Day: 13 August 2020

ମୌସୁମୀର ଲୋଚକାଳି ଖେଳ : ଜମିରେ ଚରୁଛି ଗୋରୁ ଗାଈ, ଚାଷୀ ହତାଶ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ସୂବର୍ଣ୍ଣରେଖାର ନଦୀ କୂଳ ଅଞ୍ଚଳ ବାଇଗଣବାଡ଼ିଆ, ଝାଡ଼ପିମ୍ପଳ, ପଶ୍ଚିମବାର୍ଡ, ଗଡ଼ସାହି ବାଲିଆପାଳ, ପାଇକସିଦା, କୋଟସାହି ଓ ରା.ରା.ପୁର ଗ୍ରାମ ପଞ୍ଚାୟତ ଓ ବସ୍ତା

କୋଟସାହି ପଞ୍ଚାୟତର ଗୋବର୍ଦ୍ଧନପୁରରେ ଅଧିକ ସ୍ୱାବ ପରୀକ୍ଷା ପାଇଁ ଦାବୀ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ କୋଟସାହି ଗ୍ରାମ ପଞ୍ଚାୟତର ଗୋବର୍ଦ୍ଧନପୁର ରାଜସ୍ୱ ଗ୍ରାମ ଅଧିନ ପାଟଣାସାହି ପଡ଼ା ଗ୍ରାମରେ ଜଣେ ମହିଳାଙ୍କର କରୋନା ପଜିଟିଭ ବାହାରି ଥିବା

ମୃତ ହିତାଧିକାରୀଙ୍କ ନା’ରେ ରାସନ ସାମଗ୍ରୀ ହଡ଼ପ ଅଭିଯୋଗ : ତଦନ୍ତ ଦାବି…

ପଦ୍ମପୁର (ସମୃଦ୍ଧ ଓଡିଶା) ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି । ସୂଚନା ଅଧିକାରୀ ଆଇନ ଦ୍ୱାରା ଏନେଇ

ବିଶ୍ୱ ଅଙ୍ଗଦାନ ଦିବସରେ ସ୍ୱର୍ଗତ ପି.ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରବର୍ଗଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ସ୍ୱର୍ଗତ ପି.ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରବର୍ଗଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ୫ଲକ୍ଷ ଟଙ୍କା ପ୍ରୋତ୍ସାହନ

ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ଅଭିଯୋଗ : ତଦନ୍ତ ଦାବି…

ପଦ୍ମପୁର (ସମୃଦ୍ଧ ଓଡିଶା) ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି । ସୂଚନା ଅଧିକାରୀ ଆଇନ ଦ୍ୱାରା ଏନେଇ

ଗଙ୍ଗାଧର ମେହେର ଜଳସେଚନ ଏକ ମରିଚିକା : ନିର୍ବାଚନ ବେଳେ ନବୀନ ବାବୁ ମନେ ପକାନ୍ତି…

ପଦ୍ମପୁର (ସମୃଦ୍ଧ ଓଡିଶା) ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ଏକ ମରିଚିକା, ଓଡିଶା ବାସୀଙ୍କୁ ଚମକା ଦେଇ ଭୋଟ ହାସଲ କରିବାରେ ବିଜୁ ଜନତା ଦଳ ସିଦ୍ଧହସ୍ତ ।

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ନୂଆ ନିଷ୍ପତ୍ତି : ଏଣିକି ଶିଳ୍ପ ସଂସ୍ଥାକୁ ଆଧାର ନମ୍ବର…

ବିଜୟୱାଡା (ସମୃଦ୍ଧ ଓଡିଶା) ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସଆର ଜଗନମୋହନ ରେଡ୍ଡୀଙ୍କ ନୂଆ ନିଷ୍ପତ୍ତି । ଏଣିକି ରାଜ୍ୟରେ ସମସ୍ତ ଶିଳ୍ପ ସଂସ୍ଥାକୁ ଆଧାର ନମ୍ବର ପରି ଏକ ଏକକ ନମ୍ବର ଦିଆଯିବ

ପିସିସି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ପକ୍ଷରୁ ଦୁର୍ଘଟଣା ଗ୍ରସ୍ତ ସନ୍ତୋଷଙ୍କୁ ୧୦ ହଜାର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ପକ୍ଷରୁ ଦୁର୍ଘଟଣା ଗ୍ରସ୍ତ ସନ୍ତୋଷଙ୍କୁ ୧୦ ହଜାର ଟଙ୍କା ଗତକାଲି ପ୍ରଦାନ କରାଯାଇଛି । ସୂଚନା

କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ମୋବାଇଲ୍‌ ଦୋକାନକୁ ସିଲ୍‌ କଲା ପ୍ରଶାସନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲାରେ କରୋନା ସ୍ଥିତି ଅସମ୍ଭାଳ ହୋଇ ପଡିଥିବା ବେଳେ ଗଞ୍ଜାମ ସହରର କିଛି ବ୍ୟବସାୟୀ କୋଭିଡ ନିୟମ ମାନୁ ନ ଥିବା ଦେଖିବାକୁ ମିଳୁଛି

ମୋହନା ଥାନାକୁ କରାଗଲା ସାନିଟାଇଜ୍…

ମୋହନା (ସମୃଦ୍ଧ ଓଡିଶା) ସାରା ରାଜ୍ୟରେ କରୋନା ସ୍ଥିତି ସଂଗିନ୍ ଥିବାବେଳେ ଅଧିକ ସଂକ୍ରମିତ ଜିଲ୍ଲା ମଧ୍ୟରେ ଗଜପତି ରହିଛି । ଏହି ଜିଲ୍ଲାରେ କରୋନା ସଂକ୍ରମଣ କମିବାରେ ନାମ ନେଉନଥିବା

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟର ଧୀରଜ ବାଡ଼ତ୍ୟା ପ୍ରଥମ…

ଶେରଗଡ଼ (ସମୃଦ୍ଧ ଓଡିଶା) ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଉଦୟ ପ୍ରତାପ ବିଜ୍ଞାନ ଧୀରଜ ମହାବିଦ୍ୟାଳୟ ଅଭୁତ ସଫଳତା ହାସଲ କରିଛି