Day: 18 December 2020

ସିଦ୍ଧି ବିନାୟକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ସିଦ୍ଧି ବିନାୟକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଶପଡା ଗ୍ରାମ କମାପଡିଆସ୍ଥିତ ଖେଳପଡିଆରେ

ଓକିଲ ସଂଘ ପକ୍ଷରୁ ଛତ୍ରପୁରରେ ଗ୍ରାହକ ବିଚାରପୀଠ ବେଞ୍ଚ୍ ପ୍ରତିଷ୍ଠା ଲାଗି ଜିଲ୍ଲାପାଳଙ୍କୁ ଦାବି ପତ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ଓକିଲ ସଂଘ ପକ୍ଷରୁ ଛତ୍ରପୁରରେ ଗ୍ରାହକ ବିଚାରପୀଠ ବେଞ୍ଚ୍ ପ୍ରତିଷ୍ଠା ଲାଗି ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ,

ଢେଙ୍କାନାଳ ସଚେତନ ନାଗରିକ ଫୋରମର ବାର୍ଷିକ ବୈଠକ ତଥା ନବବର୍ଷ କ୍ୟାଲେଣ୍ଡର ଉନ୍ମୋଚନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତକାଲି ବୋରlପଦା ଆମ୍ବତୋଟା ଠାରେ ଫୋରମର ସଭାପତି ପ୍ରଦ୍ୟୁମ୍ନ ରଥଙ୍କ ସଭାପତିତ୍ୱରେ ସମସ୍ତ କୋଭିଡ ନିୟମ ଅନୁପାଳନରେ ଅନୁଷ୍ଠିତ ବାର୍ଷିକ ବୈଠକରେ ଢେଙ୍କାନାଳର ସାଂସଦ ଶ୍ରୀ

ଗୋପୀକିଷନ ଭଟ୍ଟର ହସ୍‌ପିଟାଲରେ ଡାକ୍ତର ନିଯୁକ୍ତି ନ ହେଲେ ୨୩ରେ ଆନ୍ଦୋଳନ ଚେତାବନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ଜଳେଶ୍ୱର ଠାରେ ଏକମାତ୍ର ରେଫେରାଲ ହସ୍‌ପିଟାଲ ଭାବେ ପରିଚିତ ଗୋପୀକିଷନ ଭଟ୍ଟର ଉପରେ ପ୍ରାୟ ୨ଲକ୍ଷ ଲୋକ ନିର୍ଭର କରନ୍ତି । ଖାଲି

ବେଆଇନ୍ ମେଟାଲ ଓ ବାଲି ବୋଝେଇ ଡମ୍ପର ଓ ଟ୍ରାକ୍ଟର ଜବତ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ମିତ୍ରପୁରରୁ ମେଟାଲ ବୋଝେଇ ଡମ୍ପରକୁ ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ରାଜଘାଟ ନିକଟରୁ ଜବତ୍ କରିଛନ୍ତି । ସେହିପରି ଏକ ବେଆଇନ୍ ବାଲି

ଜଳେଶ୍ୱରରେ କୋଠାକ ଲାଇଫ ଇନ୍‌ସୁରାନ୍ସ କମ୍ପାନୀର ନୂତନ ଶାଖା କାର୍ଯ୍ୟାଳୟ ଉଦ୍‌ଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରାଞ୍ଚଳ ଅନ୍ତର୍ଗତ ହାଟଛକଠାରେ କୋଟାକ ଲାଇଫ ଉନ୍‌ସୁରାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇ ଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ସଂସ୍ଥାର ଉପସଭାପତି