Day: 18 November 2021

ଚାଷୀ ଆତ୍ମହତ୍ୟାକୁ ନେଇ ସିପିଆଇ(ଏମ୍‌)ର ସାମ୍ବାଦିକ ସମ୍ମିଳନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନିକଟରେ ଜଳେଶ୍ୱର ଅଂଚଳରେ ଜଣେ ଚାଷୀଙ୍କ ନିଜର ଖରିଫ ଧାନ ଚାଷର କ୍ଷତିର ସାମ୍ନା କରିନପାରି ଆତ୍ମହତ୍ୟା କରିଥିବାରୁ କୃଷି ବିଭାଗର ଅବହେଳା ଓ ସ୍ଥାନୀୟ

ଧାନ ଜମିରେ ହାତୀର ମୃତ ଦେହ : କ୍ଷତି ପୂରଣ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ପନାଡ଼ ଗାଁ ନିକଟ ଏକ ଧାନ ଜମିରେ ଏକ ବଣୁଆ ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି ।

ଅତଏବର ସମ୍ପାଦକ ସୁଶୀଲ କୁମାର ପଣ୍ଡାଙ୍କ ବିୟୋଗରେ ଏଏସ୍‌ଏମ୍‌ଏନ୍‌ଆଇର ଶୋକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ ତଥା ଅତଏବ ଖବରକାଗଜର ସମ୍ପାଦକ ସୁଶୀଲ କୁମାର ପଣ୍ଡା ଚେନ୍ନାଇ ଠାରେ ଏକ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ପରଲୋକ

ଜାତୀୟ ପ୍ରେସ୍ ଦିବସ ଅବସରରେ ବରିଷ୍ଠ ସାମ୍ବାଦିକ ରବି ରଥଙ୍କୁ ସମ୍ବର୍ଦ୍ଧନା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜାତୀୟ ପ୍ରେସ୍ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ ଆୟୋଜିତ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଜୀବନବ୍ୟାପି ସାଧନା ଓ ସାମ୍ବାଦିକତା କ୍ଷେତ୍ରରେ

ମୂଲ୍ୟାୟନ ଏକ ଦୃଷ୍ଟିକୋଣ…

ଦୁନିଆର ଯେ କୌଣସି ବସ୍ତୁ, ବିଷୟର ମୂଲ୍ୟାୟନ ମଣିଷର ନିଜସ୍ୱ ଗ୍ରହଣୀୟତାର ପରିମାପକ ହୋଇଥାଏ ! ମୂଲ୍ୟାୟନ ଆକଳନ କରିବା କ୍ଷମତା ବହିର୍ଭୁତ ମଣିଷ ଅନ୍ୟ ଉପରେ ନିର୍ଭର, ବିଶ୍ୱାସ

ହରିଡ଼ାଖଣ୍ଡୀ ବନ୍ଧର ସମସ୍ତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ତଦାରଖ କଲେ ବିଧାୟକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରର ସର୍ବ ପୁରାତନ ସବୁଠାରୁ ବଡ ପୋଖରୀ ହରିଡ଼ାଖଣ୍ଡୀ ବନ୍ଧ । ଏହି ପୋଖରୀରେ ଦୈନିକ ହଜାର ହଜାର ସଂଖ୍ୟାରେ ମହାନଗରର ଓ ନିକଟସ୍ଥ

ନବନିଯୁକ୍ତ ୪ ମଣ୍ଡଳ କାର୍ଯ୍ୟକାରୀ ସଭାପତିଙ୍କୁ ଅସିଦ୍ଧ ଘୋଷଣା କଲେ ବରିଷ୍ଠ ବିଜେପି ନେତା ଜୟନାରାୟଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ନଭେମ୍ବର ୧୧ ତାରିଖରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ମଣ୍ଡଳ (ରାଇବଣିଆ, ସୁବର୍ଣ୍ଣରେଖା, ସ୍ୱପ୍ନେଶ୍ୱର ଓ ପଶ୍ଚିମବାର୍ଡ)ର କାର୍ଯ୍ୟକାରୀ ସଭାପତିଙ୍କ ନାମ ପ୍ରକାଶ

ସଂଘର୍ସମୟ ଜୀବନଯାତ୍ରାରୁ ଦୀଗମ୍ବରୀ ଦେବୀଙ୍କ ମହାଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜୀବନ ଯୁଦ୍ଧର ସଂଘର୍ସ ମଧ୍ୟରେ ଦିଗମ୍ବରୀ ମହାନ୍ତିଙ୍କ ଜୀବନ ଇତିହାସ ସୃଷ୍ଟି ହୋଇଥିବା ବେଳେ ନିକଟରେ ତାଙ୍କର ମହାଯାତ୍ରା ଅବସରରେ ଆଜି ତାଙ୍କ ଶାଳିକୋଠାସ୍ଥିତ ବାସଗୃହ

ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ସଭାପତି ପୀତବାସ ପଣ୍ଡାଙ୍କ ନେତୃତ୍ବରେ ଲଘୁଚାପ ଜନିତ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଦାବିରେ

ଲଗାଣ ବର୍ଷା ଯୋଗୁଁ ପୋଚିଲା ଧାନ : କ୍ଷତି ପୂରଣ ଦାବିରେ ଧାରଣା ଦେଲେ ଚାଷୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ କୋମଣ୍ଡ ଗ୍ରାମପଞ୍ଚାୟତର ବଡ଼ରାମପଲ୍ଲୀ ଗ୍ରାମର ବହୁ ଚାଷୀ ଗତକାଲି ଧାରଣା ଦେଇଛନ୍ତି । ଏଥିରେ ସେମାନେ