Day: 20 January 2021

ଗଞ୍ଜାମ ଜିଲ୍ଲା ଦଳିତ ସେନା ଉନ୍ନୟନ ସଂଘ ପକ୍ଷରୁ ବାସହୀନ ପରିବାରଙ୍କୁ ଘର ଯୋଗାଇ ଦେବା ପାଇଁ ଦାବି…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଦଳିତ ସେନା ଉନ୍ନୟନ ସଂଘ ପକ୍ଷରୁ ବାସହୀନ ପରିବାରଙ୍କୁ ଘର ଯୋଗାଇ ଦେବା ଦାବି ନେଇ ଆଜି ଏକ ଦାବି ପତ୍ର ଜିଲ୍ଲାପାଳଙ୍କ

ମିଲର୍ସ ସଂଘ ପକ୍ଷରୁ ଅଭାବି ଲୋକଙ୍କୁ ରିଲିଫ ବିତରଣ…

ରାୟଗଡା (ସମୃଦ୍ଧ ଓଡିଶା) ମହାମାରୀ ଯୋଗୁଁ ଦୁର୍ଗମ ଗ୍ରାମାଞ୍ଚଳରେ ଦୁର୍ଦ୍ଦଶା ଭୋଗୁଥିବା ଅଭାବି ଗରିବ, ଗୁରୁବା ପରିବାର ଲୋକଙ୍କ ପାଇଁ ସହାୟତା ହାତ ବଢାଇଛନ୍ତି ରାୟଗଡା ମିଲର୍ସ ସଂଘ ।

ନକଲି ଲଙ୍କାଗୁଣ୍ଡ କାରଖାନା ଉପରେ ଚଢ଼ାଉ : ବିପୁଳ ପରିମାଣର ସାମଗ୍ରୀ ଜବତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୁଣି ନକଲି କାରବାର । ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରୁ ନକଲି ହଳଦୀ ଗୁଣ୍ଡ ଓ ମରିଚ ଗୁଣ୍ଡ କାରବାର ଧରାପଡିଛି । ସୂଚନା ଅନୁଯାୟୀ, ବଡ଼ବଜାର

ଡିଜିଟାଲ ଡ୍ରାଇଭର ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଵ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ବିଜୁ ଜନତା ଦଳ ପକ୍ଷରୁ ଡିଜିଟାଲ ଡ୍ରାଇଭର ପ୍ରସ୍ତୁତି ବୈଠକ ଗଜପତି ନଗର ସ୍ଥିତ ବ୍ରହ୍ମପୁର ବିଧାୟକଙ୍କ ବାସଭବନ ନିକଟରେ ଅନୁଷ୍ଠିତହୋଇଯାଇଛି ।

ମା ମଙ୍ଗଳା ମାତା ଯୁବକ ସଂଘ ପକ୍ଷରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ କୋଟସାହି ଗ୍ରାମ ପଞ୍ଚାୟତର ଡିଙ୍ଗାଶୋଳ ଗ୍ରାମରେ ଆଜି ‘ମା ମଙ୍ଗଳା ମାତା ଯୁବକ ସଂଘ’ ଡିଙ୍ଗାଶୋଳ ଦ୍ୱାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର

ବିନା ପ୍ରଶିକ୍ଷଣରେ ଅସାଧାରଣ ଚିତ୍ରକଳା ଆଙ୍କି ଚର୍ଚ୍ଚାରେ ଯୁବକ…

ଶେରଗଡ଼ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କଳା, ସଂସ୍କୃତି ପାଇଁ ପୁରାତନ କାଳରୁ ବେଶ୍ ଗର୍ବିତ । ବିଭିନ୍ନ କଳାର ଅଧିକାରୀ ବ୍ୟକ୍ତିତ୍ବଙ୍କ ଯୋଗୁଁ ବିଭିନ୍ନ ସମୟରେ ଜିଲ୍ଲାର ସୁନାମ

ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କଲେ ଛତ୍ରପୁର ବିଧାୟକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ମାଧପୁର ପଞ୍ଚାୟତ ପରିଦର୍ଶନରେ ଯାଇ ଗୋବା ଗ୍ରାମବାସୀଙ୍କ ଗହଣରେ ବସି ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି ଛତ୍ରପୁର

ସମାଜସେବୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ପୂର୍ବତନ କର୍ପୋରେଟର ତଥା ସମାଜସେବୀ ଆର୍ ମୁରଲୀ ମୋହନ ଜନ୍ମ ଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଫ୍ରେଣ୍ଡସ ଫରେଭର୍ ଓ

ମହିଳା ସମିତି ପକ୍ଷରୁ ଖାଦ୍ୟ ସାମଗ୍ରୀ ସହ ଶୀତ ବସ୍ତ୍ର ବଣ୍ଟନ…

ଛତ୍ରପୁର (ସମୃଦ୍ଧ ଓଡିଶା) ମହିଳା ସମିତି ପକ୍ଷରୁ ଶୀତ ବସ୍ତ୍ର ସହ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ଆଦିବାସୀ ଅଧ୍ୟୁଷିତ ୩ଟି ଗାଁରେ ମାରୱାଡି

ଦୁଇ ଦିନିଆ ଉପଖଣ୍ଡ ସ୍ତରୀୟ ରାଜସ୍ୱ କର୍ମଶାଳା ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ଋଷିକୂଲ୍ୟା ସଭା ଗୃହରେ ଦୁଇ ଦିନିଆ ଉପଖଣ୍ଡ ସ୍ତରୀୟ ରାଜସ୍ୱ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l

କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଲକ୍ଷ୍ମୀପୁର ୟୁଥ କ୍ଲବ ପକ୍ଷରୁ ଲକ୍ଷ୍ମୀପୁର ଠାରେ ରଘୁନାଥ ଓ ଗୋପିନାଥ ଲକ୍ଷ୍ମୀପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ

ଇଙ୍ଗିତରେ କିଛି…

ଆଜିର ମଣିଷ, କିଛି କାର୍ଯ୍ୟ ନଥିଲେ ସେ କାହା ସହିତ ସମ୍ପର୍କ ରଖେ ନି । ଏ ସହର ସହଜେ ଉଚ୍ଚ ଶିକ୍ଷିତଙ୍କ ବାସସ୍ଥଳୀ ।ସ୍ଵାର୍ଥପରତା ଚରମ ସୀମା, ଗୋଲାମ

ରାୟଗଡ଼ା ସିଡ଼ିଏମଓ ନେଲେ କୋଭିଡ ଟିକା…

ରାୟଗଡ଼ା (ସମୃଦ୍ଧ ଓଡିଶା) କୋଭିଡ ବିରୁଦ୍ଧରେ ଚାଲିଥିବା ଶେଷ ଲଢେଇ ସଂଜୀବନି ଟିକା ଅଭିଯାନରେ ସାମିଲ ହୋଇଛନ୍ତି ରାୟଗଡ଼ା ସିଡ଼ିଏମଓ ଡ଼ା. ଆର୍ତ୍ତବନ୍ଧୁ ନାୟକ । ନିଜେ ଟିକା ନେଇ

ମ୍ୟୁନସିପାଲଟିର ଅସହାୟ ବୃଦ୍ଧଙ୍କ ମୃତ୍ୟୁରେ କାନ୍ଧ ଦେଲେ ଜଳେଶ୍ଵର ଆଇଆଇସି ଓ ସ୍ଵେଚ୍ଛାସେବୀ ସଂଗଠନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମ୍ୟୁନସିପାଲଟି ଅଧିନସ୍ଥ ପଥରପୁରା ଗ୍ରାମର ପଦାସାହିରେ ଶ୍ୟାମ ମୁର୍ମୁ ନାମକ ଏକ ଅସହାୟ ବୃଦ୍ଧ ରହି ଆସୁଥିଲା ବେଳେ ତାଙ୍କର ୭

ରାୟଗଡ଼ାରେ ଗୌତମନଗର ଲୁଟ ଘଟଣାର ପର୍ଦ୍ଧାଫାସ କଲା ପୋଲିସ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ସହର ଗୌତମ ନଗର ଷଷ୍ଠ ଗଳିରେ ହୋଇଥିବା ଚୋରି ଘଟଣା ପଦ୍ଧାଫାସ କରିଛି ପୋଲିସ । ଘଟଣାରେ ରାୟଗଡା ପୋଲିସକୁ ଆଜି ବଡ ସଫଳତା