Day: 1 September 2020

ଜେଇଇ ନିଟ ପରୀକ୍ଷା ସେଣ୍ଟର ପରିଦର୍ଶନ କଲେ ବିଧାୟକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜେଇଇ ନିଟ (JEE NEET) ପରୀକ୍ଷା ଦେବା ପାଇଁ ବାହାର ଜିଲ୍ଲାରୁ ଛାତ୍ରଛାତ୍ରୀମାନେ ଆସିଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କ ପାଇଁ ରହିବା, ଖାଇବା ଗମନା

ଆହାର କେନ୍ଦ୍ର କର୍ମଚାରୀଙ୍କ ପକ୍ଷରୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନା ମଧ୍ୟରେ ଆସେ ଆହାର ଯୋଜନା । ଏଥି ନିମନ୍ତେ ରାଜ୍ୟ ସରକାର ଗରୀବ ଓ ଅସହାୟ ଲୋକଙ୍କ ପାଇଁ ବିଭିନ୍ନ

ରେଡଷ୍ଟାର ଜଗନ୍ନାଥପ୍ରସାଦ ବ୍ଳକ ପକ୍ଷରୁ ୧୮ ଦଫା ଦାବୀ ନେଇ ପ୍ରତିବାଦ…

ଭଞ୍ଜନଗର/ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ-ଲେନିନବାଦୀ) ରେଡଷ୍ଟାର ରାଜ୍ୟ କମିଟି ଆହ୍ବାନରେ ଜନଗଣଙ୍କ ରୋଜଗାର, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ବାସଗୃହ ଅଧିକାର ହାସଲ ପାଇଁ ୧୮

ଭାରସାମ୍ୟ ହରାଇ ଓଲଟିଲା ତେଲ ବୋଝେଇ ଟ୍ରକ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଆଜି ପ୍ରାପ୍ତ ସକାଳ ସମୟରେ ଦଦରାଲୁଣ୍ଡା ଗ୍ରାମ ଠାରେ ଏକ ତେଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡ଼ିଛି । ମିଳିଥିବା ସୂଚନା

ଘୁମୁସର କ୍ରୀଡ଼ା ଶିକ୍ଷକ ସଂଘ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗରରେ ହକି ଖେଳର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବରେ ଉପେନ୍ଦ୍ର ଭଞ୍ଜ ମହା ବିଦ୍ୟାଳୟ କ୍ରୀଡ଼ା ପ୍ରାଙ୍ଗଣରେ ଘୁମୁସର

ସି.ପି.ଆଇ(ଏମ୍ -ଏଲ୍ ) ରେଡ୍‌ଷ୍ଟାର୍‌ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ୧୮ ଦଫା ଦାବୀରେ ପ୍ରତିବାଦ : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ସ୍ମାରକ ପତ୍ର ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ-ଲେନିନବାଦୀ) ରେଡଷ୍ଟାର ରାଜ୍ୟ କମିଟି ଆହ୍ୱାନରେ ଜନଗଣଙ୍କ ରୋଜଗାର, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ବାସଗୃହ ଅଧିକାର ସମ୍ପର୍କିତ ୧୮ ଦଫା ଦାବୀରେ

ବିଜେଡି ଜିଲ୍ଲା ସମ୍ପାଦକଙ୍କ ପରଲୋକରେ ଶୋକ ସଭା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବିଜେଡି ଜିଲ୍ଲା ସମ୍ପାଦକ ହରେକୃଷ୍ଣ ପ୍ରଧାନଙ୍କ ପରଲୋକ ହୋଇଯାଇଛି । ଏଥିଯୋଗୁଁ ଆଜି ବ୍ରହ୍ମପୁର ବିଜୁ ଜନତା ଦଳର କାର୍ଯ୍ୟାଳୟ ଠାରେ ଶୋକସଭା ଅନୁଷ୍ଠିତ

ଫସି ରହିଛନ୍ତି ୪ଟି ହାତୀ…

ପଦ୍ମପୁର (ସମୃଦ୍ଧ ଓଡିଶା) ପଦ୍ମପୁର ଉପଖଣ୍ଡ ଘନାମାଲ ଠାରେ ଫସିରହିଛନ୍ତି ଚାରିଗୋଟି ହାତୀ । ରାତିରେ ଝାଞ୍ଜ ପାହାଡ଼ରୁ କୁଠେଲା ଡୁଙ୍ଗୁରି ଦେଇ ବୁଢାପହାଡ଼କୁ ଅତିକ୍ରମ କରୁଥିଲେ ଏହା ତାଙ୍କର

ବିଧାୟକଙ୍କ ପ୍ରୟାସ ଯୋଗୁଁ ଗୋଲିଆ ଅଶାନ୍ତ ବାତାବରଣରୁ ଶାନ୍ତି ଫେରିଲା…

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହି ବହୁ ବ୍ୟକ୍ତି ଆହତ ହେବା ସହ ୨୪ ଜଣ ଗିରଫ

ଆମ୍ବୁଲାନ୍ସକୁ ଧକ୍କା ଦେଇ ଓଲଟିଲା ଟ୍ରକ : ଦୁଇ ରୋଗୀ ଗୁରୁତର…

ରାୟଗଡ଼ା (ସମୃଦ୍ଧ ଓଡିଶା) ଆମ୍ବୁଲାନ୍ସକୁ ଧକ୍କା ଦେଇ ଓଲଟିଲା ଟ୍ରକ । ରାୟଗଡ଼ା ଥାନା ଅନ୍ତର୍ଗତ ଗୁମ୍ମା ଘାଟି ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ଜାଣନ୍ତୁ ସେପ୍ଟେମ୍ବର ମାସର ଅନଲକ୍‌-୪ ଗାଇଡଲାଇନ୍…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସେପ୍ଟେମ୍ବର ମାସର କରୋନା ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । ଗାଇଡ୍‌ ଲାଇନ୍‌ରେ କେଉଁଥିରେ କଟକଣା ରହିଲା ଓ କେଉଁଥିରେ ନାହିଁ ଜାଣନ୍ତୁ –

ଗଞ୍ଜାମ ହାଟ ପାଇଁ ହେଲା ଭିତ୍ତିପ୍ରସ୍ତର ସ୍ଥାପନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ୱାୟତ୍ତ ଶାସନ ଦିବସ ଅବସରରେ ବ୍ରହ୍ମପୁର ଉନ୍ନୟନ କତ୍ତୃପକ୍ଷଙ୍କ ଦ୍ୱାରା ଆଜି ବ୍ରହ୍ମପୁର ସହରର କେନ୍ଦ୍ରସ୍ଥଳ କର୍ପୋରେସନ ରୋଡ ଠାରେ ଗଞ୍ଜାମ ହାଟ ବା ବାଣିଜ୍ୟ

ଜେଇଇ ପରୀକ୍ଷାର୍ଥୀଙ୍କୁ ଖାଦ୍ୟ, ପାଣି ଓ ସାନିଟାଇଜର ବଣ୍ଟନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜିଠାରୁ ଜେଇଇ ପରୀକ୍ଷା ଆରମ୍ଭ । ଏହି ଅବସରରେ ନିଜ ଅଞ୍ଚଳରେ ପରୀକ୍ଷାର୍ଥୀମାନଙ୍କର ଯେମିତି କୌଣସି ଅସୁବିଧା ନ ହୁଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ