ ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ସୁବ୍ରତ କୁମାର ମହାନ୍ତି, ସେକ୍ ହକିମୁଦ୍ଦିନ, […]

Read More

ଏମ୍ କେସିଜି ମେଡିକାଲ କଲେଜରେ ବିଶ୍ୱ ଏଡସ ଦିବସ ପାଳିତ…

December 1, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଏମ୍ କେସିଜି ମେଡିକାଲ କଲେଜରେ ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦୂରା ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡା. ଅବନିକାନ୍ତ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ଡା.ଦୁର୍ଗାମାଧବ ଶତପଥୀ ଉପସ୍ଥିତ ରହିଥିଲେ । ଏଡସ ନିରାକରଣ ନିମନ୍ତେ କିପରି ଭାବେ ସଚେତନତା କରିବା ନେଇ ଡିସେମ୍ବର ପହିଲାକୁ ବିଶ୍ୱ ଏଡସ ଦିବସ ପାଳିତ କରାଯାଉଛି […]

Read More

ବିଶ୍ଵ ଏଡସ ଦିବସ ଅବସରରେ ସଚେତନା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ…

December 1, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଡିସେମ୍ବର ୧ ତାରିଖ ବିଶ୍ଵ ଏଡସ ଦିବସ ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଏନ୍ ଏସଏସ ୟୁନିଟ୍ ପକ୍ଷରୁ ଏଡସ୍ ରୋଗ ଉପରେ ଏକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନ୍ ଏସ୍ ଏସରେ ଯୋଗ ଦେଇଥିବା ବିଶ୍ଵବଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଲା ଗାୟକ ଓ ବାଦକ ରୂପରେ ଏଡ଼ସ୍ ରୋଗର ଉତ୍ପତ୍ତି, ଭୟାବହତା ତଥା ନିରାକରଣ ସମ୍ପର୍କରେ ଉପସ୍ଥିତ ଦର୍ଶକଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଗୋବିନ୍ଦ […]

Read More

ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ…

November 28, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲୋପରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରେ ବିଧାୟକ ଅଶ୍ୱିନୀ ପାତ୍ର କାର୍ଡ ବଣ୍ଟନ କାର୍ଯ୍ୟ ଆରମ୍ଭ କରିଛନ୍ତି । ବରଡିହା, ଖୁଣ୍ଟା, ଚମାରଗାଁ, ମଧୁରାନାଥ, ଚାଫଲା, ଲକ୍ଷ୍ମଣନାଥ, କାଦେରାୟାଁ, ରଘୁନାଥପୁର, କୋଟସାହି ଓ ମ୍ୟୁନିସିପାଲଟିର ୯ନଂ ୱାର୍ଡ ମଙ୍ଗଳାତଳା ପ୍ରଭୃତି ସ୍ଥାନ ମାନଙ୍କରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସବିତା ରାଣୀ ଦଳେଇ, […]

Read More

ମେଗା ରକ୍ତଦାନ ଲାଗି ପ୍ରସ୍ତୁତି ବୈଠକ…

November 28, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ରକ୍ତର ବିକଳ୍ପ ନ ଥିବା ବେଳେ କୌଣସି ରୋଗୀ ରକ୍ତବିନା ମୃତ୍ୟୁବରଣ କରିବାକୁ ଦିଆ ନ ଯିବା ସଂକଳ୍ପ ନେଇ ଜିଲା ରାକ୍ତଦାତା ସଂଘ ପକ୍ଷରୁ ଦିଆଯାଇଥିବା ନାରା ପରିପ୍ରେକ୍ଷୀରେ ବୁଖାରୀବାବା ଅର୍ଡର ସାପ୍ଳାୟାର ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିରର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜସେବୀ ମନୋରଂଜନ ଦାସ ସଭାପତିତ୍ୱ କରିଥିବ ବେଳେ ରକ୍ତଦାତା ସଂଘର ଜିଲା ସଭାପତି କମଳ ଚକ୍ରବର୍ତ୍ତି, ବୁଖାରିବାବା ଅର୍ଡର ସପ୍ଲାୟରର ମୁଖ୍ୟ […]

Read More

Please Visit to http://www.specialopinion.in

Got it!
X