Day: 21 November 2021

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୫୦୭୫୧ ପରିବାର ହେବେ ଉପକୃତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଓ ମ୍ୟୁନିସିପାଲଟି ଅଂଚଳର ୫୦୭୫୧ ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ପାଇବା ଲାଗି ଏକ ପ୍ରସ୍ତୁତି ଆରମ୍ଭ ହୋଇଛି ।

ବରିଷ୍ଠ ନାଗାରିକ ସୁରକ୍ଷା ମଞ୍ଚର ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମାଜରେ ବରିଷ୍ଠ ନାଗରିକଙ୍କୁ ଅଲୋଡା ଏବେ ସାମାଜିକ ବ୍ୟାଧିରେ ପରିଣତ ହୋଇଗଲାଣି । ସେମାନେ ନିଜକୁ ଅସୁରକ୍ଷିତ ମନେ କରୁଥିବା ବେଳେ ନିଜ ପରିବାରରେ ଏକ

ଚାଷକ୍ଷେତକୁ କାମ କରିବାକୁ ଯାଇ ନଦୀରେ ବୁଡି କୃଷକର ମୃତ୍ୟୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନିଜର ଉତ୍ପନ ଧାନ ଚାଷ ପରଖିବାକୁ ଯାଇ ଜଣେ ଯୁବ କୃଷକର ପାଣିରେ ବୁଡି ମୃତ୍ୟୁ ଘଟଣାସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ଘଟଣାରୁ

ଗାଡିର ସର୍ବାଧିକ ବେଗ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି : ନିୟମ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଓଡ଼ିଶା ମୋଟର ଭେଇକିଲ୍ ନିୟମ ୧୯୯୩ ଆଧାରରେ ଗାଡିର ସର୍ବାଧିକ ବେଗ ସଂପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି । ୪ ଲେନ୍