ଭୁବନେଶ୍ୱର ବସ୍ ମାଲିକ ସଂଘର ଅଫିସ ଗୃହର ଉଦଘାଟନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ବସ୍ ମାଲିକ ସଂଘର ଅଫିସ ଗୃହର ଉଦଘାଟନ ସାଙ୍ଗରେ ରୋଟାରୀ କ୍ଲବ ରୋୟାଲ ତରଫରୁ ଥଣ୍ଡା ପାନୀୟ ଜଳର ବୃହତ୍ ମେଶିନର ଉଦଘାଟନ କରାଯାଇଅଛି I ଏହି ଅବସରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ରାଜ୍ୟ ସରକାରଙ୍କର ପବ୍ଲିକ ଏଣ୍ଟରପ୍ରାଇଜ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା, ଏମ୍.ଏଲ୍.ଏ ପ୍ରଣବ ପ୍ରକାଶ ଦାସ, ରୋଟାରୀ ୩୨୬୨ର ଗଭର୍ଣ୍ଣର ଶାନ୍ତନୁ ପାଣି, ପି.ଡି.ଜି ରବି ନନ୍ଦ, ଡି.ଜି.ଏନ୍ ଜୟଶ୍ରୀ ମହାନ୍ତି, ରୋଟାରୀ କ୍ଲବର ପ୍ରେସିଡେଣ୍ଟ ଅଜୟ ପଟ୍ଟନାୟକ, ସେକ୍ରେଟାରୀ ପ୍ରତାପ ଚୌଧୁରୀ, ପବ୍ଲିକ୍ ଇମେଜ ଚେୟାର ପ୍ରଶାନ୍ତ ସାହୁ, ପି. ଡି.ଏସ୍.ଜି ପ୍ରସନ୍ନ ଲେଙ୍କା, ରୋଟାରୀ କ୍ଲବ ର ସଭ୍ୟବୃନ୍ଦ, ରୋଟାରାକ୍ଟ କ୍ଲବ ଅଫ ରୋୟାଲ ଆଣ୍ଡ ମିଲେନିୟମର ସଭ୍ୟବୃନ୍ଦ, ଉପସ୍ଥିତ ପ୍ରେସ ଓ ମିଡିଆ ଏବଂ ବସ୍ ମାଲିକ ସଂଘର ସଭ୍ୟମାନଙ୍କ ଉପସ୍ଥିତିରେ ଏହି ଉତ୍ସାହ ର ଉଦଘାଟନ କୁ ସମସ୍ତେ ସ୍ୱାଗତ କରିଛନ୍ତି ।

ରିପୋର୍ଟ : ଅମୃତ ନନ୍ଦ