ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶିଶୁ ଶ୍ରମିକ ପ୍ରଥା ଓ ବାଲ୍ୟବିବାହପ୍ରଥା ଉଚ୍ଛେଦ ନେଇ ଗଞ୍ଜାମ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ଓ ଟାସ୍କଫୋର୍ସ କମିଟି ବୈଠକ ଜିଲ୍ଲା ସଦରମହକୁମା ଛତ୍ରପୁର ସ୍ଥ ଜିଲ୍ଲା ସମଗ୍ରଶିକ୍ଷା ସମ୍ମିଳନୀ ଗୃହରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ୱରୂପ ଆଲୋଚନା ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ସୁରକ୍ଷା ନେଇ ସମ୍ପୂର୍ଣ୍ଣ ତ୍ଵରାଣୀତ୍ୱ ଦିଗରେ କମିଟୀର ସମସ୍ତ ସଦସ୍ୟଙ୍କର ଯଥେଷ୍ଟ […]
Read Moreଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ହୁମରି ଗ୍ରାମରେ ଭୂମି ହୀନ ଶ୍ରମିକ କଲ୍ୟାଣ ବହୁମୁଖୀ ସମବାୟ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାସହ ନିର୍ବାଚନରେ ନିଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ସମବାୟ ସମିତି ହୁମରିର ସଭାପତି ଟଙ୍କଧର ଛଟାଇ । ଏହି କାର୍ଯ୍ୟକ୍ରମରେ ସମବାୟ ସମିତି ହୁମରିର ପ୍ରସ୍ତାବକ କାମେସ୍ଵର ଗୌଡ଼, ସମ୍ପାଦକ ରବିନ୍ଦ୍ର ନାଥ ଜେନା, ସମର୍ଥକ ସୁଦର୍ଶନ ପଲେଇ, ନିର୍ବାଚନ ଅଧିକାରୀ ସୁବାସିନୀ ପଟ୍ଟନାୟକ ଏବଂ ଚିନ୍ତାମଣି ରାଉଳ ଓ ସଜନୀ ଦାସ […]
Read Moreଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ଭିକାରିପଲ୍ଲୀ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ବହି ବସ୍ତାନି ପ୍ରଦାନ କରାଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଅରୁଣ ଗୌଡଙ୍କ ସଭାପତିତ୍ବରେ ଆୟୋଜିତ ବସ୍ତାନୀ ବଣ୍ଟନ କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ପ୍ରତିନିଧି ମଥୁରା ସୁବୁଦ୍ଧି ମୂଖ୍ଯ ଅତିଥି ଭାବେ ଯୋଗଦେଇ ବସ୍ତାନୀ ବଣ୍ଟନ କରିଥିଲେ । ରୋଟାରୀ କ୍ଲବ ସଭାନେତ୍ରୀ ଏସ ରେଖା ମହାନ୍ତି, ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ, ସଭ୍ୟ […]
Read Moreଗଞ୍ଜାମ ଜିଲ୍ଲାର ବହୁ ପୁରାତନ କୁକୁଡ଼ାଖଣ୍ଡି ସେବା ସମବାୟ ସମିତିର ସଭାପତି ନିର୍ବାଚନ ଅନୁଷ୍ଟିତ ହୋଇଯାଇଛି । ୧୪ଜଣ ପ୍ରାର୍ଥୀ ନିର୍ଦ୍ଦେଶକଙ୍କ ସମର୍ଥନରେ ସମାଜସେବୀ ଶିବରାମ ପାତ୍ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଧାର୍ଯ୍ୟ ସମୟ ମଧ୍ୟରେ କେବଳ ଗୋଟିଏ ନାମାଙ୍କନ ପତ୍ର ଦାଖଲ ହୋଇଥିବାରୁ ନିର୍ବାଚନ ଅଧିକାରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ ଶ୍ରୀ ପାତ୍ରଙ୍କୁ ସଭାପତି ଭାବେ ବିଜୟୀ ଘୋଷଣା କରିଥିଲେ । ଏହାକୁ ବିଜୁ ଜନତା ଦଳର ବିଜୟ ବୋଲି ପୂର୍ବତନ ବିଡ଼ିଏ […]
Read Moreବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚଳିତ ବର୍ଷର ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ସେ ନେଇ ଉପ-ଜଲ୍ଲାପାଳ ୱି.କୀର୍ତ୍ତି ୱାସନଙ୍କ ଅଧ୍ୟକତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ବୈଠକରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଘୋଷଣୀନୂଆଗାଁ, କୋର୍ଟ ପେଟା, ବଡ଼ବଜାର, ଉତ୍କଳ ଆଶ୍ରମ ରୋଡ, ଲାଞ୍ଜିପୋଲ୍ଲି ଓ ଗୋଇଲୁଣ୍ଡି ଇତ୍ୟାଦି ସ୍ଥାନରେ ରଥ ଯାତ୍ରା ହେବ । ବ୍ରହ୍ମପୁର […]
Read Moreଗଞ୍ଜାମ ଜିଲ୍ଲାର ସର୍ଵ ବୃହତ ସେବା ସମବାୟ ସମିତି ଭାବେ ପରିଚିତ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ରୋହିଗାଁ ସୋସାଇଟି ପରିଚାଳନା କମିଟିର ସଭାପତି ପଦ ସକାଶେ ନାମାଙ୍କନପତ୍ର ଦାଖଲ ପାଇଁ ସରକାରଙ୍କ ପକ୍ଷରୁ ଗତ ୩୦ ତାରିଖ ଦିନ ଧାର୍ଯ୍ୟ ହୋଇଥିଲା । ସେବା ସମବାୟ ସମିତି ପକ୍ଷରୁ ୧୫ ଜଣ ପ୍ରାର୍ଥୀ ନିର୍ଦ୍ଦେଶକ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ଅନ୍ୟ କେହି ପ୍ରତିଦ୍ବନ୍ଦି ନାମାଙ୍କନ ପତ୍ର ଦାଖଲ କରି ନ ଥିବାରୁ ସମବାୟ […]
Read Moreପୋଲସରା ଥାନା ଅନ୍ତର୍ଗତ ପାଣ୍ଡିରିପଡ଼ା ଗ୍ରାମର ଜଣେ ଯୁବକଙ୍କୁ ଗୁଜୁରାଟ ଥାନା ପୋଲିସ ପୋଲସରା ଥାନାରେ ପହଞ୍ଚି ଗିରଫ କରିଛନ୍ତି । ଏକ ନାଟକୀୟ ଢଙ୍ଗରେ ପୋଲସରା ଥାନାରେ ସଂପୃକ୍ତ ଯୁବକ ଅଟକ ରହିବା ପରେ ସୁରାଟରେ ଘଟିଥିବା ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଜଣା ପଡିଥିଲା । ସଂପୃକ୍ତ ଯୁବକ ଜଣକ ପାଣ୍ଡିରିପଡ଼ା ଗ୍ରାମର ରମେଶ ସେଠୀଙ୍କ ପୁଅ ସୁମନ୍ତ ସେଠୀ (୨୬) । ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ସୂଚନା ପ୍ରକାରେ ଗତ ଦୁଇଦିନ […]
Read Moreବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା.ଶ୍ରବଣ କୁମାର ବିବେକଙ୍କ ମିଳିତ ଏହି ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ଉପଖଣ୍ଡ ସ୍ତରୀୟର ସମୁଦାୟ ମୋଟ ୪୧ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା ୩୭ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା ୨ଟି, ୩୩ ଗୋଟି ଅଭିଯୋଗକୁ […]
Read Moreନିଶା ସେବନ ଅଭ୍ୟାସ ସ୍ୱାସ୍ଥ୍ୟର କ୍ଷତି କରେ, ପାରିବାରିକ ବିଶୃଙ୍ଖଳା ସୃଷ୍ଟି କରେ, ଦୁର୍ଘଟଣା ବୃଦ୍ଧି ଘଟାଏ, ଏଡ୍ସ ରୋଗରେ ପୀଡିତ କରାଏ ଏବଂ ପରିଶେଷରେ ମୃତ୍ୟୁ ମୁଖରେ ପକାଏ । ରବିବାର ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ” ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ଚୋରା ଚାଲାଣ ଓ ସେବନ ନିଷେଧ ଦିବସ” ପାଳିତ ହୋଇଯାଇଛି । ଦିବସଟିକୁ ପାଳନ ରେ ସୀମିତ ନରଖି ଏହାର କାର୍ଯ୍ୟକାରିତା ଦିଗପ୍ରତି ଅଧିକ ଯତ୍ନଶୀଳହେବା ଜରୁରୀ ବୋଲି […]
Read Moreପ୍ରତ୍ୟେକ ବର୍ଷ ଜୁନ ମାସର ୨୬ ତାରିଖକୁ ସାରା ବିଶ୍ୱରେ ନିଶା ଦ୍ରବ୍ୟ ଅପ ବ୍ୟବହାର ଏବଂ ଅବୈଧ କାରବାର ନିରୋଧ ଦିବସ ଭାବେ ପାଳିତ ହୋଇ ଆସୁଅଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଦିବସକୁ ପାଳନ କରାଯାଇଛି । ସହରର ଏମକେସିଜି ମେଡିକାଲ ପରିସରରୁ ବାହାରିଥିବା ସଚେତନତା ଶୋଭାଯାତ୍ରାକୁ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ବ୍ରହ୍ମପୁର […]
Read Moreହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ଜାତୀୟ ସଡ଼କ ସୁରକ୍ଷା ମହୋତ୍ସବ ୨୦୨୨ ପୁରୀ ଠାରେ ଆୟୋଜନ ହୋଇସାରିଛି । ଏହା ପ୍ରାୟ ଭାରତର ୬ଟି ଭାଷାର ୨୩୦ଟି ଚଳଚ୍ଚିତ୍ର ଭାଗ ନେଇଥିଲେ । ଏଥିରେ ବିଚାରକ ଭାବେ ସିଦ୍ଧାର୍ଥ ମହାପାତ୍ର, କୁନା ତ୍ରିପାଠୀ, ସବ୍ୟସାଚୀ ମିଶ୍ର, ବର୍ଷା ପ୍ରିୟଦର୍ଶିନୀ, ମାନସ ମୁନଦା ଆସନ ଗ୍ରହଣ କରିଥିଲେ । ନୃତ୍ୟମ୍ ଦ୍ଵାରା ପ୍ରସ୍ତୁତ ଚଳଚ୍ଚିତ୍ର ଅମୋଘ ଶ୍ରେଷ୍ଟ ୪୦ଟି ଚଳଚ୍ଚିତ୍ର ମଧ୍ୟରେ ସ୍ଥାନ ପାଇପାରିଛି […]
Read Moreଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ସମସ୍ତ ତହସିଲ ଗୁଡିକର ରାଜସ୍ୱ ସମୀକ୍ଷା ଦ୍ୱାରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜସ୍ୱ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେ ଯେ, ରାଜସ୍ୱ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ନେଇ ରାଜ୍ୟ ସରକାର ସବୁବେଳେ ତତ୍ପରତା ପ୍ରକାଶ କରୁଛନ୍ତି । ଏଣୁକରି ତହସିଲଗୁଡିକରେ ପଡିରହିଥିବା ମ୍ୟୁଟେସନ୍ କେଶ୍ କେତେ କରିଛନ୍ତି, କେତେଗୋଟି ଖାରଜ କରାଯାଇଛି ଏବଂ […]
Read Moreଆଜି NIST ଇଞ୍ଜିନିୟରିଂ କଲେଜର ଏନ୍ ଏସ୍ ଏସ୍ ତରଫରୁ କଲେଜ କ୍ୟାମ୍ପସରେ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା।ରକ୍ତଭଣ୍ଡାରରେ ରକ୍ତ କମ୍ ଥିବା ସମ୍ବାଦପତ୍ରରୁ ଜାଣିଲା ପରେ ଏନ୍ ଏସ୍ ଏସ୍ ର ଦୁଇଗୋଟି ୟୁନିଟ୍ ରେ ସମସ୍ତ ସ୍ଵେଚ୍ଛାସେବୀଙ୍କ ପ୍ରୟାସରେ ଏକ ସହରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରାଗଲା।ଏହି ରକ୍ତଦାନ ଶିବିରକୁ ନିଷ୍ଟର ଚେୟାରମ୍ୟାନ ଡକ୍ଟର ସୁକାନ୍ତ କିଶୋର ମହାପାତ୍ର ଉଦଘାଟନ କରିଥିଲେ।ଏନ୍ଏସ୍ଏସ୍ ୟୁନିଟ୍ ର କାର୍ଯ୍ୟକ୍ରମ ଅଧିକାରୀ ଶିବ ପ୍ରସାଦ ତ୍ରିପାଠୀ ଏବଂ […]
Read Moreଗୋସାଇଁନୂଆ ଗ୍ରାମସ୍ଥିତ ରାମେଶ୍ୱର କଲ୍ୟାଣ ମଣ୍ଡପ ଠାରେ ବିଶ୍ଵକର୍ମା ସେବା ସଙ୍ଘର ପ୍ରଥମ ବାର୍ଷିକ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ପ୍ରଶାନ୍ତ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ସଙ୍ଘଠକ ଓ ଶିଳ୍ପୀ ସୁରେନ୍ଦ୍ର ନାଥ ମହାରଣା ଉଦଘାଟକ ଭାବେ,ମହୁରୀ ତାଳୁକା ବଢ଼େଇ କୁଳ ସଭାପତି ତ୍ରିପତି ମହାରଣା ମୁଖ୍ୟ ଅତିଥି ଭାବେ, ବରିଷ୍ଠ ନାଟ୍ୟକାର ରମେଶ ମହାରଣା ମୁଖ୍ୟ ବକ୍ତା ଭାବେ ଏବଂ ବରିଷ୍ଠ ମଞ୍ଚ ଶିଳ୍ପୀ ସତ୍ୟ ମହାରଣା ସମ୍ମାନିତ […]
Read Moreବ୍ରହ୍ମପୁର: ବ୍ରହ୍ମପୁର ସହରର ସର୍ବ ପୁରାତନ ଶିଳ୍ପ ସମବାୟ ସମିତି ଲିମିଟେଡ଼ର ନିର୍ବାଚନ ଅନୁଷ୍ଠିତ ହୋଇଆଯାଇଛି। ଏହି ସମୟବାୟ ସମିତିର ସଭାପତି ଭାବରେ ନିର୍ଦ୍ୱନ୍ଦରେ ସଭାପତି ଭାବରେ ନିର୍ବାଚିତ ହେଲେ ସୂର୍ଯ୍ୟନାରାୟଣ ମହାରଣା। ଏହା ସମେତ ହରିଚନ୍ଦ୍ର ମହାରଣା, ଧର୍ମେନ୍ଦ୍ର ମହାରଣା, ମହାରଣା ଏବଂ ଶ୍ୟାମ ମହାରଣା ନିର୍ଦ୍ଦେଶକ ଭାବରେ ନିର୍ବାଚିତ ହୋଇଛନ୍ତି। ଆଗାମୀ ଦିନ ମାନଙ୍କରେ ବିଶ୍ୱକର୍ମା ଶିଳ୍ପ ସମବାୟ ସମିତିର ସର୍ବାଙ୍ଗୀନ ଉନ୍ନତି ସହ ସ୍ଥାନୀୟ ବଢ଼େଇ ଜାତିର ସଂଶ୍ଳିଷ୍ଠ ସାମୁହିକ ସ୍ୱର୍ଥ ଦୃଷ୍ଟିରୁ […]
Read Moreଚିକିଟି-ଗଞ୍ଜାମ ଜିଲ୍ଲା 33 ଟି ଗ୍ରାମ ର ମତ୍ସ୍ୟଜୀବୀ ମାନଙ୍କ ସାମୁହିକ ସମସ୍ୟାର ସମାଧାନ ନିମନ୍ତେ ନୂତନ ଭାବେ କର୍ମକର୍ତ୍ତା ବୁଧବାର ଗଠନ କରାଯାଇଛି।ବି. କିଟେଷୁ ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ମାର୍କଣ୍ଡି ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳରେ ଡକାଯାଇ ସର୍ବସମ୍ମତି କ୍ରମେ କର୍ମକର୍ତ୍ତା ଚୟନ ହୋଇଛି।ସଭାପତି ରୂପେ ଏଲ. ଭୋଗିରାଜୁ,ଉପ ସଭାପତି ଏମ. ବେତାଳ, ସାଧାରଣ ସମ୍ପାଦକ ସି .ଏଚ ବାବାଜୀ, ଯୁଗ୍ମ ସମ୍ପାଦକ ରୂପେ ସି.ଏଚ.ପୋତେୟା ଓ ଏ .ସନ୍ୟାସୀ, ଏବଂ କୋଷାଧ୍ୟକ୍ଷ […]
Read Moreଛତ୍ରପୁର (ସମୃଦ୍ଧ ଓଡିଶା) ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭୁବନେଶ୍ୱର ହେଡ୍ କ୍ୱାର୍ଟରରେ ଥିବା ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ସୋମବାର ସକାଳୁ ଚଢାଉ କରିଛି । ବ୍ରହ୍ମପୁର ଖାରବେଳ ନଗର ସ୍ଥିତ ଦୁଇ ମହଲା କୋଠା ସମେତ, ଛତ୍ରପୁର ରାମନଗର ସ୍ଥିତ ଦୁଇ ମହଲା କୋଠା, ରାମନଗରରେ ଥିବା ଏକ ମାର୍କେଟ କମ୍ଲେକ୍ସ, ଅନାଦିଙ୍କ ପୁଅଙ୍କ […]
Read Moreଛତ୍ରପୁର: ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତରେ ଥିବା ପାଇତାରି ପାହାଡରେ ୧୬ଟି ଛେଳି ସୋମବାର ଦିନ ବଜ୍ରାଘାତରେ ମୃତ୍ୟୁ ବରଣ କରିଛନ୍ତି । ଛେଳି ଜଗୁଆଳ ମୁଷୁଡୁ ବିଷୋୟୀ ଆଜି ଛେଳି ମାନଙ୍କୁ ନେଇ ପାଇତାରି ପାହାଡକୁ ଯାଇଥିବା ବେଳେ ହଠାତ୍ ବଜ୍ରାଘାତ ସହ ପ୍ରବଳ ବର୍ଷା ହୋଇଥିଲା । ଏଥିରେ ପ୍ରାୟ ୧୬ଟି ଛେଳି ମୃତ୍ୟୁବରଣ କରିଥିବା ବେଳେ ଛେଳି ଜଗୁଆଳ ମୁଷୁଡୁ ବିଷୋୟୀ ଅଚେତ ହୋଇ ପଡିଥିଲେ । କିଛି ସମୟ ପରେ […]
Read Moreଦାଇତ୍ୱ ଗ୍ରହଣ କଲେ ନୂତନ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା , ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା । ଜିଲ୍ଲାର ବିକାଶ ନିମନ୍ତେ ଗ୍ରହଣ କରିବେ ବିଭିନ୍ନ ପଦକ୍ଷେପ । ନୂତନ ଜିଲ୍ଲାପାଳଙ୍କୁ ଦାଇତ୍ୱ ହସ୍ତାନ୍ତର କଲେ ପୂର୍ବତନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହି ସମୟରେ ପୂର୍ବତନ ଜିଲ୍ଲାପାଳଙ୍କ ଆଖରେ ଲୁହ ଦେଖିବାକୁ ମିଳିଥିଲା । ଦୀର୍ଘ 4 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଲୋକଙ୍କ ସେବାକରି ଲୋକଙ୍କ ମନରେ […]
Read Moreଛତ୍ରପୁର: ଡିଆରଡ଼ିଏ ପିଡ଼ି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଭି.କୀର୍ତ୍ତି ଭାସନ୍। ସେ ୨୦୧୮ ବ୍ୟାଚ୍ର ଆଇଏଏସ୍ ଅଫିସର ଅଟନ୍ତି । ଶ୍ରୀ ୱାସନ୍ ୨୦୨୦ ମସିହାରେ ଗଂଜାମ ଜିଲ୍ଲାର ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ । ଏହି ଦାୟିତ୍ୱ ସେ ସୂଚାରୁ ରୁପେ ତୁଲାଇଆସିଥିବା ବେଳେ ତାଙ୍କର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭବେ ବଦଳି ହୋଇଥିଲ।। ଆଜି ଦାୟିତ୍ୱ ଗ୍ରହଣ ଅବସରରେ ଗଣମାଧ୍ୟମକୁ ସୌଜନ୍ୟମୂଳକ ସାକ୍ଷାତକାରରେ ସେ କହିଛନ୍ତି, […]
Read Moreଛତ୍ରପୁର: ଡ୍ରେନର କାମ ନିମ୍ନ ମାନର ହେଉଥିବା ଖୋଦ୍ ସ୍ଥାନୀୟ କାଉନସିଲ ଓ ସାହି ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି । ଏହା ଛତ୍ରପୁର ଏନଏସି ଅନ୍ତର୍ଗତ ୱାର୍ଡ ନଂ ୩ ଅଧୀନରେ ଡିଆରଡିଏ ପିଡିଙ୍କ ବଙ୍ଗଳା ଠାରୁ ବ୍ରାହ୍ମଣ ବନ୍ଧ ପର୍ଯ୍ୟନ୍ତ ଚାଲିଥିବା କହିଛନ୍ତି । ଏନେଇ ସ୍ଥାନୀୟ କାଉନସିଲର ମାମା ସେଠୀଙ୍କ ସମେତ ସାହିବାସିନ୍ଦାଙ୍କ ପକ୍ଷରୁ ଶନିବାର ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହି ଅଧିକାରୀଙ୍କ ସହ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିବା […]
Read Moreବେଲଗୁଣ୍ଠା: ନିକଟସ୍ଥ ଝାଙ୍କରାଇ ପୀଠରେ ଘୁମୁସର ତାଲୁକା ନିଖିଳ ଉତ୍କଳ ବାରିକ ସମାଜର ମହାସଭା ଅନୁଷ୍ଠିତ ହୋଇ ଯାଇଅଛି । ତିନି ଦିନ ବ୍ୟାପି ଚାଲିଥିବା ଏହି ସଭାରେ ପ୍ରଥମ ଦିନରେ ପୂର୍ବତନ ସଭାପତି ପୂର୍ଣ୍ଣ ଚନ୍ଦ୍ର ଡାକୁଆ ଦୀପ ପ୍ରଜ୍ବଳନ କରିଥଲେ । ସମାଜରେ ସମସ୍ତଙ୍କୁ ସେବା ଯୋଗାଇଥିବା ଓ ସମାଜର ସମସ୍ତ ସଦସ୍ୟଙ୍କ ସହଯୋଗ ଯୋଗୁଁ ସେ ତାଙ୍କ କର୍ତ୍ତବ୍ୟ ପାଳନ କରିପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଅଞ୍ଚଳର ପ୍ରାୟ 300 ପାରିବାର […]
Read Moreବ୍ରହ୍ମପୁର: ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଉପଲକ୍ଷେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ମହିଳା ମୋର୍ଚ୍ଚା ସମାବେଶ ମୋଦି ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ହେଇଯାଇଛି। ଏହି ‘ମହିଳା ସମାବେଶ’ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ତଥା ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର କର ଯୋଗ ଦେଇଥିଲେ । ଏହି ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନ କ୍ଷମତାକୁ […]
Read Moreବ୍ରହ୍ମପୁର : ଗୋପାଳପୁର ରୋଡ଼ ସ୍ଥିତ ରାମଚନ୍ଦ୍ରପୁର ବିଶ୍ଵ ନିକେତନ ପରିସରରେ ମହାନ୍ ହେଲଥ ଇନସ୍ତ୍ତିସନ ଏଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ସୁଶାନ୍ତ ସାବତ ସୂଚନା ପ୍ରଦାନ କରିଛନ୍ତି ଯେ, ରାମଚନ୍ଦ୍ରପୁର ଠାରେ ଆରୋଗ୍ୟ ଗ୍ରାମ ମହାନ୍ ହେଲଥ ଇନ୍ଷ୍ଟିଚ୍ୟୁସନ୍ ଏବଂ ରିସର୍ଚ୍ଚ ଫାଉଣ୍ଡେସନ୍ ଏକ ପ୍ରାକୃତିକ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ କରିବାକୁ ଯାଉଛି । ଯାହା ଦକ୍ଷିଣ ଓଡିଶାରେ […]
Read Moreଆଜି ଆମ୍ବପୁଆ ସ୍ଥିତ ବ୍ରହ୍ମପୁର ସିଟି କଲେଜଠାରେ ୩ ଓଡିଶା ମେଡିକାଲ୍ ଏନ୍.ସି.ସି ତରଫରୁ ଓ ଏନ୍.ସି.ସି ୱିଙ୍ଗ୍ ସିଟି କଲେଜ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ବ୍ରହ୍ମପୁର ଡେପୁଟି ମେୟର ଇ . ବିବେକ ରେଡ୍ଡୀ ମୁଖ୍ୟ ଅତିଥି ଏବଂ ୩ ( ୦) ମେଡିକାଲ ଏନ୍.ସି.ସି ଅଫିସର କମାଣ୍ଡିଙ୍ଗ ମେଜର ଡ.ସୌରଭ ତିୱାରୀ ସମ୍ମାନୀତ ଅତିଥି ରୁପେ ଯୋଗଦେଇ ଏନ୍.ସି.ସି କ୍ୟାଡେଟ୍ ତଥା ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ […]
Read Moreବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋପାଳପୁର ବେଳାଭୂମି ସ୍ଥିତ ପାନ୍ଥନିବସ ଠାରେ ଆଜି ଠାରୁ ଦୁଇ ଦିନ ବ୍ୟାପି ଓଡିଶାର ଗଣପର୍ବ ରଜ ଆରମ୍ଭ ହୋଇଛି । ଆଜି ପହିଲି ରଜରେ ଓଡିଶାର ଗାଁ ଠୁ ସହର ଯାଏ ପିଠା ପଣାର ମହକ ସହିତ ରଜ ପାନ ଓ ଦୋଳିଖେଳ ଜମିଛି । ଆଉ ଦୁଇ ଦିନ ଧରି ସାରା ଓଡିଶାରେ ଏହା ପାଳନ କରାଯାଉଛି । ରଜ ଉପଲକ୍ଷେ ପାନ୍ଥନିବସ ଠାରେ ସୁସଜିତ ରଜ ଦୋଳି ଓ […]
Read Moreମୋଦି ସରକାରଙ୍କ ସଫଳତ ୮ବର୍ଷ ପୂର୍ତ୍ତି ଅବଶରରେ ସେବା ସୁଶାସନ ଏବଂ ଗରିବ କଲ୍ୟାଣ ପର୍ବ ପାଳନ ପରିପ୍ରକ୍ଷିରେ ଗୋପାଳପୁର ନିର୍ଵାଚନ ମଣ୍ଡଳୀ ପାଲୁର ହିଲ ଶିଖର ସ୍ଥିତ ମାଁ ସିଦ୍ଧଭୈରଵି ପାଦଦେଶରେ ମହିଳା ସ୍ବୟଂ ସହାୟୀକା ତଥା ମହିଳା ମୋର୍ଚ୍ଚା ଅନୁକୁଲ୍ୟରେ ସଭାଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ଵିଭୂତିଭୂଷଣ ଜେନା, ଗଙ୍ଗାଧର ଶତପଥୀ, ରାଜେସସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା […]
Read Moreବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରରେ ସବୁଜ ବାହିନୀ ତରଫରୁ ବଡ ମେଡିକାଲ୍ ରକ୍ତ ଭଣ୍ଡାର ଠାରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି l ପ୍ରତିବର୍ଷ ଜୁନ୍ ୧୪ରେ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଏ । ଜନସାଧାରଣଙ୍କୁ ରକ୍ତଦାନ ବିଷୟରେ ସଚେତନ କରିବା ଏବଂ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଉତ୍ସାହିତ କରିବା ଏହି ଦିବସର ମୂଳ ଲକ୍ଷ୍ୟ ଅଟେ l ବିଶ୍ୱରେ ଆବଶ୍ୟକତା ତୁଳନାରେ ଉପଲବ୍ଧ ହେଉଥିବା ରକ୍ତର ପରିମାଣ ଯଥେଷ୍ଟ କମ୍ ତେଣୁ […]
Read Moreଛତ୍ରପୁର ସହରାଞ୍ଚଳର ୬ ନମ୍ବର ୱାର୍ଡ ଅନ୍ତର୍ଗତ କାରଣୀସାହିରେ ଅବସ୍ଥାପିତ ଅଙ୍ଗନାବାଡ଼ି କେନ୍ଦ୍ରରେ ସୋମବାର ଶିଶୁମାନଙ୍କୁ ପୋଷାକ ପତ୍ର ବଣ୍ଟନ କରାଯାଇଛି । କାରିଣୀସାହି ଏବଂ ତିରୁପତିରାଓ-ପେଟ୍ଟା ସାହି କୁ ନେଇ ଗଠିତ ୬ନମ୍ବର ୱାର୍ଡର କାଉନସିଲର ମମତା ମହାପାତ୍ର, ଅଙ୍ଗନାବାଡ଼ି ଦିଦି ସଙ୍ଗୀତା ମହାପାତ୍ର ଙ୍କ ଉପସ୍ଥିତିରେ ଯାଞ୍ଚ କମିଟୀ ସଭାପତି କୃପାସିନ୍ଧୁ ପଣ୍ଡା, ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୂରୀ ଯୋଗଦେଇ ସମସ୍ତ ଶିଶୁମାନଙ୍କୁ ପୋଷାକପତ୍ର ଡ୍ରେସ କୋଡ ବିତରଣ କରାଯାଇଛି । ଏ […]
Read Moreବ୍ରହ୍ମପୁର,୧୩/୬: ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ଦ୍ୱାରା ଆୟୋଜିତ ହ୍ୟାଣ୍ଡବଲ ସମର କପ୍ ଗତ ୩ସପ୍ତାହ ଧରି ଚାଲିଥିବା ବେଳେ ଆଜି ତାହା ଉଦଯାପିତ ହୋଇଯାଇଛି।ଏଥିରେ ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଚାମ୍ପିୟନ୍ ବ୍ରହ୍ମପୁର ଟିମ୍ ଓ ରନର୍ସପ୍ ଗଞ୍ଜାମ ଟିମ୍ କୁ ପୁରସ୍କୃତ କରି ସମସ୍ତ ପ୍ରତିଯୋଗିଙ୍କୁ ଉତ୍ଚାହିତ କରିଥିଲେ ।ଏବଂ ଆଗାମୀ ଦିନରେ ହେବାକୁ ଥିବା […]
Read More