ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗରିବଙ୍କ ପାଇଁ ମୂଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏତେବେଳେ ଚିନ୍ତା ପଶିଛି । ସେଇଥିପାଇଁ ଦାଦନ ଶ୍ରମିକ ତଥା ପ୍ରବାସୀ ଓଡ଼ିଆଙ୍କ ନିମନ୍ତେ ବଡ ଘୋଷଣା କରିଛନ୍ତି । ଗୋଟିଏ ପଟେ ନବୀନ ସରକାର ଦାଦନ ତଥା ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ରାସ୍ତା ଖୋଲୁଥିବା ବେଳେ ଅନ୍ୟପଟରେ ସେମାନଙ୍କ ପେଟକୁ ଦାନା ଓ ହାତକୁ କାମ ପାଇଁ ମଧ୍ୟ ବିଭିନ୍ନ ପ୍ରକାର ଯୋଜନା ଆରମ୍ଭ କରିଛନ୍ତି । ଆଜି ଏହି କ୍ରମରେ […]
Read Moreବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦୁଇଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସି ଗୋଳାବନ୍ଧ ଏୟାର ଡିଫେନ୍ସ କଲେଜର ୨୫ ବର୍ଷ ପୂର୍ତ୍ତି ଅବସରରେ ଅଂଶ ଗ୍ରହଣ କରି କଲର୍ସ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାର ପ୍ରଦାନ ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ସୁରକ୍ଷା ପାଇଁ ବିଶେଷ ଅବଦାନ କ୍ଷେତ୍ରରେ ରେଜିମେଣ୍ଟକୁ ଏହି ସମ୍ମାନ ଦିଆଯାଇଥାଏ । ଏହାପରେ ତାଙ୍କ ଅଭିଭାଷଣରେ ସେ ପୁରସ୍କାର ପ୍ରଦାନ କରି ସନ୍ତୋଷ ପ୍ରକାଶ କରିଥିବା ଜଣାଇ ଭାରତୀୟ […]
Read Moreଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ ଜିଲ୍ଲାସ୍ତରୀୟ ଉନ୍ନୟନ ପରିଷଦ କମିଟିର ବୈଠକ ସ୍ଥାନୀୟ ଟାଉନ ହଲ ଠାରେ କମିଟିର ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଲୋଚନା ହୋଇଥିବା ବିଭିନ୍ନ ବିଷୟବସ୍ତୁ ଉପରେ ଜିଲ୍ଲାପାଳ ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତିଯେ, ଜିଲ୍ଲାର ବିଭିନ୍ନ ବ୍ଲକରେ ଲୋକ ଲୋଚନ ଉହାଡରେ ରହିଯାଉଥିବା ପର୍ଯ୍ୟଟନ କ୍ଷେତ୍ର ଗୁଡିକର ଚିହ୍ନଟ ଓ ବିକାଶ କରାଯିବ […]
Read Moreକମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ବନ୍ଦର କର୍ତୃପକ୍ଷଙ୍କୁ ନିର୍ଦେଶ ଭୁବନେଶ୍ୱର: ଧାମରାଠାରେ ବାଣିଜ୍ୟିକ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ଶ୍ରୀନବାସ ଧାମରା ବନ୍ଦର ଏବଂ ପାରିପାର୍ଶ୍ୱିକ ଅଞ୍ଚଳ ବିକାଶ ସମ୍ବନ୍ଧିତ […]
Read Moreମୁମ୍ବାଇ: ମୁମ୍ବାଇ ସାକିନାକା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଉତ୍କଳ ମହାରଣା ସମାଜ ମୁମ୍ବାଇର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁମ୍ବାଇ ଉତ୍କଳ ସମିତିର ଉପ ସଭାପତି ସୂର୍ଯ୍ୟନାରାୟଣ ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜର ସୁଖ ଦୁଖ ବିଷୟରେ ଆଲୋକପାତ କରିଥିଲେ ।ସମାଜର ସଭାପତି ଦୁଃଖିଶ୍ୟାମ ମହାରଣା, ଆଡଭାଇଜର ନରସିଂହ ମହାରଣା, ଉପ ସଭାପତି ରାଜେନ୍ଦ୍ର ମହାରଣା, ସାଧାରଣ ସମ୍ପାଦକ ରଘୁନାଥ ମହାରାଣା, ସୀମାଞ୍ଚଳ ମହାରାଣା, ପ୍ରଦୀପ ମହାରଣା, ଚିତ୍ରସେନ ମହାରଣା, […]
Read More