Day: 30 August 2018

ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଖିରେ ଲୁହ : ହଜିଗଲେ ହରିକ୍ରିଷ୍ଣା

ହାଇଦ୍ରାବାଦ: ତେଲୁଗୁଦେଶମ ପରଟିର ବରିଷ୍ଠ ନେତା ତଥା ଆନ୍ଧ୍ର ର ପ୍ରଖ୍ୟାତ ଅଭିନେତା ଏନ ଟି ରାମାରାଓଙ୍କ ପୁତ୍ର ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ଶାଳକ ହରିକ୍ରିଷ୍ଣା ଆଜି ଭୋରରେ

୪୮ ଘଣ୍ଟା ମଧ୍ୟରେ ୨ ଲକ୍ଷ ଲୋକଙ୍କୁ ଉଦ୍ଧାରକରି ଆଇଏଏସ୍‌ ଅଧିକାରୀ ପାଲଟିଲେ ହିରୋ

ବେଙ୍ଗୁଲୁରୁ : ଜଣେ ତେଲୁଗୁ ଆଇଏଏସ୍‌ ଅଫିସର୍‌ କେରଳ ବନ୍ୟାରେ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଜଣେ ହିରୋ ପାଲଟିଛନ୍ତି। ତାଙ୍କ ବୁଦ୍ଧି ହେତୁ ମାତ୍ର ୪୮ ଘଣ୍ଟା

ଆଇନଜୀବୀଙ୍କୁ ପୋଲିସର ମାଡ଼ ଘଟଣାରେ ୩ ପୋଲିସ କର୍ମଚାରୀ ନିଳମ୍ବିତ…

କଟକ (ସମୃଦ୍ଧ ଓଡିଶା) ଆଇନଜୀବୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଆଜି ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।  ପୋଲିସ ଜଣେ ହାବିଲଦାର ଓ ୨ ଜଣ କନଷ୍ଟେବଳଙ୍କୁ କାର୍ଯ୍ୟରୁ

କଟିବ ୧୦ ଜଣ ସାଂସଦ ଓ ୩୦ରୁ ୩୫ ବିଧାୟକଙ୍କ ଟିକେଟ, ଚାଲିଛି ସର୍ଭେ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ବିଜେଡି ଏବେ ନିଜର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ଚୂଡ଼ାନ୍ତ ରୂପ ଦେଉଥିବା ଜଣାପଡ଼ିଛି।ଏକସଙ୍ଗେ ଦୁଇ ପ୍ରକାରର ନିର୍ବାଚନୀ ଫର୍ମୂଲା ପ୍ରସ୍ତୁତ କରି ଶେଷ

ଜଣେ ମହିଳା ସାଂବାଦିକାଙ୍କୁ ହତ୍ୟା କଲେ ଦୁର୍ବୁତ୍ତ

ଢ଼ାକା: ବାଙ୍ଗ୍‌ଲାଦେଶର ଏକ ଟେଲିଭିଜନ ଚ୍ୟାନେଲ୍‌ରେ କାର୍ଯ୍ୟ କରୁଥିବା ସାମ୍ବାଦିକାଙ୍କୁ ତାଙ୍କ ବାସଭବନରେ କେହି ଅଜଣା ବ୍ୟକ୍ତି ପଶି ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କର ହତ୍ୟା କରିଥିବା ବୁଧବାର

31 ଯାଏଁ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 4.9 ମିମି ହାରାହାରି ବୃଷ୍ଟିପାତ ହୋଇଛି | ମାଲକାନଗିରି, କେନ୍ଦୁଝର, କୋରାପୁଟ ଓ ଅନୁଗୋଳ ଜିଲ୍ଲାରେ ହାରାହାରି 10ମିମି ବୃଷ୍ଟିପାତ ହୋଇଛି

କେଉଁ ଠାକୁର ପିନ୍ଧନ୍ତି କେଉଁ ଅଳଙ୍କାର

ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ। ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ସୁନାବେଶ ଦିନ ତିନିଠାକୁର କ’ଣ ପିନ୍ଧନ୍ତି ଆସନ୍ତୁ ଜାଣିବା। ଶ୍ରୀଗୁଣ୍ଡିଚା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ ଆଷାଢ଼ ଶୁକ୍ଲ

ମୁଣ୍ଡରେ ରୁପି ନ ହେବା ପାଇଁ ଖାଆନ୍ତୁ ଏଇ ସବୁ ଜିନିଷ

ରୁପି, ବିଶେଷତଃ, ଶୀତଋତୁରେ ହେଉଥିଲେ ମଧ୍ୟ କିଛି ଲୋକଙ୍କ ମୁଣ୍ଡରେ ଏହା ସବୁ ଦିନିଆ ସମସ୍ୟା ହୋଇଥାଏ। ଏଥିପାଇଁ ସେମାନେ ରୁପି-ନିରୋଧୀ ସାମ୍ପୂ ଉପରେ ନିର୍ଭର କରି ଚଳନ୍ତି। ମାତ୍ର

ମୁମ୍ବାଇସ୍ଥିତ ଉତ୍କଳ ମହାରଣା ସମାଜର ବୈଠକ

ମୁମ୍ବାଇ: ମୁମ୍ବାଇ ସାକିନାକା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଉତ୍କଳ ମହାରଣା ସମାଜ ମୁମ୍ବାଇର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁମ୍ବାଇ ଉତ୍କଳ ସମିତିର ଉପ ସଭାପତି

ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡଯନ୍ତ୍ର ନା ମାଓଲିଂକ୍ !

– ପ୍ରସାଦ ରାଓ – ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଦେଶରେ ଅବଗଣନା ଆରମ୍ଭ ହୋଇଯାଇ ଥିବା ବେଳେ କେନ୍ଦ୍ରର କ୍ଷମତାସୀନ ବିଜେପି ସରକାର ଓ ବିରୋଧୀଙ୍କ ମଧ୍ୟରେ ଛକାପଂଝା

ଖୁଚୁରା ବଜାର ଉପରେ ଗୁଗୁଲ୍‌ର ନଜର:୪୦୦୦ କୋଟି ନିବେଶ ଯୋଜନା

ନୂଆଦିଲ୍ଲୀ: ଭାରତର ଖୁଚୁରା ବଜାର ଏବେ ବିଦେଶୀ କମ୍ପାନିଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ନିକଟରେ ଇ-କମର୍ସ କମ୍ପାନି ଫ୍ଲିପ୍‌କାର୍ଟର ୭୭ ପ୍ରତିଶତ ଅଂଶଧନକୁ ଆମେରିକାର ଓ୍ଵାଲମାର୍ଟ କିଣିନେଇଛି।

ଶ୍ରାବଣୀ ଉପାକର୍ମ ଓ ରକ୍ଷା ବନ୍ଧନ

ପ୍ରାଚୀନ ବୈଦିକ୍ ଆର୍ଯ୍ୟ ପର୍ବ-ପର୍ବାଣୀ ମଧ୍ୟରେ ଶ୍ରାବଣୀ ଉପାକର୍ମ ହେଉଛି ଏକ ମହତ୍ୱପୂର୍ଣ୍ଣ ପର୍ବ । ଶ୍ରାବଣ ପୂର୍ଣ୍ଣିମାଠାରୁ ଆରମ୍ଭ କରି ଭ୍ରାଦ୍ରବ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ନଅଦିନ ଧରି ଏହାକୁ

ରାଶିଫଳ

ମେଷ: ଭାଗ୍ୟ ଆପଣଙ୍କୁ ସହଯୋଗ କରିବ। ସମାଜରେ ପ୍ରାଧାନ୍ୟ ବୃଦ୍ଧି କରିବାକୁ ଚେଷ୍ଟା କରିବେ। ବେକାରଙ୍କୁ ଭଲ ଚାକିରି ମିଳିପାରେ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଧୂସର।