ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ପରିଷଦ ପାର୍ଥି ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସୁକାନ୍ତ କୁମାର ଦାସ…

ଛତ୍ରପୁର (ସମୃଦ୍ଧ ଓଡିଶା) ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ପୁରୁଷୋତ୍ତମପୁର ୩ ଜୋନ୍ ନମ୍ବର ୩୭ରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସୁକାନ୍ତ କୁମାର ଦାସ ଆଜି ଜିଲ୍ଲା ପରିଷଦ ପାର୍ଥି ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଛତ୍ରପୁର ଉପ ଜିଲ୍ଲାପାଳ ମହୋଦୟ ନିକଟରେ ବିଜେପି ବରିଷ୍ଟ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ପଣ୍ଡା, ଖଲ୍ଲିକୋଟ ବିଧାୟୀକା ପାର୍ଥୀନୀ ଭାରତୀ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଅନିନ ପଣ୍ଡା, ଯୁବ ମୁର୍ଚ୍ଛା ସଭାପତି ପ୍ରମୋଦ ପଣ୍ଡା, ଓବିସୀ ମୋର୍ଚ୍ଚା ସଭାପତି କୋରାନାଥ ସ୍ୱାଇଁ, ଲିଟୁନ ଭାଇ, ପ୍ରଦୀପ ଭାଇ, ଲଡ଼ୁ ଭାଇ, ପୂର୍ବତନ ସରପଞ୍ଚ ପାର୍ଥି ପ୍ରତାପ ଚରଣ ପଟ୍ଟନାୟକ, ରମେଶ ଭାଇ, କବିରାଜ ଭାଇ, ବିଶ୍ୱରଞ୍ଜନ ଭାଇ ଓ ବହୁ ବିଜେପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା