ଜୁଆ ଆଡାରେ ପୋଲିସର ଚଢ଼ାଉ : ୧୩ ଗିରଫ…

ଭଞ୍ଜନଗର/ଗାଙ୍ଗପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଇଧନପୁର ଓ ନୂଆ ବୋରି ଗ୍ରାମ ଠାରେ ଚାଲି ଥିବା ଦୁଇଟି ଜୁଆ ଆଡାରେ ଗାଙ୍ଗପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିବା ସହ ୧୩ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ନଗଦ ୩୨୯୭୦ ଟଙ୍କା ଏବଂ ୫ଟି ମୋବାଇଲ ଜବତ କରିଥିବା ଜଣାପଡିଛି ।

ରିପୋର୍ଟ : ନିଲୁ ବିଷୋୟୀ