ଛତ୍ରପୁରରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି କୋଭିଡ ଟିକାକରଣ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ସୁରକ୍ଷିତ ଟିକା କରଣ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ କୋଭିଡ ଟିକାକରଣ ପ୍ରକ୍ରିୟା ଚାଲିଥିବା ଜଣାପଡିଛି । ଏଥିରେ ସ୍ଥାନୀୟ ରିକାପୁଲି କଲିଆଣ ମଣ୍ଡପର ପରିସରରେ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିମାନଙ୍କର ପ୍ରଥମ ଡଜୋ ଦେବାର ବ୍ୟବସ୍ଥା ଅନ୍କଲାଇନ ଓ ଅଫ୍ ଲାଇନ୍ ମାଧ୍ୟମରେ ଟିକା କରଣ କରାଯାଇଛି । ଏହି ଟିକା କରଣ କେନ୍ଦ୍ରରେ ନଲଡାଲ ଅଫିସର ଡାଲିଆ ରେଡି, ସନ୍ତଷି ସାହୁ, ସୁଶୁମା, ମେଡିକାଲ ଷ୍ଟାଫ୍ ସରିତା ନାୟକ ପ୍ରମୁଖ ଉପସ୍ଥିତ ଅଛନ୍ତି ।