Day: 2 August 2020

ଲକଡାଉନ ଯୋଗୁଁ ଟ୍ରାକ୍ଟର ଧକ୍କାରେ ବଞ୍ଚିଲେ ସ୍ଥାନୀୟ ଲୋକେ : ୩ଟି ବାଇକ ଓ ୧ଟି ସାଇକେଲ ଚୁରମାର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବେଲଗୁଣ୍ଠା ବାଙ୍କ ବଜାରଠାରେ ଏକ ଟ୍ରାକ୍ଟର ଧକ୍କାରେ ରାସ୍ତା କଡରେ ନିଜ ଘର ପାଖରେରେ ଥିବା ସ୍ଥାନୀୟ ଲୋକଙ୍କ ୩ଟି ବାଇକ ଓ ଗୋଟିଏ ସାଇକେଲ

କରୋନା ସଂକ୍ରମଣ ଯୋଗୁଁ ଡାକସେବା ପ୍ରଭାବିତ : କାର୍‌ରେ ଆସିଲା ମାଳମାଳ ରାକ୍ଷୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ସଂକ୍ରମଣ ଯୋଗୁଁ ମାର୍ଚ୍ଚ ଶେଷ ସପ୍ତାହରୁ ଡାକସେବା ପ୍ରଭାବିତ ହୋଇଛି । ଏହାର ପ୍ରଭାବ ମଧ୍ୟ ଜଳେଶ୍ୱର ମୁଖ୍ୟ ଡାକଘର ଅଞ୍ଚଳରେ ଦେଖାଦେଇଛି ।

ବଜ୍ରପାତରେ ଜଣେ ବ୍ୟକ୍ତି ସହ ଗୋଟିଏ ଛେଳିର ମୃତ୍ୟୁ : ସରକାରୀ ସହାୟତା ପାଇଁ ଦାବି…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଅଞ୍ଚଳ କଳମା ଗ୍ରାମରେ ଏକ ବିରାଟ ଅଘଟଣ ଘଟି ଯାଇଛି । ଘଟଣାରୁ ଜଣା ପଡ଼ିଛି କଳମା ଗ୍ରାମର ମକରା

ଚଡ଼ ଚୋରମରା ଗ୍ରାମରେ ନୂତନ ବାଲି ଖାଦାନ ପାଇଁ ପ୍ରଶାସନ ତରଫରୁ ତଦନ୍ତ : ଗ୍ରାମବାସୀଙ୍କ ବିରୋଧ…

ଜଳେଶ୍ୱର/ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ଵର ତହସିଲ ଓ ଜମାଳପୁର ଆର ଆଇ ସର୍କଲ ଅଧିନ ଏକତାଳି ଗ୍ରାମର  ମେଳକ, ଗୋବର୍ଦ୍ଧନପୁର ଓ ଚୋରମରା ଗ୍ରାମ ପଞ୍ଚାୟତର ଚଡ଼ଚୋରମରା ଗ୍ରାମର ସୁବର୍ଣ୍ଣରେଖା

ଚୋରା ବାଲି ଟ୍ରାକ୍ଟର ଗ୍ରାମବାସୀଙ୍କ ଦ୍ଵାରା ଜବଦ…

ଜଳେଶ୍ୱର/ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ଵର ତହସିଲ ଅଧିନ ଜମାଳପୁର ରେଭନିଓ ଅଞ୍ଚଳର ଏକତାଳି ରାଜସ୍ୱ ଗ୍ରାମର ମେଳକ ସାହିର ଲୋକମାନେ ସେହି ଗ୍ରାମ ନିକଟରେ ସୁବର୍ଣ୍ଣରେଖା ନଦୀ ପଠାରୁ ବେଆଇନ

ସୁବର୍ଣ୍ଣରେଖାରେ ନୂତନ ବାଲି ସୈରାତ ନିଲାମ ଲାଗି ବିଭିନ୍ନ ବିଭାଗର ସର୍ଭେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀର ନୂତନ ଭାବେ ସୃଷ୍ଟି ହୋଇଥିବା ବାଲିପଠାକୁ ନିଲାମ ଦେବାଲାଗି ବାଲେଶ୍ୱର ଉପଜିଲାପାଳଙ୍କ ନିର୍ଦ୍ଦେଶରେ ଆଜି ଏକ ୨୫ଜଣିଆ ଟିମ୍ ସୁବର୍ଣ୍ଣରେଖା ନଦୀର ବିଭିନ୍ନ

ମାକିଡିଆରେ କରୋନା ପଜେଟିଭକୁ ନେଇ ଗାଁରେ ଆତଙ୍କ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କିଛିଦିନ ବ୍ୟବଧାନରେ ଜଳେଶ୍ୱର ବ୍ଲକର ପଶ୍ଚିମବଙ୍ଗ ତଥା ସୁବର୍ଣ୍ଣରେଖା ନଦୀକୂଳ ମାକିଡିଆ ପଞ୍ଚାୟତରୁ ସଂଗ୍ରହ ହୋଇଥିବା ସ୍ୱାବରୁ ଆଜି ୯ଜଣ କରୋନା ପଜେଟିଭ୍ ଜଣାଯିବା ପରେ

କରୋନା ଯୋଗୁଁ ରୋଜଗାର ହରାଇ ଆର୍ଥିକ ଅନଟନରେ କ୍ୟାଟେରିଂ ସର୍ଭିସେସ : ସହାୟତା ପାଇଁ ଅଣ୍ଟା ଭିଡ଼ିଲେ ବିଜେଡି ଯୁବନେତା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) କରୋନା ଯୋଗୁଁ ରୋଜଗାର ହରାଇ ଆର୍ଥିକ ଅନଟନର ଶିକାର କ୍ୟାଟେରିଂ ସର୍ଭିସେସ ସହ ଜଡିତ ଛଦେଶ ଅଞ୍ଚଳର ପ୍ରାୟ ୪ହଜାର ଯୁବକଙ୍କ ସହାୟତା ପାଇଁ ଅଣ୍ଟା

ରାଜ୍ୟର ବାସ୍ତବ ଚିତ୍ରକୁ ପଦାରେ ପକାଇଲା କରୋନା ମହାମାରୀ : ଭି ଚନ୍ଦ୍ରଶେଖର ନାଇଡୁ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ୨୧ବର୍ଷ ଧରି ରାଜ୍ୟରେ ଥିବା ବିଜେଡି ସରକାର ସବୁକ୍ଷେତ୍ରରେ ବିଫଳ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାଥୀ ଭି

ଭିଡିଓ କନଫେରେନ୍ସ ଜରିଆରେ ୨ଟି କୋଭିଡ ହସ୍ପିଟାଲକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫେରେନ୍ସ ଜରିଆରେ ବ୍ରହ୍ମପୁରରେ ଦୁଇଟି ୧୫୦ ବିଶିଷ୍ଠ କୋଭିଡ ହସ୍ପିଟାଲର ଉଦ୍‌ଘାଟନ କରିଛନ୍ତି । ସୂଚନା ଅନୁଯାଇ

ଅଫିସରଙ୍କୁ ଅଟକ ରଖିବାରୁ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା : ଅଫିସର ରାଜର ଏକ ନମୁନା…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡା ଗାଁରେ ସଟଡାଉନ୍ ସ୍ଥିତି ଯାଞ୍ଚ ବେଳେ ତହସିଲଦାରଙ୍କୁ ଅଟକ ଘଟଣାରେ ୨୦୦ରୁ ଅଧିକ ଜଣଙ୍କ ନାଁରେ ମାମଲା ରୁଜୁ