Day: 6 August 2020

ହାଇସ୍କୁଲ ଖେଳପଡିଆ ସମସ୍ୟାର ୫ଟି ସଚିବଙ୍କ ନିର୍ଦ୍ଦେଶରେ ଡି.ଇ.ଓ କାର୍ଯ୍ୟାଳୟ କଲା ତଦନ୍ତ : ଜଳେଶ୍ୱରରେ ହଇଚଇ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ଅନ୍ୟତମ ପୁରାତନ ସରକାରୀ ହାଇସ୍କୁଲ ଭାବେ ନୂଆବଜାରସ୍ଥିତ ସରକାରୀ ନୋଡାଲ ହାଇସ୍କୁଲ ବେସ୍ ପରିଚିତ । କିନ୍ତୁ ଏହାର ଖେଳ ପଡିଆକୁ ନେଇ ଉପୁଜିଥିବା

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ : ୮ ଗିରଫ, ୪୦୦ ଲିଟର ମଦ ଓ ୩ଟି ମୋଟର ସାଇକେଲ ଜବତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର, କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଅବକାରୀ ବିଭାଗ ପକ୍ଷରୁ ରମ୍ଭା ଥାନା ଅଞ୍ଚଳର ସନ୍ତୋଷପୁର, ରାଉଳିବନ୍ଧ ଓ ବାଗଲପୁର, ଖଲ୍ଲିକୋଟ ଥାନା ଅଧୀନସ୍ଥ ଖୋଜାପଲ୍ଲୀ ଏବଂ

ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ…

ପଦ୍ମପୁର (ସମୃଦ୍ଧ ଓଡିଶା) କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା ଦୈନିକ ମଜୁରୀ କରି ପେଟ ପାଟଣା

କୋଭିଡ଼ କେୟାର ସେଣ୍ଟର ଲୋକାର୍ପିତ ଖୁବ୍ ଶୀଘ୍ର : ପର୍ଯ୍ୟବେକ୍ଷଣ କଲେ ରାଜ୍ୟସରକାରଙ୍କ ଅତିରିକ୍ତ ସଚିବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଓ ଭୋଗରାଇ ଅଞ୍ଚଳରେ ଖୋଲା ଯାଉଥିବା କୋଭିଡ଼ ହେମ ସେଣ୍ଟରରୁ ଲକ୍ଷଣଯୁକ୍ତ ରୋଗୀଙ୍କୁ ଚିକିତ୍ସା ପାଇଁ ଜଳେଶ୍ୱର ଠାରେ ଏକ କୋଭିଡ଼ କେୟାର ସେଣ୍ଟର

ରମ୍ଭା କୋଭିଡ଼ କେନ୍ଦ୍ରର ପରିଚାଳନା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ପଡୁ….

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ପକ୍ଷରୁ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ କୋଟି କୋଟି ଟଙ୍କା ରୋଗୀଙ୍କ ଚିକିତ୍ସା ଓ ସେମାନଙ୍କୁ ଭଲ ଖାଦ୍ୟ

କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୀରବ ପ୍ରାର୍ଥନା…

ବୁଗୁଡା (ସମୃଦ୍ଧ ଓଡିଶା) ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ଅଗଷ୍ଟ ୫ ତାରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୀରବ

କଂଗ୍ରେସ ପକ୍ଷରୁ ପଟଲାମପୁର ସମବାୟ ସେବା ସମିତି ସଂପାଦକଙ୍କ ବିରୋଧରେ ଅଭିଯୋଗ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ପଟଲାମପୁର ସମବାୟ ସେବା ସମିତି ପକ୍ଷରୁ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଦୁର୍ନିତୀ ହୋଇଥିବା ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ।

କଙ୍କଡ଼ାହାଡ଼ ପଞ୍ଚାୟତକୁ ୩ ଦିନ ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଳକ କଙ୍କଡ଼ାହାଡ଼ ପଞ୍ଚାୟତରେ କରୋନା ପଜଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାର ଜଣାପଡିଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ପୂର୍ବରୁ ୬ଦିନ ଧରି

ସମ୍ବାଦପତ୍ର ନେଇ ଯାଉଥିବା ଗାଡ଼ିରେ ଯାତ୍ରୀ ପରିବହନ ଅଭିଯୋଗରେ ପୋଲିସ ୨ଟି କାରକୁ ଅଟକ ପରେ ଚେତାବନୀ ଦେଇ ଛାଡ଼ିଲେ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ବ୍ରହ୍ମପୁରରୁ ପାରଳାଖେମୁଣ୍ଡିକୁ ପ୍ରତିଦିନ ବିଭିନ୍ନ ସମ୍ବାଦ ପତ୍ର ଧରି ଆସୁଥବା ଦୁଇଟି କାରରେ ପାସେଞ୍ଜର ଧରି ଆସୁଥିବା ଏବଂ ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ

ଏସୟୁଜଜେର ରାୟଗଡ଼ା ଶାଖା ଗଠିତ…

ରାୟଗଡ଼ା (ସମୃଦ୍ଧ ଓଡିଶା) ଏସୟୁଜଜେ, ରାୟଗଡ଼ା ଜିଲ୍ଲା ଶାଖାର ପ୍ରଥମ ସାଧାରଣ ବୈଠକ ସ୍ଥାନୀୟ ବାରିଝୋଲା ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଅଜୟ କୁମାର ସାହୁଙ୍କ ଅନୁମତି କ୍ରମେ

ଡେଙ୍ଗାପଦରରେ ଆଣ୍ଟିଜେନ୍ ଶିବିର :୧୨୦ ନମୁନା ସଂଗ୍ରହ…

ଶେରଗଡ଼ (ସମୃଦ୍ଧ ଓଡିଶା) ଶେରଗଡ଼ ବ୍ଲକ ଡେଙ୍ଗାପଦର ଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶେରଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆଣ୍ଟିଜେନ୍ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଅବକାରୀ ବିଭାଗ ପକ୍ଷରୁ କୋଭିଡ ଯୋଦ୍ଧାଙ୍କୁ ସମ୍ମାନାର୍ଥେ ନୀରବ ପ୍ରାର୍ଥନା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ ଯୋଦ୍ଧାଙ୍କ ସମ୍ମାନ ନିମନ୍ତେ ବିଭିନ୍ନ ଥାନା ଏବଂ କାର୍ଯ୍ୟାଳୟ ପରିସରରେ ନୀରବ ପ୍ରାର୍ଥନା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଶନିବାରରୁ ପୁଣି ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ : ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଜିଲ୍ଲା ସ୍ତରୀୟ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ

ରାମ ମନ୍ଦିର ଭୂମି ପୂଜନ ପାଇଁ କୃତଜ୍ଞତା ଜଣାଇଲେ ବିଜେପି ରାଜ୍ୟ ଉପସଭାପତି ଭୃଗୁ

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଶ୍ରୀ ରାମ ମନ୍ଦିର ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ଏହି ପରିପେକ୍ଷିରେ ଭାରତୀୟ ଜନତା ପାର୍ଟିର ରାଜ୍ୟ

ସାମ୍ବାଦିକ ପ୍ରଣବ ସାହୁଙ୍କ ବିୟୋଗରେ ଶୋକ ସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ଯୋଦ୍ଧାଭାବେ ନିଜର କାର୍ଯ୍ୟ ସମ୍ପାଦନ କରି ଆସୁଥିବା ସାମ୍ବାଦିକ ପ୍ରଣବ ସାହୁଙ୍କର ରାସ୍ତା ଦୁର୍ଘଟଣାରେ ମୃତ୍ୟୁରେ ସମଗ୍ର ଉତ୍ତର ଓଡିଶାର ଶୋକର ଛାୟା ଖେଳି

ସବୁଠୁ କମ୍‌ ବୟସର ଓଡ଼ିଆ ଝିଅ ପାଇଲେ ଆଇଏଏସ…

ଭୁବନେଶ୍ୱର/ବାଲେଶ୍ୱର (ସମୃଦ୍ଧ ଓଡିଶା) ପ୍ରକାଶିତ ଭାରତୀୟ ସିଭିଲ୍ ସର୍ଭିସ ପରୀକ୍ଷାରେ ଚମକିଛନ୍ତି ଆଉ ଜଣେ ଓଡିଆ । ଭିଲାଇରେ ରହୁଥିବା ଏହି କୃତୀ ପରୀକ୍ଷାର୍ଥୀ ହେଉଛନ୍ତି ସିମି କରଣ ।

କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ନିରବ ପ୍ରାର୍ଥନା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଭିନ୍ନ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ସମସ୍ତ ପ୍ରକାର କାର୍ଯ୍ୟ ଓ ସଚେତନ କରି

ପ୍ଲାଜମା ଥେରାପିକୁ ଅଧିକ ପ୍ରସାର କରିବା ପାଇଁ ବ୍ରହ୍ମପୁର ଏମ୍‌କେସିଜିରେ ଆରମ୍ଭ ହେଲା ୨ଟି ପ୍ଲାଜମା ବ୍ୟାଙ୍କ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟରେ ପ୍ଲାଜମା ଥେରାପିକୁ ଅଧିକ ପ୍ରସାର କରିବା ଲକ୍ଷ୍ୟରେ ପୁଣି ଦୁଇଟି ପ୍ଲାଜମା ବ୍ୟାଙ୍କ ଆରମ୍ଭ କରାଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ