Day: 7 July 2021

କୁକୁଡ଼ାଖଣ୍ଡି ବ୍ଲକ କଂଗ୍ରେସ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ…

କୁକୁଡ଼ାଖଣ୍ଡି (ସମୃଦ୍ଧ ଓଡିଶା) କୁକୁଡ଼ାଖଣ୍ଡି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ବ୍ଲକ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଗଞ୍ଜାମ କଂଗ୍ରେସ ପକ୍ଷରୁ ଶଗଡ ଶୋଭାଯାତ୍ରାରେ ବିକ୍ଷୋଭ…

ଗଞ୍ଜାମ (ସମୃଦ୍ଧ ଓଡିଶା) ପ୍ରଦେଶ କଂଗ୍ରେସର ଆହ୍ୱାନ ଓ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନାଙ୍କ ନିର୍ଦେଶକ୍ରମେ ଗଞ୍ଜାମ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ନିତ୍ୟ ଵ୍ୟଵହାର ସାମଗ୍ରୀର

ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଛତ୍ରପୁର ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ଗଞ୍ଜାମ ଗସ୍ତରେ ଆସିଥିବା ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା କରାଯାଇଛି ।

ତୁଳସୀପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୭୨ତମ ବନ ମହୋତ୍ସବ…

ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ତୁଳସୀପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ବନ ମହୋତ୍ସବରେ ଖଲ୍ଲିକୋଟ କୋର୍ଟର

ଜଳେଶ୍ଵର ବ୍ଲକ୍ ସମ୍ମୁଖରେ କଂଗ୍ରେସ ଦଳ ପକ୍ଷରୁ ଦରଦାମ ବୃଦ୍ଧି ପାଇଁ ଝାଞ୍ଜ ମାଡ଼ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କ ଲୋକଙ୍କ ଉପରେ ମହଙ୍ଗା ମାଡ ବିରୁଦ୍ଧରେ ଜଳେଶ୍ୱର କଂଗ୍ରେସ ଆଜି ଝାଞ୍ଜ ମାଡ କାର୍ଯ୍ୟକ୍ରମ ଆୟୋଜନ କରିଥିଲା

୮ଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ୮ଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତି କରାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ

ଅସହାୟ, ଅନାଥ ବୃଦ୍ଧା ମହିଳାଙ୍କ ଶବ ଦାହ କଲେ ବିପଦର ବନ୍ଧୁ ସ୍ଵେଚ୍ଛାସେବି ସଙ୍ଘଠନର ସଦସ୍ୟ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସଦର ଥାନା ଅନ୍ତର୍ଗତ ଆଙ୍କୁଶ ପୁର ଗ୍ରାମର ଅସହାୟ, ଅନାଥ ଶସୀ ନାୟକ ନାମକ ଜଣେ ବୃଦ୍ଧ ମହିଳା କ୍ୟାନ୍ସର ରୋଗରେ ଆକ୍ରାନ୍ତ ଥାଇ ବ୍ରହ୍ମପୁର

ଛତ୍ରପୁରରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି କୋଭିଡ ଟିକାକରଣ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ସୁରକ୍ଷିତ ଟିକା କରଣ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ କୋଭିଡ ଟିକାକରଣ ପ୍ରକ୍ରିୟା ଚାଲିଥିବା ଜଣାପଡିଛି । ଏଥିରେ ସ୍ଥାନୀୟ ରିକାପୁଲି କଲିଆଣ ମଣ୍ଡପର