ଶିଖରପୁର କଂଗ୍ରେସ କମିଟି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ : ୬୪ ୟୁନିଟ ରକ୍ତ ସଂଗୃହିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ଵର ଠାରେ ଅନୁଷ୍ଠିତ ଦଳର ଜନ ସଂପର୍କ ସମାବେଶରେ ଯୋଗଦେବା ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ ଦଳ ପକ୍ଷରୁ ରକ୍ତଦାନ, ଅଙ୍ଗଦାନ, ସ୍ୱାସ୍ଥ୍ୟ ଶିବିର ଇତ୍ୟାଦି ”ସଂଜୀବନୀ” ନାମରେ ଆୟୋଜିତ ହେବ ବୋଲି ଘୋଷଣା କରିଥିଲେ । ଏହି ଅବସରରେ ଜଳେଶ୍ୱର ବ୍ଲକ ଭାରତୀୟ ଜାତୀୟ କଂଗ୍ରେସ ଶିଖରପୁର (ସଂଜୀବନୀ) ଗ୍ରାମ ପଞ୍ଚାୟତ କମିଟି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ ଆମ ଓଡ଼ିଶା ଓ ଜିଲ୍ଲା ରକ୍ତଦାତା ସଂଘ ମିଳିତ ସହଯୋଗରେ ଲକ୍ଷ୍ମୀକାନ୍ତଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ସଭାପତି ପଞ୍ଚାନନ ବଳରାମ ଓଝା ଓ ବରିଷ୍ଠ କଂଗ୍ରେସ ନେତା ଲକ୍ଷ୍ମୀକାନ୍ତ ଗିରିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ କଂଗ୍ରେସ ନେତା ତଥା ସ୍ତମ୍ବକାର ସୁଦର୍ଶନ ଦାସ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ସମ୍ପାଦକ ଇଂ. ହୃଷୀକେଶ ସାହୁ, କଂଗ୍ରେସ ବ୍ଲକ ସଭାପତି ରାଜୀବ ପରିଡ଼ା, ସାମ୍ବାଦିକ ସତ୍ୟବ୍ରତ ପ୍ରଧାନ, ଲକ୍ଷ୍ମୀଧର ବାରିକ, କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ହେମନ୍ତ ଗିରି, ଜଳେଶ୍ୱର କିଷାନ କଂଗ୍ରେସର ସଭାପତି ସୁଦାମ ଶିଖରପୁର କଂଗ୍ରେସ କମିଟି ପକ୍ଷରୁ ରକ୍ତଦାନ ଶିବିର (ଫ) ଜଳେଶ୍ୱର, ବାଲେଶ୍ଵର ଠାରେ ଅନୁଷ୍ଠିତ ଦଳର ଜନ ସଂପର୍କ ସମାବେଶରେ ଯୋଗଦେବା ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ ଦଳ ପକ୍ଷରୁ ରକ୍ତଦାନ, ଅଙ୍ଗଦାନ, ସ୍ୱାସ୍ଥ୍ୟ ଶିବିର ଇତ୍ୟାଦି ”ସଂଜୀବନୀ” ନାମରେ ଆୟୋଜିତ ହେବ ବୋଲି ଘୋଷଣା କରିଥିଲେ । ଏହି ଅବସରରେ ଜଳେଶ୍ୱର ବ୍ଲକ ଭାରତୀୟ ଜାତୀୟ କଂଗ୍ରେସ ଶିଖରପୁର (ସଂଜୀବନୀ) ଗ୍ରାମ ପଞ୍ଚାୟତ କମିଟି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ ଆମ ଓଡ଼ିଶା ଓ ଜିଲ୍ଲା ରକ୍ତଦାତା ସଂଘ ମିଳିତ ସହଯୋଗରେ ଲକ୍ଷ୍ମୀକାନ୍ତଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ସଭାପତି ପଞ୍ଚାନନ ବଳରାମ ଓଝା ଓ ବରିଷ୍ଠ କଂଗ୍ରେସ ନେତା ଲକ୍ଷ୍ମୀକାନ୍ତ ଗିରିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ କଂଗ୍ରେସ ନେତା ତଥା  ସ୍ତମ୍ବକାର ସୁଦର୍ଶନ ଦାସ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ସମ୍ପାଦକ ଇଂ. ହୃଷୀକେଶ ସାହୁ, କଂଗ୍ରେସ ବ୍ଲକ ସଭାପତି ରାଜୀବ ପରିଡ଼ା, ସାମ୍ବାଦିକ ସତ୍ୟବ୍ରତ ପ୍ରଧାନ, ଲକ୍ଷ୍ମୀଧର ବାରିକ, କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ହେମନ୍ତ ଗିରି, ଜଳେଶ୍ୱର କିଷାନ କଂଗ୍ରେସର ସଭାପତି ସୁଦାମ ଚରଣ ପାତ୍ର ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରରୁ ୬୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ପାତ୍ର ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରରୁ ୬୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।
ରିପୋର୍ଟ : ଭୂପତି ପରିଡା