Day: 1 September 2018

ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କ ଆନ୍ଦୋଳନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମର୍ଥନ

ଭୁବନେଶ୍ୱର:ରାଜ୍ୟର ବିଭାଗୀୟ ମୁଖ୍ୟ ଦପ୍ତରରେ ଗତ ୧୫ଦିନ ଧରି ଚାଲିଥିବା କର୍ମଚାରୀଙ୍କ ଆନ୍ଦୋଳନକୁ ବିଜେପି ସମର୍ଥନ କରିଛି। ଏପଟେ ଆନ୍ଦୋଳନ ଯୋଗୁ ରାଜ୍ୟର ସମସ୍ତ ବିଭାଗୀୟ ମୁଖ୍ୟ ଦପ୍ତର, ଆରଡିସି

ରାଜ୍ୟର ଋଣ ବୋଝ ୯୨ ହଜାର କୋଟି ଛୁଇଁଲାଣି, ଋଣ କରି ଘିଅ ପିଉଛନ୍ତି ସରକାର

ଭୁବନେଶ୍ୱର:ରାଜ୍ୟରେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ରାଜ୍ୟର ଋଣବୋଝ ୯୨ହଜାର କୋଟିରେ ପହଞ୍ଚିଲାଣି। ଓଡ଼ିଶା ସରକାର ଋଣ କରି ଘିଅ ପିଇବା ନୀତିରେ ବିଶ୍ୱାସ କରୁଛନ୍ତି। ନୂଆ ଯୋଜନା କାର୍ଯ୍ୟକାରୀ ହେଉଛି

ଆନ୍ନା କେଂଟିନ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ତିରୁପତିର ମୁତୟଲାରେଡିପାଲିରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁନାଇଡ଼ୁ ସାଧାରଣବର୍ଗର ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇଦିଆଯାଉଥିବା ଅର୍ଣ୍ଣଦାନକେନ୍ଦ୍ର ତଥା ଆନ୍ନା କ୍ୟାଣ୍ଟିନ ଉଦ୍ଘାଟନକଲେ 

ପଖାଳ ଭାତର ଫାଇଦା ଜାଣନ୍ତି କି?

ରାତିରେ ଯଦି ଭାତ ବଢ଼ିଯାଏ,ତେବେ ଆମମାନଙ୍କ ଭିତରୁ ଅନେକଙ୍କ ଘରେ ତାକୁ ଫିଙ୍ଗି ଦିଆଯାଇଥାଏ। କେତେକ ତାକୁ ଗୋରୁ ହାଣ୍ଡିରେ ପକାଇ ଦେଇଥାନ୍ତି। ହେଲେ ଆପଣ ଯଦି ବାସି ଭାତର

ଗେରେଡା ପିଇଓଙ୍କଠୁ ଭତ୍ତା ଟଙ୍କା ଲୁଟ୍‌ ମାମଲା:ମାଷ୍ଟରମାଇଣ୍ଡ ଛୋଟାର ସହଯୋଗୀ ସମେତ ୩ ଗିରଫ

ଭଂଜନଗର,: ଗତ ଜୁନ୍‌ ୧୩ ତାରିଖରେ ଜଗନ୍ନାଥପ୍ରସାଦ ବ୍ଲକ ଗେରେଡା ପିଇଓ ବସନ୍ତ କୁମାର ସାହୁଙ୍କଠୁ ୨.୧୦ ଲକ୍ଷ ଭତ୍ତା ଟଙ୍କା ଲୁଟ୍‌ ମାମଲାରେ ପୁଲିସ ଆଉ ଜଣେ ଅଭିଯୁକ୍ତ

ରାଶିଫଳ

ମେଷ: ଆପଣଙ୍କର ଆତ୍ମବିଶ୍ୱାସ ବଜାୟ ରହିବ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ସୁଖଦ ସମାଚାର ମିଳିବା ହେତୁ ମନ ପ୍ରସନ୍ନ ରହିବ। ପରିବାରରେ ଏକତା ଓ ପ୍ରେମ ବଢ଼ିବ।

ସୋସିଆଲ ମିଡ଼ିଆଉପରେ ବିଜେପି ମହିଳାମୋର୍ଚାର ନଜର

ଭୁବନେଶ୍ୱର : ବିଜେପି ମହିଳା ମୋର୍ଚ୍ଚାର ଦୁଇ ଦିନିଆ ମହାଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି। ଏଥିରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରାହତକର ଯୋଗ ଦେଇ

ଆମ୍ବୁଲାନ୍ସ ବିକ୍ରି ନେଇ ମୁହାଁମୁହିଁ ଖିଦମତର ଦୁଇ ଗୋଷ୍ଠୀ:ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦେଶ

ସମ୍ବଲପୁର: ଆମ୍ବୁଲାନ୍ସ ନେଇ ମୁସଲିମ ସାମାଜିକ ଏବଂ େଓ୍ଵଲଫେୟାର ସଂଗଠନ ଖିଦମତର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଲୋକଙ୍କ ଠାରୁ ଚାନ୍ଦା ସଂଗ୍ରହ କରି କ୍ରୟ

୩ କୋଟି ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀ ନବୀନ ଦୂତିଚାନ୍ଦଙ୍କୁ ପ୍ରଦାନ କଲେ

ଭୁବନେଶ୍ୱର: ଓଡ଼ିଶାର ସୁଯୋଗ୍ୟା ଧାବିକା ଦୂତି ଚାନ୍ଦ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।

ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଥିଲେ ରାହୁଲ ଗାନ୍ଧି କିପରି ?

ନୂଆଦିଲ୍ଲୀ : ମାତ୍ର କେଇ ସେକେଣ୍ଡ ବିଳମ୍ବ ହୋଇଥିଲେ ଦୁର୍ଘଟଣାଗ୍ରସ୍ତ ହୋଇଥାଆନ୍ତା କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କ ବିମାନ। ସୌଭାଗ୍ୟବଶତଃ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ସେ। ଉପରୋକ୍ତ

କୃପଣ ର ୨ ଟଙ୍କା

ରାଧେଶ୍ୟାମ ର ନାଁ ଶୁଣି ଗଲା ଅଇଲା ଲୋକ ନାକ ମୁହଁ ଆମ୍ବିଳା କାହିଁକି କରନ୍ତି ଏବେ ଏବେ ବଡ଼ ହେଲାରୁ ଶଙ୍କର, ସାନିଆ, ମାନିଆ ବୁଝିଲେ। ଆଗରୁ କଥା

ଏବେ ଏବେ ସେ

ତମାମ ଡହକା ଗ୍ରୀଷ୍ମରେନା ଘାସ ନା ଅନାଵନା ଗଛଉପହାର ଦେବାକୁ କଅଣ ଥାଏ ଯେ ମାଟିରମାଟି ନିଜେ ତ ତୃଷାର୍ତ୍ତଆଉ କେଉଁ ସବୁଜିମା ର ଜ୍ୟାମିତିକେଉଁ ମଞ୍ଜି ପାଇଁ ଜରାୟୁଖାଲି