Day: 25 July 2021

ଚଣ୍ଡିମାତା କ୍ଲବ ଦେବକୁମାର ଓ ଜୀବନବିନ୍ଦୁ ମୋ ପରିବାର ଆନୁକୂଲ୍ୟରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ : ୧୧୬ ୟୁନିଟ ରକ୍ତ ସଂଗ୍ରହ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରକ୍ତ ଏକ ମହତଦାନକୁ ପାଥେୟ କରି ଆଜି ପୂର୍ବାହ୍ନ ୮ ଘଟିକା ସମୟରେ ଚଣ୍ଡିମାତା କ୍ଲବ, ଦେବକୁମାର ଓ ଜୀବନବିନ୍ଦୁ ମୋ ପରିବାର ଆନୁକୂଲ୍ୟରେ ବିଶାଳ

ମା’ରାମଚଣ୍ଡୀ ପୀଠରେ ନବନିର୍ମିତ ଶୌଚାଳୟ ଉଦ୍‌ଘାଟିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଉପକଣ୍ଠ ମା’ରାମଚଣ୍ଡୀ ପୀଠର ବିକାଶ ନିମନ୍ତେ ବରିଷ୍ଠ ନେତୃତ୍ତ୍ୱମାନେ ରବିବାର ଦିନ ପରିଦର୍ଶନ କରିଛନ୍ତି । ନବନିର୍ମିତ ମନ୍ଦିର ଏବଂ ବେଢ଼ା ପରିସରରେ ଉନ୍ନୟନ

ଅନାଥ, ଅସହାୟ ଓ ବେସାହାରା ବ୍ୟକ୍ତିର ଶବ ଶତ୍କାର କଲେ ଜଳେଶ୍ଵରର ହେଲ୍ପ ଫର ୟୁ ଫାଉଣ୍ଡେସନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ମୟୂରଭଞ୍ଜ ବାରିପଦାରୁ ଦୀର୍ଘ ଦିନ ଧରି ଆସି ଜଳେଶ୍ଵର, ପଥରପୁରାର ଚୈତନ୍ୟ ସାହୁ ଗଳି ପାଖରେ କଟିଆ ପାତ୍ର ନାମକ ଜୈନିକ ବ୍ୟକ୍ତି ରହି ରିକ୍ସା

ପିତା ମାତା ଛେଉଣ୍ଡ ଜ୍ୟୋତିରେଖାକୁ ୫ ମାସର ରେଶନ୍ ସାମଗ୍ରୀ ଓ ପୋଷାକ ବଣ୍ଟନ କଲେ ମେ ଆୟୁ ହେଲ୍ପ ୟୁ ଫାଉଣ୍ଡେସନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ ଅଧୀନ ବିରପାଲିଆ ଗ୍ରାମର ଜ୍ୟୋତିରାଣୀ ପରିଡ଼ା ୧୨ ବର୍ଷର ଝିଅ ବିଷୟରେ କଥାଟି କିଛି ଦିନ ଆଗରୁ ମିଡ଼ିଆ ବନ୍ଧୁ

ରୋଟାରୀ କ୍ଳବ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ….

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ମହାମାରୀ ସମୟରେ ପ୍ରତ୍ୟେକ ଅସହାୟ ଓ ଅଭାବରେ ଥିବା ପରିବାର ନିକଟରେ ସାହାଯ୍ୟ ପହଞ୍ଚାଇବା ନିମନ୍ତେ ଥିବା ରୋଟାରୀର ଲକ୍ଷ୍ୟକୁ ପୂରଣ କରିବା ପାଇଁ

କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନେଇ ସାମ୍ବାଦିକ ମହଲରେ ନିନ୍ଦା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କେନ୍ଦ୍ରାପଡ଼ାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଏକ ସପ୍ତାହ ବିତି ନଥିବା ବେଳେ ବ୍ରହ୍ମପୁରରେ ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା କରାଯାଇଥିବାରୁ ଏହାକୁ ନେଇ ସାମ୍ବାଦିକ