Day: 22 September 2018

ମୋଦିଙ୍କୁ ଇମ୍ରାନଙ୍କ କଟାକ୍ଷ : ବେଳେବେଳେ ଛୋଟ ଲୋକ ବଡ଼ ଚୌକିରେ ବସିଯାଆନ୍ତି

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରସ୍ତାବିତ କଥାବାର୍ତ୍ତାକୁ ଭାରତ ପକ୍ଷରୁ ବାତିଲ କରାଯିବା ପରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଭାରତ ସରକାରଙ୍କୁ

ନିର୍ଦ୍ଦେଶକଙ୍କ ଚକକରରେ ପଡ଼ି ନିଜ କ୍ୟାରିଅର୍‌ ବରବାଦ୍‌ କରିଥିଲେ ଅମିଷା ପଟେଲ୍‌

ମୁମ୍ବାଇ: ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଫିଲ୍ମ ‘କହୋ ନା ପ୍ୟାର୍‌ ହେ’ରୁ କରିନା କପୁର ଓହରି ଯାଇଥିଲେ। ତା’ପରେ ସେହି ଭୂମିକାଟି ମିଳିଥିଲା ସୁଇଟ୍‌ ଅମିଷା ପଟେଲ୍‌ଙ୍କୁ। ଅମିଷା

ହାତଗୁଞ୍ଜା ନ ଦେଲେ ଓଡ଼ିଶା ସରକାରରେ ଗରିବଙ୍କ କାମ ହେଉ ନାହିଁ:ପ୍ରଧାନମନ୍ତ୍ରୀ

ଝାରସୁଗୁଡା: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଉଦ୍‌ଘାଟନ ପରେ ଝାରସୁଗୁଡାରେ ଅନୁଷ୍ଠିତ ବିଶାଳ ଜନ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଗତକାଲି ବିଦର୍ଭ ଅଞ୍ଚଳରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ଉତ୍ତରପୂର୍ବ ଦିଗକୁ ଗତି କରିଛି। ଏହି ଅବପାତ  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବାକୁ

ଝାରସୁଗୁଡ଼ାଠାରେ ‘ବୀର ସୁରେନ୍ଦ୍ରସାଏ ବିମାନବନ୍ଦର ’କୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଝାରସୁଗୁଡ଼ା:ଆଜି ଝାରସୁଗୁଡ଼ା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଭାବେ ‘ବୀର ସୁରେନ୍ଦ୍ରସାଏ ବିମାନବନ୍ଦର’କୁ ଲୋକାର୍ପିତ କରିଛନ୍ତି। ଏହି ଲୋକାର୍ପଣ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ,

ଲିଙ୍ଗଡୋ କମିଶନ ନିୟମ କୁ ବେଖାତିର ଦଳୀୟ ପ୍ୟାଡ଼ରେ ପ୍ରାର୍ଥୀଙ୍କ ନାମ

ଭୁବନେଶ୍ବର ( ଆକାଶ ମିଶ୍ର ) : ଛାତ୍ର ସଂସଦ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ଏବେ ଠୁ କ୍ୟାମ୍ପସ୍ ଚଳଚଞ୍ଚଳ ହୋଇସାରିଛି। ସୂଚନା ଅନୁଯାୟୀ

ରାଶିଫଳ

ମେଷ: ଆଜି ଆପଣଙ୍କ ସହିତ ଭଲ ହିିଁ ଭଲ ହେବ। ସାହସ ବଢ଼ିବ, ସମ୍ମାନ ମିଳିବ ଓ ପଇସା ଆସିବ। ବିଦେଶ ଯିବାର ରାସ୍ତା ଉନ୍ମୁକ୍ତ ହେବ। ବେକାରଙ୍କୁ ରୋଜଗାର

କେମିତି କରିବେ ନବଗ୍ରହ ଶାନ୍ତି ପୂଜା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୃଥିବୀର ପ୍ରତ୍ୟେକ ପ୍ରାଣୀ, ସେ ମଣିଷ ହେଉ କି ପଶୁପକ୍ଷୀ, ଗଛଲତା ଅଥବା ନିର୍ଜୀବ ବସ୍ତୁ- ସମସ୍ତଙ୍କ ଉପରେ ଗ୍ରହର ପ୍ରଭାବ ପଡ଼ିଥାଏ। ଚନ୍ଦ୍ରମାଙ୍କ

ଡାଇବେଟିସ୍‌ର ଉପଚାର ପାଇଁ ଆପଣାନ୍ତୁ ଏହି ୫ଟି ଆୟୁର୍ବେଦିକ ଉପଚାର

ଭୁବନେଶ୍ୱର: ମଧୁମେହ ବା ଡାଇବେଟିସ୍‌ ଏକ ଦୀର୍ଘକାଳୀନ ସ୍ଥିତି ଯାହା ବିଭିନ୍ନ କାରଣରୁ ହୋଇଥାଏ। WHO ଅନୁସାରେ, ଦୁନିଆରେ ସବୁଠାରୁ ଅଧିକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ଡାଇବେଟିସ୍‌ ଅନ୍ୟତମ।

ଫୁଲବାଣୀ ଟାଉନ ପୁଲିସର ଚଢ଼ାଉ:୮ ଚୋରା ବାଇକ ଜବତ୍‌, ମାଷ୍ଟର ମାଇଣ୍ଡ ସହ ୩ ଗିରଫ

ଫୁଲବାଣୀ:ଫୁଲବାଣୀ ଟାଉନ ପୁଲିସ ଗୋଟିଏ ବାଇକ ଚୋରିକୁ ନେଇ ତନଘନା ଚଳାଇବା ସହ ସୁରାକ ପାଇ ବିଭିନ୍ନ ସ୍ଥାନରେ ଚଢାଉ କରି ୮ଟି ଚୋରା ବାଇକ ଜବତ କରିଛି। ଏଥିରେ

ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇ ୫୦୦ ଛାତ୍ରଛାତ୍ରୀଙ୍କ ଧାରଣା

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକର ନୂଆକଟସ୍ଥିତ ସରକାରୀ ଉନ୍ନୀତ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟର ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି। ଏହି ବିଦ୍ୟାଳୟରେ

ବିଜେଡ଼ିରେ ଅସହିଷ୍ଣୁତା ବଢୁଛି, ଦଳରେ ଥିବା ନେତାମାନେ ଅସହାୟ ଓ ଅଣନିଶ୍ୱାସୀ

ଭୁବନେଶ୍ୱର,(ପ୍ରସାଦ ରାଓ): କିଛି ଦିନ ହେଲା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏଭଳି କିଛି ‘ପୋଷ୍ଟିଂ’ ଦେଖିବାକୁ ମିଳୁଛି, ଯେଉଁଥିରୁ କି ଓଡ଼ିଶାରେ ଶାସକ ଦଳରେ ଅସହିଷ୍ଣୁତା ଓ ଅସହାୟତା ବୃଦ୍ଧିି

କେମିତି ଦୂର ହେବ ପୁଲିସ ପ୍ରତି ଥିବା ଅବିଶ୍ୱାସ ?

– ପ୍ରସାଦ ରାଓ- ଭୁବନେଶ୍ୱର, ସେପ୍ଟେମ୍ବର ୧୬ : ବ୍ରିଟିଶ ଶାସନରେ ଭାରତୀୟଙ୍କୁ ଭୟଭୀତ କରି ରଖିବା ସକାଶେ ପୁଲିସ ବାହିନୀକୁ ଯଥେଷ୍ଟ କ୍ଷମତା ଦିଆଯାଇଥିଲା । ଭାରତୀୟଙ୍କୁ ଡ଼ରାଇ ଥରାଇ

ଧଉଳିରେ ପର୍ଯ୍ୟଟନ ପର୍ବ ଅବସରରେ ସ୍ୱଚ୍ଛଭାରତ ଚିିତ୍ର ଆଙ୍କିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର – ବିଶ୍ୱ ପର୍ଯ୍ୟଟନ ପର୍ବ ଅବସରରେ ଧଉଳି ଶାନ୍ତିସ୍ତୁପଠାରେ ଭାରତ ପର୍ଯ୍ୟଟନ ଓ ଧଉଳି ଚାରୁକଳା ମହାବିଦ୍ୟାଳୟର ମିଳିତ ସହଯୋଗରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି

ସୋଆ ଏନ୍ଏସ୍ଏସ୍ ଏବଂ କମିଶନରେଟ୍ ପୋଲିସ୍ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର :ରକ୍ତଦାନ କରୁଥିବା ବ୍ୟକ୍ତି ମଧ୍ୟ ଜାଣିବା ଉଚିତ୍ ଯେ ଶରୀରରୁ ରକ୍ତ ଦେବା ଦ୍ୱାରା ସେ ନିଜ ପାଇଁ ମଧ୍ୟ ଉପକାର କରିଥାଏ । ଏହା କହିଛନ୍ତି ସୋଆ ଡିମ୍‍ଡି

ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଇସ୍ତପା ଦାବିକଲା ବିଜେପି

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ରାମଚଚନ୍ଦ୍ରପୁର ଥାନା ପଦନା ଗାଁରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରି ସେମାନଙ୍କ ଠାରୁ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଦୀପ ସାହୁ ଓରଫ ଟୁଲକୁ ଛଡାଇ ନେବା

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠିତ

ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠିତ ହୋଇଛି । ଏହି କମିଟି ରାଜ୍ୟସ୍ତରରେ ଗାନ୍ଧୀଙ୍କ ଜନ୍ମବାର୍ଷିକୀ ପାଳନର

ହୃଦଘାତ ରୋଗୀର ଜୀବନ ବଞ୍ଚାଇ ଉଦାହରଣ ପାଲଟିଲେ ବଳରାମ ସିଂ

ଭୁବନେଶ୍ୱର: ଭୁବନେଶ୍ୱର ରେଳଷ୍ଟେସନରେ ଗତକାଲି ବିଳମ୍ବିତ ରାତିରେ ଜଣେ ହୃଦଘାତ ରୋଗୀର ଜୀବନ ବଞ୍ଚାଇ ଜିଆରପିର କନଷ୍ଟେବଳ ବଳରାମ ସିଂ ଓରଫ ବଳିଆ ସବୁ ମହଲରେ ପ୍ରଶଂସା ସାଉଁଟିଛନ୍ତି । କେବଳ

ଅଭିଜିତ୍ ଆୟାର ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ଫରୱାର୍ଡ଼ ବ୍ଲକର ଦାବି

ଭୁବନେଶ୍ୱର -ଓଡ଼ିଶା ମାଟିର ଐତିହ୍ୟ, କଳା-ସଂସ୍କୃତି, ଭାସ୍କର୍ଯ୍ୟ ଏବଂ ସର୍ବୋପରି ଓଡ଼ିଆ ଜାତି ସମ୍ପର୍କରେ ଅସମ୍ମାନସୂଚକ ତଥା ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିବା ଆର.ଏସ୍.ଏସ୍. କର୍ମୀ ଅଭିଜିତ ଆୟାର ମିତ୍ରର

ଟଙ୍କିକିଆ ଚାଉଳ ଲାଗି କେନ୍ଦ୍ର ରାଜ୍ୟ ସରକାରଙ୍କୁ ଦେଉଛି ମାସିକ ୪୫୦ କୋଟି

ତାଳଚେର: ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଓଡ଼ିଶା ଗସ୍ତରେ ଆସି ମୋଦି ପ୍ରଥମେ ଦେଶର ପ୍ରଥମ କୋଇଲାରୁ ଗ୍ୟାସ ଆଧାରିତ ସାରକାରଖାନାର

ଭାରତୀୟ ଛାତ୍ରଛାତ୍ରଙ୍କ ଗବେଷଣା ପାଇଁ ଫୁଲ‍ବ୍ରାଇଟ୍ ଫେଲୋସିପ୍‌ରେ ପର୍ଯ୍ୟାପ୍ତ ସୁଯୋଗ ରହିଛି

ଭୁବନେଶ୍ୱର -ଆମେରିକାସ୍ଥିତ ଫୁଲ୍‌ବ୍ରାଇଟ୍ ଫେଲୋସିପ୍ କାର୍ଯ୍ୟକ୍ରମ ସଂପର୍କରେ ଗବେଷଣାରତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାପାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଏକ ଶିକ୍ଷା ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ବବିଦ୍ୟାଳୟର