Day: 14 January 2022

ପଞ୍ଚାୟତ ନିର୍ବାଚନ ପାଇଁ ଖୋଜା ଚାଲିଛି ଗୋପାଳପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ…

January 14, 2022

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୈତିକ ଉଷ୍ମତା ବଢିବା ସହ ଧୀରେ ଧୀରେ ବଦଳିବାରେ ଲାଗିଛି ରାଜନୈତିକ ଚିତ୍ର ପଟ l ଏକଦା ଗଞ୍ଜାମ ଜିଲ୍ଲାରେ ଦବଦବା ରଖିଥିବା ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ଏହି ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ ତିନ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ବିଜେଡି ଦଳକୁ ସୁଦୃଢ ଓ ସଂଗଠନକୁ ମଜବୁତ […]

Read More

ଚାଷୀ ମୁଣ୍ଡରେ ଅଦିନିଆ ବର୍ଷା ମାଡ଼ : ନଷ୍ଟ ହେଲା ପ୍ରଚୁର ଅମଳ ପାଚିଲା ଧାନ…

January 14, 2022

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଅଦିନିଆ ବର୍ଷା ଯୋଗୁ କାଶୀନଗର ବ୍ଲକ ଓ ଏନଏସିରେ ଚାଷୀମାନଙ୍କ ପ୍ରଭୂତ କ୍ଷତି ଘଟିଛି । ଅମଳ ପରେ ବିଲରେ ଖୋଲାରେ ସେମାନେ ରଖିଥିବା ଧାନ ସବୁ ଓଦା ହୋଇଯାଇଛି । କିଛି ଚାଷୀଙ୍କର ଟର୍ପଳୀନ ଅଭାବରୁ ଧାନ ଗୁଡିକ ଭିଜିଯାଇଥିବା ବେଳେ କେତେକ ଚାଷୀଙ୍କ ଘୋଡାଇ ରଖିଥିଲେ ମଧ୍ୟ ଧାନ ଓ ଧାନ ବସ୍ତା ଗୁଡିକ ଭିଜି ଯାଇଥିବା କହିଛନ୍ତି । କାଶୀନଗରର ବିଶ୍ୱନାଥ ଲେଙ୍କା, ରାମ ସାହୁ, ଅର୍ଜୁନ ବଡ଼ପନ୍ଦରାଙ୍କ […]

Read More

ଗଠିତ ହେଲା ଲୱେର ଫୋର୍ମ ଅଫ ଗୋପାଳପୁର କଂଷ୍ଟିଚୁଏନ୍ସି ସଂଘ…

January 14, 2022

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋପାଳପୁର-ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ତତଡାପୋଲି ସ୍ଥିତ ହୋଟେଲ ଏଇଟଇନ ପରିସରରେ ଆଜି ଯୁବ ଆଇନଜୀବୀ ଅଜିତ ଦାସଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଲୱେର ଫୋର୍ମ ଅଫ ଗୋପାଳପୁର କଂଷ୍ଟିଚୁଏନ୍ସି ନାମରେ ଏକ ସଂଘ ଗଠିତ କରାଯାଇଛି । ଏହି ସଂଘରେ ଓକିଲ ସମାଜର ସୁରକ୍ଷା, ଏକତା ଏବଂ ସମ୍ମନ୍ନୟ ରକ୍ଷା କରିବା ସହିତ ସମାଜର ସୁରକ୍ଷା ଶାନ୍ତି ପ୍ରତିଷ୍ଠା ଓ ନିଶୁଳ୍କ ଆଇନ ସେବା ପ୍ରଦାନ […]

Read More

ଅନ୍ଧ ଭକ୍ତ…

January 14, 2022

ପ୍ରେମରୁ ଜାତ ଭକ୍ତି ପବିତ୍ର, ଶାଶ୍ୱତ । ବିଶ୍ୱାସରୁ ଜାତ ଭକ୍ତି ସମୟାନୁସାରେ ପରିବର୍ତ୍ତିତ । ଯେହେତୁ ବିଶ୍ୱାସ ଅନ୍ଧ ! ତେଣୁ ଅନ୍ଧ ଭକ୍ତଙ୍କ ବଦଳିଯାଏ ରୂପ, ରେଖ, ରଙ୍ଗ ଯେତେବେଳେ ସତ୍ୟର ହୁଏ ଉନ୍ମୋଚନ !! ହିନ୍ଦୁ ଶାସ୍ତ୍ର ଅନୁଯାୟୀ ରାମ-ସୀତା ଓ ଲକ୍ଷ୍ମଣ ନିରାକାର ଭଗବାନଙ୍କ ଏକ ମାନବ ଅବତାର । ତେଣୁ ହିନ୍ଦୁ ମାନେ ସେମାନଙ୍କୁ ଭଗବାନ ବୋଲି ପୂଜା କରନ୍ତି । ନିରାକାର ଭଗବାନ ତ୍ରେତୟା ଯୁଗରେ ରାବଣ ଭଳି […]

Read More