Category: Business News

ଶ୍ରୀ ବେଲେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ-ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦଯାପିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଗଣ୍ଡଳା – ବେଲଗାଁ ସ୍ଥିତ ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨/୦୨/୨୦୨୪ ତାରିଖ ସୋମବାର ଦିନ ନୂଆ ଓ ଯୁବ ଓଡ଼ିଶା ନବିନ ଓଡ଼ିଶା

“ଟେକ୍ କେର୍ ଅଫ ମାଇଁ ପିପୂଲ୍ “: ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ୱର୍ଦ୍ଧନା

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ବର୍ଗ ଅଧିକାରୀ ତଥା ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କୁ ଏକ ଭାବ,ଭାବାବେଗ ଓ ଅବିସ୍ମରଣୀୟ ମୁହୂର୍ତ୍ତରେ ଶୁକ୍ରବାର ବିଦାୟ

କାଠି କଣ୍ଢେଇ ଦେଇଛି ଉଷସିଙ୍କୁ ପରିଚୟ : ରାତ୍ରୀକାଳୀନ ବଜାରରେ ଆଦର ପାଉଛି କାଠି କଣ୍ଢେଇ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବ ଶୁକ୍ରବାର ଶେଷ ହୋଇଛି। ଉତ୍ସବରେ ସ୍ଥାନୀୟ କଳାକାରଙ୍କୁ ନେଇ ରାତ୍ରୀକାଳୀନ ବଜାର ଖୋଲା ଯାଇଛି। ଯେଉଁଠି ଓଡ଼ିଶାର

ଜାତୀୟ ରାଜପଥ ଦେଇ ଅତିକ୍ରମ କରିବାରେ ପ୍ରତିବନ୍ଧକ ଯୋଗୁ ଗଞ୍ଜାମ ବ୍ଲକ୍ ପାଳିବନ୍ଧ ପଞ୍ଚାୟତବାସୀଙ୍କ ପ୍ରଶାସନର ଦ୍ଵାରସ୍ଥ

ଛତ୍ରପୁର(ସମୃଦ୍ଧଓଡିଶା) ୧୬ ନମ୍ୱର ଜାତୀୟ ରାଜପଥରେ ହିଡ଼ ଦେଇ ରୋକ୍ ଲଗାଇଛି,ଗଞ୍ଜାମ ସହର ଥାନା ! ଫଳରେ ଗଞ୍ଜାମ ବ୍ଲକ୍ ପାଳିବନ୍ଧ ପଞ୍ଚାୟତର ୪ଖଣ୍ଡ ଗ୍ରାମର ଲୋକେ ଗୁରୁବାର ଗଞ୍ଜାମ

ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କରି ଓଡିଶା ବିଧାନ ସଭାରେ କଂଗ୍ରେସର କକ୍ଷତ୍ୟାଗ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଆଜି ଓଡିଶାରେ ବିଧାନ ସଭା ଆରମ୍ଭ ହୋଇଛି । ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳ ରଘୁବର ଦାସଙ୍କ ଭାଷଣକୁ ପ୍ରତିବାଦ କରି କକ୍ଷତ୍ୟାଗ କରିଛି କଂଗ୍ରେସ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ

ହିଞ୍ଜିଳିକାଟୁ ବ୍ଲକ୍ ସିକିରି ଗ୍ରାମ ପଞ୍ଚାୟତରେ ସଚେତନତା ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ(ସମୃଦ୍ଧଓ଼ଡିଶା)ହିଞ୍ଜିଳିକାଟୁ ବ୍ଳକ ସିକିରି ଗ୍ରାମପଞ୍ଚାୟତ ର ସରପଞ୍ଚ ସୁରେଶ ବରଡ ଙ୍କ ତତ୍ବାବଧାନରେ ଆମ ଓଡ଼ିଶା ନବୀନ ଓଡ଼ିଶା ,ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ : ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ “ବନ୍ଦେ ଉତ୍କଳ ଜନନୀ “ଗାନ

ବ୍ରହ୍ମପୁର(ସମୃଦ୍ଧଓଡିଶା)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆଜି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ ଘଣ୍ଟିକାରେ ବ୍ରହ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ଦୀନା

ପ୍ରିନ୍ସ କ୍ରିକେଟ୍ କ୍ଲବ୍ ବଡଗଡକୁ ୧୧୭ରନ୍ ରେ ହରାଇଲା ଗାଲେକ୍ସି ଏକାଦଶ କ୍ରିକେଟ୍ କ୍ଲବ୍ ମୁଣ୍ଡମରେଇ

ହିଞ୍ଜିଳିକାଟୁ (ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ପୌର ପରିଷଦ ମିନିଷ୍ଟାଡ଼ିୟମ ଠାରେ ଚାଲିଥିବା ୧୪ତମ ଇଗଲ ଟ୍ରଫି ତଥା ଦ୍ଵିତୀୟ ଦୀପକ୍ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଇଗଲ କ୍ରିକେଟ୍ କ୍ଲବ୍ ଦ୍ୱାରା ଆୟୋଜିତ

ନନ୍ଦିକ ଗ୍ରାମରେ ଆମ ପଞ୍ଚାୟତ ଆମ ବିକାଶ ସଚେତନତା ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଲକ୍ ନନ୍ଦିକ ଗ୍ରାମ ପଞ୍ଚାୟତ ରେ ସରପଞ୍ଚ କୃଷ୍ଣ ଚନ୍ଦ୍ର ଭୋଳ ଙ୍କ ତତ୍ଵାବଧାନରେ ଆମ ଓଡ଼ିଶା ନବିନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି

ଖରିଡା ଗ୍ରାମରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଳକ ଖରିଡା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପାର୍ବତୀ ଗୌଡ଼ ଙ୍କ ତତ୍ତ୍ଵାବଧାନରେ ଆମ ଓଡ଼ିଶା ନବୀନ ଓଡ଼ିଶା ,ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଓ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

କୃଷ୍ଣଲୀଳା ସାଧକ ଗୋପୀନାଥ ସ୍ୱାଇଁ ଙ୍କୁ ପଦ୍ମଶ୍ରୀ ପୁରସ୍କାର

ଶେରଗଡ଼(ସମୃଦ୍ଧଓଡିଶା)ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସ୍ବର୍ଗତ ମାଗିତି ସ୍ୱାଇଁ ଓ ସ୍ବର୍ଗତ ହାଡ଼ି ସ୍ୱାଇଁ ଙ୍କ ସୁପୁତ୍ର କୃଷ୍ଣଲୀଳା ଗୁରୁ ଗୋପୀନାଥ ସ୍ୱାଇଁ ବୟସ ୧୦୬ ଅନବରତ ସାଧନା

ହୁମ୍ବର ଗାଁରେ ଯଜ୍ଞ-ପ୍ରତିଷ୍ଠାତ୍ସୋବ: ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ଆରମ୍ଭ

ଛତ୍ରପୁର(ସମୃଦ୍ଧଓଡିଶା) ଛତ୍ରପୁର ନିକଟସ୍ଥ ହୁମ୍ବର ଗ୍ରାମରେ ଶ୍ରୀଶ୍ରୀ ଷଢ଼ଭୂଜ ଗୌରାଙ୍ଗ ଓ ନିତାଇ ଗୌର ବିଗ୍ରହ ଏବଂ ନବନିର୍ମିତ ମନ୍ଦିର ପ୍ରତିଷ୍ଠାତ୍ସୋବ ନିମନ୍ତେ ଶୁକ୍ରବାର ଦୀକ୍ଷାଗ୍ରହଣ ଓ ଅଙ୍କୁରାରୋପଣ କାର୍ଯ୍ୟ

ଭାରତ ବିକାଶ ପରିଷଦର ସାଧାରଣତନ୍ତ୍ର ଦିବସ ପାଳନ ଓ ପ୍ରଫେସର ସଦାଶିବ ପଣ୍ଡାଙ୍କୁ ଆଜୀବନ ସେବା ସାଧନା ପାଇଁ ସମ୍ମାନୀତ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଆଜି ଭାରତ ବିକାଶ ପରିଷଦ ବ୍ରହ୍ମପୁର ଶାଖା ତରଫରୁ ଜାନୁଆରୀ 26 ଗଣତନ୍ତ୍ର ଦିବସ ଶାଖା କାର୍ଯ୍ୟାଳୟ ରେ ପାଳିତ ହୋଇଯାଇଛି l ଉପଦେଷ୍ଟା ଇଂ. କାଶୀ ବିଶ୍ଵନାଥ ଚୌଧୁରୀ

ବିଜେପିର ନୁଆଁ ମତଦାତା ସମ୍ମିଳନୀ ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଭାରତୀୟ ଜନତା ଯୁବମୋର୍ଚ୍ଚା ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ନବ ମତଦାତା ସମ୍ମିଳନୀ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ରଙ୍କ ସଂଯୋଜନାରେ ଗୋସାଇଁନୂଆଗାଁ ସ୍ଥିତ ଉତ୍ତରେଶ୍ୱର ଭବନ

ମହାନାଦପୁର ପଂଚାୟତ ସ୍ତରୀୟ ‘ଆମ ଓଡିଶା ନବୀନ ଓଡିଶା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଛତ୍ରପୁର(ସମୃଦ୍ଧଓଡିଶା)ଛତ୍ରପୁର ବ୍ଲକ ମହାନାଦପୁର ପଂଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପଞ୍ଚାୟତ ଅଫିସ ଠାରେ ଆୟୋଜି ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି

ବ୍ରହ୍ମପୁର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ନବ ମତଦାତା ସମ୍ମିଳନୀ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଭାରତୀୟ ଜନତା ଯୁବମୋର୍ଚ୍ଚା ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ନବ ମତଦାତା ସମ୍ମିଳନୀ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ରଙ୍କ ସଂଯୋଜନାରେ ଗୋସାଇଁନୂଆଗାଁ ସ୍ଥିତ ଉତ୍ତରେଶ୍ୱର ଭବନ

ପ୍ରଥମେ ଆଇଏଏସ୍‌ ଏବେ ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ : ଜେଏନ ପଙ୍କଜ ହେଲେ ଦକ୍ଷିଣାଞ୍ଚଳ ଆଇଜି

ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟ ସରକାର ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମେ ଆଇଏଏସ୍‌ ଅଫିସରଙ୍କ ବଡ ଧରଣର ଅଦଳବଦଳ କରିଥିଲେ ଏବେ ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ।

ହିଞ୍ଜିଳିକାଟୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉତ୍ସବ ପାଳିତ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ୨୩ତାରିଖ ମଙ୍ଗଳ ବାର ଦିନ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ

ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ

ବେଲଗୁଣ୍ଠା(ସମୃଦ୍ଧଓଡିଶା)ବେଲଗୁଣ୍ଠା ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ ବେଲଗୁଣ୍ଠା ବଡ଼ଦାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନ ସଭାପତି ମାଧବ ଚନ୍ଦ୍ର ଆପଟଙ୍କ

ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଧୀନ ଗେଟ୍ ଭୁଶୁଡିଗଲା

ସୋରଡା(ସମୃଦ୍ଧଓଡିଶା)ଆମ ହସ୍ପିଟାଲ ଯୋଜନା ରେ ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ ଦୀର୍ଘଦିନ ଦିନଧରି କାମ ଚାଲି ଆସୁଥିଲା। କିନ୍ତୁ କାମ ସମ୍ପୂର୍ଣ ହେବାର ନା ନେଉନଥିଲା । ଅତି

ମୃତ ମିଟର ରିଡରଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଭଞ୍ଜନଗର(ସମୃଦ୍ଧଓଡିଶା) ଟି ପି ଏସ ଓ ଡି ଏଲ୍ ଅଧିନସ୍ଥ ବିଲ୍ଲିଙ୍ଗ କାର୍ଯ୍ୟ ତୁଲାଉଥବା ଏଜେନସି ଇନଭେଣ୍ଟିଭ ସଫ୍ଟୱେରେ ସୋଲୁସନ ପକ୍ଷରୁ ଏକ ବୈଠକ ଭଞ୍ଜନଗର ନିଅନ୍ତ୍ରିତ ବଜାର କମିଟି

ରାଜ୍ୟ ସ୍ତରୀୟ ବୀରତା ଦିବସ ପାଳନ ଉପଲକ୍ଷେ ଶହୀଦଙ୍କ ଫଟୋଚିତ୍ରରେ ରେ ମାଲ୍ୟାର୍ପଣ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଶହୀଦ ମାଧୋ ସିଂହଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ବୀରତା ଦିବସ ପାଳନ ଅବସରରେ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସ୍ଥାନୀୟ ଜୟଦେବ ଭବନରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଛି ।

ହିଞ୍ଜିଳିକାଟୁ ଶଙ୍କର ଆଖି ହସ୍ପିଟାଲ୍ ରେ ସ୍ବେଛାସେବୀଙ୍କ ମିଳିତ ବୈଠକ ଅନୁଷ୍ଠିତ

ହିଞ୍ଜିଳିକାଟୁ, (ସମୃଦ୍ଧଓଡିଶା)ଆଜି ୩୦ତାରିଖ ଶନିବାର ସମରଝୋଳ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟ ପରିସରରେ ଡାକ୍ତର.ସୁଦୀପ ଦାସଙ୍କ ଅଧ୍ୟକ୍ଷତାରେ କ୍ୟାମ୍ପ ସଦସ୍ୟଙ୍କ ମୀଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଅସୁରବନ୍ଧ ପଞ୍ଚାୟତ ପରିସରରୁ ଶାଗୁଆନ ଗଛ ଚୋରି : ରେଞ୍ଜରଙ୍କୁ ଖାତିର କରୁ ନାହାନ୍ତି ଫରେଷ୍ଟର

ସୋରଡ଼ା(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲାର ସୋରଡ଼ା ଅଞ୍ଚଳ ସବୁଜିମାରେ ଭରା ଏକ ଅଞ୍ଚଳ ରୂପେ ବେଶ୍ ଆଦୃତ ହୋଇ ଆସୁଥିବା ବେଳେ ବର୍ତମାନ ବାୟୁମଣ୍ଡଳ କୁ ଖରାପ କରିବାରେ ଲାଗିଛନ୍ତି କିଛି କାଠ

ତୁଟିଲା ଖଣି ପରିବହନ ଭଡା ବିବାଦ : କାର୍ଯ୍ୟକାରି ପାଇଁ ଅଣ୍ଟା ଭିଡିଲେ ବଣାଇଁ ଟ୍ରକ୍ ଏବଂ ଟିପର ସଂଘ

କୋଇଡା(ସମୃଦ୍ଧଓଡିଶା)କୋଇଡା ଖଣି ଅଞ୍ଚଳରେ ଅଧିକାଂଶ ଲୋକେ ନିଜ ଏବଂ ନିଜ ପରିବାର ପେଟପାଟଣା ପାଇଁ ଟ୍ରକ୍ ଟିପର୍ ଏବଂ ଖଣି କଞ୍ଚାମାଲ୍ ପରିବହନ କୁ ପ୍ରାଧାନ୍ୟ ଦେଇ ନିଜର ଜିବୀକା

ସାମାଜିକ ଅନୁଷ୍ଠାନ ରୂପାୟନ ପକ୍ଷରୁ ପୋଷ୍ୟ ଗ୍ରାମବାସୀଙ୍କୁ କମ୍ବଳ ବଣ୍ଟନ

ବାଲେଶ୍ଵର ତା(ସମୃଦ୍ଧଓଡିଶା)ଶୁକ୍ରବାର ଅପରାହ୍ନରେ ରେମୁଣା ନିର୍ବାଚନ ମଣ୍ଡଳୀର କରଞ୍ଜିଆ ଗ୍ରାମ ପଞ୍ଚାୟତର କାଶିମାବାଦରେ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।ସାମାଜିକ ଅନୁଷ୍ଠାନ ରୂପାୟନ ପକ୍ଷରୁ ଏହି ଗ୍ରାମକୁ

ରାଉରକେଲା କଲେଜରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ

ରାଉରକେଲା(ସମୃଦ୍ଧ ଓଡିଶା)ସେକ୍ଟର ୪ସ୍ଥିତ ରାଉରକେଲା କଲେଜରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର କ୍ରୀଡା, ସାଂସ୍କୃତିକ ଓ ସାମାଜିକ ପରିଷଦର ଉଦଯାପନୀ ଉତ୍ସବ ଓ ପୁରସ୍କାର ବିତରଣ