ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ ଓ ସାନିଟାଇଜର ବଣ୍ଟନ…

ଜଳେଶ୍ଵର/ବାଲିଆପାଳ (ସମୃଦ୍ଧ ଓଡିଶା) ବାଲେଶ୍ୱଶ୍ବର ଜିଲ୍ଲା ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାଲିଆପାଳ ସମାଜସେବୀ ରାଧାକୃଷ୍ଣ ଦାସ ମହାପାତ୍ର ଆଜି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଡାକ୍ତରଙ୍କ ସହିତ ଆଲୋଚନା କରି ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ମାନଙ୍କୁ ସାନିଟାଇଜର ବଣ୍ଟନ କରିବା ସହିତ ଡାକ୍ତର ଖାନାରେ ଥିବା ସମସ୍ତ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହିତ ସାନିଟାଇଜର ବଣ୍ଟନ କରିଥିଲେ ତେବେ ମାନବସେବା ମାଧବସେବା ସେହି ପରି ମହାପାତ୍ର କରନା ସମୟରେ ମଧ୍ୟ ବହୁ ଅସାହୟ ଓ ଦିନ ଦୁଃଖିଙ୍କ ପାଖରେ ପହଞ୍ଚି ସାହାଯ୍ୟ କରିବା ସହ ଓଡିଶା ପ୍ରବାସୀ ମାନଙ୍କୁ ମଧ୍ୟ ସହାଯ୍ୟ କରୁଥିବାର ନଜର ମଧ୍ୟ ଥିଲା । ଆଜି ଯେଉଁ ଭଳି ଆସି ସମସ୍ତ ରୋଗୀ ମାନଙ୍କୁ ଖାଦ୍ୟ ବଣ୍ଟନ କଲେ । ତାହା ହସ୍ପିଟାଲ୍ ପରିସରରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ଯାହା ଦ୍ୱାରା ଆତ୍ମା ସନ୍ତୋଷ ପାଇଛନ୍ତି ବୋଲି ରାଧାକୃଷ୍ଣ ମହାପାତ୍ର ମତ ପ୍ରକାଶ କରିବା ସହ ଆଗାମୀ ଦିନରେ ମଧ୍ୟ ଲୋକ ମାନଙ୍କର ଏମିତିମସେବା ଜାରି ରହିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।