Day: 29 August 2022

ଆମ ସ୍ପନ୍ଦନ ଈଶାନ୍ ପାଇଁ “ଅଭିନନ୍ଦନ ଉତ୍ସବ”ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ହୋଟେଲ ଜଳେଶ୍ଵର ଇନ୍ ସମ୍ମିଳନୀ କକ୍ଷରେ ଡ.ଅଜିତ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଆମ ସ୍ପନ୍ଦନ ଈଶାନ୍ ପାଇଁ ”ଅଭିନନ୍ଦନ ଉତ୍ସବ” ପାଳିତ ହୋଇଯାଇଛି ।

ଶିକ୍ଷାବିତ୍ ପ୍ରମୋଦ ମହାପାତ୍ରଙ୍କ ବିୟୋଗ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ତା.୨୮.୦୮.୨୦୨୨ରିଖ ରାତ୍ରି ୧ ୦ଘଟିକା ୨୫ ମିନିଟ୍ ସମୟରେ ଲତାଦେଇପୂରରେ ୧୯୩୧ ମସିହାରେ ଜନ୍ମିତ, ଢେଙ୍କାନାଳ କୁଞ୍ଜକାନ୍ତ ନିବାସୀ ନିଜସ୍ଵ ବାସଭବନରେ ଶିକ୍ଷାବିତ୍ ପ୍ରମୋଦ ମହାପାତ୍ରଙ୍କ

ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କଳା ବ୍ୟାଚ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ ୧୩ ତମ ଦିନରେ : ଜିଲ୍ଲାସ୍ତରୀୟ ସାଧାରଣ ସଭା ଏବଂ ସାମ୍ବାଦିକ ସମ୍ମିଳନୀ କରି “୧୧ସେପ୍ଟେମ୍ବର ଭୁବନେଶ୍ୱର ଚାଲ”ର ପ୍ରସ୍ତୁତି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ରାଜ୍ୟରେ କଳା ବ୍ୟାଚ ପିନ୍ଧି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ୧୩ ତମ