– ସ୍ମୃତି –

ସ୍ମୃତି ତୁମେ ଏମିତି ଆସ ……..

ସାମନାରେ ଝିଡା ହୁଅ…. ।

ସମାହିତ ପ୍ରଶ୍ନ ସବୁ ଉତ୍ତର ଖୋଜନ୍ତୁ ଚାହିଁକି……..

ସମୁଦ୍ର …. ରହସ୍ୟର ପନ୍ଥା ମଧ୍ୟରେ …….. ।

ସାଧାରଣ ମଣିଷ ଆଗେ ………….

ସମୁଦ୍ର ମଧ୍ୟରେ ତ ମଦଳ ଅଛି ……….. ।

ଜୀବନ ଅଛି ………….. ଆଦୃଶ୍ୟତା ମଧ୍ୟରେ ସୁସ୍ମତା……. ।

ଯେତେ ମିଶ୍ର ମନର ଗତି ……….. ଏଇ ଅଛି …. ପୁଣି ନାହିଁ….. ।

କ୍ଷଣିକରେ ବୁଲି ଆସେ ବ୍ରହ୍ମାଣ୍ଡ…. ସୂର୍ଯ୍ୟତାରା ନକ୍ଷତ୍ର……..।

ମୁକ୍ଷ୍ୟ ତୁ ଏ ଜଗତ ମୁଁ …… ।

ଆଜିର ଛମ୍ରିତା…. ବି ମନନା ସୁକ୍ଷ୍ମ କର…. ।

କାଳୟରେ ଘଟିଯାଇଥିବା ସୂର୍ଯ୍ୟ…..

ଆକାଶର ସାମ୍ରାଜ୍ୟରେ …….

ବା ଜଳର ଆତ ଜାତ…

ଭିନ୍ନ ଭିନ୍ନ ଆକୃତି…. ।

ସଖୀ ସାର୍ତ୍ତକୀ, ଭୁବନେଶ୍ୱର

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା