ଜଳେଶ୍ୱରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାରଙ୍କ କୋଭିଡ୍ କଟକଣା ସତ୍ୱେ କରୋନା ନିୟମ ଅନୁଯାୟୀ ଆଜି ଜଳେଶ୍ୱର ପୌରପାଳିକାରେ ୫୭ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ପୌରଅଧିକାରୀ ଅଜୟ କୁମାର ମହାପାତ୍ର ପତାକା ଉତ୍ତୋଳନ କରି ସାଂପ୍ରତିକ ସମାଜରେ ସହରାଞ୍ଚଳ ବିକା ଲଲାଗି ସରକ।ର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଥିଲେ । କର୍ମଚାରୀମାନଙ୍କ ମଧ୍ୟରେ ମନୋରରଂଜନ ପରିଡା, ପରମାନନ୍ଦ ପରିଡା, ଅନୟ ବ୍ରହ୍ମ. ପ୍ରଣବ ବେହେରା, ନ୍ରନ୍ଦ୍ର ବାରିକ, ଜ୍ୟୋସ୍ନାରାଣୀ ପତି, ତରଣୀ ଭୂୟାଁ, ଯୁୁଗଳ ପଟ୍ଟନାୟକ ଇତ୍ୟାଦି ଏଥିରେ ଯୋଗ ଦେଇଥିଲେ । ସକାଳେ ରାମଧୂୂୂନ ସହିତ ସହର ପରିକ୍ରମା କରିଥିଲା ।

ରିପୋର୍ଟ : ଭୂପତି ପରିଡା