Breaking News

Day: 16 June 2021

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ତୃତୀୟ ସ୍ଵନକ୍ଷତ୍ର ଦିବସ, ରଜପର୍ବ ପାଳନ, ନିଶିଗନ୍ଧା ୱେବ୍ସାଇଟି, ପୁସ୍ତକ, ନିଶିଗନ୍ଧା ରେଡ଼ିଓ ଓ ନିଶିଗନ୍ଧା ଖବର ଲୋକାର୍ପଣ ଅନୁଷ୍ଠିତ…

June 16, 2021

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟର ତଥା ନିଶିଗନ୍ଧା ପରିବାରର ଅଭାସୀ ସ୍ଵନକ୍ଷତ୍ର ଉତ୍ସବ ଡିଜିଟାଲ ଗୁଗୁଲ୍ ମିଟ ଜରିଆରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ବଳରାମ ତରାଇଙ୍କ ନେତୃତ୍ୱରେ କୋଭିଡ-୧୯ ନିୟମାବଳୀ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ଡ଼ଃ.ରଜନୀ ରଞ୍ଜନ ଦାସ ପୌରହିତ୍ୟ କରିଥିଲେ । କରୋନା ମହାମାରୀ ପ୍ରଭାବ ପାଇଁ ଅନୁଷ୍ଠାନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ […]

Read More

ବିଜେପି ଯୁବମୋର୍ଚ୍ଚା ନଗରମଣ୍ଡଳ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ…

June 16, 2021

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ବିଜେପି ଯୁବମୋର୍ଚ୍ଚା ନଗରମଣ୍ଡଳ ତରଫରୁ ୧୮ ନଂ ୱ୍।ର୍ଡ୍, ଭଗବାନପୁର ଠାରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏଥି ସହିତ କରୋନା ମହାମାରୀକୁ ସାମ୍ନା କରିବା ପାଇଁ ପ୍ରୋତ୍ସାହନ ବାର୍ତ୍ତା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ଯୁବମୋର୍ଚ୍ଚା ନଗରମଣ୍ଡଳ ସଭାପତି ସଙ୍କଳ୍ପ ଦାସ ଏବଂ ହିନ୍ଦୋଳ ଏସି ଆଇଟି ସଂଯୋଜକ ସୁଜିତ ବାରିକ, ପ୍ରକାଶ ପାତ୍ର, ବିଶ୍ୱଜିତ ବେହେରା, ଦେବି ପ୍ରସାଦ ବେହେରା, ବିଶ୍ୱଜିତ ପଣ୍ଡା,ଭବାନୀ […]

Read More

ଓଡ଼ିଶା ମୋ ପରିବାର ଅନୁକୁଲ୍ୟରେ ଶୁଖିଲା ଖାଦ୍ୟ ବଣ୍ଟନ…

June 16, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାମାରୀ କରୋନା ସଂକ୍ରମଣର ଭୟ ପ୍ରତ୍ୟେକ ଲୋକଙ୍କ ମନରେ ରହିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଲକଡାଉନ ଜାରି କରାଯାଇଥିବାରୁ କରୋନା ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି ଏବଂ ସବୁଠାରୁ ବେଶୀ ପ୍ରଭାବିତ ହୋଇଛନ୍ତି ସମାଜର ତଳ ଶ୍ରେଣୀର ଲୋକମାନେ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ମାନବସେବାକୁ ପରମ ଧର୍ମ ଭାବେ ଗ୍ରହଣ କରିଛନ୍ତି ନୂଆ ବସଷ୍ଟାଣ୍ଡ ନିକଟସ୍ଥ ଗୋଲାପଲ୍ଲୀ ହରିଜନ […]

Read More

ରାଜ୍ୟରେ ୧୪ ଦିନ ପାଇଁ ଆଂଶିକ ଲକ୍‌ଡାଉନ୍‌ : ଜଣାନ୍ତୁ କ’ଣ ଖୋଲିବ କ’ଣ ଖୋଲିବନି…

June 16, 2021

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ରାଜ୍ୟରେ କରୋନା ସଂକ୍ରମଣ ହାର କମିଥିଲେ ମଧ୍ୟ ସରକାର ଅନ୍‌ଲକ୍‌ ଘୋଷଣା ନ କରି ଆସନ୍ତା ୧୪ ଦିନ ପାଇଁ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ ଜାରି କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, କାଲି ସକାଳ ୫ଟା ପରଠାରୁ ଆଂଶିକ ଲକ୍‌ଡାଉନ୍‌ ଲାଗୁ ହେବ । ଜୁଲାଇ ୧ ତାରିଖ ସକାଳ ୫ଟା ଯାଏ ଏହା ବଳବତ୍ତର ରହିବ । ଆଂଶିକ ଲକ୍‌ଡାଉନ୍ […]

Read More

Please Visit to http://www.specialopinion.in

Got it!
X