Day: 6 September 2021

ବକେୟା ସହ ୩ କିସ୍ତି ମହଙ୍ଗାଭତ୍ତା ସରକାର ଦେବାକୁ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାର ଗତ ୧.୧.୨୦ଠାରୁ ଅଦ୍ୟାବଧି ପେନ୍‌ସନଭୋଗୀ ଓ ସରକାରୀ କର୍ମଚାରୀମାନଙ୍କୁ ବିଭିନ୍ନ ସମୟରେ ବର୍ଦ୍ଧିତ ମହଙ୍ଗାଭତ୍ତା ଦେଇନାହାନ୍ତି । କେନ୍ଦ୍ର ସରକାରୀ କର୍ମଚାରୀ ଓ

ବୃଦ୍ଧାଶ୍ରମ ପରିକଳ୍ପନାକୁ ଜୀବନ୍ୟାସ ଲାଗି ସମ୍ବାଦଦାତା ସମ୍ମିଳନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ସମାଜରେ ପରିବାରର ବୃଦ୍ଧ ଓ ବୃଦ୍ଧାଙ୍କ ପ୍ରତି ସ୍ନେହ, ଆଦର କମି ଆସୁଥିବା ବେଳେ ସେମାନଙ୍କ ଉପରେ ନିର୍ଯ୍ୟାତନ, ଲାଞ୍ଛନା ଓ କଟୁ ସମାଲୋଚନା

ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍‌ ବିଧାନସଭାରେ ଆଗତ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ରାଜ୍ୟ ସରକାର ବିଧାନସଭାରେ ଆଜି ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ-୨୦୨୧ ଆଗତ କରି ସଂରକ୍ଷଣ ସୀମାକୁ ସର୍ବାଧିକ ୫୦ ପ୍ରତିଶତ ରହିବ ବୋଲି ସ୍ପଷ୍ଟ

ଦୀନକୃଷ୍ଣ କଲେଜର ସଂସ୍କୃତ ବିଭାଗରେ ସମ୍ବର୍ଦ୍ଧନା ସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀନକୃଷ୍ଣ କଲେଜର ସଂସ୍କୃତ ବିଭାଗରେ ୩ୟ ବର୍ଷର ଛାରତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ପ୍ରଥମବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହିତ ଗୁରୁଦିବସ ପାଳିତ ହୋଇ ଯାଇଛି

କୃଷକ ସଂର୍ଘସ ସମନ୍ନୟ ସମିତିର ପ୍ରତିବାଦ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ହରିଆନାର ସରକାର କୃଷକମାନେ ଚଳାଇଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କୁ ଲାଠି ପ୍ରହାର କରି ଆହତ କରିବା ଓ ସେଥିରେ ସୁଶିଲ କାଜଲକୁ ମାଡମାରି ହତ୍ୟା କରିବା ବିରୋଧରେ

ସ୍ୱାବଲମ୍ବନ ଓ କର୍ମକ୍ଷମ ଲାଗି ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଦକ୍ଷିଣ ପ୍ରହରାଜପୁର ପଂଚାୟତ କାର୍ଯ୍ୟାଳୟ ଠାରେ ଓରମାସ୍ ଦ୍ୱାରା ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବନ ଓ କର୍ମକ୍ଷମ ହେବାଲାଗି ଦକ୍ଷତା