ରାଜ୍ୟସଭା ନିର୍ବାଚନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଭୋଟ ଦାନ…

ବିଜୟୱାଡା (ସମୃଦ୍ଧ ଓଡିଶା) ଆଜି ୪ଟି ରାଜ୍ୟସଭା ପାଇଁ ଆନ୍ଧ୍ର ପ୍ରଦେଶରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଯାଇଛି । ମୋଟ ୧୭୩ ବିଧାୟକ ଭୋଟ ପ୍ରଦାନ କରିଥିଲେ । ସେଥିରୁ ତେଲୁଗୁଦେଶାଂ ପାର୍ଟିର ୨୩ ଜଣ ଥିଲେ । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ମଧ୍ୟ ତାଙ୍କ ଭୋଟ ପ୍ରଦାନ କରିଛନ୍ତି ।