୧୦,୭୮୦ କିଲୋ ଗଞ୍ଜେଇ ଜବତ : ଜଣେ ଗିରଫ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସନ୍ଧ୍ୟାରେ ଭଞ୍ଜନଗର ମୁଜାଗଡ ଗ୍ରାମ ହନୁମାନ ମନ୍ଦିର ନିକଟରେ ୧୦,୭୮୦ କିଲୋ ଗଞ୍ଜେଇ ଜବତ କରାଯାଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଏହାସହ ଏହି ଚଢାଉରେ ଭାର୍ମିମାଣ ଅବକାରୀ ଏସ୍ ଆଇ ଦୁର୍ଯ୍ୟୋଧନ ଦିଗାଲ୍ ଇନ୍ସପେକ୍ଟର ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା