ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ କଲେ ନାମାଙ୍କନ ପତ୍ର ଦାଖଲ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଆଜି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ଵରେ ସମସ୍ତେ ଦାଖଲ କରିଛନ୍ତି । ଆଜି ୫ଟି ଜୋନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସେମାନେ ହେଲେ ଜୋନ୧୪ରୁ ଶ୍ରୀମତୀ ପ୍ରଭାସିନୀ ନାୟକ, ସ୍ୱାମୀ- ସନ୍ତୋଷ ମହାପାତ୍ର, ଜୋନ୧୫ରୁ ସୁମନ୍ତ ଦାସ, ପିତା- ଶବର ଦାସ, ଜୋନ୧୯ରୁ ଶ୍ରୀମତୀ ସନ୍ତୋସୀ ନାହାକ, ସ୍ୱାମୀ- ସମ୍ପଦ ନାହାକ, ଜୋନ୨୦ରୁ ଏନ ଦୀନବନ୍ଧୁ, ପିତା- ଏନ ଦୁରଜୁଲୁ, ଜୋନ୨୧ରୁ ଶ୍ରୀମତୀ ପ୍ରମିଳା ସେଠୀ, ସ୍ୱାମୀ- ସୁରେନ୍ଦ୍ର ସେଠି । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା