Day: 10 October 2020

ୱେଲ୍‌ମାର୍କରେ ପରିଣତ ହେଲା ଲଘୁଚାପ :୧୪ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଆଜି ୱେଲ୍‌ମାର୍କରେ ପରିଣତ ହୋଇ ପୂର୍ବକେନ୍ଦ୍ରୀୟ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର

କଂଗ୍ରେସ ସାଂସଦ ପ୍ରାର୍ଥୀଙ୍କ ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କଂଗ୍ରେସ ସାଂସଦ ପ୍ରାର୍ଥୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ଦଳ ଏବେ ରାଜ୍ୟରେ ପୁଣି ନିଜର ସ୍ଥିତିକୁ ଜାହିର କରିବା ଲକ୍ଷ୍ୟରେ ଥିବା ବେଳେ

ବିଜେଡ଼ିରେ ସାମିଲ ହେଲେ ୬୦ରୁ ଉର୍ଦ୍ଧ୍ଵ ପରିବାର…

ପୋଲସରା (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳରେ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ବାଘାଡି ଗ୍ରାମର ୬୦ରୁ ଉର୍ଦ୍ଧ୍ଵ ପରିବାର ସାମିଲ ହୋଇଥିବା ଜଣାପଡିଛି । ଆଜି ତଥା ଅକ୍ଟୋବର

କମ୍ୟୁନିଷ୍ଟ ପାର୍ଟିର ଶତ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କମ୍ୟୁନିଷ୍ଟ ପାର୍ଟିର ଶତ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି । ସୂଚନା ଅନୁଯାୟୀ ଭାରତରେ କମ୍ୟୁନିଷ୍ଟ ପାର୍ଟି ଗଠନର ଶହେ ବର୍ଷ ପୂରଣ ହୋଇଛି

ବସ ମାଲିକ ସଂଘର ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ନୁଆ ବସଟାଣ୍ଡ ନିକଟରେ ଥିବା ସଂଘର କାର୍ଯ୍ୟାଳୟରେ ବସ ମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା

ଆବାସ ଯୋଜନାରୁ କର୍କଟ ରୋଗୀଙ୍କୁ ବାଦ୍ : ପୁନଃ ସଂଯୋଗ ଲାଗି ନିବେଦନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଓଲମରା ପଞ୍ଚାୟତର ଗୋପାଳପୁର ଗାଁ ରଣଜିତ ପ୍ରମାଣିକଙ୍କ ସ୍ତ୍ରୀ ନିରୁପମା ପ୍ରମାଣିକ (୨୩) ଏବେ କର୍କଟ ରୋଗରେ ଆକ୍ରାନ୍ତ । କିନ୍ତୁ

ମନୀଷାକୁ ନ୍ୟାୟ ପ୍ରଦାନ ଓ ଦୋଷୀକୁ ଦଣ୍ଡ ବିଧାନ ଲାଗି ସିପିଏମ୍‌ର ଶୋଭାଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ପ୍ରଦେଶର ହଥରସ ଘଟଣାରେ ମନିଷା ବାଲ୍ମିକିକୁ ନ୍ୟାୟ ପ୍ରଦାନ, ଦୋଷୀକୁ ଦଣ୍ଡ ବିଧାନ ଓ ଯୋଗୀ ସରକାରର ବହିସ୍କାର ଦାବିରେ ରାଜ୍ୟ କମିଟି ଡାକରାରେ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପାଞ୍ଚ ବର୍ଷିଆ ଆଇନର ଅନ୍ତିମ ପରୀକ୍ଷା ଫଳ ପ୍ରକାଶିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପାଞ୍ଚ ବର୍ଷିୟ ଆଇନ ପାଠ୍ୟକ୍ରମର ଅନ୍ତିମ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା ସେଥିରେ ଗଞ୍ଜାମ ଆଇନ ମହାବିଦ୍ୟାଳୟର ଶେଷ ବର୍ଷର ଛାତ୍ର

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବୈଠକ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ବୈଠକ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ

ସାହାଯ୍ୟର ହାତ ବଢାଇ ଏଟିଏମ କାର୍ଡ଼ ବଦଳାଇ ୬ଲକ୍ଷ ଟଙ୍କା ଠକି ନେଇ ଯାଇଥିବା ଅଭିଯୋଗ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜଣେ ବରିଷ୍ଠ ନାଗରିକଙ୍କୁ ଏଟିଏମ୍‌ରୁ ଟଙ୍କା ଉଠାଣ ସମୟରେ ସାହାଯ୍ୟର ହାତ ବଢାଇ ୬ଲକ୍ଷ ଟଙ୍କା ଠକି ନେଇ ଯାଇଥିବା ଅଭିଯୋଗ ହୋଇଛି । ଏହି

ନିଲାମୀ ଅବଧି ସରିବା ପରେ ମଧ୍ୟ ଚାଲିଛି ପଥର ଚୋରି…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ପଥର ଚୋରି, ଏହାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ତୁରୁବୁଡି ଗ୍ରାମ

ରଙ୍ଗେଈଲୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କଲେ ବିଧାୟକ…

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଈଲୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ ଗତକାଲି ହୋଇଯାଇଛି l ରଙ୍ଗେଈଲୁଣ୍ଡା ପଞ୍ଚାୟତର ବ୍ରଜନଗର ଗ୍ରାମ,

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l ଫୋରମର କର୍ମକର୍ତ୍ତା ମାନେ ସ୍ଥାନୀୟ ଗୋପବନ୍ଧୁ ଟାଉନ