ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ…

କଟକ (ସମୃଦ୍ଧ ଓଡିଶା) ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଏଲଏଲଏମ ଛାତ୍ରଙ୍କ ଦ୍ୱାରା ଦହି ପାଣି ବଣ୍ଟନ କରାଯାଇଥିଲା ଏବଂ ଏହି ଜଳଛତ୍ର କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ଅଧକ୍ଷ ସୁକାନ୍ତ ନନ୍ଦ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାସୁଦେବ ସେଠୀ, ସନ୍ତୋଷ ଦାସ, ସୁମନ୍ତ ମଲ୍ଲିକ, ପ୍ରଦୀପ ମାଝୀ, ଅନିମେସ ଜେନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।