Breaking News

Day: 5 June 2021

ଖବର କାଗଜ ବିତରକଙ୍କୁ ଚାଉଳ ବସ୍ତା ବଣ୍ଟନ କଲା ନଗର କଂଗ୍ରେସ…

June 5, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ଆହ୍ୱାନ କ୍ରମେ ଓଡିଶା କୃଷକ କଂଗ୍ରେସ ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନିର୍ଦେଶ ଓ ନଗର କଂଗ୍ରେସ ସଭାପତି ସୁଜୟ କୁମାର ଆଚାର୍ଯ୍ୟଙ୍କ ତତ୍ୱବଧାନରେ ଚାଉଳ ବସ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ ବ୍ରହ୍ମପୁର ନଗର କଂଗ୍ରେସ ପକ୍ଷରୁ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକଡାଉନ […]

Read More

୫୦ ବର୍ଷ ବିବାହ ବାର୍ଷିକୀରେ ଶୁଖିଲା ଖାଦ୍ୟ ଓ ବସ୍ତ୍ର ବଣ୍ଟନ…

June 5, 2021

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଦର ମଙ୍ଗଳପୁର ନିବାସୀ ଅବସରପ୍ରାପ୍ତ ପୌରକର୍ମଚାରୀ ତଥା ସମାଜସେବୀ ପୁରୁଷୋତ୍ତମ ସାହୁ ଓ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ରତ୍ନପ୍ରଭା ସାହୁଙ୍କର ୫୦ତମ ବିବାହ ବାର୍ଷିକୀ ପାଳନ ଅବସରରେ ମଙ୍ଗଳପୁର ମଜୁରୀ ଯୁଆଙ୍ଗ ସାହି ଓ ଶବର ସାହିରେ ସମସ୍ତ ପିଲାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ବସ୍ତିର ଅନ୍ତୋବାସୀ ମାନଙ୍କୁ ନୂତନ ଧୋତୀ ଓ ଶାଢ଼ୀ ପ୍ରଦାନ କରିଛନ୍ତି l ଏହା ବ୍ୟତିତ କରୋନା ମହାମାରୀର ଅନ୍ତନିମନ୍ତେ ଓ ସମାଜର […]

Read More

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ…

June 5, 2021

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ୫ ଜୁନ, ବିଶ୍ୱ ପରିବେଶ ଦିବସ ଅବସରରେ ମେରାମଣ୍ଡଳୀ ମେଡିକାଲ ପରିସରରେ ମୁଖ୍ୟ ଅତିଥି ଭାବରେ ଏନଏମଭିଏଲ(NBVL) କମ୍ପାନୀର ଭି.ପି ଯଶୋବନ୍ତ ପଟ୍ଟନାୟକ, ମେଡିକାଲ ଅଫିସର ଡ଼ଃ. ଗୁଞ୍ଜନା ନାୟକ, ଏନଏମଭିଏଲ(NBVL) କମ୍ପାନୀର ସିଏସଆର(CSR) ବିଭାଗ କର୍ମଚାରୀ ଓ ଗିରିରାଜ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ସାହୁ, ଉପସଭାପତି ଅରୁଣ କୁମାର ବେହେରା, ସମ୍ପାଦିକା ବିଭାରଣୀ ପାତ୍ର, ସରପଞ୍ଚ ଶ୍ରୀମତୀ ମlଳାଞ୍ଜଳୀ ସାହୁ, ସଦସ୍ୟ ଚିନ୍ମୟ ପଣ୍ଡା, ସନ୍ଧ୍ୟାରାଣୀ ପାତ୍ର […]

Read More

ଢେଙ୍କାନାଳ ଜିଲ୍ଲା ଆଇନ ସେବାପ୍ରାଧିକରଣ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅନଲାଇନରେ ପାଳିତ…

June 5, 2021

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ଜିଲ୍ଲା ଆଇନ ସେବାପ୍ରାଧିକରଣର ଅଧ୍ୟକ୍ଷ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ଅନଲାଇନ୍ ମାଧ୍ୟମରେ ଶତାୟୁ,ବ୍ରଜନାଥ ବଡଜେନା ବିଦ୍ୟାଳୟ,ଢେଙ୍କାନାଳର ଛାତ୍ରଛାତ୍ରୀ,ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ନେଇ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୁକାନ୍ତ କିଶୋର ଜେନା ଉପସ୍ଥିତ ରହି ବ୍ରଜନାଥ ବଡଜେନା ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ବିଶ୍ୱ ପରିବେଶ ଦିବସର ମହତ୍ବ, କରୋନା ମହାମାରି ସମୟରେ ଅମ୍ଳଜାନର […]

Read More

ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ଗଡସାହି ଗ୍ରାମକୁ ସାନିଟାଇଜ୍‌…

June 5, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଉପାନ୍ତ ଜଳେଶ୍ୱରରେ କରୋନା ଦିନକୁ ଦିନ କାୟା ମେଲାଇ ଚାଲୁଥିବାରୁ ଏହାକୁ ରୋକିବା ଲାଗି ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କୁ ସଚେତନତା କରାଯିବା ସହିତ ବିଭିନ୍ନ ଜନଗହଳି ସ୍ଥାନକୁ ସାନିଟାଇଜ୍ କରାଯାଉଛି । କେ. ଏମ୍ ସାହି ପଂଚାୟତର ଗଡସାହି ଗାଁରେ ଥିବା ବିଭିନ୍ନ ସ୍ଥାନକୁ ଏପରିକି ଘରକୁଘର ବୁଲି ସାନିଟାଇଜ୍ କରାଯାଉଛି । ଅଙ୍ଗନୱାଡି କର୍ମୀ ମମତା ଦାସ ମହାପାତ୍ର ଓ ଆଶା ଦିଦି ମୀନତି ମହାନ୍ତି ନିଜେ […]

Read More

ଉତ୍କଳ ଜନନୀ ସେବା ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ସାନିଟାଇଜେସନ ସହିତ ମାକ୍ସ ଓ ସାବୁନ ବଣ୍ଟନ…

June 5, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଉପାନ୍ତ ଜଳେଶ୍ୱରରେ କରୋନା ସଂକ୍ରମଣ କମୁ ନଥିବା ବେଳେ ଉତ୍କଳ ଜନନୀ ସେବା ସଂଗଠନ ପକ୍ଷରୁ ବିଭିନ୍ନ ସର୍ବସାଧାରଣ ସ୍ଥାନକୁ ସାନିଟାଜେସନ୍ କରିବା ସହିତ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଛନ୍ତି । ଆଜି ଶନିବାର ଉପକାରଗାରକୁ ସାନିଟାଜ୍ କରିବା ସହିତ ଅନ୍ତେବାସୀମାନଙ୍କୁ ମାକ୍ସ ଓ ସାବୁନ ବଣ୍ଟନ ସହିତ ପ୍ରତ୍ୟେକ କୋଠରୀ ଲାଗି ଡଷ୍ଟବିନ୍ ପ୍ରଦାନ କରିଛନ୍ତି । ସେହିପରି ବଡବଜାରସ୍ଥିତ ସରକାରୀ ଡାକ୍ତରଖାନା, ଥାନା, ଛମୌଜସ୍ଥିତ ନେସ୍‌ନାଲ ପଂଜାବ […]

Read More

ବିଶ୍ୱ ପରିବେଶ ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ…

June 5, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱରରେ ଥିବା ଏକ ଛାମୁଆ ସଂଗଠନ ହେଲ୍ପ ଫର ଫାଉଣ୍ଡେସନ ପକ୍ଷରୁ ଆଜି ଶନିବାର ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ସରସିଦା ଗ୍ରାମରେ ବୃକ୍ଷରୋପଣ କରାଯାଇଛି । କରୋନା ସମୟରେ ଅମ୍ଳଜାନର ଆବଶ୍ୟକତା ଥିବାରୁ ଓ ପରିବେଶକୁ ନିର୍ମଳ ରଖିବାକୁ ଏପରି ପ୍ରୟାସ ବୋଲି ସଂଗଠନର ସଭାପତି ମାନସ ରଂଜନ ଧଳ କହିଛନ୍ତି । ବୃକ୍ଷରୋପଣ ସହିତ ବିଭିନ୍ନ ସ୍ଥାନରେ ସଫେଇ କରିବା ଓ ସାନିଟାଇଜ୍ ମଧ୍ୟ କରିଥିଲେ । […]

Read More

ପଡୋଶୀ ରାଜ୍ୟରୁ ଅବାଧପ୍ରବେଶ ରୋକିବାକୁ ସଚେତନ ନାଗରିକ ପକ୍ଷରୁ ପ୍ରଶାସନକୁ ଦାବିପତ୍ର…

June 5, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲାର ଉପାନ୍ତ ଜଳେଶ୍ୱରକୁ ଲାଗି ପଶ୍ଚିମବଙ୍ଗ ରହିଛି । ଜଳେଶ୍ୱରରେ ୮ଜଣରୁ ଉର୍ଦ୍ଧ୍ୱ କରୋନାରେ ମୃତ୍ୟୁବରଣ କରିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଜଳେଶ୍ୱର ଅଞ୍ଚଳରେ ପଶ୍ଚିମବଙ୍ଗ, ବିହାର, ଛତିଶଗଡ, ଝାଡଖଣ୍ଡ ଓ ଆନ୍ଧ୍ର ଅଞ୍ଚଳରୁ ବହୁ ଲୋକ ଆସି ବ୍ୟବସାୟ କରୁଥିବାରୁ ସେମାନଙ୍କର ପରିବାର ଓ ବନ୍ଧୁବାନ୍ଧବ ଅବାଧରେ ଯିବା ଆସିବା କରୁଛନ୍ତି । ଏପରିକି ପଶ୍ଚିମବଙ୍ଗର ମୁର୍ଶିଦାବଦ ଅଞ୍ଚଳର ହଜାର ହଜାର ରାଜମିସ୍ତ୍ରୀ ଜଳେଶ୍ୱରକୁ ଆସି ଭଡାରେ […]

Read More

୩ କଳା କୃଷି ଆଇନ୍ ପ୍ରତ୍ୟାହାର ଦାବିରେ କୃଷକ ସଂଘର୍ସ ସମନ୍ନୟ ସମିତି ପକ୍ଷରୁ ବିକ୍ଷୋଭ…

June 5, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) କୃଷକ ସଂଘର୍ସ ସମନ୍ନୟ ସମିତି ଆହ୍ୱାନରେ ବାଲେଶ୍ୱର ଜିଲାର ଜଳେଶ୍ୱର ଅଂଚଳରେ ବିଭିନ୍ନ ସ୍ଥାନରେ କ୍ରାନ୍ତି ଦିବସ ପାଳନ କରାଯାଇଛି । ଅଭିନବ ଉପାୟରେ ନିଜ ନିଜ ଘର ସମ୍ମୁଖରେ ୩ଟି କଳା କୃଷି ଆଇନ୍‌କୁ ବାତିଲ ଦାବିରେ ଏହି ପ୍ରତିବାଦ ଦିବସ ଅନୁଷ୍ଠିତ ହୋଇ ଯାଇଛି । ୧୯୭୪ ଜୁନ ୫ ତାରିଖରେ କେନ୍ଦ୍ର ସରକାରଙ୍କ ବିରୋଧରେ ଦେଶ ତମାମ କଳା ଦିବସ ପାଳନ କରାଯାଇଥିବା ବେଳେ ଆଜି ମଧ୍ୟ କଳାଦିବସ […]

Read More

Please Visit to http://www.specialopinion.in

Got it!
X