Day: 30 March 2020

ଅତିଶୀଘ୍ର ପାରଳାଖେମୁଣ୍ଡିରେ ଆରମ୍ଭ ହେବ କୋବିଡ଼ ହସ୍ପିଟାଲ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ସୀତାପୁର ଗ୍ରାମ ନିକଟରେ ଥିବା ସେଞ୍ଚୁରିଆନ ଉନଭେର୍ସିଟିର ଭାରତ ମାତା ଛାତ୍ରାବାସରେ ଦ୍ରୁତଗତିରେ କାର୍ଯ୍ୟ ଚାଲୁଚି କୋବିଡ଼ ହସ୍ପିଟାଲ । ବର୍ତ୍ତମାନ ହାଇ-ଟେକ

ରାଇଜିଂଷ୍ଟାର କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦,୦୦୦/- ଟଙ୍କାର ସହାୟତା ରାଶି ପ୍ରଦାନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧକ କାର୍ଯ୍ୟକ୍ରମମାନ ଗ୍ରହଣ କରୁ ଥିବା ବେଳେ ଏହାର ପୁର୍ଣ ମୁକାବିଲା

ଅପେରା ବନ୍ଦ ଯୋଗୁଁ ଦୁର୍ଗତିରେ କଳାକାର : ସହାୟତାଲାଗି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କୋରାନର ପ୍ରଭାବ ଓ ଲକ୍‌ଡାଉନ୍ ଯୋଗୁଁ ଏବେ ଓଡିଶାରେ ଥିବା ୭୦ରୁ ଅଧିକ ଯାତ୍ରା ଅନୁଷ୍ଠାନ ଏବେ ବନ୍ଦ ହୋଇଥିବାରୁ କଳାକାର ମାନେ ଦୁର୍ବିସହ ଜୀବନଯାପନ

ଓଷ୍ଠା ଜଳେଶ୍ୱର ଶାଖା ପକ୍ଷରୁ କୋରାନା ସଚେତନତା କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କୋରାନର ବିଭିଷିକାରେ ଆବାଳ ବୃଦ୍ଧବନୀତା ଆତଙ୍କିତ ହେଉଥିବା ବେଳେ ଏହାର ସଚେତନତା କାର୍ଯ୍ୟକ୍ରମ ଲାଗି ବହୁ ବ୍ୟକ୍ତି, ସଂଗଠନ ଓ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି

କୋଭିଦ-୧୯ ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଜଳେଶ୍ୱର ବିଧାୟକଙ୍କ ଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ କୋଭିଦ-୧୯ର ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ବିଧାୟକ, ସାଂସଦ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ମାସର ଦରମା ଦାନ କରିବାକୁ ନିବେଦନ

ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ଉତ୍ତର ବାଲେଶ୍ୱରର ୨୦ ଦାଦନ:ସହାୟତା ଯୋଗାଇବା ପାଇଁ କଲେ ନିବେଦନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ଓ ଭୋଗରାଇ ଅଂଚଳର ବହୁ ବ୍ୟକ୍ତି ଅନ୍ୟ ରାଜ୍ୟରେ ଦାଦନଭାବେ କାର୍ଯ୍ୟ କରିବାକୁ ଯାଇ ଏବେବି ଫସିରହିଥିବା କୁଯାଇଆସୁଛି । ଆନ୍ଧ୍ରପ୍ରଦେଶର

୬୦ନଂ ଜାତୀୟ ରାଜପଥର ସୀମାନିକଟରୁ ୩୮ ଶ୍ରମିକଙ୍କୁ ଉଦ୍ଧାର:ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜଳେଶ୍ୱର ଆଇସୋଲ୍ୟୁସନ ଶିବିରରେ ଅଟକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଓ ଓଡିଶା ଉଚ୍ଚ ନ୍ୟାୟାଳୟର ଆଦେଶରେ ସମସ୍ତ ରାଜ୍ୟର ସୀମା ସୀଲ ହୋଇଥିଲେ ମଧ୍ୟ ଆଜି ସକାଳେ ୨ଟି ଦଳର ୩୮ଜଣ

ସାଇ ପରିବାର ପିଙ୍ଗୁଆ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସାଇ ପରିବାର ପିଙ୍ଗୁଆ ତରଫରୁ ସମାଜସେବୀ ଜ୍ଞାନ ରଂଜନ ସିଂହ(ସିପୁ) ଏବଂ ସମସ୍ତ ସଦସ୍ୟ ସ୍ଥାନୀୟ ଅଞ୍ଚଳର ଥିବା ଆଦିବାସୀ ଗରିବ ଖଟିଖିଆ ଦିନ ମଜୁରିଆଙ୍କ

ଲକ୍‌ଡାଉନ୍‌ ଆଉ ବଢିବ ନାହିଁ : ଗୁଜବକୁ ସ୍ପଷ୍ଟ କଲେ କେନ୍ଦ୍ର କ୍ୟାବିନେଟ୍‌ ସଚିବ…

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଗତ ରବିବାରକୁ ମିଶାଇଲେ ୮ ଦିନ ହେଲା ସାରା ଦେଶ ସ୍ତବ୍ଦ ଅର୍ଥାତ ଶୂନଶାନ ହୋଇଯାଇଛି । ଗରୀବ ଅସହାୟ ଶ୍ରମଜୀବୀମାନେ କାମ ଧନ୍ଦା ନ ପାଇ ହନ୍ତସନ୍ତ

ଲକଡାଉନ ଅବମାନନା: ଆମ୍ବୁଲାନ୍ସରେ ଯାଉଥିବା ୬ ଜଣକୁ ପୋଲିସ କାବୁ କରିଛି…

ରାୟଗଡା(ସମୃଦ୍ଧ ଓଡିଶା)ଏକୋଇଶି ଦିନିଆ ଲକଡାଉନର ଆଜି ହେଉଛି ଷଷ୍ଠ ଦିନ । ଲକ୍ ଡାଉନର ପ୍ରଭାବ ଦିଲ୍ଲୀଠୁ ପଲ୍ଲି ସବୁଠି ଦେଖିବାକୁ ମିଳୁଛିି ।  ବନ୍ଦ ଯୋଗୁ ଶୂନଶାନ ହୋଇପଡୁଛି

ଆନ୍ଧ୍ର ପୂର୍ବତନ ମୂଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସାରେ ପୋତି ଦେଲେ…

ବିଜୟୱାଡା(ସମୃଦ୍ଧ ଓଡିଶା)ବିଶ୍ୱରେ ଆତଙ୍କ ଖେଳି ଯାଇଥିବା ମହାମାରୀ କରୋନା ଭାଇରସ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶରେ ସମସ୍ତ ରାଜନୈତିକ ଦଳ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ପୂର୍ଣ

‘ଜୟ ଅଫ ଗିଭିଂ’ ଓ ବିଜେଡି ତରଫରୁ ଖାଦ୍ୟ ବଣ୍ଟନ…

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା )ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଭିନ୍ନ ସାହିମାନଙ୍କରେ ଖାଦ୍ୟ ଦ୍ରବ୍ୟ ତଥା ଵିସ୍କେଟ, ଓ ପାନୀୟ ଜଳ , ଜୟ ଅଫ ଗିଭିଂ ସଂସ୍ଥା ର ମୁଖ୍ୟ